prathana amo pode tumo

ପ୍ରାର୍ଥନା ଆମ ପଦେ ତୁମ
ଏହି ଜଗତରେ, ତୁମରି ରାଜ୍ୟ ଆସୁ (୨ ଥର)
ହା….ଲେ…..ଲୁ….ୟା … (ଘୋଷା)

କହିଗଲ ତୁମେ ସାକ୍ଷୀ ହେବା
ଘେନି ମୋର ନାମ
ଦେଖ ଏ ଯୁଗର ଶେଷ ଯାଏ
ମୁଁ ଅଛି ସାଥେ ତୁମ
ସ୍ମରଣ କରି ସେ ଶପଥ (୨ ଥର)
କରୁ ନିବେଦନ
ତୁମରି ରାଜ୍ୟ ଆସୁ (୨ ଥର)…. |୧|

ତୁମ ରାଜ୍ୟ ଆଉ ଧାର୍ମିକତା
କରିବୁ ଅକ୍ଳେଷଣ ଅନ୍ବେଷନ
ତୁମରି ସେବାରେ ଏ ଜୀବନ
କରିବୁ ସମର୍ପଣ
ଶିଖାଇଲ ଯେଉଁ ପ୍ରାର୍ଥନା ( ୨ ଥର)
କରୁ ନିବେଦନ
ତୁମରି ରାଜ୍ୟ ଆସୁ (୨ ଥର)…. |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

3 thoughts on “prathana amo pode tumo”