ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ
ଜଗତ ମୁକତି ରାଜାଙ୍କୁ ନିଜ ହୃଦେ ଦେଇ ସ୍ଥାନ
କେତେ ପ୍ରେମ ଦେଇ, ଜଗତେ ବଂଚାଇ, ଆଶିଷ ବର୍ଷାଇ… (ଘୋଷା)

ବଂଚାଇଲେ ସେହି ଜୀବନ ଦେଇ
ସେ ପ୍ରେମକୁ ଆଉ ଭୁଲଇ ନାହିଁ… |୧|

ଆମ ପାପ ପାଇଁ, କାଣେ କୁଶ ବହି, ରକତ ଝରାଇ
ପ୍ରହାରିତ ହେଲ ଜଗତ ପାଇଁ
ତଥାପି ଜଗତ ଚିହ୍ନିଲା ନାହିଁ… |୨|

କୁହ କାଲବରୀ, ନୀରବ ନ ରହି, କୁଶର କାହାଣୀ
ପୂର୍ଣ୍ଣ କର ତୁମ ଭାବବାଣୀ
ଏଲୋହି, ଏଲୋହି ଲାମା ଶବକଥାନି… |୩|

ସୂଚୀମାଳାକୁ ଫେରନ୍ତୁ

7 Responses

  1. ପ୍ରିୟ ପ୍ରଭୁ ତୁମ ମହାନ ନାମକୁ ଧନ୍ୟବାଦ ହେଉ.. Priase the lord. Amen….

Leave a Reply

Your email address will not be published. Required fields are marked *