ଦୟାର ସାଗର ପ୍ରଭୁ ମୋ ଯୀଶୁ ଧନ
କାଲବରୀ କୁଶ ପରେ ଦେଲ ଜୀବନ (ଘୋଷା)
ପୃଷ୍ଠ ପରେ ଦେଖି ତାଙ୍କ କୋରଡ଼ାର ମାଡ
ଝରିପଡେ ସର୍ବାଙ୍ଗରୁ ରକତର ଧାର
କାଣେ ଭାରି କୁଶ ବୋହି କି ଯାତନା ସହି… |୧|
ଆସିଥଲେ ଦିନେ ସିଏ ପାପୀ ମୁକ୍ତି ପାଇଁ
ପାପ ଧୋଇ କଲେ ମୁକ୍ତି ନିଜ ରକ୍ତ ଦେଇ
ଯୀଶୁଖ୍ରୀଷ୍ଟ ନାମ ନେଇ ପଥ ସତ୍ୟ ହୋଇ… |୨|
କରୁଅଛି ନିବେଦନ ହେ ତ୍ରାଣ ରାଜନ
ଦୟାକରି ଦିଅ ତୁମ ସ୍ଵର୍ଗ ରାଜ୍ୟ ସ୍ଥାନ
ଆନନ୍ଦରେ ଗାଉଥିବି … ତୁମ ଜୟ ଗାନ… |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.