ଯୀଶୁ ଜନମର ସୁଅଭିବାଦନ…ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣଅଭିନନ୍ଦନ ଘେନ ଅଭିନନ୍ଦନ ଆନଂଦ ଜନକ ଏହି ସୁସମାଚାର (ସୁସମାଚାର)ଈଶ୍ୱରଙ୍କ ଦୂତ ମରତେ କଲେ ପ୍ରଚାରେ (କଲେ ପ୍ରଚାରେ)ମୁକ୍ତି ସାଧିବାକୁ ସାରା ବିଶ୍ୱଜନର (ବିଶ୍ୱଜନରଆସିଲେ ଧାରାକୁ ଛାଡ଼ି ସରଗପୁର (ସରଗପୁର)ବାକ୍ୟରୁପି ଇସସୁତ ଯୀଶୁରୂପେ ହେଲେ ଜାତମାନବ କାରଣ… ଅଭିନନ୍ଦନ ଘେନ ଅଭିନନ୍ଦନ ଆସିଅଛି […]
Odia
ଧନ୍ୟବାଦ ମହିମା ପାଇବାକୁତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁହାଲ୍ଲେଲୁୟା। (୪ଥର) ରାଜାମାନଙ୍କର ରାଜା ତୁମେପ୍ରଭୁମାଙ୍କର ପ୍ରଭୁରାଜାମାନଙ୍କର ରାଜା ତୁମେପ୍ରଭୁମାଙ୍କର ପ୍ରଭୁ ପ୍ରେମ,ଭକ୍ତି ପାଇବାକୁ ଶୁଭାଜନକାରଣ ଜଗତେ ତୁମେ କର ସୃଜନଗୌରବ (ସମ୍ଭ୍ରମ …୩ଥର) ହୋ …ଗୌରବ ସମ୍ଭ୍ରମ ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ (୨ଥର) ହାଲ୍ଲେଲୁୟା (୪ଥର)ରାଜାମାନଙ୍କର ରାଜା ତୁମେ ପ୍ରଭୁମାନଙ୍କର ପ୍ରଭୁ…ଧନ୍ୟବାଦ… ପାପୀଙ୍କର ମୁକ୍ତି ତୁମେ କଲ ସାଧନକାଳବରୀ କ୍ରୁଶେ ହୋଇ ବଳିଦାନଗୌରବ (ପ୍ରଶଂସା…୩ଥର) ହୋ…ଗୌରବ […]
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବିତୁମ ବିନା ଦୁନିଆ ତ ଅନ୍ଧାର ଲାଗେ। 2ଥରମତେ ଭୁଲିବନି ମତେ ଛାଳୀବନି।2ଥରତୁମଭିନା ଦୁନିଆ ତ ଅନ୍ଦାର ଲାଗେ..(ଘୁଷା) ହାରିଗଲି ମୁଁ ତଖୀଗଲି ମୁଏ ଦୁନିଆରେ ପ୍ରଭୁ ଠକି ଗଲି ମୁଁନାହିଁ କେ ସାହାରା ନହିଁ କେ ଭରଷାତୁମ ଭିନା ଦୁନିଆରେ ନାହିଁ କେ ଆସୋର।(2ଥର)ତୁମ ଭିନା ଦୁନିଆ ତ ଅଜଣା ଲାଗେ। (୨ଥର)ହେ ପ୍ରଭୁ…………..୧ ପାପ ଭରା ଦୁନିଆରେ ନାହିଁ ମ […]
ବେସାହାରା , ହୋଇଚି ମୁଁ ଜୀବନ ସାରାଜୀବନଟା ଅନ୍ଧାର ଲାଗେତୁମ ବିନା ହେ ପ୍ରଭୁ ମୋରଦୁନିଆ ଟା ଅଲୋଗା ଲାଗେତୁମ ବିନା ହେ ଯୀଶୁ ମୋରଏ ଜିଁବାଟା ଅଧୁରା ଯୀଶୁ ବିନା ଲାଗେ ଆକେଲାବେସାହାରା ହୋଇଚି ମୁଁ , (4 times)ବେସାହାରା ହୋଇଚି ମୁଁ ଜୀବନ ସାରା … ଚାଲୁ ଚାଲୁ ଚାଲି ଗଲିଅନ୍ଧକାର ରେ ମୁହିଁଭାବନା ମୋ ପାପ ଖାଲିରହିଛି ହୃଦୟେ ଭୋରିମରୀଚିକା ଜଗତ ରେମିଛ ରେ ବୁଡି […]
(ପ୍ରଭୁ) ଦିଅ ଦେଖା ମୋତେ ବାରେ,ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା ।ଅରୁପାନନ୍ଦ ସୁନ୍ଦର ଅନୁପମ କଳେବରଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ । ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶିଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ । କାମନା-ମୋହ ମାଦକ ପାପଜ ଅଳୀକ ସୁଖଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ । […]
ଆଉ ଜଙ୍ଗଲ ରାଜ ଚାଲିବନି ଆମ ଭାରତରେ l ଆମେ ସ୍ୱାଧୀନତା ଚାହୁଁ l ବାଣିଜ୍ୟ କରିବାକୁ ଆସି ଆମ ଦେଶରେ ରାଜା ଦେଖେଇ ହେଉଛ l ବିରୋଧ କଲେ ପିଠି ଫାଟିଲା ଭଳି ଲାଠି ରେ ମାରୁଛ l ଆଉ ଛଡା ଛାଡି ନାହିଁ l ଆମ ଦେଶ ଆମକୁ ଦେଇଦିଅ l ଏହି ଦାବି ଥିଲା ଅନେକ ଭାରତୀୟମାନଙ୍କ ଙ୍କ ସେଦିନ l ଆନ୍ଦୋଳନ ର ତରିକା […]
ତୁଇ କୋଟି କୋଟି ଡାବୁ ରଖି ନରକେ ଗଲେ କାଇ ଲାଭ …. ଶ୍ରୁତି ମଧୁର କୋରାପୁଟିଆ ଗୀତ ଟିଏ l ଭାରି ମାଇଲେଜ୍ ନେଉଛି l ଟୋକା ଠାରୁ ବୁଢା ପର୍ଯ୍ୟନ୍ତ ଡିଜେ ର ତାଳେ ତାଳେ ନାଚୁଛନ୍ତି l ଗୀତ ଟି କହୁଛି କୋଟି କୋଟି ଟଙ୍କା ଥାଇ ବି ଜଣେ ନର୍କ ଗଲେ ସେଥିରେ କି ଲାଭ l ତଥାପି ଲୋକେ ଡାବୁ ପାଇଁ ପାଗଳ […]
ବ୍ରହ୍ମପୁର ର ଏମକେସିଜି ମେଡିକାଲ l ସବୁବେଳେ ରୋଗୀ ଆଉ ଲୋକଙ୍କ ଭିଡ଼ ଏଠି l ସେଦିନ ପୋଷ୍ଟମର୍ଟମ ରୁମ ସାମନାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l ଘଟଣା କଣ ଜାଣିବା ପାଇଁ ଆମେ ପହଞ୍ଚିଲୁ l ଦେଖିଲୁ ଅନେକ ଲୋକ ମୁହଁରେ ବିଭିନ୍ନ ରଙ୍ଗ ବୋଳି ସେଠି ଅଛନ୍ତି l ବୋଧେ ସେମାନେ ଯାତ୍ରା କଳାକାର l ଘଟଣା ସଂପର୍କରେ ଟିକେ ପଚାରିଲୁ l ଶୁଣିଲୁ ମୃତ […]
କଣ କହିଲେ ଆଜ୍ଞା ! ଜୁଲାଇ ୩ ତାରିଖ I ଭାରତୀୟ ଖ୍ରୀଷ୍ଟିୟାନ ଦିବସ I ବିଶ୍ୱାସ ବି କରି ହେଉନି I ବଡ଼ଦିନ , ଶୁଭ ଶୁକ୍ରବାର , ପୁନରୁଥାନ ଦିବସ କଥା ଜାଣିଥିଲୁ I କିନ୍ତୁ ଖ୍ରୀଷ୍ଟିୟାନ ଦିବସ ଯେ ଭାରତରେ ପାଳନ ହେବ ତାହା ଜାଣି ନ ଥିଲୁ I ଲାଗି ପଡ଼ି ଆମ ଲୋକ କରିଦେଲେ ନା I ଖାଲି କଣ ଯୋଗ ଦିବସ […]
ହୋ… ହୋ…ହୋ…ଅ… ପାସୋରା ସେ… ପ୍ରେମକୁ (୨ଥର)ମୁଁ ପାଇଚି — (୨ଥର)ହଜି ମୁଁ ଯିବି ହୋ… ମଜି ମୁଁ ଯିବିହଜି ମୁଁ ଯିବି ମଜି ମୁଁ ଯିବିଗାଉଥିବି ମୋ ଜୀବନ ସାରାତୁମ ପ୍ରେମର ସେ ଧାରା ସେହି ଏକା ମୋ ସାହାରାଅ… ପାସୋରା ସେ… ପ୍ରେମକୁମୁଁ ପାଇଚି —(୨ଥର) ଗଲଗଥା ପରେ ଝରଇ… ଆଜି ବି ସେ ରକ୍ତ ଧାରଚାହିଁ ଦେଖ ଫେରି ଥରେ…ଝରୁଛି ପ୍ରେମର ଝର…ହୋ… ହୋ…ହୋ… (୨ଥର)ଫେରିଆ […]