ଯୀଶୁ ଜନମର ସୁଅଭିବାଦନ…ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣଅଭିନନ୍ଦନ ଘେନ ଅଭିନନ୍ଦନ ଆନଂଦ ଜନକ ଏହି ସୁସମାଚାର (ସୁସମାଚାର)ଈଶ୍ୱରଙ୍କ ଦୂତ ମରତେ କଲେ ପ୍ରଚାରେ (କଲେ ପ୍ରଚାରେ)ମୁକ୍ତି ସାଧିବାକୁ ସାରା ବିଶ୍ୱଜନର (ବିଶ୍ୱଜନରଆସିଲେ ଧାରାକୁ ଛାଡ଼ି ସରଗପୁର (ସରଗପୁର)ବାକ୍ୟରୁପି ଇସସୁତ ଯୀଶୁରୂପେ ହେଲେ ଜାତମାନବ କାରଣ… ଅଭିନନ୍ଦନ ଘେନ ଅଭିନନ୍ଦନ ଆସିଅଛି […]
Humane Sagar
3 posts
ହେ ପ୍ରଭୁ କେମିତି ବଞ୍ଚିବି….କେମିତି ଚାଲିବି….ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର) ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବିତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର)ମୋତେ ଭୁଲିବନି ମୋତେ ଛାଡ଼ିବନି (୨ଥର)ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର)ହେ ପ୍ରଭୁ …..ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି(ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ)(୨ଥର) =୦= ହାରିଗଲି ମୁଁ ଥକିଗଲି ମୁଁଏଇ […]
କେତେବେଳେ ଚାଲିଯିବ ଜୀବନକେତେବେଳେ ଉଡ଼ିଯିବ ପରାଣଜୀବନ ଚାଲି ଯିବା ଆଗରୁପରାଣ ଉଡ଼ି ଯିବା ଆଗରୁଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନକେତେବେଳେ ଚାଲିଯିବ ଜୀବନ ….=୦= ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବଏ ଜୀବନ ବାଟ ଦିନେ ଠିକଣା ହରାଇବଆଜି ଅଛି କାଲି ନାହିଁ ମଣିଷ ଜୀବନଏଇ ଅଛି ଏଇ ନାହିଁ କୁହୁଡ଼ି ସମାନଏହି […]