ହେ ସରଗ ଚାନ୍ଦ ଯୀଶୁ ଆସିଦେଇ ଯାଅ ସୁଧାଂଶୁଅନାଇ ବସିଛୁ ମିଳି ପାଇବୁ ବୋଲି ଉର୍ଦ୍ଧ ଆକାଶୁ … (ଘୋଷା) ଆଗମନେ କରାଅ ସରସ ପ୍ରତିପ୍ରାଣେ ପରସି ପିୟୁଷତୁମରି ବିହୁନେ ସକଳେ ଅସୁନ୍ଦର ଦିଶଇ ଆସ୍ୟଆସି ବସ ପ୍ରତି ବିଶ୍ଵରତବ କରୁଣା ରୂପ ହସୁ … ଅନାଇ .. |୧| ପୁଅ ଝିଅ ବିଭିନ୍ନ ସ୍ଥାନରୁ ଆସି ଅଛନ୍ତି ଆହେ ଶିକ୍ଷା ଗୁରୁଭାଷଣ ଶୁଣାଇ ମନରୁ ଦୂରକର ସନ୍ଧେହ – […]