hrudaya ratana jishu moro amulya moni
ହୃଦୟ-ରତନ ଯୀଶୁ ମୋର ଅମୂଲ୍ୟ ମଣି, ସେହି ମୋର ଗଣ୍ଠିଧନ, ତ୍ରିଭୁବନ ଅଗ୍ରଣୀ । ଘୋଷା । ସେ ଜୀବାତ୍ମା ବାଞ୍ଛିତ ସର୍ବ ଦ୍ରବ୍ୟ ସଞ୍ôଚତ ସର୍ବ ସୁଖେ ସୁରଞ୍ଜିତ ସେ ଅପୂର୍ବ ବିପଣି ା ୧ । ତମୋମୟ ପାତକ ହେଲେ ଶାନ୍ତି ଘାତକ, ସେହି ବିରାମ-ଦାୟକ ପୁଣ୍ୟମୟ ଖମଣି ା ୨ । ଅସଂଖ୍ୟ ନରନାରୀ ପାପ ନରକୁଁ ତାରୀ ନାମ ବହି ତ୍ରାଣକାରୀ କଲେ ମହା କରଣୀ ା ୩ । ପାପୀ […]
jishunku sange rakhibi
ଯୀଶୁଙ୍କୁ ସଙ୍ଗେ ରଖିବି, ହୃଦ-ପଦ୍ମ ତାଙ୍କୁ ଦେବି । ଘୋଷା । ସେ ତ ଜୀବର ଜୀବ, ମୋର ସର୍ବ ସମ୍ପଦ, ଛାଡ଼ିଲେ ସେହି ପାଦ ବିପଦରେ ପଡ଼ିବି । ୧ । ଏ ଜଗତେ ବିପଦ, ଚାରିଆଡ଼େ ଆପଦ, ନ ଧରିଲେ ସେ ପାଦ କେମନ୍ତେ ମୁଁ ବଞ୍ôଚବି । ୨ । ସେ ମୋର ଜୀବନଧବ, ତାଙ୍କରେ କରି ଭାବ ହୋଇଣ ପାର ଭବ ସ୍ୱର୍ଗରେ ପହୁଞ୍ôଚବି । ୩ । ସୂଚୀମାଳାକୁ […]
kara mono traano ratna jotono
କର ମନ ତ୍ରାଣରତ୍ନ ଯତନ, ଖ୍ରୀଷ୍ଟ ପରମ ଧନ କି ମହା ମନୋରଞ୍ଜନ ! । ଘୋଷା । ଖ୍ରୀଷ୍ଟରତ୍ନ ହୋଇଲେ ପ୍ରାପଣ ଅନ୍ୟ ଧନେ ନାହିଁ ପ୍ରୟୋଜନ ଲାଭ କର ଆରେ ମନ ଯତନେ କରି ସାଧନ । ୧ । ସାଂସାରିକ ସମ୍ପତ୍ତି ଧନ ଅଟେ ମିଥ୍ୟା ଛାୟାର ପ୍ରମାଣ; ତହିଁ ନାହିଁ ମନ ତୃପ୍ତି, ସେହି ଅଟେ ସ୍ୱପ୍ନ ପ୍ରମାଣ । ୨ । ଖ୍ରୀଷ୍ଟ-ନିଧି ଅକ୍ଷୟ ନିତ୍ୟ, ତହିଁ ମନ ହୁଅଇ […]
jishu he muhin atyanta durdosaa purno
ଯୀଶୁ ହେ, ମୁହିଁ ଅତ୍ୟନ୍ତ ଦୁର୍ଦ୍ଦଶାପନ୍ନ, ହୁଅ ପ୍ରସନ୍ନ; ତୁମ୍ଭ ବିନା ନାହିଁ ମୋର ଆଶ୍ରୟ ଆନ । ଘୋଷା । ମହା ଶତ୍ରୁ ଶୟତାନ ଗ୍ରାସିବାକୁ ମୋର ପ୍ରାଣ ଧାଉଁଛି ପଛରେ ମୋର କରି ଗର୍ଜ୍ଜନ । ୧ । ପୁଣି ମୋ ଅଗଣ୍ୟ ପାପ ବ୍ୟବସ୍ଥା ଲଂଘନ ଶାପ ପ୍ରତିହନ୍ତା ସମାନ ପଛେ ଧାବମାନ । ୨ । ତୁମ୍ଭେ ହେ ଅଟ ମୋହର ଦୃଢ଼ ଆଶ୍ରୟ ନଗର, ତୁମ୍ଭ ନିକଟକୁ କରୁଛି […]
kotaakhya pokaayee prabhu kara uppokaaro
କଟାକ୍ଷ ପକାଇ ପ୍ରଭୁ କର ଉପକାର । ଘୋଷା । ଭବ ସ୍ରୋତେ ମୁଁ ଭାସଇ, ଉପାୟ ମୋହର ନାହିଁ; ଥଳ କିଛି ନ ଦିଶଇ, ଘୋର ଅନ୍ଧକାର । ୧ । ଭାଙ୍ଗିଗଲା ମୋର ତରୀ, ଉଠୁଛି ବଡ଼ ଲହରୀ, କେମନ୍ତେ ହୋଇବି ପାରି ମୃତ୍ୟୁର ସାଗର ? । ୨ । ହଜାର ମେଘ ଗର୍ଜନ ସମାନ ଆସେ ତୋଫାନ ଥ ରୁଛି ମୁଁ ଅନୁକ୍ଷଣ, କି ହେବ ମୋହର ? । ୩ […]
prabhu, papisto dino prati karunaa kara
ପ୍ରଭୁ, ପାପିଷ୍ଠ ଦୀନ ପ୍ରତି କରୁଣା କର, ଦୂର ନ କର ପ୍ରଭୁ ମୋତେ ପାଶୁ ତୁମ୍ଭର । ଘୋଷା । ପାପରେ ମୋର ଜାତ, ପାପେ ହେଲି ବର୍ଦ୍ଧିତ, ପାପରେ ଅନୁରକ୍ତ ମୁହିଁ ପାମର । ୧ । ଶତ୍ରୁ ଯେ ଶୟତାନ ସ୍ଥାପି ସ୍ୱସିଂହାସନ ଅନ୍ତଃକରଣୁ ନାଶେ ସୁଖ ମୋହର । ୨ । ଦେଖି ଶତ୍ରୁ ପ୍ରବଳ ପାପ ପରୀକ୍ଷା ଘୋର ବିଶ୍ୱାସ ଟଳ ଟଳ ମୋର ଦୁର୍ବଳ । ୩ […]
aaha noratmaa ki bahumulya dhana
ଆହା ନରାତ୍ମା କି ବହୁମୂଲ୍ୟ ଧନ ଈଶ୍ୱରଙ୍କ ନିଶ୍ୱାସରୁ ଯାହାର ଉତ୍ପନ୍ନ । ଘୋଷା । ସମୁଦାୟ ଜଗତରୁ ରତ୍ନମଣି ସୁବର୍ଣ୍ଣରୁ ଅଟଇ ଯାହା ମୂଲ୍ୟ ଭାରି, ହଜିଲେ ସେ ଆତ୍ମା ମନ କଦାଚ ନୁହେଁ ପ୍ରାପଣ; କି ଲାଭ ହେବ ଜଗତ ପାଇଲେ ହେ ମନ । ୧ । ପ୍ରଭୁ ଯେଉଁ ଆତ୍ମା ପାଇଁ ନିଜ ଆତ୍ମଜ ପଠାଇ ଜଗତକୁ କଲେ କି ପ୍ରେମ, ଯେଉଁ ଆତ୍ମା ପାଇଁ ମନ, ଯୀଶୁ ଭୋଗିଲେ […]
prabhu tobo su-sombado ko raao darshana hai
( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ ) ପ୍ରଭୁ ତବ ସୁସମ୍ବାଦ କରାଅ ଘୋଷଣ ହେ । ଘୋଷା । ପଠାଅ ପ୍ରଭୁ ତାହା ସର୍ବ ଜଗତେ, ଚାରିଆଡ଼େ ବ୍ୟାପୁ ଦିବାକର ମତେ; ଖ୍ରୀଷ୍ଟ ନାମ ଘେନି କରୁ ଜୟଧ୍ୱନି, ପ୍ରେମେ କରୁ ନିମନ୍ତ୍ରଣ ହେ । ୨ । ମୃତ୍ୟୁଚ୍ଛାୟା ସ୍ଥଳୀରେ ହେଉ ଦର୍ଶନ, ମୃତ ଅଚେତନ ପାଉନ୍ତୁ ଜୀବନ; ଘୋର ଅନ୍ଧକାରେ ପ୍ରକାଶୁ କିରଣ, ପାଉ ଦୀପ୍ତି ସର୍ବଜନ ହେ । ୨ […]
kara prabhu taba prochaarita baakye kolyaano
(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ) କର ପ୍ରଭୁ ତବ ପ୍ରଚାରିତ ବାକ୍ୟେ କଲ୍ୟାଣ, ପ୍ରଚାରିତ ବାକ୍ୟ ହେଉ ସୁସଫଳ ବହନ । ଘୋଷା । ତୁମ୍ଭର ଯେଉଁ ବାକ୍ୟ ଅଟେ ମର୍ମ୍ମ ଭେଦକ, ସର୍ବ ପାପୀ ମର୍ମ୍ମେ ଭେଦୁ ପାଇ ତବ କଲ୍ୟାଣ । ୧ । ତୁମ୍ଭ ବାକ୍ୟ ପାଷାଣ ଭଗ୍ନ ହାତୁଡ଼ି ସମ, ପାଷାଣ ତୁଲ୍ୟ ପାପୀର ମନ ସେ କରୁ ଭଗ୍ନ । ୨ । […]
ki osimo ote prabhu, tobo poraakrama hai
( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ ) କି ଅସୀମ ଅଟେ ପ୍ରଭୁ ତବ ପରାକ୍ରମ ହେ ! । ଘୋଷା । ନ ଥିଲା ଏହି ଜଗତ ଯେଉଁ କାଳେ ଆବର କିଛି ହିଁ ଦୃଶ୍ୟ ଯେ ନୋହିଲେ, ହେଉ ବୋଲି ସବୁ ବୋଲନ୍ତ ସେକାଳେ ହେଲେ ଆଜ୍ଞାମାତ୍ରେ ଜନ୍ମ ହେ । ୧ । ପକାଇଲେ ଦୃଷ୍ଟି ତବ ସୃଷ୍ଟି ପ୍ରତି ଦିଶନ୍ତି ସକଳ ଆଶ୍ଚର୍ଯ୍ୟ କେମନ୍ତି ! ବୋଲନ୍ତି ସୁସ୍ପଷ୍ଟ ସ୍ୱରରେ […]