jisu nama mo antare ki
ଯୀଶୁ ନାମ ମୋ ଅନ୍ତରେ କି ଆନନ୍ଦ ଦିଏଯୀଶୁ ବିନା ତ୍ରିଭୁବନେ ଆଉ ନାହିଁ ସେହି ନାମ (ଘୋଷା) ଯେଉଁ ନାମ ଦିଏ ଶାନ୍ତି, ସେହି ନାମରେ ହିଁ ମୁକ୍ତିଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୧| ପାପୀ ଡାକେ ଯୀଶୁ ନାମ ପାଇବାକୁ ନୂଆ ଜନ୍ମଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୨| ସୂଚୀମାଳାକୁ ଫେରନ୍ତୁ
biswa bandania jisu he
ବିଶ୍ୱ ବନ୍ଦନୀୟ ଯୀଶୁ ହେ, ଗାନର ଛନ୍ଦ ଚରଣ ବନ୍ଦୀଅନ୍ତର ପ୍ରଣତି ଜଣାଏଁ (ଘୋଷା) ଅନ୍ଧ ଥିଲି, ଦେଲ ଖୋଲି ଚକ୍ଷୁ ମୋ ତୁମେପୋଛି ଲୁହ ଭସାଇଲ ସୁଖ ସଲିଳେପ୍ରତିଦାନେ କି ଦେବି ମୁଁ ତୁମେ ହେଅନ୍ତର ପ୍ରଣତି ଜଣାଏଁ … I୧I ପ୍ରାଣ ଦିଆ ପ୍ରେମ ଭୁଲି ଭ୍ରମୁଥୁଲି ଦୂରେବେଦନାର ଆଲିଙ୍ଗନେ ଟାଣିଲ ଖ ରପ୍ରତିଦାନ କି ଦେବି ମୁଁ ତୁମେ ହେଅନ୍ତର ପ୍ରଣତି ଜଣାଏ … |9| ଭକତିର ପ୍ରାଣ ତୁମେ ଗୋ ଭକତର […]
aame swarga pathara jatri
ଆମେ ସ୍ଵର୍ଗ ପଥର ଯାତ୍ରୀ କୁଶ ଆମରି ଗୌରବ …ଆମେ ଦୁର୍ଗମ ପଥର ଯାତ୍ରୀ କୁଶ ଆମରି ବିଭବ (ଘୋଷା) ନ ଡରିବା ତିଳେ ବିପଦ ଆସିଲେଯୀଶୁ ସେବା ଲାଗି ସାଜିବା ବୀରସେଥିପାଇଁ ଆସ, ମୋ ଭାଇ ଭଉଣୀହାଲିଲୁୟା ଜୟ ସଙ୍ଗୀତ ଗାଇ | ୧| ମରିବା ପଛରେ ହଟିବା ନାହିଁପୂଜିବା ଯୀଶୁଙ୍କ ଚରଣଶିରେ ଘେନିବାରେ ମୃତ୍ୟୁଞ୍ଜୟୀଙ୍କରଅନନ୍ତ ବିଜୟୀ ନାମା ଗାଇ |9| ଆଜି ଶୁଭ ଦିନେ ନିଜେ ଆପଣାକୁକୁଶର ତଳେ ଦେଉ ନୁଆଁଇକହି ଉଠୁ ସର୍ବେ, […]
biraja mo antre jisu jali uthu
ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁମୋ ହୃଦ ତୁମରି ପ୍ରେମରେ (ଘୋଷା) ଖୋଜି ବୁଲେ ମୁହଁ ଦିନରାତି ତୁମରି ସୁମଧୁର ପିରତିଏ ଶୁଷ୍କ ପରାଣେ ଏ ପାପୀ ଜୀବନେଢ଼ାଳି ଦିଅ ତବ କୃପା ବାରେ | ୧| ଝୁଲିଅଛି ପ୍ରଭୁ କୁଶ ପରେ ତାରିବାକୁ ସର୍ବ ପାପୀ ନରେକରୁଣା ତୁମରି ପାଇ ପାପୀ ନର …ଅନନ୍ତ ଜୀବନ ଲାଭ କରେ | ୨| ଆସ, ପ୍ରଭୁବର ମୋ ଆତ୍ମାର ରଖ ତୁମ ପ୍ରେମେ ମୋ ଅନ୍ତରଦେଇ ଧନମନ […]
kene jau papire bare pheri ana
କେଣେ ଯାଉ ପାପୀରେ ବାରେ ଫେରି ଅନାକାଲବରୀ ଚୂଳେ ଝରେ ରୁଧୁର ଝରଣା (ଘୋଷା) ପାଷାଣର ବ୍ଲକୁ ପରେ ରୁଧୁର ଝରଣା ଝରେଧୋଇବାକୁ ପାପ ତୋର ଡାକେ ମୃଦୁ ମଧୁ ସ୍ବରେଯାଅନା ଦୂରକୁ ଆଉ ବାରେ ଫେରି ଅନା … I୧I ଶୁଭେ ନାହିଁ କିରେ ତୋତେ ସେହି ସୁମଧୁର ବାଣୀଶୁଣି ନାହିଁ କିରେ କେବେ ସେ କୁଶର କାହାଣୀକିମ୍ପା ତେବେ ଯାଉ ଚାଲି ହୋଇ ବାଟ ବଣା… |9 | ଫେରିଆ ଫେରିଆ ଆଜି ସେହି […]
krusa bina mun hebi patha hara
କୁଶ ବିନା ମୁଁ ହେବି ପଥହରାଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ଥର) (ଘୋଷା) ଯଦି କୁଶ ତ୍ୟାଗେ ମୁହିଁ ପାପ ଅନ୍ଧାରେ ରାସ୍ତା ନାହିଁଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … |୧| ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳିଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ |୨| ସୂଚୀମାଳାକୁ ଫେରନ୍ତୁ
antara kholi antara kholi
ଅନ୍ତର ଖୋଲି … ଅନ୍ତର ଖୋଲି,ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା) ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜାଆଜି ଏଠାକୁ ଏ ତୁମ ଦାନଲଭିବୁ ଶାନ୍ତି ପ୍ରାର୍ଥନା କରି … |୧| ଆସ ଏଠାକୁ ତୁମ ପିଲାଙ୍କୁ, ତୁମରି ବାକ୍ୟ ତୁମରି ଲକ୍ଷ୍ୟଜଣାଅ ପ୍ରଭୁ ଆମକୁ ସବୁ,ଆନନ୍ଦ ମନେ ଯିବୁ ଗୋ ଫେରି … |୨| ଜୀବନେ ଦେଇ ହେ ନରସାଇଁ, ପାପୁ ଉଦ୍ଧରିଲେ ରକତ ଦେଇମେଲାଣି ଦିଅ ହେ ଆମ […]
jenhe aauji pade taba pare
ଯେହ୍ନେ ଆଉଜି ପଡ଼େ ତବ ପରେଢ଼ାଳ ତବ ଆମ୍ବା ମୋ ଉପରେ(ମୋତେ) ଡୁବାଅ ତବ ଆଦ୍ୟ ପ୍ରେମରେଭରିଦିଅ ଆଧିକ ଦାନ ସବୁରେ … |ଘୋଷା| ଆସ ନିକଟେ ମୁଁ ଦୁର୍ବଳ ଛୁଇଁ ମୋତେ କର ସବଳନବ ସୁରା କରାଅ ପାନ,କରିବି ଯେହ୍ନେ ପ୍ରଶଂସା ଗାନ |୧| ଆହେ ଦ୍ରାକ୍ଷାଲତା ପ୍ରକୃତ, ତୁମଠି ମୋତେ ରଖ ଜୀବିତକର ନିର୍ମଳ ସଂଗଠିତ,ଫଳିବି ଯେହ୍ନେ ଫଳ ପୂରିତ |୨| ସୂଚୀମାଳାକୁ ଫେରନ୍ତୁ
asichu prabhu go tumari duare
ସ୍ଵର ସୁମଧୁର ସୁରେ ବନ୍ଦନା ଗାଅରେ ଆସିଛୁ ପ୍ରଭୁ ଗୋ ତୁମରି ଦୁଆରେକରିବାକୁ ତବ ଆରାଧନାମନର ସରାଗେ ଆଶାର ଆବେଗପାଇ ତବ କୁଶୀୟ ଝରଣା (ଘୋଷା) ଏ ଶୁଷ୍କ ପରାଣେ ନାହିଁ ଭକ୍ତି ପ୍ରୀତିକରିବାକୁ ନିତ୍ୟ ତବ ପୂଜା ସ୍ତୁତିନଇବେଦ ସମ ହୃଦୟକୁ ଆମଅରପୁଛୁ ପଦେ ହେଉ ଢେନା I ୧ I ଭାଙ୍ଗି ଚୁରିଦିଅ ଆମରି ହୃଦୟତବ ମଧୁମୟ ପ୍ରେମେ ଭରିନିଆନୂଆ ଭାବେ ଗଢ଼ି ତୁମରି ରୁପରେନିଭାଇ ଆମ ପାପ କାଳିମା |9 | ଜୀବନର […]
megha rathare maha bikrame
ମେଘ ରଥରେ ମହା ବିକ୍ରମେଆସୁଛନ୍ତି ଯେ ଯୀଶୁ ରାଜା ଆମସୁଲଳିତ କଣେ କର ଜୟଗାନ (ଘୋଷା) ହେବ ତୁରୀ ବାଦ୍ୟ ସର୍ବ ହେବେ ଠୁଳନାମ ସେ ଡାକିବେ ବିଚାର କରିବେଭଲ ଠାରୁ ମନ୍ଦ ଅଲଗା କରିବେଜୀବନ ପୁସ୍ତକେ ଥିବ କି ମୋର ନାମମୋର ନାମ ? | ୧| ବିଚାର ଶେଷରେ ମହା ଗୌରବରେଯୁବା ମେଷ ସାଥେ ମନୋନୀତ ଯେତେଯିବେ ସ୍ଵର୍ଗଧାମେ, ହରଷ ପରାଣେଆନନ୍ଦ ତାଙ୍କର ହେବ ଅମଳିନ ଚିର ଦିନ | ୨ | ସୂଚୀମାଳାକୁ […]