Christmas song- Ratchagar Pirandhare (இரட்சகர் பிறந்தாரே)

1 இருளில் வாழும் உலகைவெளிச்சத்தில் கொண்டு வரஇரட்சகர் பிறந்தாரேவிண்ணுலகம் விட்டுமண்ணுலகம் வந்துமனிதரை மீட்டாரே X 2 (Chorus)இரட்சகர் பிறந்தாரே- 4 2 பாவத்தில் இருந்த உலகைபரிசுத்தமாக்கிடஇரட்சகர் பிறந்தாரேபாரினில் வாழும் மனிதரைநண்பர்களாய் கொள்ளஇயேசு பிறந்தாரே x 2 (Chorus) இரட்சகர் பிறந்தாரே- 4 (Bridge)வாழ்க வாழ்கவே இயேசு நீர் வாழ்கவே (6) வீ வான விஷ யு எ மெர்ரி கிறிஸ்த்மஸ் – 3ஃப்ரம் தி போட்டொம் ஆஃப் ஆர் ஹார்ட்ஸ் X 2 1 Iruzhil Vaalum […]

Ummai Pola Yaarundu (உம்மைப் போல யாருண்டு)

உம்மைப் போல யாருண்டுநன்மை செய்ய நீருண்டுஉம்மைத் தானே நம்புவேன்என் தேவா X 2 உம்மைதான் எந்தன் வாழ்வில்ஆதாரமாய் நினைத்து உள்ளேன்நீர் இல்லா எந்தன் வாழ்க்கைவீணாய் தானே போகுதைய்யா X 2 (Chorus)எல்ஷடாய் ஆராதிப்பேன்எலோஹிம் ஆராதிப்பேன்அடோனாய் ஆராதிப்பேன்இயேஷூவா ஆராதிப்பேன் X 2 1 கலங்கி நின்ற என்னைக் கண்டுகண்ணீரைத் துடைத்தவரேகாலமெல்லாம் கண்மணிபோலகரம்பிடித்து காத்தவரே X 2(Chorus) எல்ஷடாய் ஆராதிப்பேன்…உம்மைப் போல யாருண்டு… 2 மரணத்தின் பாதைதனில்மனம் தளர்ந்து நின்ற என்னைமருத்துவராய் நீரே வந்துமறுவாழ்வு தந்தீரைய்யா X 2(Chorus)எல்ஷடாய் ஆராதிப்பேன்…உம்மைப் […]

Unga Kirubai (உங்க கிருபை)

என்னை அழைத்தவரேஎன்னை தொட்டவரேநீர் இல்லாமல் நான் இல்லையே X 2நான் வாழ்ந்தது உங்க கிருபைநான் வளர்ந்ததும் உங்க கிருபைஎன்னை உயர்த்தி வைத்தீரே உம் கிருபையே – 2 (Chorus)உங்க கிருபை வேண்டுமேஉங்க கிருபை போதுமேஉங்க கிருபை இல்லாமல்நான் ஒன்றும் இல்லையே – 2இயேசுவே 1 தனிமையில் அழுதபோது தேற்றிட யாரும் இல்லதள்ளாடி நடந்தபோது தாங்கிட யாரும் இல்ல – 2கதறி அழுத நேரத்தில்,என் கண்ணீர் துடைத்த உங்க கிருபஉங்க கிருபை இல்லனா நானும் இல்ல – 2(Chorus) […]

sakala srustira tume karigara

ସକଳ ସୃଷ୍ଟିର ତୁମେ କାରିଗର ହେ,ଝରାଅ ପ୍ରେମ ନିଝିର, ହେ ଯୀଶୁ ସୁନ୍ଦର …ମିନତି ଘେନ କରୁଣା ସାଗର ହେ,ଆସିଛୁ ତବ ଦୁଆର, ହେ ଯୀଶୁ ସୁନ୍ଦର (ଘୋଷା) ତୁମ ବିହୁନେ ଏହି ଧରାଧାମେ, ନାହିଁ କେହି ମୁକତିଦାତାତୁମେ ହି ଆଶା ଦୀନ ଜନର, ତୁମେ ଭରସା ପାପୀ ଜନରପାପ ସାଗରୁ ପାରି କର ହେ ଯୀଶୁ ସୁନ୍ଦର |୧| ତୁମ ପ୍ରାଙ୍ଗଣେ ଏ ଶୁଭ ଲଗନେ, ଡାକୁଛୁ ଆକୁଳ ପରାଣେଦିଅ ଦରଶନ ସ୍ବର୍ଗୀୟ ରାଜନ, ଅମାନିଶା […]

jebe raja jisu asibe

ଯେବେ ରାଜା ଯୀଶୁ ଆସିବେ, ନୂତ ଆଉ ସାଧୁ ମେଳରେତୁରୀ ଶବଦରେ ଡାକିବେ ଯିବି ମୁଁ ଉଠିପଲକରେ … (ଘୋଷା) ସେ ମଧ୍ୟ ଆକାଶ ସୀମାରେ ମୋତେ ଭେଟିବେସ୍ଵର୍ଗୀୟ ତେଜରେଲଭି ମୁଁ ନୂତନ ଶରୀର ହୋଇଯିବି ତାଙ୍କପରି ରେ , |୧| ପ୍ରଭୁଙ୍କ ବିବାହ ଭୋଜିରେ, କେତେ ସାକ୍ଷ୍ୟ ମୋର ସାଧୁ ସାଙ୍ଗରେପାଇବି ମୋର ପୁରସ୍କାର ଜୀନ ମୁକୁଟ ମୋ ଶିରେ । I9 || ସେ ମହା ପୁନରୁଥାନ କାଳେ,କେତେ ରହିଯିବେ ଏ ପୃଥିବୀରେତୁମେ କି […]

mukharita heu aama paribare ମୁଖରିତ ହେଉ ଆମ ପରିବାରେ

ମୁଖରିତ ହେଉ ଆମ ପରିବାରେ ପ୍ରଭୁ ଯୀଶୁଙ୍କ ନାମସେ ଯେ ତ୍ରାଣକାରୀ ସଭିଙ୍କର, ଜୀବନ ଆକରବନ୍ଧା ଆମେ ତାଙ୍କ ପ୍ରେମରେ ସେ ବନ୍ଧୁ ଅତି ନିଜରଦୁଃଖରେ ବା ରୋଗରେ, ମୃତ୍ୟୁ କି ଶୋକରେ ଗାଇବୁତାଙ୍କ ନାମ [୧] ସେବା ଆରାଧନା ପ୍ରାର୍ଥନାରେ, ଗଢ଼ିବୁ ଜୀବନପ୍ରଭୁଙ୍କ ପ୍ରେମ ଶାନ୍ତି ଆନନ୍ଦରେ, ବଢ଼ିବୁ ଦିନୁ ଦିନଜୀବନ ଶେଷରେ ମହା ଆନ୍ଦରେ, ଲଭିବୁ ଶାନ୍ତଧାମ |9| ସୂଚୀମାଳାକୁ ଫେରନ୍ତୁ

tuma pachhe chalibi jisu tuma

ତୁମ ପଛେ ଚାଲିବି ଯୀଶୁ ତୁମ ପଛେ ଚାଲିବିଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି (ଘୋଷା) ଯୁଆଳି ଘେନି ମୁଁ ତୁମର, ଜୀବନର ଚଲାପଥେସଦା ଲକ୍ଷ୍ୟ ରଖି ତୁମରେ ଚାଲିବିଇଙ୍ଗିତେତୁମ ପାଦଚିହ୍ନ ଦେଇ ନିତି ନିତି ଆଗେଇବିଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି |୧| ଭୟ ମୁଁ କରିବି ନାହିଁ ମୃତ୍ୟୁର ଉପତ୍ୟକାରେଚିର ସାଥୀ ହୋଇ ତୁମେ ରହିଥିଲେ ମୋ ସଙ୍ଗରେଦୁଃଖରେ ବା ସୁଖରେ ପଛକୁ ନ ଫେରିବିଜୀବନର ଯାତ୍ରା ପଥେ ତୁମ ପଛେ […]

tume mora sathi tume mora

ତୁମେ ମୋର ସାଥୀ ତୁମେ ମୋର ବନ୍ଧୁ ଯୀଶୁତୁମେ ମୋର ସାଥୀ(ଏହି) ଅନ୍ଧକାରେ ତୁମେ ଯେ ମୋ ପଥ ଦର୍ଶକ ବିତୀ |o|| ତୁମେ ମୋର ପାଳକ ପ୍ରଭୁ ଭୁଲନା ମୋତେ କେବେହେଁ ପ୍ରଭୁସାଥେ ସାଥେ ରଖ ମୋତେ ସାରା ଦିବାରାତି | ୧ | ତୁମେ ସଙ୍ଗେ ଅଛି ପ୍ରଭୁ କରେନା ଆଉ ଭୟଆସୁ ଯେତେ କଠିନ ବାଧା ହେବ ମୋର ଜୟଆହେ ପାପୀ ପରିତ୍ରାତା, ତୁମେ ମୋର ମୁକ୍ତିଦାତାତୁମକୁ ପାଇ ଦୁଃଖ ମଧ୍ୟଆନନ୍ଦେ ଯିବି […]

aaha ki anada uchhuli uthuchhi

ଆହା କି ଆନନ୍ଦ ଉଛୁଳି ଉଠୁଛି ତାପିତ ହୃଦୟ ଭରିମରଣ ବିଜୟୀ ଯୀଶୁ ଯାଚୁଛନ୍ତି ଅନନ୍ତ ଜୀବନ ଧର (ଘୋଷା) ଧନ୍ୟ ତାଙ୍କ ପ୍ରେମ ଅନୁପମ, ନାହିଁ ତୁଳନା ତାହା ସରିମରଣର ଭୀତି କରି କୁଶେ ଇତି ଉଠିଲେ ସେ ସମାଧୁ ଚିରି |୧| ଆସ ମିଳି ଯେତେ ପାପୀ ତାପୀ ଘେନ ଜୀବନ ତାଙ୍କୁ ଧରିବିନା ମୂଲ୍ୟ ପରିଦ୍ରୋଣ ଦେବା ପାଇଁ ତୁମମୃତ୍ୟୁକୁ ନେଲେ ବରି ||୨|| ସୂଚୀମାଳାକୁ ଫେରନ୍ତୁ

asichhu prabhu go a subha belara

ଆସିଛୁ ପ୍ରଭୁ ଗୋ ଏ ଶୁଭ ବେଳାରେସୁମରି ତୁମରି ପ୍ରେମ … ପ୍ରଭୁଭଜିବୁ ତୁମରି ନାମଆଜି ଏ ସୁଦିନେ ପୂଜାବେଦୀ ସ୍ଥାନେଗାଇ ତୁମେ ଜୟଗାନ … ପ୍ରଭୁ (ଘୋଷା) ଶୟତାନ ନିତି ମାୟାଜାଲ ପାତି, ଜୁଲାଏ ଆମରି ମନ …ଅଧିକାର କରେ ହୃଦୟ ମନ୍ଦିର, ନେବାକୁ ନରକ ଧାମଶୟତାନ ବଳ, ଭାଗି ନ କର ହେଉ ସେ ଆମ ଅଧୀନପ୍ରଭୁ ଭଜିବ ତୁମରି ନାମ … |୧| ପାପୀ ପାପ ପାଇଁ ବହୁ ଦୁଃଖ ସହି, କୁଶେ […]