chalapatha dhare prabhu

ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ ହେବତୁମେ ମୋତେ ଜୀବନର ପଥ ଦେଖାଇବ (ଘୋଷା) ପାପ ଅନ୍ଧକାରେ ଭରିଛି ଦୁନିଆ, ସବୁରେ ବିପଦ ଭୟଡରିବିନି ପ୍ରଭୁ ଚାଲୁଛି ସାହସେ, ତୁମଠି ରଖି ମୋ ଲୟଝୁଣ୍ଟିବା ଆଗରୁ ଜାଣେ ମୁଁ ତୁମେ ତ,ହାତ ମୋର ଧରି ନେବା… |୧| ଛୋଟ ହୃଦୟଟି ତୁମ ଲାଗି ପ୍ରଭୁ, ରଖିବି ସଦା ମୁଁ ଖୋଲିଆହେ ମହାଜ୍ୟୋତି ମୋ ହୃଦ ବେଦୀରେ,ପ୍ରେମ ଦୀପ ଦିଅ ଢ଼ାଳିସେ ଆଲୋକ ଶିଖା ନିତି ଜଳି ଜଳି,ତୁମ […]

mo papara khyama pain

ମୋ ପାପର କ୍ଷମା ପାଇଁ ଯୀଶୁଙ୍କୁ ମୁଁ ପାଇଛି।ଯେତେ ମୋର ପାପ ଦାଗ ତାଙ୍କ ରକ୍ତ ଧୋଇଛି… (ଘୋଷା) ଗୋଟି ଗୋଟି ପାପ ମୋର ହେଲା ପରବତ ସମଚାପିଗଲି ଯେବେ ମୁହିଁ ପାପେ ପରାଜିତ ହୋଇଉଦ୍ଧାରିଲେ ଯୀଶୁ ମୋତେ ନିଜର ଶୋଣିତ ଦେଇ… |୧| ମୃତ୍ୟୁଛାୟା ପାରିନି ମୋତେ ବାନ୍ଧିବାକୁ ତାର ସୁତେବନ୍ଧା ଯାଇଅଛି ମୁହଁ ଯୀଶୁଙ୍କ ରକତ ଦେଇବସିଅଛି ତାଙ୍କ ପାଦେ ନୂତନ ଜୀବନ ପାଇ… |୨| ସୂଚୀମାଳାକୁ ଫେରନ୍ତୁ

stuti bandana puja aradhana

ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ ଯୋଗ୍ୟ ତୁମେହେ ଯୀଶୁ ଈଶ ଜୟ ଯୁବା ମେଷସଦା ଜୟ ତୁମ ନାମେ… (ଘୋଷା) ତୁମେ ହେ ପ୍ରଭୁ ଅନାଦି ଅନନ୍ତ ସୃଷ୍ଟି କରତା ହେଲ ଦେହବନ୍ତସରଗ ତେଜିଲ ହେ ଇମ୍ମାନୁୟେଲ ଜନମିଲ ଧରାଧାମୋ… |୧| ତୁମେ ହେ ପ୍ରଭୁ କଳୁଷହାରୀ,କୁଶୀୟ ଯାତନା ନେଲି ଅଙ୍ଗେ ବରିହେଲ ବଳିକୃତ କଲ ପ୍ରାୟଶ୍ଚିତ ତୁମରି ମହାପ୍ରେମେ… |୨| ତୁମେ ହେ ପ୍ରଭୁ ରାଜାରାଜନ ନିତ୍ୟ ଜୀବିତ ସର୍ବଶକ୍ତିମାନକରନ୍ତୁ ଗାୟନ ସର୍ବ ପ୍ରାଣୀଗଣ,ହାଲେଲୁୟା […]

jaya jaya jishu jaya

ଜୟ ଜୟ ଯୀଶୁ ଜୟ ଜୟ ଜୟ ମୃତ୍ୟୁଞ୍ଜୟଜୟ ପିତା ପୁତ୍ର ଜୟ ଜୟଜୟ ପବିତ୍ରାପା ଜୟ ଜୟ (ଘୋଷା) ବିଶ୍ଵସ୍ରଷ୍ଟା ପିତା ପରମେଶ୍ବରମଙ୍ଗଳମୟ ପ୍ରେମ ପାରାବାରନିତ୍ୟ ପରାତ୍ପର ଜୀବନ ଆକରଜୟ ପ୍ରେମମୟ ଜୟ ଜୟଜୟ ବିଶ୍ବପିତା ଜୟ ଜୟ… |୧| ପ୍ରେମ ଅବତାର ଈଶ ନନ୍ଦନମୁକତି ପଥ ସତ୍ୟ ଜୀବନକଳୁଷହାରୀ ପତିତପାବନଜୟ ଯୁବା ମେଷ ଜୟ ଜୟଜୟ ଈଶସୁତ ଜୟ ଜୟ… |୨| ପବିତ୍ର ଆପ୍ ଚିର ସହାୟକପାପ ପୁଣ୍ୟ ବୋଧ ଦାୟକସ୍ଵର୍ଗୀୟ ଶାନ୍ତି ଶକ୍ତି […]

prabhunkara prasangsa gita

ପ୍ରଭୁଙ୍କର ପ୍ରଶଂସା ଗୀତି, ଆମେ ଯିବା ଗାଇ,ଅନ୍ତରେ ସର୍ବେ କୁଶୀୟ ପ୍ରେମ ଭାବ ନେଇ… (ଘୋଷା) ମହିମା ଗୌରବ ପ୍ରଭୁଙ୍କର,ଧନ୍ୟବାଦ ସ୍ତୁତି କରି ନିରନ୍ତରପବିତ୍ରତା ସୌନ୍ଦର୍ଯ୍ୟରେ ଭଳିବା ଆମେ ଆମ୍ରାରେଭକତି ସମ୍ଭାର ଅରପି ଦେଇ… I୧| ଏ ଜଗତ ତାଙ୍କ ହସ୍ତକୃତ ନିରୂପିତ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମଙ୍ଗଳ ଦାନେ ତାଙ୍କରି ଭରା ଜୀବନ ଆମରିଦିବା ନିଶି ସାଥେ ଅଛନ୍ତି ରହି… |୨| ହେ ସର୍ବଦେଶୀୟ ସଦାପ୍ରଭୁ ତୁମରିଆଶ୍ରିତ ଅଟୁ ଆମେ ସବୁକଳୁଷିତ ଜଗତରେ ମୁକତି କେ […]

dekhini se rupa kebe

ଦେଖିନି ସେ ରୂପ କେବେ ପାଇଛି ଅନୁଭବେଅଦେଖା ହୋଇ ଅବିରତ ଅଛନ୍ତି ମୋ ସାଥେ… (ଘୋଷା) ହେଲେ ଅନ୍ତର ନିମିଷେ ଯଦି ଭଲ ଲାଗେନାଶୂନ୍ୟ ଏ ବିଧୁର ମନ ସେ ପ୍ରେମ ବିନାଜୀବନ ମୋର ଅରପିଛି ମୁଁ ତାଙ୍କରି ହାତେ… |୧| ଚିର ସୁନ୍ଦର ମିନତି ମୋର ଥାଅ ମୋ ପାଶେଭଙ୍ଗା ଏ ଜୀବନ ମୋର ତୁମ ପରଶ୍ସାଇତା ମୋର ମନକଥା କହିବି ତା’ ପାଶେ… |୨| ସୂଚୀମାଳାକୁ ଫେରନ୍ତୁ Click the link below to […]

kete je ucha kete gabhira

କେତେ ଯେ ଉଚ୍ଚ କେତେ ଗଭୀରବୋଧର ଅଗମ୍ୟ ପ୍ରେମଯୀଶୁଙ୍କ ପ୍ରେମ କେଡେ ଅସୀମ ଚିରନ୍ତନ ଅନୁପମ… (ଘୋଷା) ପାତକୀର ପାଇଁ କିଏ ପାରେ ଦେଇ ଅକାତରେ ନିଜ ପ୍ରାଣକୁଶୀୟ ଯାତନା ସହି ପୁଣି କିଏ କରିପାରେ କ୍ଷମା ଦାନସେ ମହାପ୍ରେମର ପରିଚୟ ପାଇ ପଦେ ନେଇଛି ଶରଣ… ।୧। ଅନୁତପ୍ତ ହୋଇ କୁଶ ପାଶେ ମୁହି ମାନିନେଲି ସବୁ ପାପମୋତେ କ୍ଷମା ଦେଇ ନିଜ ରକ୍ରେ ଧୋଇ ଘୁଞ୍ଚାଇଲେ ଅଭିଶାପସେ ମହାପ୍ରେମକୁ ଅନୁଭବି ମୁହିଁ ସମର୍ପିଲି ମୋ […]

sadaprabhunka suristhira ehi dibase

ସଦାପ୍ରଭୁଙ୍କ ସୃଷ୍ଟିର ଏହି ଦିବସେଆମେ ହରଷିତ ତୁମ ପାଶେତୁମ ନାମେ ଉଠୁ ଜୟଗାନ (୪ ଥର)ହାଲିୟା, ହାଲିକୁୟା, ହାଲିୟା, ହାଲିୟା, ହାଲିୟା… (ଘୋଷା) ଏଇ ଦିବସ ପ୍ରଭୁ ତୁମ ଦାନପ୍ରଦାନ କଲ ଆଜି ନବ ଜୀବନଭରି ଉଠୁ ଆଜି ଆମ ହୃଦ ମନଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୧| ଏହି ଦିବସ ପ୍ରଭୁ ତୁମ ଦାନଲଭିବାକୁ ଆମ ପରିତ୍ରାଣଆହେ ଦୟାମୟ ଆହେ ପ୍ରେମମୟଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୨| ସୂଚୀମାଳାକୁ ଫେରନ୍ତୁ

ei satabdhi ra awahana

ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନଉତ୍କଳ ବୁକେ ସୁସମାଚାରର ଆସୁ ନବ ଜାଗରଣ …(ଘୋଷା) କର ହେ ଘୋଷଣା ଜଗତ ଆଗରେ ମୁକତିର ସନ୍ଦେଶଏହା ଥିଲା ତୁମ ବିଦାୟ ବେଳାର ପ୍ରେମଭରା ଆଦେଶପାଳନ କରିବୁ ଆଜ୍ଞା ତୁମରି ହୋଇ ସଦା ସଚେତନ… |୧| ସୁସମାଚାରର କାର୍ଯ୍ୟ ସାଧକ ଉଠ ଜାଗ୍ରତ ହୋଇଅନେକ ଆପ୍ ଆକୁଳ ଆତୁର ଜୀବନର ଜଳ ପାଇଁପାପ ଅନ୍ଧାରେ ବାକ୍ୟ ଆଲୋକେ ଭରିଦିଅ ଉଦ୍ଦୀପନା… | ୨ | ଯାଅ ଏ ଜଗତେ […]

dhusara pahada kalbari

ଧୂସର ପାହାଡ଼ କାଲବରୀ ତୁମେକି ଗୀତ ଗାଉଛି କୁହପତିତ ମାନବ ମୁକତି ପାଇଁ କି,ତୁମେ କି ଢ଼ାଳୁଛି ଲୁହ… (ଘୋଷା) ଧନ, ମାନ, ମୋହେ ପାଗଳ ମଣିଷ,ବୁଝେନା ପ୍ରେମର ଡାକବୁଝିନି ଯିଏ ତା’ ଜୀବନ ଦାତାକୁ, ବିନ୍ଧିଛି ଦାରୁଣ ପ୍ରେକପଥର ତୁମେ ତ ଭକ୍ତ ସେ ତୁମର, କେମିତି ବୁଝିବି କୁହ,ତୁମେ କି ଢ଼ାଳୁଛି ଲୁହ… |୧| ଅନ୍ଧ ସେ ତ ଆଜି ଜଗତ ମାୟାରେଶୁଣେନା ମୁକତି ଡାକ,ଶୁଣିନି ଯିଏ ତା ମୁକତିଦାତାକୁଦେଇଛି ଅଶେଷ ଦୁଃଖନିଧନ ତୁମେ […]