prabhu jishu tume mote
ପ୍ରଭୁ ଯୀଶୁ ତୁମେ ମୋତେକେତେ ଯେ ଭଲ ପାଇଲମୋ ପାପର ପଦାଘାତସବୁ ମୋ ଲାଗି ସହିଲ… (ଘୋଷା) ପାପ ରୋଗେ ଭୋଗୀ ମୃତ ପ୍ରାୟ ହେଲିମୁକତି ଆଶା ତେଜିଲିଆଶାହୀନ ହୋଇଥିଲି ଯେବେ ମୁହଁମୋ କଥା ଭାବିଲ ସରଗୁ ଅବତରିଲ… I୧I ମୋ ପାପର ଫଳ ନିରିକ କଷଣଥିଲା ବିଚାର ଲିଖନମୋତେ କ୍ଷମା ଦେଲ ମୋ ପାପ ବହିଲକୁଶରେ ମରିଲ ମୋତେ ବଂଚାଇଲ… |୨| ସୂଚୀମାଳାକୁ ଫେରନ୍ତୁ
kalbarirase pasana bukuru
କାଲବରୀର ସେ ପାଷାଣ ବୁକୁରୁରକ୍ତର ଦାଗ ଲିଭିନିକୋମଳ ଅଙ୍ଗରୁ ଝରୁଛି ରୁଧୁରଅଭିଯୋଗ ସେ ତ କରିନି… (ଘୋଷା) କଣ୍ଟାର ମୁକୁଟ ମୁଣ୍ଡରେ ରହିଛିଦୁଇ ହାତ ଦୁଇ କଣ୍ଟାରେ ଝୁଲିଛିବକ୍ଷ ଭେଦ କରି ରକତ ଝରିଛିଦୋଷ କାହାର ସେ ଧରିନିମରଣକୁ ସେ ତ ଡରିନି… |୧| ପାପ ମୋର ସବୁ କୋରଡା ସାଜିଛିମାଂସ ଚିରି ରକ୍ତ ପିଠିରୁ କାଡ଼ିଛି ସେହି ଲହୁ ମୋର ପାପକୁ ଧୋଇଛି।ଘୃଣା ମୋତେ ସେ ତ କରିନିଦୂରେ କେବେ ଠେଲି ଦେଇନି… I୨| ସୂଚୀମାଳାକୁ […]
prabhu he ki dei pujibi
ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣତୁମେ ତ୍ରାଣକାରୀ ତୁମେ ମୁକତି ରାଜନକି ଦେଇ ପୂଜିବି ତୁମ ଚରଣ… (ଘୋଷା) ନାହିଁ ମୋର ଧନ ଅଟେ ମୁହଁ ଦୀନ ହୀନତୁମ ପ୍ରେମ ଲାଗି ସଦା ଝରେ ମୋ ପରାଣଭକତିର ଅର୍ଘ୍ୟ ଦେଇ ମୁଁ ପୂଜୁଛି ତୁମ ଚରଣ… |୧| ହେ ବିଶ୍ୱ ମୋହନ ଧନ ଜଗତ ଜୀବନତୁମେ ଈଶ ପ୍ରଭୁ ଅଟ ମୋ ହୃଦ ଚନ୍ଦନତୁମରି ପ୍ରେମ-ରସରେ ମୁଁ ଗାଏ ତୁମ ଭଜନ… |୨| ସୂଚୀମାଳାକୁ […]
tuma byabasthare amodo jahara ତୁମ ବ୍ୟବସ୍ଥାରେ ଆମୋଦ ଯାହାର
ତୁମ ବ୍ୟବସ୍ଥାରେ ଆମୋଦ ଯାହାରସେ ଅତି ପ୍ରିୟ ତୁମରି … (ହେ ପ୍ରଭୁ)ଦିବା ରଜନୀରେ ଧ୍ୟାନ କରେ ଯିଏତୁମ ବାକ୍ୟ ହାତେ ଧରି (ହେ ପ୍ରଭୁ)… (ଘୋଷା) ଜଳସ୍ରୋତ ପାଖେ ରୋପିତ ଯେ ବୃକ୍ଷପତ୍ର ହୁଏ ନାହିଁ ଶୁଷ୍କନିରୂପିତ କାଳେ ଫଳର ଧାରଣକର ମୋତେ ସେ ବୃକ୍ଷ ପରି… |୧| ଦୁର୍ଜନ ନୁହଁନ୍ତି କେବେ ଚିରସ୍ଥାୟୀତୁଷ ତୁଲ୍ୟ ସେ ଜୀବନସାଧୁ ମଣ୍ଡଳୀରେ ସ୍ଥାନ ନାହିଁ ଯା’ରପଥଭ୍ରଷ୍ଟ ହେବ ତାହାରି… |୨| ସୂଚୀମାଳାକୁ ଫେରନ୍ତୁ
asiba jibane jhada aneka
ଆସିବ ଜୀବନେ ଝଡ ଅନେକଥୁବାଯାଏ ଶେଷ ନିଃଶ୍ବାସଲାଗି ରୁହ ସଦା ଯୀଶୁ ଚରଣେଥାଅ ରଖି ଅଟଳ ବିଶ୍ବାସ… (ଘୋଷା) ସହି ଦୁଃଖ ଯାତନା ଯୀଶୁ ଲାଗିଯେବେ ଝରେ ଆଖିରୁ ଲୁହ… ହୋ… ହୋ..ରଖିଥାନ୍ତି ପ୍ରଭୁ ସେ ନେତ୍ର ଜଳଦେବେ ସାନ୍ବନା ଆଶିଷ… |୧| ଭୁଲନ୍ତିନି ସେ ଆପଣା ଦାସକୁରଖିଥାନ୍ତି ମନେ ସର୍ବଦା… ହୋ… ହୋ..ଦିଅନ୍ତି ଉତ୍ତର ପକାଇଲେ ଡାକକରନ୍ତି ନାହିଁ ନିରାଶ… |୨| ସୂଚୀମାଳାକୁ ଫେରନ୍ତୁ
parbata sikhare jebe urdha drusti
ପର୍ବତ ଶିଖରେ ଯେବେ ଊଦ୍ଧି ଦୃଷ୍ଟି ମୋରନିରାଶ ଓ ଦୁଃଖ କାଳରେଆକାଶ ପୃଥିବୀର ସୃଷ୍ଟି କର୍ତ୍ତା ଯିଏକରନ୍ତି ମୋ ସାହାଯ୍ୟ ଦୁଃଖରେ (ଘୋଷା) ଇସ୍ରାଏଲ ରକ୍ଷକ ନ ହୁଅନ୍ତି ନିଦ୍ରିତଦିଅନ୍ତି ସାନ୍ତନା ମୋତେ ମୁଁ ଯେବେ ଚିନ୍ତିତଛାୟାପରି ଥାନ୍ତି ମୋର ଦକ୍ଷିଣ ପାର୍ଶ୍ବରେ… |୧| ଦିବସରେ ସୂର୍ଯ୍ୟ କି ବା ରାତ୍ରିରେ ଚନ୍ଦ୍ରମାସବୁ ତ ଅଟଇ ପ୍ରଭୁ ତୁମ ସରଜନାକରି କି ପାରିବ କେହି ଆଘାତ ମୋ ପରେ… |୨| ରକ୍ଷା କରିବେ ସେ ମୋତେ ସବୁ […]
ahe moro jishu sundara
ଆହେ ମୋର ଯୀଶୁ ସୁନ୍ଦରମୋ ପାଇଁ କି ଦୁଃଖ ସହିଲହୋଇ ଈଶସୁତ ମାନବର ପାଇନିଜ ଜୀବନ ବଳି ଦେଲ… (ଘୋଷା) ଦୋଷୀ ନୋହିଁ ମହା ଦୋଷୀ ଭାବରେବନ୍ଧା ହେଲ ଯାଇ କୃଶ ଉପରେକଣ୍ଟା ବିଦ୍ଧ ହୋଇ କଣ୍ଟାର ମୁକୁଟନିଜ ଶିରେ ଧାରଣ କଲ… |୧| ମୁହିଁ ମହାପାପୀ ଅଯୋଗ୍ୟ ତୁମରଭୋଗିଛି ଜୀବନେ ସୁଖ ଅପାରଧୋଇଦିଅ ପ୍ରଭୁ ମୋତେ ସେ ରକତେକର ମୋତେ ପାପୁ ଉଦ୍ଧାର… |୨| ସୂଚୀମାଳାକୁ ଫେରନ୍ତୁ Click the link below to listen […]
kalabori dake bare tu କାଲବରୀ ଡାକେ ବାରେ ତୁ
କାଲବରୀ ଡାକେ ବାରେ ତୁ ଫେରିଆ ଫେରିଆଛକି କାଠକୁ ପାପୀ ମନ ଚାହିଁ ଯା (ଦେଖି ଯା)ତୋର୍ ପାପ ପାଇଁ କୁଶରେ ଝୁଲୁଛି ତ୍ରାଣକର୍ତ୍ତା… (ଘୋଷା) ରାଜାମାନଙ୍କ ରାଜା ଶିରେ କଣ୍ଟା ମୁକୁଟ ବାନ୍ଧି ଦେଇବଳି ଦେଇ ତୁ ତାଙ୍କୁ କୁଶେ କେଉଁ ସୁଖ ପାଇଲୁ ତୁହିଲୁହଧାର ବହିଯାଏରେ ଚାହିଁଯା ଚାହିଁଯା… |୧| ଝୁଲୁଛନ୍ତି ଯେ କୃଶ ପରେ ତ୍ରାଣକର୍ତ୍ତା ସେ ତୋ ଅଜଣାଏବେ ବି ସମୟ ଅଛି ତୁ ଫେରିଆ… ଫେରିଆ… |୨| ଦୟାବାନ ସେ […]
jishu tuma pase amo
ଯୀଶୁ ତୁମ ପାଶେ ଆମ ଆଜି ଏହି ନିବେଦନଚାହୁଁନା, ଯା’ ତୁମେ ଚାହିବୁନି ଆମେଚାହିଁବୁନି କଦାଚନ… (ଘୋଷା) ଅଟଳ ବିଶ୍ବାସ ପ୍ରଭୁ ଥାଉ ତୁମ ଠାରେଧାର୍ମିକତା ଈଶ୍ବର ପରାୟଣତା ଭରି ଉଠୁ ହୃଦୟରେଉତ୍ତମ ଯୁଦ୍ଧରେ ଯେହ୍ନେ କରିବୁ ପ୍ରାଣପଣଦିଅ ଆଶିଷ ଶେଷେ ପାଇବୁ ଅନନ୍ତ ଜୀବନ… |୧| ପଥଭ୍ରଷ୍ଟ ହେବାକୁ ଆମେ ଚାହୁଁ ନାହୁଁଦୁଃଖରେ ହୃଦୟ ଆମ ବିଦୀର୍ଣ୍ଣ କେବେ ନ ହେଉଦିଅ ସହିବାକୁ ଧୈର୍ଯ୍ୟ ତୁମ ପବିତ୍ର ସେ ପ୍ରେମସାକ୍ଷୀ ହୋଇ ଧର୍ମବି କରିବୁ ପାଳନ… […]
mu tumari choto mesha
ମୁଁ ତୁମରି ଛୋଟ ମେଷ ତୁମେ ମୋ ପାଳକ ( ୨ ଥର)କଢ଼ାଅ ହେ ସତ୍ୟ ପଥେହୋଇ ମୋ ଚାଳକ… ଲା… ଲା… (ଘୋଷା) ଜାଣ ତୁମେ ପ୍ରଭୁ ପ୍ରୟୋଜନ ଯାହା ମୋର ଭଲ ପାଇଁଚାହଁ ଖାଲି ତୁମେ ରହିବାକୁ ମୋତେ ତୁମରି ପିଲାଟି ହୋଇନ ହଜିବି ମୁଁ ନିଜକୁ ପ୍ରତିଟି ପଲକ… ଲା … ଲା … |୧| ଅଛି ଧରା ପରେ କେତେ ଦୁଃଖ ସୁଖ, ପରୀକ୍ଷା ଯେତକସବୁ ପାଇଁ ରୁହ ସାଥେ ମୋର […]