bajao mandali tume sangita
ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜାଆଜି ଆସିବେ ବାହିନି ସାଥେ ମର୍ଶହ ରାଜାବଜାଇଣ ବାଜା ଆମେ କରିବା ପୂଜା … ସମସ୍ତେ … (ଘୋଷା) କୋଟି କୋଟି ଦୃତ ଧରି ଏହି ମେଘ ରଥରେବିଚାର କରିବାକୁ ଏହି ପୃଥିବୀରେଥରହର ହୋଇଯିବେ ଦୁନିଆ ସାରା (ଭାଇରେ) … |୧| ସୂର୍ଯ୍ୟ ଚନ୍ଦ୍ର କଳା ହେବ ନକ୍ଷତ୍ର ଝଡିପଡ଼ିବଅବିଶ୍ଵାସୀ ଯିଏ ଥୁବ ନରକକୁ ସିଏ ଯିବବିକଳରେ କାନ୍ଦୁଥିବ ଜୀବନ ସାରା (ଭାଇରେ) … |୨| ଫେର ଫର ଏବେ ଫେରଆହୁରି […]
jibana nadi mo hrudayare
ଜୀବନ ନଦୀ ମୋ ହୃଦୟରେପ୍ରବାହିତ କର ପ୍ରଭୁ … (ଘୋଷା) ଶରୀର କାର୍ଯ୍ୟ ସବୁ ବିନାଶ କର ହେ ପ୍ରଭୁଦୁର୍ବଳ ସମୟରେ, ତବ ବଳ ଦିଅ ପ୍ରଭୁ ଆମ୍ଭିକ ଦାନ, ସବୁରେମୋତେ ଅଭିଷେକ କର ପ୍ରଭୁ ଶୁଷ୍କ ଅସ୍ଥି ସକଳ ପୁନର୍ଜୀବିତ କରି ପ୍ରଭୁତୁମରି ଆଗମନକୁ, ମୁଁ ଚାହିଅଛି ପ୍ରଭୁ ସୂଚୀମାଳାକୁ ଫେରନ୍ତୁ
aha ki asimo premo tankara
ଆହା କି ଅସୀମ ପ୍ରେମ ତାଙ୍କରରାଜା ଯୀଶୁଙ୍କର ପ୍ରଶଂସା କରି ନିରନ୍ତରହୃଦୟ ଢ଼ାଳି ଭକତି ଦୀପାଳିସରବେ ଗାଅ ନିରନ୍ତର … (ଘୋଷା) ଆସିବେ ସେ ମେଘ ରଥରେଦୂତ ସାଧୁ କିରୂବ ସଙ୍ଗରେଯେତେ ଭକ୍ତ ଥିବେ ଏ ଧରାରେସର୍ବେ ଯିବେ ସରଗପୁରେହାଲେଲୁୟା ଜୟ ପ୍ରଶଂସାର ଗୀତଶୁଭୁଥୁବ ସବୁରି କଣ୍ଠରେ … |୧| ଗଢିବ ସେ ନୂତନ ଦେଶନାମ ହେବ ସିୟାନ ଦେଶନ ରହିବ ଦୁଃଖ କି କ୍ଳେଶଭରିଦେବେ ଶାନ୍ତି ଅଶେଷଆମେ ହେଲେ ପ୍ରଜାଯୀଶୁ ହେବେ ରାଜାସେ ନୂତନ ଶାନ୍ତି […]
he sadaprabhu sadaprabhu ହେ ସଦାପ୍ରଭୁ ସଦାପ୍ରଭୁ
ହେ ସଦାପ୍ରଭୁ ସଦାପ୍ରଭୁକିଏ ପ୍ରବାସ କରିବ ତୁମ୍ଭ ଆବାସରେବାସ କରିବ କିଏ ପୁଣ୍ୟ ପର୍ବତରେ … (ଘୋଷା) ଅନ୍ତରରୁ ଯିଏ ସଦା ସତ୍ୟ କହେଧର୍ମ କର୍ମ କରି ସଦାଚାରୀ ହୁଏ ।ପର ନିନ୍ଦା ଯା’ର ମୁଖରେ ନଥାଏବଂଧୁର ଅନିଷ୍ଟ କେବେହେଁ ନକରେସେ ଧନ୍ୟ ହେବ … ଧନ୍ୟ ହେବସିଏ ପ୍ରବାସ କରିବ ତୁମ୍ଭ ଆବାସରେ … |୧| ଅଧର୍ମ ଘୃଣିତ ଯାହାର ଦୃଷ୍ଟିରେଧାର୍ମିକକୁ ଯିଏ ସମାଦର କରେ …କ୍ଷତି ହେଲେ ମଧ୍ୟ ଶପଥ ଯେ ରଖେଆପଣା ପ୍ରତିଜ୍ଞା […]
mana moro jago jago re
ମନ ମୋର କାଗ ଜାଗରେପ୍ରାର୍ଥନାରେ ସଦା ଜାଗରେଧର୍ମ ପଥେ ସଦା ଥାଆପାପ ପଥୁ ଦୂରେ ରହିଯୀଶୁଙ୍କ ନାମ ଗାଅରେ … (ଘୋଷା) ଖ୍ରୀଷ୍ଟ ଆମ ତ୍ରାଣ କର୍ତ୍ତାଆମ ଆତ୍ମାର ବେବର୍ତ୍ତାସାଂସାରିକ ଛାଡ଼ି ସୁଖତାଙ୍କରେବିଶ୍ଵାସ ରଖିଲୋଡ଼ା ନାହିଁ ଧନ, କର ତାଙ୍କ ଧ୍ୟାନତାଙ୍କ ପ୍ରଶଂସା ଗାଅରେ … |୧| ଶୟତାନ ନିତି ନିତିମାୟା ଜାଲ ଥାଏ ପାତିଭାଗି ସେହି ମାୟା ଜାଲଯୀଶୁଙ୍କରେ ରଖ ଲୟସେ ତ ପ୍ରେମମୟ, ସବୁରି ଆଶ୍ରୟତାଙ୍କ ପାଶେ ସଦା ରହରେ … |୨| ସୂଚୀମାଳାକୁ […]
prabhu jishu asi achi
ପ୍ରଭୁ ଯୀଶୁ ଆସିଅଛି ତୁମ ଡାକ ଶୁଣି ହେ । (ଘୋଷା) ପାପୀ ମୁହଁ ନିରାଶ୍ରୟ ରକ୍ତରେ ନିଏ ଆଶ୍ରୟଦୀନ ହୀନ ପ୍ରାଣେ ମୋର ଦିଅ ତୁମ ବଳ ହେ … |୧| ନାହିଁ ଶକ୍ତି ଲେଶମାତ୍ର ଖଣ୍ଡିବାକୁ ମୋ ଦୂରିତଆସିଛି ପାପ ସହିତ କର ରକ୍ରେ ଧୌତ ହେ … |୨| ଅନ୍ଧ, ଖଞ୍ଜ, କାଲ ମୁହଁ ବଳ, ବୁଦ୍ଧି, ଜ୍ଞାନ ନାହିଁଯାହା ଚାହେଁ ଅଛି କିନ୍ତୁ ତୁମଠାରେ ସବୁ ହେ … |୩| ପ୍ରତିଜ୍ଞା […]
khusi khusi manao
ଖୁସି ଖୁସି ମନାଓ ଖୁସି ଖୁସି ମନାଓ (୨ ଥର)ବୋଲୋ, ବୋଲୋ ମସୀହା କୀ ଜୟ, ଜୟ, ଜୟ (୨ ଥର)ମେରେ ଲିଏ ଆୟା, ମେରେ ଲିଏ ଜୀୟାମେରେ ଲିଏ ଯୀଶୁ ନେ, ଦୁଃଖ ଉଠାୟା,ମେରେ ଲିଏ ମାରା ଗୟା, ମେରେ ଲିଏ ଗାଢ଼ା ଗୟା,ମେରେ ଲିଏ ଫିର ଜୀ ଉଠା, ମେରା ହୈ ମସୀହା,ମେ ମସୀହା କା ହୁଁ, ହମ୍ ମସୀହା କେ ହେ । ସୂଚୀମାଳାକୁ ଫେରନ୍ତୁ
nahi prabhu chadibi nahi
ନାହିଁ ପ୍ରଭୁ ଛାଡ଼ିବି ନାହିଁନ କଲେ ମୋରେ ଆଶିଷ ତୁହିତୁମେ ମୋ ପିତା, ତୁମେ ମୋ କରତା, ତୁମେ ମୋ ତ୍ରିତା,ଜୀବନ ସାଇଁ (ଘୋଷା) ନାହିଁ ଶାନ୍ତି, ନାହିଁ ଗୋ ତୃପ୍ତି, ଅସ୍ଥିର ମତି ହେଉଛି ଦହି,ଶାପ, ତାପ ନରକ ଛାପ ବ୍ୟାକୁଳ ପ୍ରାଣ ପେଷିତ ମୁହିଁ … |୧| କେତେ ଯେ ଦିନ କେତେ ଯେ ରାତି,କେତେ ଯେ କାଳ ଗଲାଣି ବିତିଦେଲେ ରେଜି ଯିବି ମୁଁ ହଜି ପତିତପାବନ ନାମ ବେଲାଇ ? … […]
jishu charan tale
ଯୀଶୁ – ଚରଣ ତଳେବସିଛି ପୂଜାରୀ ଏ ଅବେଳେ । (ଘୋଷା) ଅନନ୍ତ ହେ ତୁମ ପୂଜା ପାଇଁ,ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନାହିଁତୁମ୍ଭ ମୋର ସ୍ରଷ୍ଟା, ମୁହିଁ ତୁମ୍ଭ ସୃଷ୍ଟିଅଛି କି ପୂଜାର କିଛି ହେଲେ ? … |୧| ପୁଣ୍ୟ ପୂଜା ମୋର କିଛି ନାହିଁ,ତୁଷ୍ଟି ହେବ ପ୍ରଭୁ ତୁମ୍ଭେ ଯହିଁ,ଭଙ୍ଗାଚୁନା ଛାର ହୃଦୟଟି ମୋରଥୋଇ ଦେଲି ତୁମ ପାଦ ତଳେ … |୨| ସୂଚୀମାଳାକୁ ଫେରନ୍ତୁ
jago biswasi dala
ଜାଗ ବିଶ୍ବାସୀ ଦଳମାଡ଼ି ଆସୁଛି ପରା ନରକ-ବଳ ରେ (ଘୋଷା) ଆଳସ୍ୟ ବିଳାସିତା ମୋହ ମାଧୁରୀସ୍ୱାର୍ଥପରତା ର୍ଦ୍ଦେଶ ଦେଲାଣି ସାରି ରେ… |୧| ତୁମରି ଭାଇବଂଧୁ ଏ ତୁମ ଦେଶପ୍ରତିହିଂସା ଅନଳ କଲାଣି ଧ୍ବଂସ ରେ… |୨| ତ୍ୟାଗ ମନ୍ତର ହୃଦେ ସାହସ ଧରିତ୍ୟାଗୀ ଗୁରୁଙ୍କୁ ସେନାପତିରେ ବରି ରେ… |୩| ପ୍ରେମ ବିନୟ କର ପାଳିକା ଧରିଭଗାରି ବଜ୍ର-ବକ୍ଷ ପକା ବିଦାରି ରେ… |୪| ସତ୍ୟ ଅହିଂସା ଶାନ୍ତିପୂର୍ଣ୍ଣ ନିଃସଙ୍ଗପ୍ରେମ-କବରେ ସାଜ ସାଜି ତୋ ଅଙ୍ଗ […]