tumari prema anupama

ତୁମରି ପ୍ରେମ ଅନୁପମ, ତୁମେ ଧନ୍ୟ ଧନ୍ୟ ହେକେ ଅଛି ମୋହରି ତୁମରି ସମ |ଘୋଷା| ତୁମେ ଗୋ ମୋହରି ପ୍ରିୟତମ, ପରମ ସୁହୃଦ ପ୍ରାଣ ସମତୁମରି ପ୍ରଣୟ ରମଣୀୟ… |୧| ଯେଣେ ଫେରାଇଲେ ଆଖି ମୋହରଦେଖଇ ତୁମରି ପ୍ରେମ ଅପାରତୁମରି ସଲିଳ ତୁମ ଅନିଳ… |୨| ଜନକ ଜନନୀ ତୁମରି ଦାନପ୍ରାଣ ପ୍ରିୟତମ ବନ୍ଧୁ ପରିଜନତୁମରି ପ୍ରସାଦେ ପାଇଛି ସବୁ… |୩ଇ ତୁମରି ଅପାର ସେନେହ ଡୋରେଚିର ସ୍ଥିରେ ନାଥ ବାନ୍ଧିଛି ମୋରେଜୀବନେ ମରଣେ ମୁହଁ […]

jishu aso mo antare

ଯୀଶୁ ଆସ ମୋର ଅନ୍ତରେ, ଲଭିବି ପ୍ରାଣ ଦେଖି ତୁମରେମୋର ତାପିତ ପ୍ରାଣ ଶୀତଳ ହେବ ହେ ବାରେପାଇଁ ଅନ୍ତରେ (ଘୋଷା) ତୁମ ମୋହନ ମୂରତି ଦେଖି ହେ ଯିବ ଦୁଃଖ ଅନ୍ତରେ… |୧|ପ୍ରଭୁ ତୁମେ ଯହିଁ ସ୍ଵର୍ଗ ତହିଁ ହେ ଆସ ମୋର ଅନ୍ତରେ… ।୨।ତୁମ ସହବାସେ ସ୍ଵର୍ଗ ସୁଖ ହେ, ମିଳେ ଏହି ସଂସାରେ… |୩|ତୁମ ଦର୍ଶନେ ମନ ମୁଗଧ କରେ ହେ, ଆସ ମୋର ଅନ୍ତରେ …|୪| ସୂଚୀମାଳାକୁ ଫେରନ୍ତୁ

aji mana prana kholi bolo

ଆଜି ମନ ପ୍ରାଣ ଖୋଲି ବୋଲ‘ଜୟ, ଜୟ, ଯୀଶୁ ଜୟ’ଜୟ ପିତା ପୁତ୍ର ପବିତ୍ର ଆତ୍ମା ଜୟ ଯୀଶୁଙ୍କ ଜୟ’ (ଘୋଷା) ଜୟ ଆମା ଅନାଦି, ଜୟ ପିତା ପୁତ୍ର ନିରବଧୂ,(ବୋଲ) ଜୟ ପିତା ଜୟ ଈଶପୁତ୍ରବିଜୟ ଆତ୍ମାଙ୍କର ଜୟ… |୧| ଜୟ ସୃଜନ କାରଣ, ଜୟ ପାପ ବିନାଶନ,( ବୋଲ) ଜୟ ପାବକ ସ୍ଵରୂପ ଆମ୍ବାଜୟ ଯୀଶୁଙ୍କ ଜୟ’… |୨| ଜୟ ପିତତପାବନ, ଜୟ ଜୟ ବିପଦ ଭଞ୍ଜନ,( ବୋଲ) ଜୟ ଭକତ-ଚିତ୍ତ-ବିନୋଦନଜୟ ଯୀଶୁଙ୍କ ଜୟୀ… […]

aso he pranara jishu

ଆସ ହେ ପ୍ରାଣର ଯୀଶୁ ଆସ ଆଜି ପୂଜିବି,ମୋହନ ମୂରତି ଦେଖି ପ୍ରେମ ରସେ ମାତିବି (ଘୋଷା) ଭକତିପୂର୍ଣ୍ଣ ଅନ୍ତରେ ପୂଜିବି ନାଥ ତୁମରେ,ରଖିବି ହୃଦ ମଧ୍ୟରେ ମୋ ଆଶା ମେଣ୍ଟାଇବି… |୧| ରଖି ହୃଦ ସିଂହାସନେ ସେବି ତୁମକୁ ଯତନେ,ପ୍ରୀତିପୁଷ୍ପ ଶ୍ରୀଚରଣେ ଦେଇ ସଦା ସାଜିବି… |୨| ତବ ସହବାସେ ଯୁବି-ତୁମ ବିନା ନ ଜାଣିବି,ତବ ଗୁଣ ଗାନ ଗାଇ ଏ ଜୀବନ ଯାପିବି… |୩| ସୂଚୀମାଳାକୁ ଫେରନ୍ତୁ

tumara rajya asu amo ehi dhora re

‘ତୁମର ରାଜ୍ୟ ଆସୁ, ଆମ ଏହି ଧରା ପରେପ୍ରଭୁ କରୁଛୁ ପ୍ରାର୍ଥନା, ତୁମ୍ଭର ରାଜ୍ୟ ଆସୁ’… (ଘୋଷା) ଚଉଦିଗେ ଆମେ ଯାଇ କହିବୁତୁମ ପ୍ରେମ ଶୁଣାଇବୁ,ସବୁରି ମନ ମନ୍ଦିରେରାଜ୍ୟ ଆସୁ, ରାଜ୍ୟ ଆସୁ, ଆ … ଆ ଆମେନ୍… |୧| ଆହେ ରାଜା ରାଜନ ଆମରରାଜ୍ୟ ସଂସ୍ଥାପିତ ତୁମ୍ଭରଚିରଦିନ ହେବ ସେ ରାଜ୍ୟରାଜ୍ୟ ଆସୁ, ରାଜ୍ୟ ଆସୁ, ଆ…ଆ…ଆମେନ୍… |୨| ସୂଚୀମାଳାକୁ ଫେରନ୍ତୁ

krusha upore jhule prabhu

କୁଶ ଉପରେ ଝୁଲେ ପ୍ରଭୁ ଚୋରାକାରେ (ଘୋଷା) ହାତ ପାଦେ ପ୍ରେକ ବିନ୍ଧା, କଣ୍ଟା ମୁକୁଟ ଶିରେ,ବାଇଁଣିଆ ବସ୍ତ୍ର ଦେଖି ପିନ୍ଧାଇ ପ୍ରସ୍ତୁରେ… |୧| ପୃଷୋ ପରେ କ୍ରୋଡ଼ାମାରେ ସହି ତ ନ ପାରେଦେହ ହାତେ ଘମିକାରେ ରକ୍ତ ଝରିପଡ଼େ… |୨| ନିର୍ଭୟ ସେନା ବର୍ଦ୍ଧାରେ ବିନ୍ଧ କକ୍ଷ ପରେକଳ ଚାହିଁ ନପାଇ ସେ ସିର୍ଜା ପାନ କରେ… |୩| ଏଲି ଏଲି ବୋଲି ପ୍ରଭୁ କହିଲେ ପିତାରେ,ତବ ଇଚ୍ଛା ମତେ ଏବେ ନିଅ ହେ ମୋହରେ… […]

siyanara pothe tani niya

ସିୟୋନର ପଥେ… ଟାଣି ନିଅ ମୋତେତୁମରି ପବିତ୍ର ବାହୁ ବଳେପ୍ରେମ ବାରିଧୀରେ… ଭାସିଯିବି ନାଥାତୁମେ ଥିଲେ ମୋ କତିରେ (ଘୋଷା) ତୁମେ ପ୍ରଭୁ ଯେବେ… ଥିବ ମୋ ସପକ୍ଷେନାହିଁ କେହି ପଛେ ମୋ ବିପକ୍ଷେନୂଆ ଜୀବନରେ … ନୂଆ ଆଲୋକରେଚାଲିବି ମହାନନ୍ଦରେ |୧| କହେ ଯୋଡ଼ି କର … ଖୋଲି ହୃଦ ଦ୍ବାରଆସ ପଶି ମୋ ଅନ୍ତରଜାଳି ମୋ ଦୀପାଳି… କରୁଅଛି ଅଳିଆଜିର ଏ ଉତ୍ସବରେ |୨| ସୂଚୀମାଳାକୁ ଫେରନ୍ତୁ

doyamaya jishu dhana

ଦୟାମୟ ଯୀଶୁ ଧନ ହେମୋତେ ସବୁଠାରୁ କର ସାନକର ପ୍ରଭୁ ମୋତେ ମାଟିଠାରୁ ହୀନପିନ୍ଧାଅ ହେ ମୋତେ ନମ୍ରତା ଭୂଷଣଧୂଳିର ଆହୁତ ଏ ନିରାଟ ସତ୍ୟନ ଭୁଲିବି କଦାଚନ ହେ … (ଘୋଷା) ମର ଶରୀରର ତେଜ ବୀର୍ଯ୍ୟ ବଳଜାଣେ ଦିନେ ଏହା ହୋଇବ ବିଫଳଅନିତ୍ୟ ସିନା ଏ ରୂପ ଯଉବନବୁଝିବାକୁ ଦିଅ, ଜ୍ଞାନ ହେ |୧| ଧନ, ଜନ, ମାନ, ଯଶ, ପଉରୁଷ,ଫିଙ୍ଗିବାକୁ ଦୂରେ ଦିଅ ହେ ସାହସ,ଅନ୍ତର ରାଇଜେ ଦୟା, କ୍ଷମା, ପ୍ରେମରହିଥାଉ ଚିର […]

bujhi akhi jebe mu tumo

ବୁଜି ଆଖି ଯେବେ ମୁଁ ତୁମ ଦେଖାଏକର ମୋତେ ଚକ୍ଷୁହୀନ (ପ୍ରଭୁ)ଧନ ପାଇଁ ଯେବେ ମୁଁ ତୁମକୁ ହରାଏଲୋଡା ନାହିଁ ସେହି ଧନ (ମୋର)ମାନ ପାଇଁ ଯେବେ ମୁଁ ତୁମକୁ ହରାଏଲୋଡ଼ା ନାହିଁ ସେହି ମାନ (ଘୋଷା) ଯାଉ ଦାରା ସୁତ ନଗଣ୍ୟ ସମ୍ପଦଯାହା ଘେନି ମୋର ମାନ,ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁନାହିଁ ତହିଁ ଅଭିମାନ |୧| କର ପ୍ରଭୁ ମୋତେ ସବୁଠାରୁ ସାନ,ମାଟିଠାରୁ କର ହୀନଯାଉ ଜ୍ଞାନ, ମାନ ଆତ୍ମୀୟ ସ୍ଵଜନଥାଉ ମୋର […]

mane ki bhabicha bhai

ମନେ କି ଭାବିଛି ଭାଇ ବିନା ଯୁଦ୍ଧ ସ୍ଵର୍ଗ ଯିବ ?ଅକ୍ଷୟ ମୁକୁଟ ତୁମେ ବିନା ଛେଶେ ପ୍ରାପ୍ତ ହେବ ?ଯିବା ପାଇଁ ସ୍ଵର୍ଗପୁରୀ ନାହିଁ କି ପଥରେ ଅରି ?ଗଲା କି ପ୍ୟାବଳ ମରିଗଲା କି ବିପଦ ତବ ? |୧| ତୋର ତ୍ରାଣ-ସେନାପତି ଯେବେ ଯୁଝି ଦିନରାତି।ଜୀବନେ ଲଭିଲେ ଖ୍ୟାତି ଧରି ଶରୀର ମାନବଦାସ ହୋଇ ତୁମେ ତାର ବିନା ୟୁକେ କି ପ୍ରକାର? |୨| ତାଳପତ୍ର ଧରି ହାତେ ସ୍ଵର୍ଗପୁରେ ପ୍ରବେଶିବ ?ନା, […]