prabhu jishu asi achi
ପ୍ରଭୁ ଯୀଶୁ ଆସିଅଛି ତୁମ ଡାକ ଶୁଣି ହେ । (ଘୋଷା) ପାପୀ ମୁହଁ ନିରାଶ୍ରୟ ରକ୍ତରେ ନିଏ ଆଶ୍ରୟଦୀନ ହୀନ ପ୍ରାଣେ ମୋର ଦିଅ ତୁମ ବଳ ହେ … |୧| ନାହିଁ ଶକ୍ତି ଲେଶମାତ୍ର ଖଣ୍ଡିବାକୁ ମୋ ଦୂରିତଆସିଛି ପାପ ସହିତ କର ରକ୍ରେ ଧୌତ ହେ … |୨| ଅନ୍ଧ, ଖଞ୍ଜ, କାଲ ମୁହଁ ବଳ, ବୁଦ୍ଧି, ଜ୍ଞାନ ନାହିଁଯାହା ଚାହେଁ ଅଛି କିନ୍ତୁ ତୁମଠାରେ ସବୁ ହେ … |୩| ପ୍ରତିଜ୍ଞା […]
khusi khusi manao
ଖୁସି ଖୁସି ମନାଓ ଖୁସି ଖୁସି ମନାଓ (୨ ଥର)ବୋଲୋ, ବୋଲୋ ମସୀହା କୀ ଜୟ, ଜୟ, ଜୟ (୨ ଥର)ମେରେ ଲିଏ ଆୟା, ମେରେ ଲିଏ ଜୀୟାମେରେ ଲିଏ ଯୀଶୁ ନେ, ଦୁଃଖ ଉଠାୟା,ମେରେ ଲିଏ ମାରା ଗୟା, ମେରେ ଲିଏ ଗାଢ଼ା ଗୟା,ମେରେ ଲିଏ ଫିର ଜୀ ଉଠା, ମେରା ହୈ ମସୀହା,ମେ ମସୀହା କା ହୁଁ, ହମ୍ ମସୀହା କେ ହେ । ସୂଚୀମାଳାକୁ ଫେରନ୍ତୁ
nahi prabhu chadibi nahi
ନାହିଁ ପ୍ରଭୁ ଛାଡ଼ିବି ନାହିଁନ କଲେ ମୋରେ ଆଶିଷ ତୁହିତୁମେ ମୋ ପିତା, ତୁମେ ମୋ କରତା, ତୁମେ ମୋ ତ୍ରିତା,ଜୀବନ ସାଇଁ (ଘୋଷା) ନାହିଁ ଶାନ୍ତି, ନାହିଁ ଗୋ ତୃପ୍ତି, ଅସ୍ଥିର ମତି ହେଉଛି ଦହି,ଶାପ, ତାପ ନରକ ଛାପ ବ୍ୟାକୁଳ ପ୍ରାଣ ପେଷିତ ମୁହିଁ … |୧| କେତେ ଯେ ଦିନ କେତେ ଯେ ରାତି,କେତେ ଯେ କାଳ ଗଲାଣି ବିତିଦେଲେ ରେଜି ଯିବି ମୁଁ ହଜି ପତିତପାବନ ନାମ ବେଲାଇ ? … […]
jishu charan tale
ଯୀଶୁ – ଚରଣ ତଳେବସିଛି ପୂଜାରୀ ଏ ଅବେଳେ । (ଘୋଷା) ଅନନ୍ତ ହେ ତୁମ ପୂଜା ପାଇଁ,ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନାହିଁତୁମ୍ଭ ମୋର ସ୍ରଷ୍ଟା, ମୁହିଁ ତୁମ୍ଭ ସୃଷ୍ଟିଅଛି କି ପୂଜାର କିଛି ହେଲେ ? … |୧| ପୁଣ୍ୟ ପୂଜା ମୋର କିଛି ନାହିଁ,ତୁଷ୍ଟି ହେବ ପ୍ରଭୁ ତୁମ୍ଭେ ଯହିଁ,ଭଙ୍ଗାଚୁନା ଛାର ହୃଦୟଟି ମୋରଥୋଇ ଦେଲି ତୁମ ପାଦ ତଳେ … |୨| ସୂଚୀମାଳାକୁ ଫେରନ୍ତୁ
jago biswasi dala
ଜାଗ ବିଶ୍ବାସୀ ଦଳମାଡ଼ି ଆସୁଛି ପରା ନରକ-ବଳ ରେ (ଘୋଷା) ଆଳସ୍ୟ ବିଳାସିତା ମୋହ ମାଧୁରୀସ୍ୱାର୍ଥପରତା ର୍ଦ୍ଦେଶ ଦେଲାଣି ସାରି ରେ… |୧| ତୁମରି ଭାଇବଂଧୁ ଏ ତୁମ ଦେଶପ୍ରତିହିଂସା ଅନଳ କଲାଣି ଧ୍ବଂସ ରେ… |୨| ତ୍ୟାଗ ମନ୍ତର ହୃଦେ ସାହସ ଧରିତ୍ୟାଗୀ ଗୁରୁଙ୍କୁ ସେନାପତିରେ ବରି ରେ… |୩| ପ୍ରେମ ବିନୟ କର ପାଳିକା ଧରିଭଗାରି ବଜ୍ର-ବକ୍ଷ ପକା ବିଦାରି ରେ… |୪| ସତ୍ୟ ଅହିଂସା ଶାନ୍ତିପୂର୍ଣ୍ଣ ନିଃସଙ୍ଗପ୍ରେମ-କବରେ ସାଜ ସାଜି ତୋ ଅଙ୍ଗ […]
aji asichi mandire prabhu
ଆଜି ଆସିଛି ମନ୍ଦିରେ ପ୍ରଭୂ କରିବି ପୂଜା ତୁମରିଜାଣେ ମୁଁ ଘେନିବ ତୁମେ ଅବେଳେ ଏ ପୂଜା ମୋହରି… (ଘୋଷା) ଭକତି ସୁମନ ହାର ଗଳାରେ ଦେବି ତୁମରଯା ଥିଲା ଆଣିଛି ପ୍ରଭୋ ଭରି ମୋ ପୂଜା ଚାଙ୍ଗୁଡ଼ି… |୧| ଖୋଲ ମୂକତି ଦୁଆର ହେଲାଣି ପ୍ରାଣ ଅଧୀରନିରାଶେ ଯିବ କି ଲେଉଟି ପୂଜା ଭେଟି ଘେନି ପୂଜାରୀ… |୨| ତୁମେ ତ ପ୍ରାଣ ଦେବତା ଜାଣ ମୋ ଅନ୍ତର କଥାପୂରାଅ ମନ କାମନା ନଦିଅ ଦୂରକୁ […]
jagithao prathonare
ଜାଗିଥାଅ ପ୍ରାର୍ଥନାରେ, ଯୀଶୁଙ୍କ ଏ ଚେତନାକେହି ଜାଣିବେ ନା କହ, ମୋର ଗୁପ୍ତ ମନ୍ତ୍ରଣାରାତ୍ରିକାଳେ ଚୋର ଯେହ୍ନେ ଖୋଳଇ ଘରେ ସିନ୍ଧହଠାତ୍ ଆସି ହେବି ତେହ୍ନେ ମୁଁ ହଠାତ୍ ଉପସ୍ଥିତ… |୧| ଦଶ ଜଣରେ ମାତ୍ରକ ପାଞ୍ଚଟି ବୁଦ୍ଧିମାନପାଞ୍ଚଟିର ଥୁଲା ପାତ୍ର ତୈଳର ଅକୁଳନ,ଅନେକେ ଆହୁତ ମାତ୍ର ଅଳ୍ପ ହିଁ ମନୋନୀତପଛେ ସେ ଦଶା ନ ଘଟେ ଦୀପ ରଖି ଜ୍ୱଳନ୍ତ…. |୨| ଯେଣୁ ମୁଁ ନ ହେବି ଭ୍ରାନ୍ତ ପ୍ରାଣକୁ ନ ହରାଏଅପଥେ ଶ୍ରାନ୍ତ କ୍ଲାନ୍ତ […]
muhi rasibi ki sara chadi
ମୁଇ ରସିବି କି ସାର ଛାଡି ଅସାରକୁ ରସିବି କି ?ଅନିତ୍ୟ ସଂସାର ଏହି କ୍ଷଣକେ ଯିବଟି ବହିତା’ ପାଇଁ ଅମର ଆତ୍ମା ହଜାଇ ଦେବି କି ?…. |୧| ସଂସାର ସୁଖ ସମସ୍ତ ଅଟଇ କ୍ଷଣିକ ମାତ୍ରତା ପାଇଁ ସ୍ବର୍ଗୀୟ ନିତ୍ୟସୁଖ ତେଜିବି କି ?… |୨| ଏ ସୁଖ ସମ୍ପଦ ପାଇଁ ଆତ୍ମା ହଜେଇଲେ ମୁହିଁଚିରକାଳ ଅନୁତାପ ମୁଁ ନ କରିବି କି ?… |୩| ଯା’ରେ ଅନିତ୍ୟ ସଂସାର ଭଗାରି ତୁହି ଆତ୍ମାରତୋ […]
papo bandhanu mukti chahinle
ପାପ ବନ୍ଧନୁ ମୁକ୍ତି ଚାହିଁଲେ ଅଛି ଶକତି ସେ ରକ୍ତରେ,ମନ୍ଦ ଉପରେ ଜୟ ଲୋଡ଼ିଲେ ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୧| ହାଁ… ଶକ୍ତି ଶକ୍ତି ଶକ୍ତି ଅଛି ଯୀଶୁଙ୍କ ରକ୍ତରେ,ହାଁ… ଶକ୍ତି ଶକ୍ତି ଶକ୍ତି ଅଛି ବହୁମୂଲ୍ୟ ରକ୍ତରେ (ଘୋଷା) ପୁରୁଣା ସ୍ଵଭାବ ଧୌତ ପାଇଁ ଅଛି ଶକତି ସେ ରକ୍ତରେ,ବହଇ କାଲବରୀର ନଈ ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୨| ହିମଠାରୁ ହିଁ ଶୁକ୍ଳ ସକାଶେ ଅଛି ଶକତି ସେ ରକ୍ତରେ,ସେ ପୁଣ୍ୟ ସ୍ରୋତ କଳଙ୍କ ନାଶେ,ଆଶ୍ଚର୍ଯ୍ୟ […]
kisa dhoyiba mo papo
କିସ ଧୋଇବ ମୋ ପାପ ? ଯୀଶୁଙ୍କର ରକ୍ତ ମାତ୍ର ।କିସ କରିବ ସୁସ୍ଥ ? ଯୀଶୁଙ୍କର ରକ୍ତ ମାତ୍ର ।… |୧| ସେ ଅମୀୟ ରକ୍ତ କରେ ପରିଷ୍କୃତ,ନା, ନାହିଁ କିଛି ତ ଯୀଶୁଙ୍କର ରକ୍ତ ମାତ୍ରା (ଘୋଷା) ମୋର ଶୁଚି ନିମିତ୍ତ ଯୀଶୁଙ୍କର ରକ୍ତ ମାତ୍ରମୋ ପାପ କ୍ଷମା ହିତ ଯୀଶୁଙ୍କର ରକ୍ତ ମାତ୍ର… |୨| ପାପର ପ୍ରାୟଶ୍ଚିତ ଯୀଶୁଙ୍କର ରକ୍ତ ମାତ୍ରନାହିଁ ମୋର ପୁଣ୍ୟ ତ ଯୀଶୁଙ୍କର ରକ୍ତ ମାତ୍ର… |୩| ମୋ […]