sansara e baridhire

ସଂସାର ଏ ବାରିଧରେଦଦରା ଆଶା ନଉକାରେଯାଇ ନ ପାରେ କୂଳରେପାରି କର ତବ କୃପାରେ… (ଘୋଷା) ମାଡ଼ି ଆସେ ଦୁଃଖ ବତାସ, ମନ ମୋର ହୁଏ ହତାଶକଳା ବଉଦକୁ ଛୁଇଁ, ଲହଡ଼ି ଆସିଲାଣି ଧାଇଁଅରପି ଜୀବନ ପୟରେ, ଡାକଇ ତୁମକୁ ଆତୁରେ… |୧| ଆଶା ନଉକା ଯାଏ ଭାଜି, କାତ ମୋର ଯାଉଛି ହଜିଅମା ନିଶା ଦୁଃଖ ଲହୁଡ଼ି, ଆସେ ଧ୍ବଂସ ରୂପ ସାଜିନ ହେଲେ ତୁମରି କରୁଣା, ମୁହିକି ଆଉ ବଂଚିପାରେ… |୨| ନ ହେଲେ […]

papo moro khyama diya hai

ପାପ ମୋର କ୍ଷମା ଦିଅ ହେ(ସେହି) ରକ୍ତରେ, ରକ୍ତରେଯୀଶୁଙ୍କ ରକ୍ତରେ…. ପାପ ସବୁ ଧୋଇ ଦିଅ ହେଶାନ୍ତି ଆନନ୍ଦ ଦିଅ ହେଜୟ ଦିଅ ଶୟତାନ ଉପରେସାହସ ଦିଅ ହେ ପ୍ରାର୍ଥନାରେସ୍ଥାନ ଦିଅ ଦିପ୍ତି ରାଜ୍ୟରେଭକ୍ତି ଦିଅ ତବ ସେବାରେଶାସ୍ତ୍ର ପାଠେ ଶକ୍ତି ଦିଅ ହେବାଧ୍ୟ କର ତବ ଆତ୍ମାରେ ସୂଚୀମାଳାକୁ ଫେରନ୍ତୁ

karunara sagara he jishu

କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନମହାନ ତୁମେ ଶାଶ୍ବତ ତୁମେ ଆଶିଷ ବୃଷ୍ଟି ଦିଅ ଏ ଜୀବନେ … (ଘୋଷା) ବାକ୍ୟ ରୂପି ପରମେଶ୍ବର ତୁମେଉଦ୍ଦୀପ୍ତ କର ଆମ ଅନ୍ତରହସି ଉଠୁ ଆଜି ଶୁଷ୍କ ପରାଶେତୁମରି କରୁଣାର ପରଶେ … |୧| ଅନାଦି ଅନନ୍ତ ତୁମ ପୂଜା ପାଇଁସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନୁହଁଇକି ଦେଇ ପୂଜିବି ଅର୍ଜନା ତୁମରିସକଳେ ଆମେ ତୁମରି ସୃଷ୍ଟି … |୨| ସୂଚୀମାଳାକୁ ଫେରନ୍ତୁ

krusha tale mote rakha

କୃଶ ତଳେ ମୋତେ ରଖ ମହାପ୍ରଭୁଭୂଜ ତଳେ ମୋତେ ରଖବିଶ୍ବ ତାପ ହରା କୃଶ ଛାଇ ତଳେଭୂଲିବି ସଂସାର ଦୁଃଖ (ଘୋଷା) ମୁଁ ଚିର କାଙ୍ଗାଳ ଭକତି ସମ୍ବଳବିହୁନେ ଅତି ନିରେଖଅରକ୍ଷ ଜନକୁ ଶରଣ ନ ଦେଲେକି ବୋଲିବେ ତିନି ଲୋକ ? … |୧| ମୁଣ୍ଡରେ ଶୋଭୁଛି କଣ୍ଟାର ମୁକୁଟହାତ, ପାଦେ ଲୁହା ପ୍ରେକକୃଶ କାଠ ବିନ୍ଧା ଛନ୍ଦା ଚରଣରେସେବକ ପଣରେ ରଖ …|୨| ଟୋପି, ଟୋପି ଝରିପଡୁଛି ରକତବିଦାରି ବିଶାଳ ବକ୍ଷଅବଶ ପରାଣ ସବନି […]

asara dipali jali

ଆଶାର ଦୀପାଳି ଜାଳି କରୁଅଛୁ ପଦେ ଅଳିଦିଅ ବାରେ ଡ଼େଣା ମେଲି ବାହୁତଳେ ତବ ଶାନ୍ତି … (ଘୋଷା) ଆଶ୍ରା ହୀନ ହୋଇ ରହିଛି ମୁହିଁତୁମ ବିନା ଜଗତେ କେହି ନାହିଁ ଝରାଇ ଦିଆ, ତୁମ ପ୍ରେମ ବାରିନିବିଡ଼ ଘନ ଅନ୍ଧାରେ (୨) ଡ଼ାକଇ ଅତିକାତରେଘେନ ବାରେ ମୋ ମିନତି ମୋ ମିନତି ଏ ଆରତି… |୧| ଅନ୍ଧର ଲହୁଡ଼ି ମୋ ଦୀନ ନାଥଅନ୍ଧାରେ ଆଲୁଅ ସତ୍ୟ ଇଶଦିଅ ବାରେ ଦେଖା ତବ ମୁଖଆହେ ମୋର କୃଶ […]

he moro mana soda

ହେ ମୋର ମନ ସଦା ଧନ୍ୟବାଦ କରହେ ମୋର ମନ ସଦାହେ ମୋର ଅନ୍ତର ଗାଅ ନିରନ୍ତର (୨ ଥର)ପବିତ୍ର ନାମରେ ସଦା ପ୍ରଭୁଙ୍କର … ହେ ମୋର ମନ ସଦା… (ଘୋଷା) ତାଙ୍କୁ ଦାନ ସକଳ କେବେ ନ ପାସୋର … ତାଙ୍କ ଦାନ ସକଳଯେ ତୁମ ଅଧର୍ମ ସବୁ କରି କ୍ଷମା (୨ଥର)କରନ୍ତି ନୂତନ ଜୀବନ ପ୍ରଦାନ (୧)ରୋଗରୁ କରି ସୁସ୍ଥ ବିନାଶରୁ ମୁକ୍ତ … ରୋଗରୁ କରି ସୁସ୍ଥକରୁଣାରେ ଭରା ଦୟାର କିରଟି […]

moro ate bihita sadhibaku

ମୋର ଅଟେ ବିହିତ ସାଧୁବାକୁଧର୍ମ କର୍ମ ଯୀଶୁଙ୍କ ମତ (ଘୋଷା) ଯଦ୍ଦନରେ ଆପେ ସେହି ହୋଇ ଡୁବିତଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ … |୧| ଯେଉଁ ଆମ୍ବା ଡୁବନକାଳେ ହେଲେ ପ୍ରାପ୍ତମୋ ମୁଣ୍ଡ ବସନ୍ତୁ ସେହି ସ୍ଵର୍ଗ କପୋତ …|୨| ଆଜି ଯୀଶୁଙ୍କ ମରଣେ ହୋଇ ଡୁବିତପାପ ପ୍ରତି ମୃତ ଧର୍ମ ପ୍ରତି ଜୀବିତ …|୩| ଖ୍ରୀଷ୍ଟଙ୍କ ସହିତ ହୋଇ ମୁଁ ଉତ୍ଥାପିତଉପରିସ୍ଥ ବିଷୟରେ ରହୁ ମୋ ଚିତ୍ତ …|୪| ଡୁବନରେ ପିଠେ ମୁଁ ଖ୍ରୀଷ୍ଟରୂପ […]

susamacharaku nei prati ganku

ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବାମଣ୍ଡଳୀ ଠିଆ ହେବ ସଫଳ ଆମେ ହେବାଏହି … ଏହି ଆମରି ଲକ୍ଷ୍ୟ (୨ଥର) (ଘୋଷା) ଆସିବ କେତେ ଝଡଝଞ୍ଜା ପଛକୁ କେବେ ନ ହଟିବାଆପଣା କୁଶ ବହନ କରି ଲକ୍ଷ୍ୟ ପଥ ଦେଖାଇବାବଢି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା … |୧| ଖ୍ରୀଷ୍ଟ ଆମ ପ୍ରିୟ ସାଥୀ ଆମ ସଙ୍ଗେ ସଦା ରୁହନ୍ତି।ସେ ଅଟନ୍ତି ଆମ ଶକତି ଦୂର ହେବ ସକଳ ଭୀତିବଢ଼ି ଚାଲିବା ଆଗେ ଆଗେ ସୁସମାଚାର […]

papinka nimante prabhu

ପାପୀଙ୍କ ନିମନ୍ତେ ପ୍ରଭୁ ସ୍ଵର୍ଗ ତେଜିଣମହୀମଣ୍ଡଳେ ଲଭିଲେ ଦୁଃଖ କଷଣ (ଘୋଷା) ସ୍ଵର୍ଗ ସୁଖ ତ୍ୟାଗ କରି, ନର ରୂପ ଦେହ ଧରିପ୍ରଭୁ ରାଜନ,ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ …. |୧| ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମଦୟା କରିଣ,ଅନ୍ଧକୁ ନୟନ ଦାନ, ମୃତକୁ ପ୍ରାଣ … |୨| ଅବଶେଷେ କୁଶୋପରେ ଦୁଇ ଚୋରଙ୍କ ସଙ୍ଗରେଖ୍ରୀଷ୍ଟ ରତନ,ଯ୍ୟହୁଦୀ ଲୋକଙ୍କ ହସ୍ତେ ତେଜି ଜୀବନ …|୩| ଆହା କି ଆଶ୍ଚର୍ଯ୍ୟ ପ୍ରେମ ଶତ୍ନ ଲାଗି ଦେଲେ […]

bolo dhanya bolo dhanya

ବୋଲ ଧନ୍ୟ ବୋଲ ଧନ୍ୟ ଯିହୋବାଙ୍କ ନାମ,ସେ ମହତ ନାମ,ବଂଚାଇଣ ଦେଖାଇଲେ ବରଷ ନୂତନ (ଘୋଷା) ଗତ ସନେ ବହୁଜନ, ପାପରେ ତେଜି ଜୀବନନରକେ କଲେ ଗମନ, ମୋ ପ୍ରତି କି ପ୍ରେମ… |୧| ଅନେକ ରୋଗ ଶୋକରେ, ଅନ୍ନ ବସ୍ତ୍ର ଅଭାବରେପତିତ ନାନା କ୍ଳେଶରେ, ମୁଁ ନୁହେଁ ତେସନ … |୨| ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ,ସେ ଦୟା ହେଜି ମନରେ, କର ଗୁଣ ଗାନ … |୩| ମୋର ପାପ ଅନୁସାରେ […]