raja mananka raja jishu raja
ରାଜାମାନଙ୍କ ରାଜା ଯୀଶୁ ରାଜାଆମ ସଭିଙ୍କ ପ୍ରିୟ ଯୀଶୁ ରାଜାଜଗତର ପିତା ସୃଷ୍ଟି କରତା କର ତାଙ୍କର ପ୍ରଶଂସା … (ଘୋଷା) କେହି ଯେବେ ଯୀଶୁଙ୍କୁ ହୃଦେ ନିଅନ୍ତିନୂତନ ଜୀବନ ଲାଭ କରନ୍ତିଆତ୍ମାଙ୍କ ଇଙ୍ଗିତେ ସଦା ଚାଲନ୍ତିହଜାତ୍ମାମାନଙ୍କୁ ଲାଭ କରନ୍ତି … |୧| ଖ୍ରୀଷ୍ଟ ଆଦେଶ ମାନିବ ଯଦିପ୍ରଦୀପ ସଦୃଶ୍ୟ ଜଳିବ ଯଦିଗ୍ରାମେ ଗ୍ରାମେ ସହରେ ପ୍ରଚାରିବ ଯାଇଖ୍ରୀଷ୍ଟ ହିଁ ଏକମାତ୍ର ମୁକ୍ତି ଆମର ପାଇଁ… |୨| ସୂଚୀମାଳାକୁ ଫେରନ୍ତୁ
halleluyah halleluyah hosanna
ହାଲେଲୁୟା ହାଲେଲୁୟା ହୋଶାନାଯୀଶୁ ନାମେ ହେଉ ବନ୍ଦନାସେ ଯେ ମହାନ ସର୍ବ ଶକ୍ତିମାନଘେନ ତାଙ୍କ ନାମେ ନୂଆ ଜୀବନକରି ତାଙ୍କୁ ହୃଦେ ଜୟଗାନ … (ଘୋଷା) ଆସିଲେ ଜଗତେ ନର ରୂପ ଧରିଦେଖାଇଲେ ପଥ ଆଲୋକ ଜାଳିକୁଶରେ ଆମ ଲାଗି ହେଲେ ସେ ବଳିସେ ଯେ ପରିତ୍ରାଣ କଲେ ସାଧନଦେଇ ଆମକୁ ଅନନ୍ତ ଜୀବନ … |୧| ଯୀଶୁ ନାମେ ଆନନ୍ଦେ କରିବା ଗାୟନନାହିଁ ଆଉ କାହିଁ ସେ ନାମ ସମସେହି ଜୀବନ ସତ୍ୟ ସନାତନଅଟେ ସେହି […]
kara stuthi prasansa gano
କର ସ୍ତୁତି ପ୍ରଶଂସା ଗାନଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ… (ଘୋଷା) ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ,କରି ତାଙ୍କ ପ୍ରଶଂସା ଗାନ… |୧| ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନକରି ତାଙ୍କ ସଂଭ୍ରମ ଗାନ… |୨| ବଜାଅ ଭେରୀ, ତୁରୀ, ନେବଲ ବୀଣାବଂଶୀ ବାଦ୍ୟ ସୀତାର ବାଜା… |୩| ବଜାଅ କରତାଳି, କର ନୃତ୍ୟ ଗାନନାଚି ଉଠୁ ଧରା ଗଗନ… |୪| ନିଃଶ୍ଵାସ, ପ୍ରଶାସଧାରୀ ସର୍ବପ୍ରାଣୀଗଣ,କର ତାଙ୍କ ପ୍ରଶଂସା ଗାନ…. |୫| ସୂଚୀମାଳାକୁ ଫେରନ୍ତୁ
chakhyu kholidiya dekhibi
ଚକ୍ଷୁ ଖୋଲିଦିଅ ଦେଖିବି ତୁମରି ରୂପକଣ୍ ଖୋଲିଦିଅ ଶୁଣିବି ତୁମରି ଡାକଚିତ୍ତ ଖୋଲିଦିଅ ପ୍ରଭୁ ରଖିବି ପବିତ୍ର ବାକ୍ୟ… (ଘୋଷା) ମୋ ଚକ୍ଷୁ ପାପରେ ଲିପ୍ତ ହୋଇଛି।ଅନ୍ଧଠୁ ବଡ ଅନ୍ଧ ହୋଇଛିମାସର ଚକ୍ଷୁ ମୋ ଦେଖାଯାଉଛିଆମ୍ରାର ଚକ୍ଷୁ ମୋ ଅନ୍ଧ ହୋଇଛି (୨ ଥର)ଦୟା କର … ଦୟା କରଦୟା କରି ମୋର ଚକ୍ଷୁ ଖୋଲ… |୧| ମୋ କ ଅଧର୍ମ କଥା ଶୁଣିଛି।ଜଡଠୁ ବଡ ଜଡ଼ ହୋଇଛି।ମାଂସର କଣ୍ଠ ମୋ ଶୁଣାଯାଉଛିଆତ୍ମାର କର୍ଣ ମୋ ବଧୂର […]
bhaba aranya re patha harayee
ଭବ ଅରଣ୍ୟରେ ପଥ ହରାଇ ବୁଲୁଛି ଏକା ମୁହିଁପାଉ ନାହିଁ ରାହା କିଏ ଦେବ ମୋତେ ପଥ ଦେଖାଇ… (ଘୋଷା) ଯାଏ ଯେଉଁଆଡେ ମୋ ନିଜ ଇଚ୍ଛାରେ ପାଏନା ସତ୍ୟ ପଥଭବାରଣ୍ୟ ଶୁଣି ସିଂହର ଗର୍ଜନ ଭାଗିଯାଏ ମୋ ହୃଦକାହାକୁ ଗ୍ରାସିବି ବୋଲି ଖୋଜେ ସେ ତକାହିଁ ମୋ ରକ୍ଷା ପାଇ… |୧| କିଏ ଉଦ୍ଧାରିବ ଘୋର ବିପଦରୁ ଶୁଣି ମୋ ଆରତନିର୍ଭୟେ ବାନ୍ଧିବ ଦୁଷ୍ଟ ଶୟତାନ ନ ହେଲେ ରକ୍ଷା ପ୍ରାପ୍ତଯୀଶୁ ନାମେ ସିନା ଅଛି […]
prathona srabana kari amo ପ୍ରାର୍ଥନା ଶ୍ରବଣକାରୀ, ଆମ ସଦାପ୍ରଭୁ ହେ ତୁମେ
ପ୍ରାର୍ଥନା ଶ୍ରବଣକାରୀ, ଆମ ସଦାପ୍ରଭୁ ହେ ତୁମେମାଗିଥାଉ ଯାହା, ବିଶ୍ବାସରେ ଆମେଦେଇଥାଅ ଯୀଶୁ ନାମେ… (ଘୋଷା) ମୋଶା, ଯିହୋଶୁୟ, ଦାଉଦ, ଏଲିୟ, ନିହିମିୟା, ଶାମୁୟେଲଡାକିଲେ ତୁମରେ ଏକାନ୍ତ ଚିତ୍ତରେ ପ୍ରାର୍ଥନାରେ ଦାନିୟେଲଶୁଣି ସେମାନଙ୍କ ବିଶ୍ବାସର ଡାକ, ଅସାଧ୍ୟ ସାଧିଲ ତୁମେ… |୧| ଡାକିଲା କାତରେ, ଅନ୍ଧବାଟିର୍ମୟ ଦୟା କର ଯୀଶୁ ବୋଲିପରଶେ ତୁମର ଦୁଇ ଆଖି ତାର, ଦୟା ବହିଦେଲ ଖୋଲିଦୁଃଖି ଦୁଃଖହାରୀ ପାପ କ୍ଷମାକାରୀ,ପ୍ରଣମୁ ତୁମ ଚରଣେ… |୨| ମାଗ ଦିଆଯିବ, ଖୋଜିଲେ ପାଇବ, ବିଶ୍ବାସ […]
asa jiba jisunkara paso
ଆସ ଯିବା ଯୀଶୁଙ୍କର ପାଶଆମେ ଅଟୁ ଯୀଶୁଙ୍କର ମେଷମୁଖେ ଭରି ଦେବେ ସେ ହରଷ… (ଘୋଷା) ଆନନ୍ଦ ହରଷ ପ୍ରିୟ ଯୀଶୁ ପାଶନ ଥୁବ ଆଉ ସେ କ୍ଳେଶସେହି ଯୁବାମେଷ ତୋତେ ଦେବେ ହସଆସ ଯିବା ଯୀଶୁ ପାଶ… |୧| ହାଲେଲୁୟା ସ୍ତୁତି ପ୍ରଶଂସାର ଗୀତିଦୂତ ସାଧୁଙ୍କ ପାଶେଗାଉଥୁବା ନୀତି ଆନନ୍ଦରେ ମାତିସ୍ଵର୍ଗ ସିୟନ ଦେଶେ… |୨| ସୂଚୀମାଳାକୁ ଫେରନ୍ତୁ
ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେ asanta jagate papo dukha soke
ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେଅଟକି ତୁମେ ନିରାଶପାଇବ ଶାନ୍ତି, ପାଇବ ତୃପ୍ତିଯୀଶୁ ପାଶେ ଫେରି ଆସ … (ଘୋଷା) ତୁମ ହୃଦୟ ର ସବୁ ଦୁଃଖତୁମ ଜୀବନର ସବୁ ବୋଝତୁମ ସମସ୍ୟା ଓ ଚିନ୍ତା ଦୁଃଖଦୂର କରି ଯୀଶୁ ଦେବେ ସୁଖ (୨ ଥର)ଶାନ୍ତି ରାଜା ଯୀଶୁ ଜଗତ କରତାକରନ୍ତି ନାହିଁ ନିରାଶ… |୧| ଯୀଶୁ ଯେ ପ୍ରେମର ନିରିଝରଯୀଶୁ ପାପ କ୍ଷମାର ଭଣ୍ଡାରଆମକୁ ଦେବାକୁ ସବୁ ସୁଖଭୋଗିଲେ କୁଶରେ କେତେ ଦୁଃଖଚିର ଜୀବନ ନିରିଝର […]
chaha chaha bandhu thare se
ଚାହାଁ ଚାହାଁ ବନ୍ଧୁ ଥରେ ସେକାଲବରୀ କୁଶ ପ୍ରତି ଝଟତି,ଚାହିଦେଲେ ହୃଦ ଦୟ ଭାଙ୍ଗୁଛି ତରଳିଯାଏ ଚମକି ଛାତି … (ଘୋଷା) ନିର୍ବୋଷୀ ନିଷ୍ଠାପୀ, ହୋଇଣ ବଂଧୁ ଏତେ କଷଣ ସହିଣମୁଁ ଦୀନହୀନ ତାରଣ କାରଣ,ନିଷ୍ଣୁର କୁଶେ ଯାଉଛି ପ୍ରାଣ… |୧| କଣ୍ଟା ମୁକୁଟର ଘାତେ କି ରକ୍ତ ଝରି ପଡୁଛି ଛାତିକିବର୍ଜୁଘାତେ ବକ୍ଷୁ ରକ୍ତ ଝରିକି ତିନ୍ତାଉଛି ନିରସ ମହିକି… |୧| ହସ୍ତ ପାଦେ କଣ୍ଟା ମାରଣ ହୋଇ ସେ କୁଶ ଧନରେ ମନନ କହି […]
asa asa sarbe ame gita gayiba
ଆସ ଆସ ସର୍ବେ ଆମେ ଗୀତ ଗାଇବା (୨ ଥର)ସେ ତ ପ୍ରଭୁଦୟା, କ୍ଷମା, ଶାନ୍ତି, ପ୍ରେମ ଶିଖାଇ ଅଛନ୍ତି । (ଘୋଷା) ରାଜାମାନଙ୍କର ରାଜା ପ୍ରଭୁ ଅଟନ୍ତି ସେ ଯୀଶୁ ଅଟନ୍ତିପ୍ରଭୁମାନଙ୍କର ପ୍ରଭୁ ଯୀଶୁ ଅଟନ୍ତି ସେ ଯୀଶୁ ଅଟନ୍ତିସେ ତ ପ୍ରଭୁ .ଦୟା, କ୍ଷମା, ଶାନ୍ତି, ପ୍ରେମ ଶିଖାଇ ଅଛନ୍ତି… |୧| ପିତା ପ୍ରଭୁ ଜଗତକୁ ପୁତ୍ରଙ୍କୁ ଦେଲେ (ସେ)ପାପୀ ପାପ ପାଇଁ ଯୀଶୁ କୁଶରେ ମଲେ (ସେ)ସେ ତ ପ୍ରଭୁ —ଦୟା, କ୍ଷମା, […]