mana paribartana kara
ମନ ପରିବର୍ତ୍ତନ କର, ଆଜି ପାପରୁ ଫେର … (ଘୋଷା) ଆସୁଛି ଦିନ ପ୍ରଭୁଙ୍କ ଆଗମନ କରିଣ ଶବ୍ଦ ଜାଣକ୍ରୋଧର ଦିନ କ୍ଲେଶର ଦିନ ଅତି ଭୟଙ୍କର … |୧| ଆଉ କେତେ କାଳ, ପାପରେ ସକଳକାଟିବା ଜୀବନ ଜାଣନାହିଁ ପରିତ୍ରାଣ, ଯାଇଛି ହେ ଦିନଯଥେଷ୍ଟ ହେଲା ଜାଣ… |୨| କର ପାପ ସ୍ବୀକାର, କର ଖେଦ କ୍ରନ୍ଦନପାଇବ ପରିତ୍ରାଣ….ହୋଇ ଆତ୍ମାରେ ପୂର୍ଣ୍ଣ, ସଦା କର ଗମନହାଲିଲୁୟା ଜୟଗାନ… |୩| ସୂଚୀମାଳାକୁ ଫେରନ୍ତୁ
pape bhora andha mu je
ପାପେ ଭରା ଅନ୍ଧ ମୁଁ ଯେ ଆଶ୍ରାହୀନ ଜଗତେପାପ ମୋର ଧୋଇଦିଅ ତୁମ କୁଶ ରକତେ (ଘୋଷା) ପାପିନୀର ଅଶ୍ରୁ ଜଳେ ତୁମର ଧୋଇଦେଲା ପବିତ୍ର ଶ୍ରୀପୟରଶାନ୍ତି ଦାନେ କଲ ତାଙ୍କୁ ଉଦ୍ଧାରଭାସୁଅଛି ଆମ୍ବା ମୋର ପାପ ସାଗର ସ୍ରୋତେ… |୧| ଗଭୀର ସାଗର ଜଳେ ମଗନ ଯୁନସର ଅନୁତାପ କ୍ରନ୍ଦନକ୍ଷମା ଦେଇ ଧୋଇଦେଲ ଜୀବନସେହି ମହା କରୁଣାରୁ କିଛି ଦିଅ ହେ ମୋତେ… |୨| ଭାରାକ୍ରାନ୍ତ ପାପେ ମୋର ଜୀବନକରିହେ ମୋତେ ପାପରୁ ମୋଚନଶାନ୍ତି ଦାନେ […]
prabhu karuna re asraya kari
ପ୍ରଭୁ କରୁଣାରେ ଆଶ୍ରୟ କରିତାଙ୍କ ବିଧୂ ସବୁ ହୃଦେ ଆଚରିଲକ୍ଷ୍ୟ ରଖି ପଦ ଚିହ୍ନ ଯିବି ମୁଁ ଅନୁସରି (ଘୋଷା) ଏହି ଜଗତ ଦେବ ନାହିଁ ତ, ମନେ ସୁଖ ଶାନ୍ତି କିଛି ତନାହିଁ ମୃତ୍ୟୁଝରା ଯୀଶୁ ପାଶେ ଭରାଅନନ୍ତ ଜୀବନର ଝରୀ… |୧| ହୃଦ ବେଦନା ଚିନ୍ତା ଭାବନା ପ୍ରଲୋଭନ ପରୀକ୍ଷା ନାନାହୁଅଇ ପ୍ରବଳ ହେବି ମୁଁ ସବଳପ୍ରିୟତମ ବୁକୁ ଆବରି… |୨| କେଡ଼େ ଉତ୍ତମ ମୋ ପ୍ରିୟତମଜାଣନ୍ତି ମୋ ସମସ୍ୟାମାନମହତ ଆଶ୍ରୟ ନିକଟି ସହାୟସଙ୍କଟେ […]
ahe prabhu tuma karunare
ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟାକରତୁମ କୃପା ବାହୁଲ୍ୟାନୁସାରେଅଧର୍ମ ମାର୍ଜନା କର ||o||ମୋ ଅପରାଧର ପ୍ରକ୍ଷାଳନ କରମୋତେ ପାପୁ ଶୁଚି କର । ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟା କରତୁମ କୃପା ବାହୁଲ୍ୟନୁସାରେ, ଅଧର୍ମ ମାର୍ଜନା କର… (ଘୋଷା) ମୋ ଅପରାଧର ପ୍ରକ୍ଷାଳନ କରମୋର ପପୁ ଶୁଚି କରକରୁଛି ସ୍ଵୀକାର ଅଧର୍ମ ମୋହରପାପ କରେ ନିରନ୍ତରପାପ କରେ ମୁହ ନିରନ୍ତର ( ୨ ଥର)ଧୋଇଦିଅ ପାପ ମୋର… |୧| ଦେଖ ଅପରାଧେ ନିରିମିତ […]
dayara sagara prabhu
ଦୟାର ସାଗର ପ୍ରଭୁ ମୋ ଯୀଶୁ ଧନକାଲବରୀ କୁଶ ପରେ ଦେଲ ଜୀବନ (ଘୋଷା) ପୃଷ୍ଠ ପରେ ଦେଖି ତାଙ୍କ କୋରଡ଼ାର ମାଡଝରିପଡେ ସର୍ବାଙ୍ଗରୁ ରକତର ଧାରକାଣେ ଭାରି କୁଶ ବୋହି କି ଯାତନା ସହି… |୧| ଆସିଥଲେ ଦିନେ ସିଏ ପାପୀ ମୁକ୍ତି ପାଇଁପାପ ଧୋଇ କଲେ ମୁକ୍ତି ନିଜ ରକ୍ତ ଦେଇଯୀଶୁଖ୍ରୀଷ୍ଟ ନାମ ନେଇ ପଥ ସତ୍ୟ ହୋଇ… |୨| କରୁଅଛି ନିବେଦନ ହେ ତ୍ରାଣ ରାଜନଦୟାକରି ଦିଅ ତୁମ ସ୍ଵର୍ଗ ରାଜ୍ୟ ସ୍ଥାନଆନନ୍ଦରେ […]
ei jibanare prabhu hebi
ଏଇ ଜୀବନରେ ପ୍ରଭୁ ହେବି ଏକା ତୁମରତୁମ ଗଉରବ ପାଇଁଯେହ୍ନେ ହେବି ମୁହିଁ ସଦା ବ୍ୟବହାର … (ଘୋଷା) କ୍ଷଣିକ ଏହି ଜଗତ ମୋହ ମାୟାରେ ପୂରିତଟାଣେ ଏ ହୃଦୟ ମନ କରେ ତୁମଠୁ ଦୂରିତଧର ହେ ପ୍ରଭୁ ତୁମରି ହସ୍ତେକରି ସଦା ନିଜର … |୧| ସଂସାର ଜଞ୍ଜାଳ ଭାର ଭାଙ୍ଗ ବିଶ୍ୱାସ ମୋହରସନ୍ଦେହ ଉଠଇ ମନେ ଯିବାକୁ ସରଗପୁରତୁମ ଶକତି ଧୌର୍ଯ୍ୟରେ ଭରିକରାଅ ଅଗ୍ରସର …. |୨| ସମର୍ପିଛି ମୋ ଜୀବନ ତୁମରି ପୂତ […]
kehi nahi moro jagate nijara
କେହି ନାହିଁ ମୋର ଜଗତେ ନିଜରଆଶ୍ରା ନେବି ମୁଁ କାହାରଏ ମାୟା ସଂସାର ସବୁ ହି ଅସାରଦିନେ ହେବ ନାରଖାର (ଘୋଷା) ଅସାର ଜଗତେ ଚାଲିବି କେମନ୍ତେବଳ ଶକ୍ତି ନାହିଁ ମୋରଦିନେ କାନ୍ଦୁଥାଏ ଦିନେ ଭାବୁଥାଏଯୀଶୁ ମୋତେ ଦୟା କର…. |୧| ଭିକାରୀ ସମାନ ଅଟଇ ଜୀବନକାଟେ ଦୁଃଖେ ଦିନ ମୋରଭୋକିଲା ଜୀବନେ ଚାହେଁ ମୋର ପ୍ରାଣଦେବ କେ ମୁଠେ ଆହାର…. |୨| ସଂସାର ଜଞ୍ଜାଳ ଦିନ ପ୍ରତି ଦିନଆସେ ହୋଇ ଭୟଙ୍କରହେଉଛି କାତରେ ମୋ ପ୍ରାଣ […]
dhanyabado diya raja
ଧନ୍ୟବାଦ ଦିଅ ରାଜା ଯୀଶୁଙ୍କରକରିଛନ୍ତି ଯୀଶୁ ପାପୁ ପରିତ୍ରାଣ ଦେଇ ନିଜର ପ୍ରାଣଦୟାର ସାଗର, ପ୍ରେମେ ପରିପୂର୍ଣ୍ଣସ୍ନେହଶୀଳ କୃପାମୟ (ଘୋଷା) ଥିଲୁ ନିରୁପାୟ, ନଥିଲା ଉପାୟନଥୁଲା ଭରସା ଆମମଧ୍ୟସ୍ଥ ହୋଇଣ କରିଲେ ମିଳନଧନ୍ୟ ଯୀଶୁଙ୍କର ନାମ …. |୧| ଯୀଶୁଙ୍କର ପ୍ରେମ କରିବା ସ୍ମରଣଭୁଲିବାନି କଦାଚନବିଶ୍ଵାସେ ପାଇଛୁ ଅନନ୍ତ ଜୀବନବଂଚିଥିବା ଚିରଦିନ…. |୨| ଆଜିଠାରୁ ଆଉ ପାପ ତୁ ନକରକର ଆଜ୍ଞାକୁ ପାଳନସୁସ୍ଥ ହୋଇଅଛି ପାପ ରୋଗ ତୋରପ୍ରଶଂସା କରି ତାଙ୍କର… |୩| ସୂଚୀମାଳାକୁ ଫେରନ୍ତୁ
mu kahara nuhe
ମୁଁ କାହାର ନୁହେଁ, ମୁଁ ଯୀଶୁଙ୍କରସେ ରକ୍ତରେ ମୋତେ କିଣିଛନ୍ତିସେ ମୋ ପାପ ପାଇଁ ଜୀବନ ଦେଇଛନ୍ତି (ଘୋଷା) ସେ ବାଗଦାନ ମୋତେ କରିଛନ୍ତିପବିତ୍ର ଆମ୍ବା ବଇନା ଦେଇଛନ୍ତି।ମୋତେ ସ୍ବର୍ଗରାଜ୍ୟକୁ ନେବା ପାଇଁ … |୧| ମୋର ପାପ ସବୁ କ୍ଷମା କରିଛନ୍ତିପରିତ୍ରାଣ ଆନନ୍ଦ ଦେଇଛନ୍ତିଜୀବନ ପୁସ୍ତକେ ନାମ ଲେଖିଛନ୍ତି …. |୨| କେଡେ ପ୍ରେମ ସେ ମୋତେ କରିଛନ୍ତିନିଜ ପୁତ୍ର ଅଧୁକାର ଦେଇଛନ୍ତିମୋର ସ୍ଵର୍ଗୀୟ ପିତା ସେ ହୋଇଛନ୍ତି … |୩| ମୁଁ ତାଙ୍କ ଅପେକ୍ଷାରେ […]
ei jibanara akasha dine
ଏଇ ଜୀବନର ଆକାଶେ ଦିନେସଂଧ୍ୟା ଆସିବ ନଇଁ ନଇଁ … (୨ ଥର)ବଂଧୁ ତୁମେ କି ପ୍ରସ୍ତୁତ ଥିବାସେହି ମହାଯାତ୍ରା ପାଇଁ ?… (ଘୋଷା) କୁହ ଯାତ୍ରା ଶେଷ ଜୀବନ ମୁକୁଟରହିଛି କି ତୁମ ପାଇଁ ?ପାଇଛ କି ତୁମେ ଜୀବନେ-ଅଶେଷପ୍ରଲୋଭନ ବାଧା ଡେଇଁ ?ଆସ କୁଶ ତଳେ ଯଦି ତୁମ ପାଶେତ୍ରାଣ ଅନୁଭୂତି ନାହିଁ…. |୧| ଜଗତ ଅଟେ ଯେ ଦୁଇଦିନ ପାଇଁଅଭିନୟ ମଞ୍ଚ ଏକ (୨ ଥର)ଧନ ଯଉବନ ଆହୁରି କ୍ଷଣିକଅନିତ୍ୟ ଅଟେ ସେ […]