jaya jaya jishu jaya

ଜୟ ଜୟ ଯୀଶୁ ଜୟ ଜୟ ଜୟ ମୃତ୍ୟୁଞ୍ଜୟଜୟ ପିତା ପୁତ୍ର ଜୟ ଜୟଜୟ ପବିତ୍ରାପା ଜୟ ଜୟ (ଘୋଷା) ବିଶ୍ଵସ୍ରଷ୍ଟା ପିତା ପରମେଶ୍ବରମଙ୍ଗଳମୟ ପ୍ରେମ ପାରାବାରନିତ୍ୟ ପରାତ୍ପର ଜୀବନ ଆକରଜୟ ପ୍ରେମମୟ ଜୟ ଜୟଜୟ ବିଶ୍ବପିତା ଜୟ ଜୟ… |୧| ପ୍ରେମ ଅବତାର ଈଶ ନନ୍ଦନମୁକତି ପଥ ସତ୍ୟ ଜୀବନକଳୁଷହାରୀ ପତିତପାବନଜୟ ଯୁବା ମେଷ ଜୟ ଜୟଜୟ ଈଶସୁତ ଜୟ ଜୟ… |୨| ପବିତ୍ର ଆପ୍ ଚିର ସହାୟକପାପ ପୁଣ୍ୟ ବୋଧ ଦାୟକସ୍ଵର୍ଗୀୟ ଶାନ୍ତି ଶକ୍ତି […]

prabhunkara prasangsa gita

ପ୍ରଭୁଙ୍କର ପ୍ରଶଂସା ଗୀତି, ଆମେ ଯିବା ଗାଇ,ଅନ୍ତରେ ସର୍ବେ କୁଶୀୟ ପ୍ରେମ ଭାବ ନେଇ… (ଘୋଷା) ମହିମା ଗୌରବ ପ୍ରଭୁଙ୍କର,ଧନ୍ୟବାଦ ସ୍ତୁତି କରି ନିରନ୍ତରପବିତ୍ରତା ସୌନ୍ଦର୍ଯ୍ୟରେ ଭଳିବା ଆମେ ଆମ୍ରାରେଭକତି ସମ୍ଭାର ଅରପି ଦେଇ… I୧| ଏ ଜଗତ ତାଙ୍କ ହସ୍ତକୃତ ନିରୂପିତ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମଙ୍ଗଳ ଦାନେ ତାଙ୍କରି ଭରା ଜୀବନ ଆମରିଦିବା ନିଶି ସାଥେ ଅଛନ୍ତି ରହି… |୨| ହେ ସର୍ବଦେଶୀୟ ସଦାପ୍ରଭୁ ତୁମରିଆଶ୍ରିତ ଅଟୁ ଆମେ ସବୁକଳୁଷିତ ଜଗତରେ ମୁକତି କେ […]

dekhini se rupa kebe

ଦେଖିନି ସେ ରୂପ କେବେ ପାଇଛି ଅନୁଭବେଅଦେଖା ହୋଇ ଅବିରତ ଅଛନ୍ତି ମୋ ସାଥେ… (ଘୋଷା) ହେଲେ ଅନ୍ତର ନିମିଷେ ଯଦି ଭଲ ଲାଗେନାଶୂନ୍ୟ ଏ ବିଧୁର ମନ ସେ ପ୍ରେମ ବିନାଜୀବନ ମୋର ଅରପିଛି ମୁଁ ତାଙ୍କରି ହାତେ… |୧| ଚିର ସୁନ୍ଦର ମିନତି ମୋର ଥାଅ ମୋ ପାଶେଭଙ୍ଗା ଏ ଜୀବନ ମୋର ତୁମ ପରଶ୍ସାଇତା ମୋର ମନକଥା କହିବି ତା’ ପାଶେ… |୨| ସୂଚୀମାଳାକୁ ଫେରନ୍ତୁ Click the link below to […]

kete je ucha kete gabhira

କେତେ ଯେ ଉଚ୍ଚ କେତେ ଗଭୀରବୋଧର ଅଗମ୍ୟ ପ୍ରେମଯୀଶୁଙ୍କ ପ୍ରେମ କେଡେ ଅସୀମ ଚିରନ୍ତନ ଅନୁପମ… (ଘୋଷା) ପାତକୀର ପାଇଁ କିଏ ପାରେ ଦେଇ ଅକାତରେ ନିଜ ପ୍ରାଣକୁଶୀୟ ଯାତନା ସହି ପୁଣି କିଏ କରିପାରେ କ୍ଷମା ଦାନସେ ମହାପ୍ରେମର ପରିଚୟ ପାଇ ପଦେ ନେଇଛି ଶରଣ… ।୧। ଅନୁତପ୍ତ ହୋଇ କୁଶ ପାଶେ ମୁହି ମାନିନେଲି ସବୁ ପାପମୋତେ କ୍ଷମା ଦେଇ ନିଜ ରକ୍ରେ ଧୋଇ ଘୁଞ୍ଚାଇଲେ ଅଭିଶାପସେ ମହାପ୍ରେମକୁ ଅନୁଭବି ମୁହିଁ ସମର୍ପିଲି ମୋ […]

sadaprabhunka suristhira ehi dibase

ସଦାପ୍ରଭୁଙ୍କ ସୃଷ୍ଟିର ଏହି ଦିବସେଆମେ ହରଷିତ ତୁମ ପାଶେତୁମ ନାମେ ଉଠୁ ଜୟଗାନ (୪ ଥର)ହାଲିୟା, ହାଲିକୁୟା, ହାଲିୟା, ହାଲିୟା, ହାଲିୟା… (ଘୋଷା) ଏଇ ଦିବସ ପ୍ରଭୁ ତୁମ ଦାନପ୍ରଦାନ କଲ ଆଜି ନବ ଜୀବନଭରି ଉଠୁ ଆଜି ଆମ ହୃଦ ମନଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୧| ଏହି ଦିବସ ପ୍ରଭୁ ତୁମ ଦାନଲଭିବାକୁ ଆମ ପରିତ୍ରାଣଆହେ ଦୟାମୟ ଆହେ ପ୍ରେମମୟଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୨| ସୂଚୀମାଳାକୁ ଫେରନ୍ତୁ

ei satabdhi ra awahana

ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନଉତ୍କଳ ବୁକେ ସୁସମାଚାରର ଆସୁ ନବ ଜାଗରଣ …(ଘୋଷା) କର ହେ ଘୋଷଣା ଜଗତ ଆଗରେ ମୁକତିର ସନ୍ଦେଶଏହା ଥିଲା ତୁମ ବିଦାୟ ବେଳାର ପ୍ରେମଭରା ଆଦେଶପାଳନ କରିବୁ ଆଜ୍ଞା ତୁମରି ହୋଇ ସଦା ସଚେତନ… |୧| ସୁସମାଚାରର କାର୍ଯ୍ୟ ସାଧକ ଉଠ ଜାଗ୍ରତ ହୋଇଅନେକ ଆପ୍ ଆକୁଳ ଆତୁର ଜୀବନର ଜଳ ପାଇଁପାପ ଅନ୍ଧାରେ ବାକ୍ୟ ଆଲୋକେ ଭରିଦିଅ ଉଦ୍ଦୀପନା… | ୨ | ଯାଅ ଏ ଜଗତେ […]

dhusara pahada kalbari

ଧୂସର ପାହାଡ଼ କାଲବରୀ ତୁମେକି ଗୀତ ଗାଉଛି କୁହପତିତ ମାନବ ମୁକତି ପାଇଁ କି,ତୁମେ କି ଢ଼ାଳୁଛି ଲୁହ… (ଘୋଷା) ଧନ, ମାନ, ମୋହେ ପାଗଳ ମଣିଷ,ବୁଝେନା ପ୍ରେମର ଡାକବୁଝିନି ଯିଏ ତା’ ଜୀବନ ଦାତାକୁ, ବିନ୍ଧିଛି ଦାରୁଣ ପ୍ରେକପଥର ତୁମେ ତ ଭକ୍ତ ସେ ତୁମର, କେମିତି ବୁଝିବି କୁହ,ତୁମେ କି ଢ଼ାଳୁଛି ଲୁହ… |୧| ଅନ୍ଧ ସେ ତ ଆଜି ଜଗତ ମାୟାରେଶୁଣେନା ମୁକତି ଡାକ,ଶୁଣିନି ଯିଏ ତା ମୁକତିଦାତାକୁଦେଇଛି ଅଶେଷ ଦୁଃଖନିଧନ ତୁମେ […]

jibane tumo bina

ଜୀବନେ ତୁମ ବିନା କିଛି ନୁହେଁ ମୋରତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … (ଘୋଷା) ତବ ପ୍ରେମ ଅପାର ହୋଇ ଅବତରକୁଶ କାO ଦେଇଛ ପ୍ରାଣ ଆପଣାରସାଧୁଲ ଧରା ପରେ ମୁକତି ଭଣ୍ଡାରତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … |୧| ଏଇ ମାୟା ସଂସାର ସବୁ ହିଁ ଅସାରଅଳପ ଦିନ ପାଇଁ ଏଠି କାରବାରମୁଁ ଯେ ମଜି ତହିଁରେ ହେଲିତ ପାଶୋରତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … |୨| ଏଇ ଭବସାଗରୁ କରିବାକୁ […]

ishwara prema chadi parena

ଈଶ୍ଵର ପ୍ରେମ ଛାଡ଼ି ପାରେନାଈଶ୍ଵର ପ୍ରେମ ଭୁଲି ହୁଏନା… (ଘୋଷା) ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ଉଇଁପାରେପଦ୍ମ ପଙ୍କ ଛାଡି ପର୍ବତେ ଫୁଟିପାରେଈଶ୍ଵର ପ୍ରେମ କେବେ ନ ଛାଡ଼ିବାତୁମରି ସଙ୍ଗେ ସର୍ବଦା ରହିବ … |୧| ଛାଡ଼ିପାରନ୍ତି ପିତା ଓ ମାତା ନିଜରଛାଡ଼ିପାରନ୍ତି ଭଗ୍ନୀ ବା ସହୋଦରଛାଡ଼ିପାରନ୍ତି ଘନିଷ୍ଠ ବାନ୍ଧବଈଶ୍ଵର ପ୍ରେମ କେବେ ନ ଛାଡ଼ିବ |୨| ହୋଇଛି ଯଦି ନଗନ୍ୟ ଏ ସମାଜରେଭୂଷିତ ହୋଇ ନାହିଁ ଉଚ୍ଚ ପଦବୀରେସମାଜ ଛାଡ଼ିପାରେ ଏ ମାନବଈଶ୍ଵର ପ୍ରେମ କେବେ […]

jibana sain jibana dei

ଜୀବନ ସାଇଁ ଜୀବନ ଦେଇ ନେଲ ବହିଅପରାଧ ମୋ ଅପରିସୀମ କିମିତି ପ୍ରଭୁ ଗଲ ସହି.. (ଘୋଷା) କୁଶ ପରେ କରୁଣା ଭରେ ଢ଼ାଳିଲ ରକ୍ତଧାରରାଜାଧିରାଜ ସୁର ସୁରୁଜ ସକଳ କାରିଗରବହିଲ କୁଶ କହିଲ ନାହିଁ ହୋ …ଆପଣା ଅଙ୍ଗେ ଗଲ ସହି… |୧| ହେଲେ ମୁଁ ଦୀନ ନିତାନ୍ତ ହୀନ ତୁମେ ମୋ ମହାଧନମଣିଲ ପ୍ରିୟ ହେ ପ୍ରେମମୟ ନୁହେଁ ମୁଁ ବିସ୍ମରଣମୋ ମନ ରଥେ ହୁଅ ସାରଥି ହୋସରଗପୁରେ ନେବା ପାଇଁ… |୨| ସୂଚୀମାଳାକୁ […]