ahe ananta asima
ଆହେ … ଅନନ୍ତ ଅସୀମତୁମରି ମଧୁର ପ୍ରେମ କେ…କରିପାରେ ବର୍ଣ୍ଣନାତୁମ ପ୍ରେମ ପାଇଁ ଧନ୍ୟ…ଏ ଧରା ଧାମ (ଘୋଷା) କାଗଜ ହୁଅନ୍ତା ଯଦି ଆକାଶର ବକ୍ଷଲେଖନୀ ହୁଅନ୍ତା ଯଦି ପ୍ରତି ଲତା ବୃକ୍ଷସାଗରର ନୀଳ ନେଇ ସେ ଲେଖନୀଯାକପ୍ରତିଟି ମଣିଷ ଯଦି ହୁଅନ୍ତେ ଲେଖକତଥାପି ସରନ୍ତା ନାହିଁ ଆକାଶର ସୀମା ଡେଇଁବଣ୍ଡିବାକୁ ପ୍ରଭୁ ତୁମ … ଅମୃତପ୍ରେମ ଆହେ ଅନନ୍ତ ଅସୀମ… I୧| ଜଗତକୁ ପ୍ରେମ କଲ ପ୍ରଭୁ ହେ ଏମନ୍ତଦାନ କଲ ଏକମାତ୍ର ପ୍ରାଣପ୍ରିୟ ପୁତ୍ରତପତ […]
nirasara andhara chiri
ନିରାଶର ଅନ୍ଧାର ଚିରି କଲବରୀ ଚୂଳେ ଉଇଁଲାଆଶାର ସୁରୁଜ ଶିଖାସେ ତ ଶାଶ୍ବତ ଆଶାର ଶିଖା ପତିତର ମହାସଖାରଖ କୁଶ ତଳେ ଲୟ ଏକା (୨ ଥର) (ଘୋଷା) ଯଦି ଥାଏ ତୁମ ଜୀବନେ ପିପାସା ପାଇବାକୁ ସେ ଭରସାକର ହେ ଅର୍ପଣ ହୃଦ ଆମ୍ବା ମନ ପୂର୍ଣ୍ଣ ହେବ ଅଭିଳାଷସେ ତ ଶାଶ୍ବତ ଆଶାର ଶିଖା ପତିତର ମହାସଖାରଖ କୁଶ ତଳେ ଲୟ ଏକା (୨ ଥର)… ।୧। ଅସୀମ ସାଗରେ ଦିଗହରା ହୋଇ ଭାସେ […]
papi toro papo aji
ପାପୀ ତୋର ପାପ ଆଜି ହେଲା ଅବସାନମୃତ୍ୟୁଞ୍ଜୟୀ ଈଶ ସୁତ ସେ ଜଗତ ଜନ ରାଜନ ହେ (ଘୋଷା) କବରର ତୀରେ ଯିଏ ଖୋଜି ଖୋଜି ଗୀତ ଗାଏ-ହେସେ ଯେ ତୋର ଅତି ପ୍ରିୟ-ହାବିଦୁରିତା ମରିୟମ… |୧| କାଲବରୀ ପରେ ଯିଏ ତା ଶୋଣିତ ଢାଳିଦିଏତୃତୀୟ ଦିବସେ ଆଜି-ହାହେଲା ତାର ଉତ୍ଥାନ… |୨| ସୂଚୀମାଳାକୁ ଫେରନ୍ତୁ
krusha mo adori ne
କୁଶ ମୋ ଆଦରି ନେରେ ପାପୀକୁଶ ମୋ ଆଦରି ନେକୁଶ ତଳେ ତୋ ଅମାପ ପାପ (୨)ଗରୀ ଥୋଇ ଦେରେ ପାପୀ (୨) (ଘୋଷା) ପାପ କଳଙ୍କ ଧୋଇବା ପାଇଁରେକୁଶେ ଦେଲି ବ୍ଳକୁ ରକତ ନିଗାଡ଼ିହୃଦେଭରା ତୋର କଳଙ୍କ କାଳିମାରକତେ ପଖାଳି ଦେରେ ପାପୀ… |୧| ଖୋଜି ମୁଁ ତୋତେ ବାହାର ଅନ୍ଧାରେକେଶ ବେଶ ତିରେ ନିଶିର ଶିଶିରେଡାକି ଫେରେ ନିତି କୁଟୀର ଦୁଆରେଦୁଆର ଫିଟାଇ ଦେରେ ପାପୀ… |୨| ପାପୀ ମରଣ ପାରେନା ସହିରେକୋଟିନିଧୀ ପାପୀ […]
he santi maya jishu sundara
ହେ ଶାନ୍ତିମୟ ଯୀଶୁ ସୁନ୍ଦରଦିଅ ପ୍ରତି ପ୍ରାଣେ ଚିର ଶାନ୍ତି ତୁମର… (ଘୋଷା) ତୁମେ କହିଗଲ ହେ ପାପୀ ମାନବେନିଜ ଶାନ୍ତି ଦାନ କରୁଅଛି ମୁଁ ଯେଜଗତର ଶାନ୍ତି ନୁହେଁ ସମତାରକର ହେ ସନ୍ଧାନ ସେ ଦିବ୍ୟ ଶାନ୍ତିର… |୧ | ଆହେ ପରିଶ୍ରାନ୍ତ ପତିତ ମାନବତୁମ ପାଇଁ ତାହା ହୋଇଛି ପ୍ରଦତ୍ତସ୍ଵର୍ଗୀୟ ଦାନ ନାହିଁ ଶେଷ ତାରଯୀଶୁ ହିଁ ଅଟନ୍ତି ତହିର ଭଣ୍ଡାର… |୨| ସୂଚୀମାଳାକୁ ଫେରନ୍ତୁ
jishunka pari au kiye
ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ… (ଘୋଷା) ଜଗତରେ କେହି ନାହିଁ ଦେବା ପାଇଁ ଶାନ୍ତିତାଙ୍କ ବିନା ନାହିଁ ଆଉ କାହାଠାରେ ମୁକ୍ତିନ ହୋଇ ଚିନ୍ତିତ ବିଶ୍ଵାସ ରଖିଭକ୍ତି ଲୟ ତାଙ୍କଠାରେ… |୧| ଶାନ୍ତିମୟ ନାମ ତାଙ୍କ ଶାନ୍ତିର ଆଧାରସେହି ନାମ ଦେବ ତୋତେ ସନ୍ଧାନ ସ୍ଵର୍ଗରସେହି ନାମଟି ଯେ ସୁଧାମୟ ନାମନେବ ତୋତେ ସ୍ଵର୍ଗପୁରେ… |୨| ସୂଚୀମାଳାକୁ ଫେରନ୍ତୁ
halleluyah gao hai sarbe
ହାଲିଲୁୟା ଗାଅ ହେ ସର୍ବେ, ଗାଅ ହେ ହୋଶାନ୍ତାଜୟ ଗୀତ ଗାଇ ଗାଇ, କର ହେ ବନ୍ଦନା … (ଘୋଷା) ବିଶ୍ଵ ଜନ ମନ ପ୍ରାଣେ, କରିଦେବୁ ଉଦ୍ଦୀପନାକହିଯିବୁ କାନେ, କାନେ, ମୁକ୍ତି ନାହିଁ ଯୀଶୁ ବିନା… |୧| ତୁମେ ସତ୍ୟ ତୁମେ ପଥ, ତୁମେ ହିଁ ଅଟ ଜୀବନତୁମ ପାଶେ ରହିଥିଲେ, ନଥିବ ପାପ ଯାତନା… |୨| ସୂଚୀମାଳାକୁ ଫେରନ୍ତୁ
prabhu he kare minati
ପ୍ରଭୁ ହେ ପ୍ରଭୁ ହେ କରେ ମିନତି, ମୋ ପ୍ରତି ସୁଦୟା ରହୁଯୀଶୁଙ୍କୁ ହୃଦୟେ ଧରି ମୋର ପ୍ରାଣପଛେ ଚାଲିଯାଉ… (ଘୋଷା) ସେ ନାମ ଗାଆନ୍ତି ସ୍ୱର୍ଗ ଭୁବନେ, ଦିବ୍ଯ ଦୂତଗଣ ହରଷ ମନେସେ ନାମ ଆସିଲେ ମଭ୍ୟ ଭୁବନେ, ମୋ ପାପର ପ୍ରାୟଶ୍ଚିତ୍ତ କାରଣେସେହି (ଯୀଶୁ) ମମ ଗାଇ ଗାଇ ମୋର ଦୁଖଛାୟା ରେ ଯାଉ.. ।୧। ପାପ ପାଇଁ କଲେ ନର ଯେ, ଯଜ୍ଞ ଅଭିଶପ୍ତ ଧରା ନୋହିଲା ପୁଣ୍ୟସେ ଛକି କାଠ ନରମେଧ […]
bandhana ghena
ବନ୍ଦନା ଘେନ… ବନ୍ଦନା ଘେନଭକତି ଭରେ ପ୍ରଣମୁଛୁ ।ଥୋଇ ହୃଦପଦ୍ମ…ହେ ପ୍ରିୟତମ (ଘୋଷା) ଅନ୍ଧକାର ଘେରା ବିଶ୍ୱେଆଜି ଝଲକେ ଆଲୋକଧାରାଭରି ଯାଉଛି ମଧୁର ଝଙ୍କାରସ୍ବର୍ଗବାହିନୀ ସୁରେ…ପୁରେ ଗଗନ… |୧| ଧନ୍ୟ ହେ ତ୍ରାଣରାଜନ ଆମ,ଧନ୍ୟ ତୁମରି ପ୍ରେମ .ପାପୀ ଜନର ମୁକତି ଲାଗିମର୍ଭେ ହେଲ ଜନମ-ଈଶ ନନ୍ଦନ… |୨| ଆସ ହେ ସର୍ବେ ପାତକୀ ବଂଧୁକରିବା ତାଙ୍କୁ ପ୍ରଣାମଧନ୍ୟ ହେଉ ଗୋ ଆମ ଏ ପରାଣଲଭି ନବ ଜୀବନ .., ଆଜ ଏ ଦିନ… |୩| ସୂଚୀମାଳାକୁ […]
Hosanna Hosanna jai jai /ഹോശന്നാ ഹോശന്നാ, ജയ് ജയ്
ഹോശന്നാ ഹോശന്നാ, ജയ് ജയ് ഹാലേലൂയ്യാസ്തോത്രം എന്നേശുവിന്മാനം മഹത്വവും എല്ലാ പുകഴ്ചയുംഏക രക്ഷകനല്ലോ പരിശുദ്ധ ദൈവം യേശുഹോശന്നാ ഹാലേലൂയ്യാസ്രഷ്ടാവാം ദൈവം യേശുജയ് ജയ് ഹാലേലൂയ്യാ സൗഖ്യ ദായകന് യേശുഹോശന്നാ ഹാലേലൂയ്യാമാറാത്ത മിത്രം യേശുജയ് ജയ് ഹാലേലൂയ്യാ നല്ല ഇടയന് യേശുഹോശന്നാ ഹാലേലൂയ്യാവഴിയും സത്യവും യേശുജയ് ജയ് ഹാലേലൂയ്യാ രാജാധിരാജന് യേശുഹോശന്നാ ഹാലേലൂയ്യാവീണ്ടും വരുന്നോന് യേശുജയ് ജയ് ഹാലേലൂയ്യാ Hosanna hosanna Jai jai HalelujahStothram Enneshuvinumanan mahathavum ella pukazchayumeka rakshakanu (2) parishudha Daivam YeshuHosanna […]