gao jishu name halleluyah
ହୋଶାନ୍ତା ହାଲିଲୁୟାଗାଅ ଯୀଶୁ ନାମେ ହାଲିଲୁୟା ହୋଶାନ୍ତାଆସ ଯିବା ମିଳି ଶତ ସ୍ଵର ତୋଳିଯୀଶୁ ଜ୍ୟୋର୍ତି ଧରାରେ… (ଘୋଷା) ଆଜିର ଏ ଶୁଭ ଦିନେ, ସ୍ୱାଗତିକା ଗୀତି ତାନେପୁରାଇବା ଧରା ଜୟ ଜୟ ଗାନେ, ଅଳସ ବିଳାସ ତେଳିକାଟିବା ଜୀବନ ଯୀଶୁର ଧିଆନେ,ଯୀଶୁ ପରା ଆମ ସାଥୀ… | ୧ | ଶତ ମନ ଦୀପ ଜାଳି, ଭକତିରେ ଦିଅ ସାଜିକୋଟିଏ ମନର ଜାଗରଣ ଦୀପ ସରାଗରେ ଉଠୁଭରିଦୂରେ ଯିବ ଶତ ଶୋକ ଅବସାଦ,ଆଲୋକିତ ଅମାରାତି … […]
ଅନ୍ଧାର ଦିଅ ଦୂର କରି, andhara diya durakari
ଅନ୍ଧାର ଦିଅ ଦୂର କରି,ହେ ମନ ରାଇଜ ଆଲୋକିତ ପଥ ସାଥୀଚିର ଉତ୍କଳ ହେ ବିଶ୍ବକରତାତୁମଠାରେ ପ୍ରଭୁ କରିଛୁ ଭରସାରଖି ତୁମ ପଦେ ମତି, ଅନ୍ଧାର ଦିଅ ଦୂର କରି … (ଘୋଷା) ତୁମେ ଦିଅ ମନେ ନିତି ନବଭାବେ ଚାଳନାଭରି ପ୍ରତି ପ୍ରାଣେ ନୂତନର ଶୁଭ କାମନାଦିଅ ହେ ଆଶିଷ ଏତିକି ଶ୍ରୀପାଦେ ଅଳି,ଅନ୍ଧାର ଦିଅ ଦୂର କରି … |୧| ନାହିଁ କିଛି ଆମ, ପାପ ମଳିନ ମରମଅରଚନା ଘେନ, ଦିଅ ଆଜି ଦରଶନତୁମ […]
ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ ananta akasha tole
ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେକେବଳ ଯୀଶୁଙ୍କ ନାମ, ସାଧୁପାରେ ପରିତ୍ରାଣ …(ଘୋଷା) ରକ୍ତିମ କୁଶ କହେ, ମୁକତି ଶୋଣିତ ବହେଆସ ଆସ ପାପୀଜନ, ଲଭିବ ନବଜୀବନ… |୧| ଅନ୍ତର ଖୋଲି କୁହ, ଢ଼ାଳି ଅନୁତାପ ଲୁହକରେ ପ୍ରଭୁ ସମର୍ପଣ, ପ୍ରଭୁ ପରିତ୍ରାଣ ଧନ… |୨| ସୂଚୀମାଳାକୁ ଫେରନ୍ତୁ
pruthibi chahin dekha
ପୃଥବୀ ଚାହିଁ ଦେଖି ଅଶାନ୍ତ ଘୃଣ୍ଡ ଝଞ୍ଜା ଆସେ ମାଡିବଂନ୍ଦୁର ପଥେ ପାପ ଅନ୍ଧାର ଯାଏ ଘେରି… (ଘୋଷା) ଏହି ତ ନୁହେଁ କି ସଙ୍କଟ ଦିନର ଚିହ୍ନ?ଏ ମଣିଷ ବୁକେ ଜାଗେ ନାହିଁ କି କମ୍ପନ?ଜାଗି ରୁହ ସଦା ଆଉ ନାହିଁ ବେଳନିଦ୍ରା ସପନ ତେଜି (୭ ଥର) … |୧| ଧରା ଇତିହାସ ହସିବ ସେ ଶୁଭ ଦିନବିଜୟ ଉଲ୍ଲାସେ ହେବ ମହା ଆଗମନକାଲବରୀ ଡାକେ କୁଶୀୟ ସେନାନୀପ୍ରସ୍ତୁତ ହୁଅ ଆଜି (୨ ଥର)… […]
manisha jibana khela ta nuhayi
ମଣିଷ ଜୀବନ ଖେଳ ତ ନୁହଁଇ ବଂଧୁରେମାୟାଜାଲ ଏ ତ ନୁହେଁରେ… (ଘୋଷା) ଏ ମାଟି ଧୂଳିରୁ ନିରିମିତ ହୋଇଦିନେ ସେ ଧୂଳିରେ ଯିବୁ ତ ମିଳାଇମରଣେ ତୋହର ଆୟାର ବିଚାରକରିବେ ଈଶ୍ବର ନ୍ୟାୟରେହେବୁ ତୁ ଦଣ୍ଡିତ ପାପରେ… |୧| ନିତି ନାନା ମନ୍ଦ କର୍ମ କି ନକରୁତାକୁ ପାପ ବୋଲି ତିଳେ ନ ବିଚାରୁଦେଖ କି ଭୀଷଣ ପ୍ରଖର ଅନଳତୋ ଲାଗି ଜଳୁଛି ନରକରେଚିରକାଳ ତହିଁ ଜଳିବୁରେ … |୨| ଆରେ ଦୁଃଖିଧନ, ଶୁଣ ସମାଚାରତୋ’ […]
jibanara ehi belabhumi
ଜୀବନର ଏହି ବେଳାଭୂମି ପରେସତେ କି, ଆସିବ ନେବା ପାଇଁ ମୋତେପ୍ରଭୁ ତୁମେ ଗଉରବେ… (ଘୋଷା) ଛଳନା କେବେଳ ଅଳିକ ସପନଘେନି ଆସେ ଶତ ଦୁଃଖ ଅପମାନଚାଲିଛି ପଥିକ ବନ୍ଧୁର ପଥେନିଶି ଦିନ ପରାଭବେ… |୧| ଜୀବନ ଶେଷରେ ମଉଳା ଲଗନେ ଲଭିବି ତୁମରି ପରଶ ଗୋପନେ ଭୁଲିବି ଦୁଃଖ ଭରିବ ପରାଣ ଜୀବନର ସଉରଭେ… |୨| ସୂଚୀମାଳାକୁ ଫେରନ୍ତୁ Click the link below to listen full song and know the tune
srusthira sehi prathama prasna
ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେହେ ମଣିଷ… ହେ ମଣିଷ…ତୁମେ କେଉଁଠାରେ? (୨ ଥର) |୧| ଆଜି ବି ରହିଛି ବିଭେଦ ପ୍ରାଚୀରପାପ କଳଙ୍କ ବୋଳାପାରେ ନାହିଁ ସହି ଏ ମଣିଷ ଆଉପାପର ଦହନ ଜ୍ୱଳାଜ୍ଞାନ ଗାରିମାର ଆବ ରଣ ତଳେମଣିଷ କି କେତେ ବୁଝିପାରେ … I୨I ଫେରି ଆସ ପ୍ରଭୁ ଆସ ଅବତରିକଳୁଷିତ ଧରା କୋଳେତୁମରି ପ୍ରେମରେ ଭଙ୍ଗା ମନକୁଯୋଡ଼ିଦିଅ ଆଉ ଥରେତୁମରି ଅମର ସଙ୍ଗୀତ ବିନାଆଉ କି ଆନନ୍ଦ […]
sadaprabhu moro pratipalaka
ସଦାପ୍ରଭୁ ମୋର ପ୍ରତିପାଳକମୋର ଅଭାବ ହେବ ନାହିଁହେବ ନାହିଁ… ହେବ ନାହିଁ …|o| ସୁ-କୋମଳ ତୃଣ ଶେଯେ ଶୟନ କରନ୍ତି ।ସ୍ଥିର ଜଳ ପାଶେ ପାଶେ ମୋତେ ଧରି ଚଳନ୍ତିମୃତ୍ୟୁ ଛାୟା ପଥେ ମୋର (ଆଉ) ଆପଦର ଭୟ ନାହିଁ… |୧| ପାଶେ ରହି ଶାସନରେ ସାନ୍ବନା ଦିଅନ୍ତିମୋ ଶତ୍ରୁ ସମୀପେ ମୋତେ ଆଶୀର୍ବାଦ କରନ୍ତିତାହାଙ୍କ ମଙ୍ଗଳ ଦୟାମୋତେ କେବେ ହେଁ ଛାଡିବ ନାହିଁ |୨| ସୂଚୀମାଳାକୁ ଫେରନ୍ତୁ
asisha dhali diya hai jishu
ଆଶିଷ ଢ଼ାଳିଦିଅ ହେ ଯୀଶୁ ଉକ୍ତଳବାସୀ ଉପରେଆମ ପାପତମ ସବୁ କ୍ଷମା କରି,ତୁମ ପ୍ରେମ ଗୁଣରେ …ଆ ଆ… |0| ପ୍ରଚୁର ଆଶିଷ ବରଷ ଏ ଭିକ୍ଷା ତବ ଚରଣେ,ସଫଳ କର ପ୍ରତିଜ୍ଞା ତୁମରି ପ୍ରେମ ଗୁଣେ,ବିଂଦୁ ବିଂଦୂ ପାତ ଆଶିଷ, ନାହିଁ ତହିଁ ଆମ ସନ୍ତୋଷତୁମ ଆଶିଷ ବୃଷ୍ଟି ଦିଅ ହେ ବିନତି କରୁଛୁ ତୁମରେ… |୧| ତୁମରି କୁଶୀୟ ମରଣ, ଆମ ଆଶିଷ କାରଣ,ତବ ପାପ ଧୁଆ ଶୋଣିତ ଦିଏ ଆମରେ ପରିତ୍ରାଣ,ମରଣକୁ ଜୟ […]
sanjibita prabhu kariba nahi ki
ସଂଜୀବିତ ପ୍ରଭୁ କରିବ ନାହିଁ କି ଆନନ୍ଦ କରିବୁ ତୁମଠାରେଆତ୍ମାଙ୍କ ତଇଳ ଢ଼ାଳିବ ନାହିଁ କି,ଜଳିବ ଆଲୋକ ସମାଜରେ… (ଘୋଷା) ପ୍ରତି ଶୁଷ୍କ ଅସ୍ଥି ସଜୀବ ହେବାକୁ,ବହୁ ପ୍ରାଣବାୟୁ ବହ ଚଉଦିଗୁଜୀବିତ ହୋଇବା ପାଦେ ଠିଆ ହେବାପ୍ରଶଂସିବା ଯଶ ଉଚ୍ଚରେ … | ୧ | କର ଗୋ ଆଶିଷ ଆତ୍ମାଙ୍କ ପରଶେ,ଫଳିବୁ ଅକ ତୁମର ଉଦେଶେହୋଇ ପରିହିତ ପରିତ୍ରାଣ ବସ୍ପ୍ରଶଂସା କରିବା ଉଚ୍ଚରେ ….|9| ସୂଚୀମାଳାକୁ ଫେରନ୍ତୁ