anando ananda kipari kahibi

ଆନନ୍ଦ, ଆନନ୍ଦ କିପରି କହିବି କେତେ ଆନନ୍ଦ ।ଯୀଶୁଖ୍ରୀଷ୍ଟ ପାପ କ୍ଷମା ଦେଲେ ପରମ ଆନନ୍ଦ … (ଘୋଷା) ଏକତ୍ର ହୋଇ ନାଚ କରିବା ଗୀତ ଗାନ କରିବାଏକମାତ୍ର ଯୀଶୁ ନାମରେ ଆମେ ସ୍ତୁତି ଗାନ କରିବା … |୧ | ପାପ, କ୍ଳେଶ, ରୋଗ ସବୁ କୁଶରେ ବହି ନେଲେପ୍ରଭୁ ଯୀଶୁ ମୋର ହୃଦୟରେ ଆସି ଦେଲେ ଆନନ୍ଦ … |9| ପ୍ରେମ କଲେ ସେ ପରିତ୍ରାଣ ଦେଲେ ଉଛୁଳି ଉଠୁଛି ମୁଁପ୍ରତିଦିନ ମୁଁ ତାଙ୍କରି […]

ଅନ୍ଧକାର ଘେରା ଧରାରେ andhakaro ghera dhorare

ଅନ୍ଧକାର ଘେରା ଧରାରେ, ମୁକତି ଦୀପ ଜ୍ଵଳାଇବାଗ୍ରାମରେ ନଗରେ ଗିରି କନ୍ଦରରେଜାଳିବା ଲଜିତ ନୋହିବା … (ଘୋଷା) ମରୁ ମରୀଚିକା ଜଗତେ, ତୃଷିତ ପରାଣର ହିତେଜୀବନର ଝର ବହୁଛି କୁଶରେକ୍ଲାନ୍ତ ଜନତା ଆସରେ….|୧| ଶୁଣି ନାହିଁ କି ସେ ଆଦେଶ, ଯାଅ ସମସ୍ତ ଜାତି ପାଶ,କୁହ ମୁକ୍ତି ଅଛି ଯୀଶୁଙ୍କ ପାଶରେ,ନ ରଖି ଲଜା ମନରେ….|୨| ସୂଚୀମାଳାକୁ ଫେରନ୍ତୁ

e nutana jugare asara sangsara

ଏ ନୂତନ ଯୁଗରେ ଆଶାର ସଂଚାରଗଲଗଥା କୁଶଗାଥା ଅମର ସେଜୟ ଜୟ ଯୁବାମେଷ…. ହୋ…. ହୋ….(ଘୋଷା) ହିମାଚଳ ଗାଏ ଯାର ଜୟଗୀତି, ଆମେ ତାଙ୍କ ଅନୁଗାମୀଶୁଣାଇବା ବିଶ୍ୱ ତାଙ୍କ ମହାପ୍ରେମ,ହେଲେ ସେ ମାନବ ପ୍ରେମୀଜାଗରେ ଭାରତ ଉଦ୍ଯୋଗୀ ଦଳ,ଛୁଟାଅ ସଂଗୀତ ଧ୍ବନି…. |୧| ସେହି ପ୍ରଭୁରାଜ ଅଧୁରାଜ, ସକଳ ଜୀବନ ସ୍ୱାମୀଆକାଶର ତଳେ ଏକା ସେହି, ପାତକୀ ମୁକତି ଖଣିବିଚାରକ ହୋଇ ଆସୁଛନ୍ତି ଦିନେ, ମେଘରେ କିରୁବେ ଘେନି…. |୨| ତେଜମୟ ସେହି ପ୍ରଭୁ ପୂତ ପଦ […]

mu to jishunku manare mani

ମୁଁ ତ ଯୀଶୁଙ୍କୁ ମନରେ ମାନି ରଖିଛି… (ଘୋଷା) ଯୀଶୁଖ୍ରୀଷ୍ଟ ପ୍ରଭୁ ତୁମରି ଦରଶନକେହି ମାନୁ ବା ନମାନୁ ମୁଁ ମାନି ରଖିଛି.. |୧| ଯୀଶୁଖ୍ରୀଷ୍ଟ ପ୍ରଭୁ ସବୁରି ପରିତ୍ରାଣକେହି ଜାଣୁ ବା ନ ଜାଣୁ ମୁଁ ଜାଣି ରଖିଛି… |୨| ବନ୍ଦନା ସଙ୍ଗୀତ ଗାଅ ପ୍ରିୟ ଭଉଣୀତୁମେ ଗାଅ ବା ନ ଗାଅ ମୁଁ ଗାଇ ରହୁଛି… |୩| ମୃଦଙ୍ଗ ବଜାଇ ନାଚ ପ୍ରିୟ ଭାଇତୁମେ ନାଚ ବା ନ ନାଚ ମୁଁ ନାଚି ରହୁଛି […]

he santi adhara

ହେ ଶାନ୍ତି ଆଧାର ତବ ଛନ୍ଦା ଚରଣେ ନମୁଁଛୁ ପ୍ରଭୁ ହେଉଭା ହୋଇ ତବ ଦୁଆର (ଘୋଷା) ହେ ପ୍ରଭୁ ତୁମେ କେଡେ ମହାନ୍ସରାଗିବାହିନୀ ଯା’ଙ୍କ ଅଧୀନଗଗନ ପବନ ସାଗର ତରଙ୍ଗ,ଆଦେଶ ମାନେ ଯାହାର… |୧| ଯୁଗ ଯୁଗ ଧରି ତୁମେ ସମାନମିଳେ ସବୁଠାରେ ତୁମରି ସନ୍ଧାନତୁମରି ଅନାଦି ଅନନ୍ତ ନାମରେ,ପ୍ରକୃତି ତୋଳେ ଝଙ୍କାର… |୨| ଧରମ ମିହିର ତୁମେ ଜଗଜ୍ୟୋତିବିନାଶିଛି ଯୀଶୁ ତୁମେ ଅମାରାତିତୁମରି ଆଲୋକେ ଆଲୋକିତ କର,ଆମେ ତବ ପରିଚାର … |୩| ସୂଚୀମାଳାକୁ […]

aji pranami tumaku chalibi

ଆଜି ପ୍ରଣମି ତୁମକୁ ଚାଲିବି ପ୍ରଭୁ ସାରାଟି ଦିନତୁମେ ମୋ ଗମନ ପଥେ ଦୃଷ୍ଟି ରଖ ହେ ଦୟାବାନ (ଘୋଷା) ସାରା ଦିନ ଆଜି ଯାହା ମୁଁ ଚିନ୍ତିବିତବ ବାକ୍ୟ ଆଗ ସ୍ମରଣ ରଖିବିସେ ବାକ୍ୟ ଖଡଗରେ ପରାଭୂତ ହୁଏ, କୁ-ଚିନ୍ତାମାନ |୧| ଛୋଟ ମୁଖେ ଆଜି ଯାହା ମୁଁ କହିବିକାହାରି ମନରେ ଆଘାତ ନ ଦେବିପୁଣି ନ କହିବି ବହୁ ବାକ୍ୟ ଆଉ, କୁ-କଥାମାନ |୨| ବଂଚିଥିବା ଯାଏ ଯାହା ମୁଁ କରିବିମୋ ଆତ୍ମାକୁ ଅପବିତ୍ର […]

jibana data jishu aji antara

ଜୀବନଦାତା ଯୀଶୁ ଆଜି ଅନ୍ତର ଖୋଲିଦିଏଆସ ଆଜି ମୋର ଏ ହୃଦୟେ, ଅନ୍ତର ଖୋଲି ଦିଏ (ଘୋଷା) ଯଦି ଥାଏ କିଛି ତୁମ ଅପ୍ରୀତି କାଢ଼ି ନିଅ ଯୀଶୁ ମୋରତୁମ ରକ୍ରେ ଆଜି ଧୋଇ ମୋତେ ପ୍ରଭୁତୁମେ ପବିତ୍ର କର, ପବିତ୍ର କର ଏଥର…. |୧| ଆସିଅଛି ଆଜି ମୁଁ ଦୀନହୀନ କରୁଅଛି ନିବେଦନଦୟାକରି ଆଜି ଢ଼ାଳିଦିଅ ପ୍ରଭୁ ତୁମ କରୁଣା ଦାନକରୁଣା ଦାନ ଏଥର…. |୨| ସୂଚୀମାଳାକୁ ଫେରନ୍ତୁ

jishu mo pain jhulila

ଯୀଶୁ ମୋ’ ପାଇଁ ଝୁଲିଲଅତୁଳନୀୟ ଅଟେ ସେ ପ୍ରେମସେ ଦୟା ଅଟେ ସୀମାହୀନ (ଘୋଷା) ନମ୍ର ଚିତ୍ତେ ସବୁ ସହିଲ କଣ୍ଟା ମୁକୁଟ ଶିରେ ବୋହିଲପାପୀ ପାଇଁ ଦୟା ବହିଲ କୁଶେ ରକ୍ତ ଝରାଇଲ I୧I ଶାନ୍ତି ବାଣୀ ଶୁଣାଇଲ ନିନ୍ଦା ଅପବାଦ ଶୁଣିଲତୁମ ଧୈର୍ଯ୍ୟ କି ଚମତ୍କାରସେ ଶୌର୍ଯ୍ୟ ହେଉ ସଦା ଧନ୍ୟ |୨| ପାଷାଣ ହୃଦୟ ମୋର ସବୁ ଜାଣି ଶୁଣି ନିସ୍ତୁରମୋର ହୃଦୟ କରି ବିଦୀର୍ଣ୍ଣ ତୁମ ଲାଗି ମୋତେ ବଞ୍ଚାଅ ।୩। […]

aso prabhu tume aso

ଆସ ପ୍ରଭୁ ତୁମେ ଆସ, ଆମରି ଜୀବନେ ଆସଆସି ପ୍ରଭୁ ତୁମେ ଆସ, ଏ ମନ ମନ୍ଦିରେ ଆସରୁହ ତୁମେ ସାଥେ ସାଥେ ନ ଯାଅ ଛାଡି ଦୂରେନ ଯାଅ ତୁମେ ଦୂରେ (ଘୋଷା) ଏ ଦୁନିଆ ପଥ ବଡ ଅନ୍ଧାରୁଆନାହିଁ ଶାନ୍ତି ନାହିଁ ମୁକ୍ତି ତୁମ ଛଡାଆସ ହେ ତୁମେ ଜ୍ୟୋତି ନେଇନ ଯାଅ ଛାଡି ଦୂରେ … ନ ଯାଅ ତୁମେ ଦୂରେ |୧| ଏ ଜୀବନ କକିତ ପାପ ଭରାବରଷାଅ ଆଶିଷର ବାରିଧାରାଲିଭାଇ […]

aji paritranora dina

ଆଜି ପରିତ୍ରାଣର ଦିନ…… ଆଜି ପରିତ୍ରାଣର ଦିନଈଶ୍ୱରଙ୍କ ଦାନ ସେହି ପ୍ରଭୁ ଯୀଶୁ… ଅନନ୍ତ ଜୀବନହାଲିଲୁୟା … ହାଲିଲୁୟା..ହାଲିଲୁୟା… ହାଲିଲୁୟା… (ଘୋଷା) ତୁମେ ହେ ପ୍ରଭୁ ଅନାଦି ଅନନ୍ତ ଈଶ୍ଵର କୁମରତୁମେ ହେ ପ୍ରଭୁ ସରଗ ରାଜନ ହେ ଦୟାବନାତୁମରି ରକ୍ତେ ଧୋଇ ହେ ମୋତେ କର ନୂତନ…. |୧| ଆସ ମୋ ହୃଦେ ଯୀଶୁ ରାଜନ ହେ ଦୟାବାନନିଅ ତୁମ ପଥେ ରହି ମୋ ସାଥେ ସାରା ଜୀବନତୁମେ ହେ ପ୍ରଭୁ କରୁଣାବାନ କରୁଛୁ ବଦନ…. […]