asisha tumori diya he

ଆଶିଷ ତୁମରି ଦିଅ ହେ ପ୍ରଭୁଆଜି ଆମରି ଜୀବନରେ (ଘୋଷା) ଆସିଛୁ ତୁମ ସେବାର ( ପୂଜାର) ପାଇଁକଳୁଷଭରା ହୃଦୟ ନେଇଧୋଇଦିଅ ତୁମ ରକ୍ତରେ, ପ୍ରଭୁଏ ମିନତି ତୁମ ପୟରେ |୧| ଦିଅ ହେ ପ୍ରଭୁ ପୂଜାରୀର ମନ,ସତ୍ୟ ଆପ୍ରେ କରିବୁ ଭଜନସେବିବୁ ଯେହ୍ନ ଭକ୍ତି ପ୍ରୀତିରେ,ପ୍ରଭୁ ଏ ମିନତି ତୁମ ପୟରେ |୨| କଠିନ ହୃଦୟ ଚୂର୍ଣ୍ଣ କର,ଗ୍ରାହ୍ୟବଳୀ ଯେହ୍ନେ ହେବ ତୁମରଅରପୁଛୁ ତୁମ ପୂଜା ବେଦୀରେ,ପ୍ରଭୁ … ଏ ମିନତି ତୁମ ପୟରେ |୩| […]

tumo pache pache chaluthibi

ତୁମ ପଛେ ପଛେ ଚାଲୁଥିବି ମୁଁ ..ନେବ ତୁମେ ଯେଉଁ ଦିଗେତୁମରି ଇଙ୍ଗିତେ (୩ ଥର) ଚାଲୁଥିବି ମୁଁ… (ଘୋଷା) ଏ ଜୀବନେ ନାହିଁ କିଏ ସାହାଯ୍ୟ ସାଥିରେ ..ତୁମେ ଏକା ମୋର ପ୍ରଭୁ ସାହାଯ୍ୟ ସାଥିରେ …(୨ଥର) |୧| ଆସୁଅଛି ତୁମ ପାଦେ ଦୀନ ହୀନ ମୁହଁକରୁଅଛି ନିବେଦନ ଶୁଣ ମୋ ବିନତି |୨| ସୂଚୀମାଳାକୁ ଫେରନ୍ତୁ

jaya prabhu jishu jaya prabhu

ଜୟ ପ୍ରଭୁ ଯୀଶୁ ଜୟ ପ୍ରଭୁ ଯୀଶୁଜୟ ଜୟ ସତ୍ୟ ସନାତନ ହେଜଗତ ତାରଣ କରଣ କାରଣଆସିଲେ ଏ ମର୍ତ୍ତ୍ୟ ଭୁବନ ହେ … (ଘୋଷା) ଅଭୁତ ମହିମା ଜଗତେ ପ୍ରକାଶିଲେ,କେ ପାରେ କରି ତା ବର୍ଣ୍ଣନା ହେ ।ସହସ୍ର ରସନା କରିଲେ ହେ ଘୋଷଣାଶେଷ ନୋହିବ ତା ବର୍ଣ୍ଣନା ହେ … |୧| ଭକ୍ତର ପ୍ରାଣ ଭକ୍ତର ଜ୍ଞାନ,ଭକ୍ତର ଅମୂଲ୍ୟ ଧନ ହେପତିତପାବନ ଭକ୍ତର ଭୂଷଣଧନ୍ୟ ଈଶ୍ବର ନନ୍ଦନ ହେ |୨| ସୂଚୀମାଳାକୁ ଫେରନ୍ତୁ

jibana sagara tire

ଜୀବନ ସାଗର ତୀରେ, ଯଦି ଦୁଃଖ ଲହରି ଉଠେବୁଜି ଦିଅ ଦୁଇ ଆଖି, ଯାଅ ଯୀଶୁର ଚରଣେ ଲୋଟି … (ଘୋଷା) ପରମବନ୍ଧୁ ସେ ଯେ, ନେବେ ଜୀବନ ନଉକା ବାହି,ବିଶ୍ବାସ ରଖ ମନେ, ଶୁଭେ ତାଙ୍କରି ମଧୁବାଣୀ… |୧| ଦୁଃଖ କାହିଁକି ତେବେ , ସେ ଯେ ଦୁଃଖ ସୁଖର ସାଥୀ,କହିଦିଅ ମନ କଥା, ମନେ ଲଭିବ ଅଶେଷ ଶାନ୍ତ… |୨| ସୂଚୀମାଳାକୁ ଫେରନ୍ତୁ Click the link below to listen full song […]

mo pore taba karuna

ମୋ ପରେ ତବ କରୁଣା ମୋ ପରେ ତବ ଆଶିଷଢ଼ାଳିଦିଅ ଯୀଶୁ ମୋର, ତବ ଉଦ୍ଦୀପନା (ଘୋଷା) ଗଢିନିଅ ଏ ଜୀବନ ତୁମ ରୂପ ଜ୍ୟୋର୍ତିରେସଂସାରରୁ ଦୂରେ ରଖି ରୁହ ତୁମେ ସାଥୀରେରୁହ ତୁମେ ସାଥୀରେ … I୧I ପବିତ୍ର ଜୀବନ ଦେଇ କର ମୋତେ ନୂତନତୁମ ସାଥେ ଚାଲୁଥିବି ଦିଅ କରୁଣା ଦାନଦିଅ କରୁଣା ଦାନ…. |୨| ସୂଚୀମାଳାକୁ ଫେରନ୍ତୁ

bahigola lahudhara papi

ବହିଗଲା ଲହୁଧାର ପାପୀ ତୋ ପାଇଁଶେଷ ହେଲା ବଳିଦାନ ପାପୀ ତୋ ପାଇଁ (ଘୋଷା) କାଲବରୀ ବୁକେ ଝରିଲା ତପତ ରୁଧୁରରୁର ନୁହେଁ ସେ ପ୍ରେମର ଅମୃତ ଧାରଜଗତରେ ସେ ପ୍ରେମର ତୁଳନା ନାହିଁ …ପାପୀ ତୋ ପାଇ |୧ | ପାପ ଶୂନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣଦୀନହୀନ ହୋଇ ତୋତେ ସେ କଲେ ଧନବାନସ୍ଵର୍ଗୀୟ ସେ ଧନର କଳନା ନାହିଁପାପୀ ତୋ ପାଇ |୨| ସୂଚୀମାଳାକୁ ଫେରନ୍ତୁ

jibanara khelaghara

ଜୀବନର ଖେଳଘର ହୋଇଯିବ ଦିନେ ଶେଷପ୍ରାଣ ପକ୍ଷୀ ଉଡ଼ିଯିବ, ପଡ଼ିଥିବ ଶୂନ୍ୟ ଘଟ (ଘୋଷା) ବୃଥା ଗର୍ବ, ଅଭିମାନ, ଧନ, ଜନ, ଯଉବନଅସାର ଭୋଗ ବାସନା, ଜାଗତିକ, ସୁଖ ନାନାସବୁ ମିଛ ପ୍ରହେଳିକା ( ୨ ଥର)ସେ ମାୟା ସପନ ତେଜ … |୧| ବ୍ୟସ୍ତ କିମ୍ପା ଆରେ ମନ, ଧର ପ୍ରଭୁ ଶ୍ରୀଚରଣଦେବେ ସେ ଦିବ୍ୟ ସୁଜ୍ଞାନ, ବିଶାସେ କାଟିବୁ ଦିନନିର୍ଭୟେ ହୋଇବୁ ପାର ( ୨ ଥର)ମରଣ ନଦୀର ଘାଟ |୨| ସୂଚୀମାଳାକୁ ଫେରନ୍ତୁ […]

jago jago kara tanka

ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନପ୍ରତି ପ୍ରାତେ ତାଙ୍କ ଦୟା ଚିର ନୂତନ (ଘୋଷା) ଅଗଣିତ ପାପ ତୋର କରନ୍ତି କ୍ଷମାତାଙ୍କ ପ୍ରେମ କରୁଣାର ନାହିଁ ତୁଳନା …ଅଟନ୍ତି ସେ ଦୟାମୟ କ୍ରୋଧରେ ଧୂରବହନ୍ତି ସେ ଅନୁଗ୍ରହ ବକ୍ଷେ ତାଙ୍କରଧନ୍ୟ ତାଙ୍କ ନାମ ଧନ୍ୟ ତାଙ୍କ ନାମ … |୧| ବଂଚିଥିବା ଯେତେ ଦିନ ଏ ଜଗତରେକରୁଥିବା ଧନ୍ୟବାଦ ଆନନ୍ଦ ରେ ।ଦୁଃଖ, ନିନ୍ଦା, ଅପବାଦ ସହିବା ହସିଝରୁଥୁବ କଂଠୁ ଆମ ବନ୍ଦନା ଗୀତିଧନ୍ୟ ତାଙ୍କ […]

kete je bedona

କେତେ ଯେ ବେଦନା … କେତେ ଯେ ଯାତନାକାଲବରୀ ଶିଖରରୁ ବହିଯାଏ ରକ୍ତଧାର (ଘୋଷା) ତୁଙ୍ଗ କାଲବରୀ ଶିଖରରୁ ଝରେ,ଯୁବା ମେଷ ପୂତ ଅଙ୍ଗରୁ କ୍ଷରେହସ୍ତ ପଦ ଚିରି ବକ୍ଷ ବିଦାରି,ଶୋଣିତ ତଟିନୀ ବହିଯାଏ ଧୂରେଝରିଯାଏ…. ବହିଯାଏବେଦନାରେ… ଝରିପଡେ … ଝରିପଡେ… ଝରିପଡେବେଦନାରେ …. I୧I ଯୁବା କୁଶ କାଠେ ଦେଇ ନିଜ ପ୍ରାଣ,ବିଚ୍ଛେଦ ପରଦା ସିୟୋନ କରିଣପାପର ତିମିର କରିଛନ୍ତି ଦୂର,ସାଧୁଛନ୍ତି ଯୀଶୁ ପାପୀ ପରିତ୍ରାଣଝରିଯାଏ…. ବହିଯାଏବେଦନାରେ… ଝରିପଡେ … ଝରିପଡେ… ଝରିପଡେବେଦନାରେ …. | […]

mu o moro porijana

ମୁଁ ଓ ମୋର ପରିଜନ କରିବୁ ଆଜିଠୁପ୍ରଭୁଙ୍କର ଆରାଧନା (ଘୋଷା) ପ୍ରଶଂସା ସ୍ତୁତିର ମଧୁ ଝଙ୍କାରରେ, ହସୁଥିବ ନିତି ଘରପବିତ୍ର ବାକ୍ୟର ପ୍ରତି ଶବ୍ଦମାଳା,, ନାଶିବ ପାପ ଅନ୍ଧାରଶୟତାନ ଭୟ ନ ରହିବ ଆଉ କରି ପ୍ରଭୁ ଉପାସନା … I୧I ପ୍ରାର୍ଥନା ବଳରେ ଅସାଧ୍ୟ ସାଧନ, ଆମେ ନିଶ୍ଚ କରିଯିବାପ୍ରଭୃବାକ୍ୟ ସୁଦ୍ଧା ପ୍ରତି ଘରେ ଘରେ, ଚାଲ ଆମେ ବାଣ୍ଟି ଦେବାଜୟ ଜୟ ପ୍ରଭୁ ଜୟ ହାଲିଲୁୟା, ଗାଇକରି ଯିବା ବନ୍ଦନା….. |୨| ଆମ ପରିବାର […]