jishu tumo premo kede mohano
ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେଆକାଶ, ତାରା, ପର୍ବତ, ସମୁଦ୍ର ସବୁଠୁ ମହାନ୍ ହେ (ଘୋଷା) ଅପାର ଆନନ୍ଦରେ ହୃଦୟ ଭରିଯାଏପ୍ରଭୁଙ୍କର କାର୍ଯ୍ୟ କେଡେ ମହାନ୍ ହେସଞ୍ଜ ସକାଳେ ପ୍ରତି ନିମିଷେ ପ୍ରଶଂସନୀୟ ହେ |୧| ସଙ୍କଟ ସମୟରେ ମନ ନିରାଶେ ଡୁବିଲେପ୍ରଭୁ ଦୟାକର ଯଦିରେ ଉଚ୍ଚାରେଡାକିବା ଆଗେ ସେ କହନ୍ତି ମୋତେଅଛି ତୋ’ ସାଥିରେ |୨| ଅନ୍ଧାର ଘାଟିରେ ଯିବାକୁ ହେବ ଯେ,ମୃତ୍ୟୁ ଘେରା ପଥରେ ହେବ ନିଶ୍ଚିତ ଗତିରେହୋଇ ମୋ ପାଳକ ନେବେ […]
mo jibana aakara he
ମୋ ଜୀବନ ଆକର ହେ ପ୍ରଭୁତୁମେ ମୋ ଜୀବନ ଆକର (ଘୋଷା) ହାତ ମୋର ଧରି ଚଳାଅ ହେ ନାଥଆଲୋକିତ ହେଉ ମୋର ଚଲାପଥାଅନ୍ଧାରେ ଜ୍ୟୋତି ମୋର ହେ ପ୍ରଭୁ ତୁମେ … |୧| ଯାହା ଥିଲା ମୋର ଜୀବନରେ ସାରତୁମଲାଗି ପ୍ରଭୁ ମଣିଛି ଅସାରଯାତ୍ରାର ବନ୍ଧୁ ମୋର ହେ ପ୍ରଭୁ ତୁମେ . |୨| ମାଗୁ ନାହିଁ ପ୍ରଭୁ ଧନ-ମାନ-ଯଶଦିଅ ଖାଲି ତୁମ ସେନେହ ଆଶିଷଶୁଣ ଏ ଗୁହାରି ମୋର … ହେ ପ୍ରଭୁ ତୁମେ […]
ki ananda mo manare
କି ଆନନ୍ଦ । କି ଆନନ୍ଦ । ମୋ ମନରେଯେବେ ଯୀଶୁ ମୋତେ ଧରିଲେ ବକ୍ଷରେଥିଲି ଏକ ହଜା ମେଷ ଅନ୍ଧାରେଖୋଜି ଖୋଜି ମୋତେ ପାଇଲେ ଶେଷରେ (ଘୋଷା) ଜଗତର ସୁଖ ଚିରାଣିର ଲୋଭେ ଚାଲିଗଲି ବହୁ ଦୂରକୁକେବେ ନ ଭାବିଲି ଫେରି ନ ଆସିବିଯାଇଛି ଯେ ପଥ ମୃତ୍ୟୁକୁତଥାପି ସେ ଉତ୍ତମ ପାଳକ ମୋର ।ମୋତେ ସେ ଖୋଜିଲେ ପ୍ରେମରେ .|୧| ମୋ ପରି ହେ ବନ୍ଧୁ ତୁମେ କି ହଜିଛି।ମୃତ୍ୟୁର ସେହି ପଥରେଫେରି ଶୁଣ […]
chau dige dekho aaji moru
ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତରଶୁଣ ସେ ଡାକରା ଫିଟାଅ ପସରାବିତର ଆଜି ତାହାଙ୍କ ବାଣୀ କୁଶର (ଘୋଷା) ତୁମ ବିନା ନାହିଁ କେହି ଆଉ ଦେଖାଇବ ସତ୍ୟଜ୍ୟୋତିହେ ଲବଣ ରୂପୀ ହେ ଖ୍ରୀଷ୍ଟଙ୍କ ସାକ୍ଷୀଆଦେଶ ଘେନ ଯୀଶୁର କର ପ୍ରଚାର । |୧|| ଆସୁଅଛି ଖରେ ସେହି ଦିନ ବିଚାର କରିବେ ନ୍ୟାୟବାନଦେଇଛନ୍ତି ଯେତେ ଗୁଣ ରାଗ କରୁଛ କି ତୁମେ ବିନିଯୋଗହେ ଉତ୍କଳବାସୀ … ହେ ଖ୍ରୀଷ୍ଟ ବିଶ୍ୱାସୀ .ଆଦେଶ ଘେନ ଯୀଶୁର କର […]
kaloborira se je asimo premo
କାଲବରୀର ସେ ଯେ ଅସୀମ ପ୍ରେମଭୁଲିପାରୁ ନାହିଁ ମୋର ଯୀଶୁ ରାଜନସେହି ରକତ ଝରେ ଅନ୍ତରେ ମୋରଜାଣି ତ ନଥୁଲି ପ୍ରଭୁ ଯୀଶୁ ସୁନ୍ଦର (ଘୋଷା) ପାପରେ ମୋର ବିତିଯାଇଛି ଅନେକ ଦିନତଥାପି ମୁହିଁ ଭୁଲି ନଥୁଲି ତୁମରି ଦାନତୁମ ଚରଣେ ମୁହିଁ ପ୍ରଭୁ ଦେଉଛି ଥୋଇପାପରେ ପତିତ ମୋ ଭଙ୍ଗା ଜୀବନ |୧| ଆସିଛି ମୁହିଁ ପାଇବା ପାଇଁ ନବ ଜୀବନଦିଅ ହେ ପ୍ରଭୁ ତୁମରି ସେ ଆଶିଷ ଦାନଏହି ଶୁଭ ଲଗନେ ଏହି ଶୁଭ […]
aakasha chanda tara
ଆକାଶ, ଚାନ୍ଦ, ତାରା ଜଳ ସ୍ଥଳ ସୃଷ୍ଟି ସାରାତୁମରି ମହିମା ଗାଏ ପ୍ରଭୁ, ତୁମରି ମହିମା ଗାଏତୁମେ ତ ବିଶ୍ବପତି, ସବୁ ତ ତୁମ ସଂପତ୍ତିସକଳ ମାନବ ଜାତି (ଯୀଶୁ) ତୁମରି ମହିମା ଗାଏ … (ଘୋଷା) ହେ ନିରାକାର ପ୍ରେମେ ହୋଇଛି ସାକାରଆସନ ପାତି ଯେ, ବସିଛି ଅନ୍ତରେ ମୋରତୁମରି କରୁଣା ପାଇ, ଲଭିଛି ସକଳ ମୁହିଁକରୁଣା ନିଧାନ ପ୍ରଭୁ ( ଯୀଶୁ) ତୁମରି ମହିମା ଗାଏ … | ୧ | ଫୁଲେ ଫୁଲେ […]
jishu uttama, jishu uttama
ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|ଯୀଶୁ ମରିଲେ ( ୩ ଥର) କୃଶରେ ମୋ ପାଇଁ .. |୨|ଯୀଶୁ ଉଠିଲେ (୩ ଥର) କବରୁ ମୋ ପାଇଁ । I୩Iଯୀଶୁ ଜୀବିତ (୩ ଥର) ସର୍ବଦା ମୋ ପାଇଁ |୪|ଯୀଶୁ ଆସିବେ ( ୩ ଥର) ଆକାଶେ ମୋ ପାଇଁ |୫| ସୂଚୀମାଳାକୁ ଫେରନ୍ତୁ
jeu dina dekhili se chabi
ଯେଉଁ ଦିନ ଦେଖିଲି ସେ ଛବିକାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ (ଘୋଷା) କହିଲି ଯୀଶୁ ହେ ତୁମ ଦେହେ କିମ୍ପା ବେଦନାର କଷାଘାତ ।କହିଲେ ସେ ମୋତେ ପାପ ପାଇଁ ତୋର କରୁଛି ପ୍ରାୟଶ୍ଚିରପଚାରିଲେ, ପ୍ରେମରେ ସେ ମୋତେ ତୋର ମୁକ୍ତି ପାଇଁସହୁଛି ଏ ଦୁଃଖ ପାରୁକି ଅନୁଭବି…ପାରୁକି…ଅନୁଭବି |୧| ଢାଳି ମୁଁ ଲୋତକ କହିଲି ଅଧୀରେ ଅଟେ ମୁଁ ଯେ ପ୍ରତାରକକ୍ଷମା କର ପ୍ରଭୁ ପାପ ଯେତେ ମୋର କରୁଛି ଅନୁତାପପ୍ରେମ ବହି […]
jishu tuma premo smari
ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନାକରୁଛୁ ପୁଣ୍ୟ ଚରଣେ (ଘୋଷା) ଉଚ୍ଚାରିଲେ ସେହି ପ୍ରିୟ ମଧୁ ନାମଯାଏ ଦୂରେ ଦୁଃଖ ଯାତନାଦେଖୁଲେ ତୁମ ସୁଖ ଅନୁପମ,କେବେ ତାହା ଭୁଲି ହୁଏନାସଙ୍ଗୀତେ ତୋଳୁ ମୂଚ୍ଛନା ଆମେ,ଅମର ଦିବ୍ୟ ଚରଣେ |୧| ଆମ ଜୀବନର ଗଳାହାର ପ୍ରଭୁ …ତୁମେ ହୁଅ ନିତ୍ୟ ଭାବନାମନ ମରୁତୀରେ ହୋଇ ଜଳଧାର,କର ନାହିଁ ଉଣା କରୁଣାଅର୍ଜନା ଘେନ ମଙ୍ଗଳମୟ,ମିନତି ତୁମ ଚରଣେ |୨| ସୂଚୀମାଳାକୁ ଫେରନ୍ତୁ
kalaborira krusha upore jhuluchi
କାଲବରୀର କୁଶ ଉପରେ ଝୁଲୁଛି ତାଙ୍କ ଶରୀରଆମରି ପାଇଁ ଯାଉଛି ଝରି ତାଙ୍କ ରୁଧୁର … (ଘୋଷା) ଆସରେ ଆସ ପାପୀ ମାନବେ ଯୀଶୁଙ୍କ ଚରଣେଘୁଚିବ ତୁମ ପାପର ବୋଝ ତାଙ୍କରି ଆଶିଷେ … |୧| ସମୟ ଏହି ନକରି ଡେରି ଆସରେ ସରବେଯୀଶୁଙ୍କ ପ୍ରେମ ଭରିବ ତୁମ ଶାନ୍ତି ସେ ଅନ୍ତରେ |୨| ବିନା ମୂଲ୍ୟରେ ନେବରେ ଆସ ଅନନ୍ତ ଜୀବନହେବାରେ ନୂଆ ହୋଇଣ ଧୂଆ ଅମୂଲ୍ୟ ରକ୍ତରେ, |୩| ସୂଚୀମାଳାକୁ ଫେରନ୍ତୁ