sagaru gabhira akasha ru ucha
ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)ଯୀଶୁ ତୁମ ପ୍ରେମ ଅସୀମଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମବିତି ଯାଉ ଏହି ଜୀବନ … |୦| ଅପବ୍ୟୟ ପୁତ୍ର ପରି ବୁଲୁଥିଲିହୋଇ ବାଟ ବଣା ଦିନେ ମେଷ ମୁଁ ତୁମରିପାଦରେ ପାଦୁକା ହାତେ ମୁଦି ନେଇଁନୂଆ ଏକ ଗୀତ ମୋର ଓଠେ ଦେଇ ଭରିଗାଇ ରାତି ଦିନ ତୁମ ସୁତି ଗାନ (୨ଥର)ବିତିଯାଉ ଏହି ଜୀବନକରୁଥିବି ଜୟ ଜୟ ମନ ଉପବନେଢ଼ାଳି ଦେଇ ଆତ୍ପାଙ୍କ ଦାନ […]
bitara karuna bari
(ସ୍ଵର-ବରସ ଆଶିଷ ବାରି) ବିତର କରୁଣା ବାରି(ନାଥ) ଝରୁ ନିତି ପ୍ରାଣେ ମୋର ମଧୁରେ ସଞ୍ଚାରି (ଘୋଷା) ଆସିଛି ଦୁଆରେ କେତେ ଆଶାକରି,(ମୁହି) ଶୀର୍ଣ୍ଣହସ୍ତେ ଜୀର୍ଣ୍ଣ ପ୍ରାଣ – କମଣ୍ଡକୁ ଧରି |୧| ମାଗେ ନାହିଁ ଧନ ଭିକାରୀର ପରି(ଆହା) ବୁଲେ ସିନା ଭବ-ଦାଣ୍ଡେ ପ୍ରେମ ଭିକ୍ଷା କରି |୨| ଦଦରା ପରାଣେ ଦୁଖ ଅଛି ପୁରି(ତୁହି) ଖୋଜି ଭବେ ନ ପାଇବୁ ଜଣେ ମୋର ସରି |୩| ଚିନ୍ତା ନକ ହୃଦେ ଖରତର ଜଳି,(ସଦା) ଦେଲାଣିତ […]
papo sabu mara akhira potare
ପାପ ସବୁ ମୋର ଆଖୀର ପତାରେ ଲୁହହୋଇଯାଏ ବହିଅନୁତାପନଇଁ ଯାଏ ଝରି ଝରି କୃଶିୟ ପ୍ରେମ କୁ ସ୍ମରିଆଶା ଭରସାର ……… ଦୋଛକି ବାଟରେ (୨ଥର)ରହିଛି ଯୀଶୁ ହେ ମୁହିଁ….. ପ୍ରତୀକ୍ଷାରେ ଅଛି ଚାହିଁ … |୧| ଅବଢ଼ା ବାଟରେ ଚାଲୁଥିଲି ଯେବେ ସତକୁ କବର ଦେଇଶୁନ୍ୟ ହାତେ ମୋର ପାପର ଅନ୍ଧାରେ ଲୁହ ମରିଚିକା ପିଇ (୨ଥର)ଲୁହର ତୋଳିରେ ଅଙ୍କାହୋଇଛି ମୋ ପାପଭରା ଟିକି ନଇଁସୀମାହିନ ମୋର……….ପାପ ସବୁ ଧୋଇ (୨ଥର)ହୃଦ ମୋଦିଅ ସଜାଇ ପ୍ରତିକ୍ଷାରେ […]
prabhu tume ma sahaya mo prati
ପ୍ରଭୁ ତୁମେ ମୋ ସହାୟ ମୋ ପ୍ରତିପାଳକଦିନ ପରେ ଦିନ ରାତି ପରେ ରାତି ବିତି ଯାଉ ମାସ ବରଷଆରାଧନା କରେ ତୁମରି ଆଶାରେପାଇବାକୁ ତୁମ ଆଶିଷ …. (ଘୋଷା) ପ୍ରତିଦିନ ପ୍ରତି ପ୍ରହରରେ.. ପ୍ରଭୁ ତୁମେ ଅଛ ମୋ ପାଖରେ (୨ଥର)ନିଦ୍ରା ଯାଇ ଅତି ସଅଳରେ … ପ୍ରଭୁ ନୀତି ତୁମ ନାମ ଧରେସନ୍ୟାଧିପତି ସଦାପ୍ରଭୁ ହେ |୧| ତୁମ ରଚନାର ଏ ଜୀବନ … ତୁମରି ଦୟାର ମୋ ଏ ପ୍ରାଣପାପ ଦୋଷ ମୋର […]
sadaprabhunkara dhanyabada kara
ସଦାପ୍ରଭୁଙ୍କର ଧନ୍ୟବାଦ କରକାରଣ ସେ ମଙ୍ଗଳମୟ (୨ଥର)କାରଣ ତାହାଙ୍କର ଦୟ ଅନନ୍ତକାଳ ସ୍ଥାୟୀ (୨ ଥର) … (ଘୋଷା) ପ୍ରଭୂମାନଙ୍କର ପ୍ରଭୁଙ୍କର ଧନ୍ୟବାଦ କରରାଜାମାନଙ୍କର ରାଜାଙ୍କର ଧନ୍ୟବାଦ କର (୨ଥର)କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୧| ସ୍ଵର୍ଗୀୟ ପିତା ପରମେଶ୍ବରଙ୍କ ଧନ୍ୟବାଦ କରଦେବମାନଙ୍କର ଦେବଙ୍କର ଧନ୍ୟବାଦ କର (୨ଥର)କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୨| ଆସୁଛନ୍ତି ଯୀଶୁ ମେଘମାଳେ ଧନ୍ୟବାଦ କରଅୟୁତ ଅୟୁତ ସାଧୁଦଳେ ଧନ୍ୟବାଦ କର (୨ଥର)କାରଣ […]
tahari mukati lagire manaba
ତୋହରି ମୁକତି ଲାଗିରେ ମାନବ ତୋହରି ମୁକତି ଲାଗିଅଜର ଅମର କୁମାର ରୂପରେ ହେଲେଣି ମରଣ ଭାଗି … (ଘୋଷା) ଜୀବନ ଆକର ଦେବ ପରାତ୍ପର ବ୍ୟତ ବେଦନା ଘେନାତୋ ଉତ୍କଟ କୁଟ ନିପଟ କପଟ ଦାରୁଣ ଲଂଚନା ଭୋଗୀ … |୧| ଦେହ ଗୋଟାଯାକ ରକତେ ରଜିତ ହାତ ପାଦେ ଲୁହ ପ୍ରେକପ୍ରତି ହିଂସା ବିଷେ ବିଷାଇ ବିନ୍ଧିଛି ବଡ଼ଶ ଅମୃତ ବକ୍ଷ …. |୨| ସର୍ବ ସଂହାମହୀ ନପାରିଲା ସହି ଆକୁଳ ଶ୍ରୀଅଙ୍ଗ ଲାଗିଜଗତ […]
he abrahamanka ishwara
ହେ ଅବ୍ରାହାମଙ୍କ ଇଶ୍ଵର ଇସାକଙ୍କ ଇଶ୍ଵରଯାକୁବଙ୍କ ଇଶ୍ଵର (୨ଥର)ଯିହୋବାଯିରି ହେ ମୋର ଯିହୋବା ନିଶୀ ହେ ମୋରଯିହୋବାଶାଲେମ ହେ ମୋର ହେ ମୋର ଦୟା ସାଗର …. |୧| ଯିହୋବାରାଫା ହେ ମୋର, ଯିହୋବାରୋହି ହେ ମୋରଇମ୍ମାନୁଏଲ ଇଶ୍ଵର ହେ ମୋର ଦୟା ସାଗରା …. |୨| ସାହାଯ୍ୟକାରି ହେ ମୋର, ଉଦ୍ଧାରକାରି ହେ ମୋରସୁରକ୍ଷାକାରି ହେ ମୋର, ହେ ମୋର ଦୟା ସାଗର … |୩| ସୂଚୀମାଳାକୁ ଫେରନ୍ତୁ
tumbhatharu prabhu jibi kahathaku
ତୁମ୍ଭ ଠାରୁ ପ୍ରଭୁ ଯିବି କାହାଠାକୁଶୁଣିବ କିଏ ଦୁଃଖ ମୋରଫେଡ଼ିବ କିଏ ମୋ ଅନ୍ତର ବେଦନାକଳଙ୍କିତ ଜୀବନର (ଘୋଷା) ମନର ଗତିରେ ବୁଲିଲି ସଂସାରେନମାନି ବିବେକ ବନ୍ଧନଯେଣେ ଗଲି ତହିଁ ହୋଇଲି ଲାଞ୍ଚଦୁଖେ ମୋ ହୃଦୟ ବିଦିଅଶାନ୍ତ ବଳୟ ଘେରିଛି ପ୍ରାଣକୁ (୨ଥର)ବାନାଥ ତ୍ରାହିକର …. |୧| ତୁମେ ବନ୍ଧୁ ମୋର ଆଶ୍ରୟ ନଗରତୁମ୍ଭ ବିନୁ କି ଗତି ମୋରତୁମ୍ଭ ଛାୟା ତଳେ ବସତି ମୋହରକରିବାକୁ ଦିଅହେ ବରଭରଷାରଖି ମୁଁ ଫେରିଛି ଚରଣେ ( ୨ ଥର)ସାହା […]
kaha mana eki mahaschajya
କହ ମନ, ଏକି ମହାଶ୍ଚର୍ଯ୍ୟ ନୁହଇ !ମୋତେ ଅନାଇଲେ ଯୀଶୁ ସୁଦୟା ବହି … (ଘୋଷା) ପାପ ଅଧର୍ମରେ ମରିଥିଲି ଯେ ମୁହିଁ,ଉଠାଇଲେ ମତେ ସେହି ଜୀବନ ଦେଇ … |୧| ପାପ କଳଙ୍କରେ ଥିଲି କଳଙ୍କା ହୋଇ,ନିଜ ରୁଧୁର ଦେଇ ସେହି ଦେଲେ ଧୋଇ … |୨| ଖତରାଶିରେ ମୁଁ ଥୁଲି ହିନସ୍ତା ହୋଇ,ରାଜପଦେ ସଂସ୍ଥାପନ କଲେ ଯେ ସେହି … |୩| କେମନ୍ତେ ପଡିଲି ତାଙ୍କ ମନରେ ମୁହିଁ,ମୋତେ ଅନାଇଲେ ସେହି ସ୍ବର୍ଗରେ ଥାଇ […]
prabhu mu suni tuma daka
ପ୍ରଭୁ ମୁଁ ପ୍ରଭୁମୁଁ …. ଶୁଣି ତୁମ ଡ଼ାକ ସ୍ଵରଫେରି ମୁଁ ଆସିଛି ତୁମ ପାଦ ତଳେବାରେ ପ୍ରଭୁ କ୍ଷମା କର… (ଘୋଷା) ବୁଡ଼ିଯାଏ ପ୍ରଭୁ ଏ ଭବ ସାଗରେଦଦରା ନାବଟି ମୋରଅଶାନ୍ତ ପ୍ରଳୟ ମାଡି ଆସେ ତହିଁସ୍ଥିରତା ନୁହଁଇ ତାରତୁମେ ଏକା ବନ୍ଧୁ ଏହି ଜଗତରତୁମେ ହିଁ ନାବିକ ମୋର … |୧| ପାପର ସାଗରେ ଏହି ପ୍ରାଣ ମୋରଚାଲିଯାଏ ବହୁ ଦୂରପଥହରା ହୋଇ ପଥିକ ସାଜିଲିଛାଡ଼ି ସୁପଥ ତୁମରତୁମେ ଏକା ପଥ ତୁମେ ମୋର […]