uddhara kara hai prabhu
ଉଦ୍ଧାର କରିହେ ପ୍ରଭୁ, କରମେତେ ଉଦ୍ଧାର ( ୨ ଥର)ଶୁଣିହେ ଶୁଣହେ, ଶୁଣହେ ଡାକ ମୋହରସଦା ପ୍ରଭୁହେ…..ନେଉଛି ଶରଣ ତୁମର ଚରଣେ ….. (ଘୋଷା) ଅଟଳ ଅନନ୍ତ ତୁମେଦୃଢ଼ ଶଇଳ ମୋରପରିତ୍ରାଣ ପାଇଁ ମୋରବଳି ହେଲ ପ୍ରଭୁ ତୁମେସଦା ପ୍ରଭୁ ହେ…….ଶତୁ ଜାଲରୁ ମୋତେ ଉଦ୍ଧାର … |୧| ଜୀବନ ବଢୁଛି ମୋରଏହି ପାପ ସଂସାରେଶରୀର ହେଉଛି କ୍ଷୀଣନିଜ ଅପରାଧରେସଦାପ୍ରଭୁହେପରିତ୍ରାଣ କର କରୁଣାରେ ଉଦ୍ଧାର… |୨| ସୂଚୀମାଳାକୁ ଫେରନ୍ତୁ
prasansa gouraba karu narigana
ପ୍ରଶଂସା ଗୌରବ କରୁ ନାରୀଗଣଆହେ ସର୍ବ ଶକ୍ତିମାନଏ ମହା ସଭାକୁ ଦେଲ ଦେଖୁବାକୁକଲ ଅନୁଗ୍ରହ ଦାନବକ୍ତା, ଶ୍ରୋତାଙ୍କୁ କରି ଅଧୁକାରଜୟନୀ ରବେ କମ୍ପୁ ଏ ସ୍ଥାନ… (ଘୋଷା) ଶକତି ଦିଅ ହେ ସଭିଙ୍କରମନ, ଆତ୍ମା, ଦେହ, ପ୍ରାଣ ଆମର (୨ ଥର)ଗାଉଥିବ ପ୍ରଭୁ ତବ ଜୟ ଗାନଢ଼ାଳି ଦିଅ ଆତ୍ମା ଏହି ସ୍ଥାନ… |୧| ହୃଦୟେ ନାହିଁ ହେ କିଛି ଭୟନାମ ମାତ୍ର ଅଟେ ଖ୍ରୀଷ୍ଟିଆନ ( ୨ ଥର)ବାକ୍ୟ, ଶିକ୍ଷ୍ୟ ଦେଇ କର ସଚେତନଦିଅ ଦିବ୍ୟ […]
ageyi aso hai swarga pathe
ଆଗେଇ ଆସହେ ସ୍ଵର୍ଗପଥେଚାଲିବା ଯୀଶୁଙ୍କୁ ନେଇ ସାଥେଜଗତର ଯେତେ ଅସାର ବନ୍ଧନୁଏଡ଼ାଇ ପ୍ରଭୁଙ୍କୁ ଦେଇ ଦେବାଏ ଆମ ଯଉବନ… (ଘୋଷା) ଯୀଶୁ ପାଶେ ଅଛି ଶାନ୍ତିସତ୍ୟ ପୁଣି ଚୀର ମୁକ୍ତିଅନନ୍ତ ଜୀବନ ଦେଇସ୍ଵର୍ଗ ରାଜ୍ୟେ ସେ ନିଅନ୍ତିଲଭିବା ସ୍ବର୍ଗ ଧାମ … |୧| ଯେତେ ଶତ ଦୁର୍ବଳତାଯୀଶୁ ନାମେ ପରି ହରିପ୍ରକାଶିବା ସତ୍ୟ ଧାମଧାର୍ମିକତା ହୃଦେ ଧରିଗାଇବା (ଯୀଶୁଙ୍କ) ଗୁଣ ଗାନ … |୨| ଉଦ୍ଭିଯୋଗରେ ରହିନିତ୍ୟପ୍ରଭୁ କାର୍ଯ୍ୟ ହେବା ବ୍ରତବିଜୟ କେତନ ଧରିସାଜ ସର୍ବେ ରାଜ […]
saja phula mu saja phula
ସଜ ଫୁଲ ମୁଁ ସଜ ଫୁଲଏଦନ ଉଦ୍ୟାନରେ (ମଣ୍ଡଳୀ ଉପବନେ)ଆମେ ଫୁଟା ସଜ ଫୁଲସାତ ରଙ୍ଗରେ ରଙ୍ଗା ଯେ ଆମେପ୍ରଭୁ ଦେଇଛନ୍ତି ଶୋଭା ଆମ … (ଘୋଷା) ଏ ରୂପ ଦେଇଛନ୍ତି ଯେଉଁ ରଚକସାରା ଦୁନିଆଁର ସେ ସଂସ୍ଥାପକମନ ଲାଗେ ଆମେ ହୋଇ ଗଳାହାରତାଙ୍କରି ବକ୍ଷରେ ଝୁଲୁ ଥିବ ଚୀରଝଲସିବୁ ଦିନମଣୀ ସମ … |୧| ସୁବାସ ଦେଇଛନ୍ତି ମୋ ପାଖୁଡ଼ାରେମୋହିତ ହୋଇଯାନ୍ତି ମୋ ସୁଗନ୍ଧରେତାଙ୍କ ଆଶିଷରେ ଏହି ମୋ ସୁବାସସାରା ଜଗତରେ କରିବି ବିକାଶପ୍ରଶଂସିବି ଜୀବନ […]
tejamayankara prasansa kara
ତେଜ ମୟଙ୍କର ପ୍ରଶଂସା କରଆନ୍ତରିକ ପ୍ରଣିପାତଅଭୁଲା ଅରପ ତୁଇ ଅରପିତାବୋଲ ଜୟ ଯୀଶୁ ଜୟ… (ଘୋଷା) ଶିରୋନାମା ତାଙ୍କ ଅନାଦି ଅନନ୍ତତନୁ ତପନ କୁ କଲେ ରୂପାୟୀତମରତ ପୁରକୁ ସୃଜନ କଲେ ସେମଙ୍ଗଳ ଦାନେ ଭରିଣବୋଲ ଜୟ ଯୀଶୁ ଜୟ …. |୧| ହାତ ମେଲି କୃଶେ ଭୋଗିଲେ ଦାରୁଣସହି ମହା ଦୁଃଖ କଲେ ପ୍ରାଣଦାନଭାରା କ୍ରାନ୍ତ ପାପୀ ପାଇ ପରିତ୍ରାଣଧନ୍ୟ ଲଭିଛି ଜୀବନବୋଲ ଜୟ ଯୀଶୁ ଜୟ … |୨| ଛେଦନ କଲେ ସେ ଅରୀର […]
prabhu papista dina prati karuna kara
ପ୍ରଭୁ ପାପିଷ୍ଟ ଦୀନ ପ୍ରତି କରୁଣା କରଦୁର ନ କରି ପ୍ରଭୁ ମୋତେ ପାଶୁ ତୁମର (ଘୋଷା) ପାପରେ ମୋର ଜାତ ପାପେ ହେଲି ବଦ୍ଧିତପାପରେ ଅନୁରକ୍ତ ମୁହଁ ପାମର…I୧I ଶତୃ ଯେ ଶୟତାନ ସ୍ଥାପି ସୃ ସିଂହାସନଅନ୍ତ କରଣ ନାଶେ ସୁଖ ମୋହର…. |9 | ଦେଖୁ ଶତୃ ପ୍ରବଳ ପାପ ପରୀକ୍ଷା ଘୋରବିଶ୍ଵାସ ଟଳ, ଟଳମୋର ଦୁର୍ବଳ… |୩| ରକ୍ଷା କରିବ ମୋତେ ନାହିଁ କେହି ଜଗତେକହିବି କା ନିକଟେ ଦୁଃଖ ମୋହର … […]
he patha satya jibana
ହେ ପଥ, ସତ୍ୟ, ଜୀବନହେ ଯୀଶୁ ତୁମେ ଦୟାବାନ… (ଘୋଷା) ମୋର ପାପ ପାଇଁ କେତେ ଦୁଃଖ ସହିକେଡ଼େ ଦୟା ବହି ରକତ ଝରାଇମୋର ମୁକ୍ତି ପାଇଁ ନିଜ ପ୍ରାଣ ଦେଇଏ ଯାତନା ମୋରି ପାଇଁହେ ଯୀଶୁ ତୁମେ ଦୟା ବହି… |୧| ଥିଲି ମୃତ ହୋଇ ପାପେ ହଜି ଯାଇଚିନ୍ତା କଲ ମୋତେ ଖୋଜିବାର ପାଇଁକଣ୍ଟା ବିନ୍ଧା ହୋଇ କୁଶେ ପ୍ରାଣ ଦେଇହେ ଯୀଶୁ ତୁମେ ଦୟା ବହି… I୨I ସୂଚୀମାଳାକୁ ଫେରନ୍ତୁ
dekho hai bhai agomana
ଦେଖ ହେ ଭାଇ-ଆଗମନ ଆସୁଛି ପାଖେଇଦିଅ ତୁମ ନାମ ଲେଖାଇ,ଜୀବନ ପୁସ୍ତକେ ଯାଇ … (ଘୋଷା) ଜଗତ ରଙ୍ଗ ରସେ ତୁ ପାଗଳ ହୋଇଯୀଶୁଙ୍କୁ ଭୁଲିଗଲୁ ନିଜକୁ ଭୁଲାଇଯୀଶୁଙ୍କ ପଥ ଯୀଶୁଙ୍କ ବାକ୍ୟ ସଦା ତୁ ଶୁଣିଉପରି ମନେ ଦେଉଛୁ ଭାଇ ମୁଣ୍ଡ ହଲାଇ … |୧| ଫେରିଆ ଫେରିଆ ତୁ ଅବିଳମ୍ବେ ଧାଇଁଜଗତର ରଙ୍ଗ ରସ ପଛରେ ପକାଇତୋ ବୃକ୍ଷ ମୂଳେ ଦା’ ଲଗାଇ ରହିଛୁ ଚାହିଁଭୂଇଁରେ ତୋତେ ଦେବ ହଜାଇ ଜାଣୁ କି ତୁହି […]
nachibare nachiba gayeebare
ନାଚିବାରେ ନାଚିବା ଗାଇବାରେ ଗାଇବାଆମେ ପ୍ରାର୍ଥନାର ସ୍ରୋତେ ଆଜି ଭାସିବାଆମ ମନ ଆମ୍ବା ନୂଆକରି ଗଢ଼ିବା… (ଘୋଷା) ପ୍ରାର୍ଥନା କଲେ ମିଳଇ ଶାନ୍ତିସେଥିରେ ଅଛି ମହାମୁକତିପ୍ରାର୍ଥନା କଲେ ସରଗ ସୁଖ ଆମେ ଭୋଗ କରିବା … |୧| ପ୍ରାର୍ଥନା କେବେ ନକର ସାନପ୍ରାର୍ଥନା କଲେ ହେବ ମହାନଏହି ଭାବନା ଆମରି ମନେ, ଆମେ ସୃଷ୍ଟି କରିବା… |୨| ଯୀଶୁଙ୍କୁ ଆମେ କଲେ ନିଜରଏ ଆପା ହେବ କେଡେ ସୁନ୍ଦରଆସରେ ଆସ ଭାଇ ଭଉଣୀ ତାଙ୍କ ପାଖକୁ ଯିବା… […]
priyatama jishu namo
ପ୍ରିୟତମ ଯୀଶୁ ନାମ ଭଜ ଭାଇଭଜିଲେ ତା ଗୁଣ ସେହିତ ଜାଣଇକି ମଧୁର ସେ ତ ମନୋହରକି ସୁନ୍ଦର ଅଟଇ ଅପାରସେ ଶାନ୍ତି ଆକର … (ଘୋଷା) ଅନ୍ଧ ଦେଖେ ଛୋଟା ଚାଲେମୁକ କଥା କହିପାରେରୋଗଗ୍ରସ୍ତ ହୁଏ ସୁସ୍ଥ ମୃତ ପୁଣି ବଂଚିପାରେଯୀଶୁ ନାମ ଶକତିରେ ଅସାଧ୍ୟ ନାହିଁ କିଛିରେବିଶ୍ବାସୀ ପକ୍ଷରେ … |୧| ଯୀଶୁ ନାମ ତରୀ ଅଟେଏ ଭବ ପାପ ସାଗରେସେହି ନାବେ ଆଶ୍ରା ନେଲେପହଂଚିବ ସ୍ଵର୍ଗପୁରେସେହି ତ ଦୃଢ଼ ଭରସାଅନାଥ ଜନର ଆଶା […]