baki achi bahuta dura

ବାକି ଅଛି (୨ ଥର) ବହୁତ ଦୂରଚାଲିବାକୁ ନାହିଁ ମୋ ବଳପଡୁଛି ପୁଣି ମୁଁ ଉଠୁଛି, ଶକତି ନାହିଁ ମୋହର…. (ଘୋଷା) ତୁମ ପ୍ରିୟ ଦାସ ଏଲିୟ, ଖୁଆଇଲେ ସ୍ଵର୍ଗୀୟ ଖାଦ୍ୟଚାଳିଶି ଦିନର ପଥ, ଚାଲିଥିଲେ ସେ ବିନା କ୍ଳେଶସେହି ପ୍ରଭୁ ତ ତୁମେ ଜୀବିତ, ବଢ଼ାଅ ଶକତି ମୋହର… |୧| ସୁନ୍ଦର ନାମକ ଦ୍ଵାର ମାତୃ ଗର୍ଭରୁ ସେ ଖଞ୍ଜତକ୍ଷଣେ ବଳ ପାଇଲେକୁଦା ମାରି ସେ ଠିଆ ହେଲେସେହି ପ୍ରଭୁ ତ ତୁମେ ଜୀବିତ, ବଢ଼ାଅ […]

bahi nei ja re hrudayara

ବହି ନେଇଯାରେ ହୃଦୟ ଗଣ୍ଡିରେଯୀଶୁ ନାମ ବହି ନେଇଯା … (୨ ଥର)ଯୀଶୁ ନାମରେ ମିଳଇ ଶାନ୍ତିଯୀଶୁ ନାମରେ ମିଳଇ ମୁକ୍ତିଯୀଶୁ ନାମ ବହି ନେଇଯା … (୨ ଥର)… (ଘୋଷା) ଯୀଶୁଙ୍କର ବାଣୀ ଗ୍ରାମରେ ନଗରେଘରେ ଘରେ କହି ଦେଇଯାଭାରତ ବକ୍ଷରେ ପ୍ରତ୍ୟେକ ପ୍ରାନ୍ତରେ … ( ୨ ଥର)ଯୀଶୁ ବାଣୀ କହି ଦେଇଯା… |୧| ଯୀଶୁ ଯେ ପାପୀର ତ୍ରାଣକର୍ତ୍ତା ରୂପେଜଗତେ ପ୍ରକାଶ ହୋଇଲେମାନବ ଜାତିର ପାପର ବୋଝକୁଆପଣା ଅଙ୍ଗରେ ବହିଲେବହି ନେଇଯାରେ ଯୀଶୁଙ୍କର […]

paribartita jibana

ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ(୪ ଥର) (ଘୋଷା) ପ୍ରଭୁ ପରେ ବିଶ୍ଵାସ ରକ୍ଷା କରେ ପାପୀଙ୍କୁପୁରୁଣା ବିଷୟ ଚାଲିଯାଏହୁଏ ସବୁ ନୂତନ (୪ ଥର)… |୧| ଅନୁତାପ ହୃଦୟେ ଲଭେ ସେ ପୁନର୍ଜନ୍ମସ୍ଵର୍ଗୀୟ ଧନେ ସେ ଧନବାନଆନନ୍ଦିତ ସେ ମନ … (୪ ଥର)… |୨| ମୁକ୍ତିପ୍ରାପ୍ତ ଜୀବନ ପବିତ୍ରତା ପଥରେକରଇ ସର୍ବଦା ଗମନକରେ ଉତ୍ତମ କର୍ମ … (୪ ଥର)… |୩| ମନ ପରିବର୍ତ୍ତନ କରିଛି ଯେଉଁ […]

sadaprabhu mangalamaya

ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନକ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା) ଅଧର୍ମ ସକଳ ସେ ଯେ କ୍ଷମାକାରୀଆବର ସମସ୍ତ ରୋଗ ସୁସ୍ଥକାରୀବିନାଶରୁ ମୁକ୍ତକାରୀନିଅ ତାଙ୍କ ଶରଣ (୨ ଥର)… |୧| କରୁଣା ଦୟାରେ କରନ୍ତି ସେ ଭୂଷିତଉତ୍ତମ ଦ୍ରବ୍ୟରେ କରନ୍ତି ମୁଖ ତୃପ୍ତଉକ୍ରୋଶର ସମ ହୁଏନୂତନ ଯଉବନ ( ୨ ଥର)… |୨| ଭଗ୍ନମନାର ସେ ଅତି ନିକଟବର୍ତ୍ତୀଚୂମନାଙ୍କୁ ସେ ପ୍ରେମରେ ଉଦ୍ଧାରନ୍ତିତାଙ୍କ ପ୍ରତି ଚାହିଁ କେହିନୋହିଛି ବିବର୍ଷ (୨ ଥର)… […]

jishunka name gao sarba

ଯୀଶୁଙ୍କ ନାମେ ଗାଅ ସର୍ବେ ହାଲିଲୁୟା ହୋଶାନ୍ତାହୋଶାନ୍ତା ହାଲିଲୁୟା ( ୨ ଥର)… (ଘୋଷା) ତାଙ୍କ ରକ୍ତ କ୍ରିତ ଆହେ ସାଧୁଭକ୍ତଗାଅ ହେ ନୂତନ ଗୀତଯୀଶୁଙ୍କ ଜୟ ଗୀତ ଆତ୍ମାରେ ହୋଇ ମତ… |୧| ପରିତ୍ରାଣ ପ୍ରାପ୍ତ ଯେତେ ପାପୁ ମୁକ୍ତଗାଅ ହେ ସ୍ବର୍ଗୀୟ ଗୀତଯୀଶୁଙ୍କ ପ୍ରେମ ଗୀତ ପ୍ରଭୁଙ୍କ ପ୍ରଭୁ ସେତ… |୨| ଚବିଶ ପ୍ରାଚୀନ ଚାରି ପ୍ରାଣୀ ସହଗାଇବା ପ୍ରଶଂସା ଗୀତଆମେ ଯେତେ ଆହୁତ ହୋଇଛୁ ମନୋନୀତ… |୩| କେଡ଼େ ପ୍ରେମ କଲେ କେଡ଼େ […]

mukati data jishu moro

ମୁକତି ଦାତା ଯୀଶୁ ମମତବ ଚରଣେ ମୋ ଶରଣ … (୨ ଥର)ଶରଣ ଶ୍ରୀଚରଣ ଶରଣ ଶ୍ରୀଚରଣ … (ଘୋଷା) 89ପାତକୀ ପାଇଁ ଅପମାନଦୁଃଖ ନିନ୍ଦା କରିଲ ବରଣ … (୨ ଥର)ସହିଲ ହେ କଷଣକୁଶରେ ଦେଲ ଜୀବନପାପୀ ମୁକ୍ତି କଲ ସାଧନଧନ୍ୟ ତୁମ ମହା ପ୍ରେମ …. |୧| ତୁମ ବିନା ନାହିଁ ମୋ ତ୍ରାଣତୁମେ ଏକା ପାପୀର ତାରଣା (୨ ଥର)ଆକାଶ ମଣ୍ଡଳ ତଳେମନୁଷ୍ୟମାନଙ୍କ ମଧ୍ୟରେଯେ ନାମେ ମିଳଇ ପରିତ୍ରାଣସେ ନାମେ ମୋ ଶରଣ […]

moro aji seso sidhanta

ମୋର ଆଜି ଶେଷ ସିଦ୍ଧାନ୍ତମୁଁ କରିଛି ମନୋନୀତଯୀଶୁଙ୍କୁ ମନ ପ୍ରାଣ ଆତ୍ମା ଦେଇ ପୂଜିବାକୁଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ (ଘୋଷା) ତାଙ୍କରି ସ୍ବରମୁଁ ଶୁଣିବିତାଙ୍କୁ ମୁଁ ନିଶ୍ଚୟ ଦେଖିବିବିଜୟ ଜୀବନ କାଟିବି,ଜାଗ୍ରତ ହୋଇ ମୁଁ ରହିବିଚାହେଁ ମୁଁ ପଦେ ପଦେ ତାଙ୍କ ପଛେ ଚାଲିବାକୁ… ।୧ | ଯୀଶୁଙ୍କର ଗୀତ ଗାଇବି ତାଙ୍କ ଆରାଧନା କରିବିଯୀଶୁଙ୍କର ଶାନ୍ତି ଲଭିବି, ତାଙ୍କରି ସାଥେ ମୁଁ ରହିବିଜୀବନର ପରିତ୍ରାଣର ଆନନ୍ଦ ଲଭିବାକୁଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ… |୨| […]

aha ki jatana moro

ଆହା କି ଯାତନା ମୋହର ହେ ପ୍ରଭୁ ନିରାକାରବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର (ଘୋଷା) ଜଗତେ ଅଛି କଳଙ୍କ, ଜଗତେ ଅଛି ସଙ୍କଟଏଥିରୁ ଉଦ୍ଧାର କରି ପ୍ରଭୁ କର ଆମ ପାପ ଦୂର… |୧| ଜଗତରେ ନାହିଁ ଶାନ୍ତି ଭରିଅଛି ପାପ କ୍ରାନ୍ତିକରି ଆମକୁ ଉଦ୍ଧାର ପ୍ରଭୁ କର ଆମ ପାପ ଦୂର… |୨| ପାପର ଅଭିଳାଷରେ ବୁଡିଛୁ ଏ ଜଗତରେଡାକୁଛି ଅତି କାତରେ ପ୍ରଭୁ ରଖିହେ ତୁମ ସାଥିରେ…|୩| ସୂଚୀମାଳାକୁ ଫେରନ୍ତୁ

jishu moro doya kara

ଯୀଶୁ ମୋର ଦୟା କର ସାହା ନାହିଁ କେହି ମୋରଏ ଭବ ସାଗର ଅତି ଭୟଙ୍କରକେମିତି ମୁଁ ହେବି ପାର… (ଘୋଷା) ପରୀକ୍ଷା କେତେ ମୋହର ଆସୁଅଛି ବାରମ୍ବାର (୨ଥର)ଖସିବ କି ପାଦ ମୋର, ହେଉଛି ମନ ଅସ୍ଥିରତୁମେ ଏକା ଆଶ୍ରା ମୋର… |୧| ଆଶା ରହିଛି ମୋହର, ପ୍ରବେଶିବି ସ୍ୱର୍ଗଦ୍ୱାର (୨ଥର)ଲକ୍ଷ୍ୟଭ୍ରଷ୍ଟ ନୋହୁଁ ମୋର ପାଳିବି ବାକ୍ୟ ତୁମରହାତ ଧରି ନିଅ ମୋର… |୨| ଛ’ଶ ଛଷଠି ନମ୍ବର, ଆସୁଅଛି ତୁରନ୍ତର (୨ ଥର)କପାଳେ ସମସ୍ତଙ୍କର, […]

he sakaladesha gana

ହେ ସକଳ ଦେଶଗଣ ଗାଆପ୍ରିୟତମ ଯୀଶୁ ନାମ … ଓ … ଓ … ଓ … (ଘୋଷା) ଜଗତ ଜୀବନ ପତିତପାବନହେ ସକଳ ପ୍ରାଣୀ କର ଜୟଗାନନ ପାସୋର ସେହି କାଲବରୀ ପ୍ରେମଆଉ ନାହିଁ ଯେ ସମୟ … ଗାଅ ପ୍ରିୟତମ ଯୀଶୁ ନାମ… |୧ | ଦିନ ପରେ ମାସ ବର୍ଷ ବିତିଗଲାରାଜା ଯୀଶୁ ଆଗମନ ବେଳ ହେଲାନ ହୋଇ ଲଜିତ ନ ହୋଇ ନିଦ୍ରିତଜାଗିଉଠି କର ଗାନ … ଗାଅ ପ୍ରିୟତମ ଯୀଶୁ […]