bandhana kariba ame

ବନ୍ଦନା କରିବା ଆମେ ବନ୍ଦନା କରିବାରାଜାରାଜାଙ୍କୁ ଦେବାଦେବଙ୍କୁ ବନ୍ଦନା କରିବା… (ଘୋଷା) ଆକାଶ ନିର୍ମାଣକାରୀଙ୍କୁ ଧରଣୀ ନିର୍ମାଣକାରୀଙ୍କୁସମୁଦ୍ର ବିଭକ୍ତକାରୀଙ୍କୁ ଆମେ ବନ୍ଦନା କରିବା… |୧| ସ୍ଵର୍ଗ ଉପବିଷ୍ଟ ପ୍ରଭୁଙ୍କୁ ଧରଣୀ ନିର୍ମାଣକାରୀଙ୍କୁମୃତ୍ୟୁବଳ ଭଗ୍ଧକାରୀଙ୍କୁ ଆମେ ବନ୍ଦନା କରିବା… |୨| ପାପୀଙ୍କ ମୁକତିଦାତାଙ୍କୁ ଈଶ୍ୱରଙ୍କ ସେହି ବାକ୍ୟକୁଆସୁଛନ୍ତି ସେହି ଯୀଶୁଙ୍କୁ ଆମେ ବନ୍ଦନା କରିବା… |୩| ସୂଚୀମାଳାକୁ ଫେରନ୍ତୁ

bhabiki dekhicha thare

ଭାବିକି ଦେଖିଛ ଥରେ, ସେ କୁଶର କଥାଯୀଶୁଙ୍କର ବ୍ୟଥା (ଘୋଷା) ତୋର ପରିତ୍ରାଣ ପାଇଁ, କୄଶେ ବଳୀ ହୋଇଝରାଇଲେ ରକ୍ତଧାର, କେତେ ଦୟା ବହିହସ୍ତ ପାଦେ ହୋଇ ଛନ୍ଦା, ହେଲେ କଣ୍ଟା ବିନ୍ଧାସହି କେତେ ନିନ୍ଦା… |୧| ଚାହାଁରେ ଚାହାଁରେ ବନ୍ଧୁ, ଯୀଶୁ କୁଶ ପରେତୋ ପାପ ପାଇଁ ଆଜି, ଯୀଶୁ କୃଶ ପରେଦେଖିଲେ ବୁଝିବୁ ଭାଇ, ସେ କୁଶର କଥାଯୀଶୁଙ୍କର ବ୍ୟଥା… |୨| ବସାଇଲେ ପୃଷ୍ଠ ପରେ କେତେ ଯେ ଶିଆରଦୟା ନଥିଲା ଜୀବନେ, ଶତୃ […]

jishure labhichi mu nua jibana

ଯୀଶୁରେ ଲଭିଛି, ମୁଁ ନୂଆ ଜୀବନ,ଯୀଶୁରେ ହୋଇଛି ମୋର ପରିବର୍ତ୍ତନ (ଘୋଷା) ସୃଜାତି ପ୍ରେମୀ ମୁଁ ଉଯୋଗୀ ଶିମୋନଦେଶ, ଜାତି ପାଇଁ କଲି ଖଡ୍ଗ ଧାରଣତାଙ୍କ ପଛେ ଯାଇ, ସବୁ ଛାଡ଼ିଦେଇଯୀଶୁରେ ମୁଁ ହେଲି ନୂତନ…|୧| ଉଦ୍ଯୋଗୀ ଶାଉଲ ମୁଁ ନିଜ ଧର୍ମରେଅତ୍ୟାଚାରୀ ଥିଲି କିନ୍ତୁ ଧର୍ମ ନାମରେଧରିଲେ ସେ ମୋତେ ଦଶେକ ପଥେଯୀଶୁରେ ମୁଁ ହେଲି ନୂତନ… |୨| ଧନୀମାନଙ୍କ ମଧ୍ୟରେ ମୁଁ ଅନ୍ୟତମସବୁକିଛି ଥୁଲା କିନ୍ତୁ ଅନ୍ୟାୟ ଧନପାପେ ଥିଲି ହଜି ପାଇଲେ ସେ […]

sadaprabhu sonyadhipati

ସଦାପ୍ରଭୁ ସନ୍ୟାଧିପତି, ଅଟନ୍ତି ଜଗତର ଜ୍ୟୋତିତାଙ୍କରି ବିହୁନେ ତିନି ଭୂବନେନାହିଁ କାହିଁ ଆଉ ମୁକତି (ଘୋଷା) ଆକାଶ, ପୃଥିବୀ, ନକ୍ଷତ୍ରପୁଞ୍ଜ ସକଳ ତାଙ୍କରି ସୃଜନପ୍ରତି ମୂରତିରେ ଆପଣା ପ୍ରଭୁ କଲେ ମାନବ ନିର୍ମାଣଅଟନ୍ତି ସେ ମହାମହିମ (୨ଥର)ଅକଳନ ତାଙ୍କରି ଶକତି… |୧| ହୁଅଇ ସୁସ୍ଥିର, ସମୁଦ୍ର ଝଡ, ଶୁଣି ତାଙ୍କରି ଆଦେଶଉଠଇ ଶବ, କବର ଛାଡି, ବେଗେ ତାଙ୍କରି ପାଇଁ ଡାକଶୁଣି ସେ ବଡ ଯୀଶୁ ନାମ (୨ ଥର)ଶୟତାନ ପାଏ ଭୟ ଅତି… |୨| ପରାକ୍ରାନ୍ତ […]

gaiba jishunka namo

ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମଜଗତ ମୁକତି ରାଜାଙ୍କୁ ନିଜ ହୃଦେ ଦେଇ ସ୍ଥାନକେତେ ପ୍ରେମ ଦେଇ, ଜଗତେ ବଂଚାଇ, ଆଶିଷ ବର୍ଷାଇ… (ଘୋଷା) ବଂଚାଇଲେ ସେହି ଜୀବନ ଦେଇସେ ପ୍ରେମକୁ ଆଉ ଭୁଲଇ ନାହିଁ… |୧| ଆମ ପାପ ପାଇଁ, କାଣେ କୁଶ ବହି, ରକତ ଝରାଇପ୍ରହାରିତ ହେଲ ଜଗତ ପାଇଁତଥାପି ଜଗତ ଚିହ୍ନିଲା ନାହିଁ… |୨| କୁହ କାଲବରୀ, ନୀରବ ନ ରହି, କୁଶର କାହାଣୀପୂର୍ଣ୍ଣ କର ତୁମ ଭାବବାଣୀଏଲୋହି, ଏଲୋହି ଲାମା […]

ଅନନ୍ତ ଜୀବନ ମୁଁ ପାଇଛି ananta jibana mu paichi

ଅନନ୍ତ ଜୀବନ ମୁଁ ପାଇଛିତାଙ୍କ ଅନୁଗ୍ରହେ ପାଇଛି।ଧରି ଶ୍ରୀଚରଣେ ଦେଇ ମନ ପ୍ରାଣନୂତନତା ମୁହଁ ଲଭିଛି (ଘୋଷା) ଥୁଲା ଯେତେ ମୋର ପାପର ଦଣ୍ଡମୋ ପାଇଁ ମରି ସେ କଲେ ନୀଦଣ୍ଡନାହିଁ ଆଉ ମୋର ଭୟ କିଛିତାଙ୍କ ଠାରେ ମୁହିଁ ରହିଛି… |୧| ପିତା ଠାରୁ ମୁଁ ଯେ ଦୂରରେ ଥିଲିଖ୍ରୀଷ୍ଟଙ୍କ ବନ୍ଧନେ ମିଳିତ ହେଲିଏକ ପରିବାରରେ ମୁଁ ମିଶିଛିସ୍ଵର୍ଗ ଭୋଗ ମୋ ପାଇଁ ଅଛି… |୨| ପାପ ଦାସ ଭାବେ ପାପରେ ଥିଲିପାପ ତେଜି ଖ୍ରୀଷ୍ଟ […]

kahi agamana na kuhare mana

କାହିଁ ଆଗମନ ନ କୁହରେ ମନଆସିବେ ନିଶ୍ଚ ଆସିବେ ସେଆସିବେନି ବୋଲି ନ ଯାଅ ତୁ ଭୁଲିଆସୁଛନ୍ତି ସେ ଗୌରବେ… (ଘୋଷା) ମହା ଆନନ୍ଦରେ ଦୂତ ତୁରୀ ବାଦ୍ୟମେଘ ରଥେ ସେ ଆସିବେରୂପାନ୍ତରିତ ବିଶ୍ୱାସୀ ହୋଇବେମୃତ କବରୁ ଉଠିବେମଧ୍ୟ ଆକାଶରେ ବିବାହ ଭୋଜରେନିଶ୍ଚେ ବିଶ୍ବାସୀ ଭୋଗିବେ… |୧| ମହା ଭୟଙ୍କର ହେବ ସେହି ଦିନଯେତେ ସବୁ ପାପୀ ପାଇଁନ ପାଇବେ ରକ୍ଷା ସେହି କ୍ରୋଧ ଦିନେଲୁଚି ନ ପାରିବେ କେହିତେଜି ପାପ ଦୋଷ ସତ୍ୟ ପଥେ ଆସତେବେ […]

matira manisha matire mishiba

ମାଟିର ମଣିଷ ମାଟିରେ ମିଶିବଚିରଦିନ ତ ରହିବ ନାହିଁଯିଏ ଆପଣାର ସବୁ ହେବେ ପରକେହି ସଙ୍ଗତେ ରହିବେ ନାହିଁରେଚିରଦିନ ତ ରହିବ ନାହିଁ… (ଘୋଷା) ହେବରେ ଅନ୍ଧାର ଏ ମାୟା ସଂସାରମୃତ୍ୟୁର ଶବଦ ଶୁଭିବମରିବାର ପାଇଁ ଖୋଜିବୁରେ ତୁହିତୋ ନିକଟୁ ସେ ଚାଲିଯିବଜଗତ ସମ୍ପଦ ତୋତେ କି ରଖିବାବୁଲି ମରିବୁ ପାଗଳ ହୋଇରେ,ଚିରଦିନ ତ ରହିବ ନାହିଁ… |୧| ଜନମ ହୋଇଲି ସବୁ ମୁଁ ଖୋଜିଲିଅନିତ୍ୟ ଏ ଜୀବନ ପାଇଁସପନ ପରାଏ ସବୁ ହେଲା ମୋରବାୟୁର ପଛରେ […]

ahuta jeu awhane

ଆହୁତ ଯେଉଁ ଆହ୍ଵାନେ କରୁ ଯୋଗ୍ୟ ଆଚରଣସେ ମହା ଦିନରେ ମହା ଆନନ୍ଦରେ (୨ ଥର)ପାଇବାକୁ ପରିତ୍ରାଣ… (ଘୋଷା) ନମ୍ରତା, ମୃଦୁତା ଦୀର୍ଘ ସହିଷ୍ଣୁତାପ୍ରେମର ସହିତ କ୍ଷମା ଆଚରିବାଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କରଐକ୍ୟ ରକ୍ଷା ପାଇଁ ଯତ୍ନଶିଳ ହେବାଏକ ପିତା ପରମେଶ୍ବର ଆମରଆମେ ତାଙ୍କରି ସନ୍ତାନ… |୧| ଧାର୍ମିକତା ସତ୍ୟ ପବିତ୍ରତା ସମବସନ କରିବା ନିତି ପରିଧାନସୂର୍ଯ୍ୟ ଅସ୍ତ ହେବା ଆଗରୁ ମନରୁରାଗ, ହିଂସା, କ୍ରୋଧ ସବୁ ତ୍ୟାଗ କରୁଶୟତାନ ପାଇଁ ଦେବା ନାହିଁ ସ୍ଥାନଖ୍ରୀଷ୍ଟ ହେବେ […]

santidata jishu raja

ଶାନ୍ତି ଦାତା ଯୀଶୁ ରାଜା ତୁମ ପାଦେ ଏହି ଅଳିଦିଅ ଶକ୍ତି ଦିଅ ଭକ୍ତି ଯେହ୍ନେ ନ ପଡିବୁ ଟଳିତୁମ ରକ୍ତରେ କିଣା ଜନ ଆମେଆଶିଷ ଦିଅ ହେ ଢ଼ାଳି… (ଘୋଷା) ଅନ୍ଧାର ଏହି ଚଲାପଥେ ପ୍ରଭୁନାହିଁ କେହି ଆମ ସାୟାଜୀବନ ତରୀଟି ବାହି ନେବା ପାଇଁଅଳି କରୁ ନିତି ନିତିତୁମରି ବାକ୍ୟ ତଇଳରେ ସବୁଜୀବନ ପ୍ରଦୀପ ଉଠୁ ଜଳି… |୧| ଭୁଲିବାକୁ ଯେତେ ଅତୀତ କାଳିମାସାରିବାକୁ ଅମାରାତିଦିବାନିଶି ତୁମେ ଶିଖାଇ ଦିଅ ହେଗାଇବାକୁ ଜୟ ଗୀତିସୁନ୍ଦର […]