jishu rajana hai moro prana

ଯୀଶୁ ରାଜନ ହେ ମୋର ପ୍ରାଣ ପସରାପାପୀବନ୍ଧୁ ପାପହରା .. (ଘୋଷା) ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟ ଓହ୍ଲାଇପାପୀ ପାପ ବହି କୁଶେ ହୋଇଲେ ଧରା … |୧| କେଡ଼େ ନିଷ୍ଣୁର ଯିହୂଦୀ ବକ୍ଷସ୍ଥଳେ ବର୍ଲା ଭେଦିକି କଲବଲରେ ପ୍ରାଣ ନେଲଟି ପରା … |୨| ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣଏହା ଦେଖୁ ବେନି ଆଖୁ ସହେ କି ପରା … |୩| କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇରକ୍ତ ଟୋପା […]

swartha ta nahi kahin pain

ସ୍ଵାର୍ଥତ ନାହିଁ କାହିଁ ପାଇଁ ପ୍ରଭୂକୋରଡ଼ା ପ୍ରହାର ସହିଲମାୟା କିବା ମୋହ, ନାହିଁ ସିନା ପ୍ରଭୁ ( ୨ ଥର)କାହିଁକି କୁଶକୁ ବୋହିଲ … (ଘୋଷା) କପାଳ ଫାଟିଲା ରକତ ଝରିଲାକହିଲନି କଥା ପଦେଦୋଷୀତ ସାଜିଲ କାହା ପାଇଁ ତୁମେକେଉଁ ଦୋଷ ଅପରାଧେପାରିବକି କହି ଦୁନିଆଁରେ କେହି ( ୨ ଥର)କେଉଁ କର୍ମର ସେ ଫଳ … |୧| ଶୁଣିଛି ଏ କାନେ ଦୋଷ ଥାଇ ଦୋଷୀଦଣ୍ଡ ପାଇଥାଏ ଦିନେତଥାପି ମୋ ପ୍ରଭୁ ନମ୍ର ହୋଇଥୁଲବିନା ଦୋଷେ […]

he parishranta bharagrastha

ହେ … ପରିଶ୍ରାନ୍ତ ଭାର ଗ୍ରସ୍ତ ଲୋକତାଙ୍କ ସାକ୍ଷୀ ହୁଆ … ତାଙ୍କ ସାକ୍ଷୀ ହୁଆଯୀଶୁ ତାକୁ ଅଛନ୍ତିଯୀଶୁଡ଼ାକୁ ଅଛନ୍ତିତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ …(ଘୋଷା) ଏ … ଆକାଶ ଫାଟିବ ଫାଟିବ ।ଦିନେନା ଦିନେ ନିଶ୍ଚୟ ଫାଟିବେ ।ଏ … ସୁରୁଜ ଲିଭିବ ଲିଭିବ ଦିନେନା ଦିନେ ନିଶ୍ଚୟ ଲିଭିବମନୋନୀତ ଯେତେ ଯିବେ ସ୍ଵର୍ଗ ଦେଶେତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ … |୧| ପୃଥିବୀ ସରିବ ସରିବ ଦିନେନା ଦିନେ […]

pratipalaka se ehi jibanara

ପ୍ରତିପାଳକ ସେ ଏହି ଜୀବନରସଦା ପାଶେ ଥାନ୍ତି ଯୀଶୁ ରାଜା ମୋରଦୁଃଖରେ ବି ଝଡରେ ବି ଭୟ ନାହିଁ ମୋହର …(ଘୋଷା) ମାଗିବା ଆଗରୁ ସିଏ ଯାଚି ମୋତେ ଜାଣନ୍ତିକହିବା ଆଗରୁ ମନ କଥା ଜାଣନ୍ତିଭିଜିଗଲେ ମୋର ଦୁଃଖେ ଦୁଇ ଆଖିଲୁହ ପୋଛି ଦିଅନ୍ତି … |୧| ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତିଝୁଣ୍ଟି ମୁଁ ପଡିଲେ ତୋଳି ମୋତେ ନିଅନ୍ତିହଜିଯାଏ ଯେବେ ପାପ ଦୁନିଆରେଖୋଜି ମୋତେ ନିଅନ୍ତି … |୨| ସୂଚୀମାଳାକୁ ଫେରନ୍ତୁ

ki budhi karibi keuthaku jibi

କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା ଆଗେ କହିବି,ଅନ୍ତର ବେଦନା, ମନରେ ଭାବନା,ହୃଦଫେଡ଼ି କାହା ଆଗେ ଜଣାଇବି ? (ଘୋଷା) କେ ନେବ ମୋ ଦୁଃଖ,ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ,ମୋ ଚିନ୍ତାର ଭାର ପାପ ଦୁରାଚାରଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ?ମୋ ମତି ଚଞ୍ଚଳ, ତଡ଼ିତ୍ତି ଚପଳ, ଭ୍ରମୁଥାଏ ତ୍ରିକାଳ,ମୋର ନାହିଁ ବଳ, ମୁଁ ଅତି ବିକଳ,କାହାବଳେ ତାକୁ ସୁସ୍ଥିର କରିବି ? …. |୧| ଜନ୍ମରୁ ପତିତ, ପାପରେ ବିଲିପ୍ତ, କର୍ମରେ […]

au kichi prabhu chahenna jibane

ଆଉ କିଛି ପ୍ରଭୁ ଚାହେଁନା ଜୀବନେତୁମ୍ଭେ ଯଦି ଥାଅ କତିରେ,ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁସମାନ ସବୁ ମୋ କତିରେ … (ଘୋଷା) ହୁ ପାଇ ଯେବେ ତୁମଠୁ ପଳାଏବୁଲେ ମୁଁ ବାହାର ଅନ୍ଧାରେ,ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେତୁମରି ପ୍ରଣୟ-କାରାରେ … |୧| ସୁଖ ଆଶା କରି ତୁମକୁ ମୁଁ ଛାଡ଼ିବୁଲେ ସିନା ମରୀଚିକାରେ,ରବି ଶଶୀ ତାରା ଥାଉଁ ଦିଶାହରାବୁଲିବୁଲି ମରେ ଅନ୍ଧାରେ … |୨| ଦୁଃଖ ଦେଇ ଯଦି ତୁମ୍ଭ ଦେଖା ପାଏଁରଖ ପ୍ରଭୁ […]

Pranapriya Pranapriya /പ്രാണപ്രിയാ പ്രാണപ്രിയാ

Lyrics: Pr. Binu Jose Chacko pranapriyaa pranapriyaachankile chora thannenneveendeduthavane, veendeduppukaraa pranapriyan thante chankile chorayaalenneyum veendeduthu (2)krupaye krupaye varnnippaan asaaddhyame athu(2) nandhi yeshuve nandhi yeshuvenee cheyatha nanmakal’kkorayiram nandhi (2) en shakthiyaalalla kaiyyude balathaalallanin daya allayo enne nadathiyathe (2)ninnathe krupayaal krupayaal daivakrupayaalnirthidum dayayaal dayayaal nithyadayayaal (nandhi yeshuve)… 2 kozhi than kunjine chirakadiyil maraykkumpolekazhukan than kunjine chirakin methe […]

mago diyaa jiba khojo paiba

ମାଗ ଦିଆଯିବ ଖୋଜ ପାଇବାଦୁଆରେ ଆଘାତ କର ଦୁଆର ଖୋଲାଯିବ … (ଘୋଷା) ଯୀଶୁପଥ ଯୀଶୁ ସତ୍ୟ ଯୀଶୁ ହିଁ ଜୀବନପାପୀ କ୍ଷମା ପାଏ ପୁଣି ପାଏ ପରିତ୍ରାଣଆସ ପରିଶ୍ରାନ୍ତ-ଭାରଗ୍ରସ୍ତ ସମସ୍ତଆସ ଆଜି ତୁମକୁ ବିଶ୍ରାମ ଦିଆଯିବା … |୧| ତୁମ ରାଜ୍ୟ ଆସୁ ପ୍ରଭୁ ସାରା ଏ ଜଗତେସେବା ଆରାଧନା ନିତି ତୁମ ଇଚ୍ଛା ମତେଯୀଶୁ ଦ୍ରାକ୍ଷାଲତା ପିତା କୃଷକତାଙ୍କରି ପାଇଁ ଉତ୍ତମ ଫଳ ଯେ ଫଳୁଥିବୁ … |୨| ସୂଚୀମାଳାକୁ ଫେରନ୍ତୁ

sarana neuchi charane tumari

ଶରଣ ନେଉଛି ଚରଣେ ତୁମରିହେ ପ୍ରଭୁ ପରମେଶ୍ଵର (୨ଥର)ଚଲାପଥେ ମୋର ଶୟତାନ ଠାରୁତୁମେ ମୋତେ ରକ୍ଷାକର (ଘୋଷା) ବିଦୀର୍ଣ୍ଣ କରିବ ସିଂହ ପରି ସେ ଯେଏହି ମୋର ଦେହ ପ୍ରାଣଚୂର୍ଣ୍ଣ କର ହେ ପରାକ୍ରମତାରେରଖ ତୁମେ ମୋର ପ୍ରାଣକହି ପାରିବନି ଯେହ୍ନେ ସେ କେବେ ବିକିଏ ଅଛି ସାହା ତୋର … |୧| ଜୀବନର ସାହା ଚଲାପଥେ ରାହାତୁମେ ତ ମୋହର ସବୁତୁମଲାଗି ମୋର ସକଳ ଗୌରବତୁମେ ତ୍ରିଭବନ ପ୍ରଭୁସେହି ପରାକ୍ରମେ ରକ୍ଷା କରି ମୋତେଆସିଲେ ହିଁ […]

jishu mo pranora bandhu

ଯୀଶୁ ମୋ ପ୍ରାଣର ବନ୍ଧୁତୁମେ ଦୀନ ଦୟା ସିନ୍ଧୁଭାଙ୍ଗେ ମୋ ଅନ୍ତର, କାନ୍ଦେ ମୋ ଅନ୍ତରଘେନ ମୋ ଲୋତକ ବିନ୍ଦୁତୁମେ ଦୀନ ଦୟା ସିନ୍ଦୁ (ଘୋଷା) ପାପର ବ୍ୟାଧୁ ଘେରିଛି ହୃଦେକଳିଙ୍କିତ ଏ ଜୀବନଅନୁତାପର ଲୋତକ ଧାରଝରାଏ ମୁଁ ଅନୁକ୍ଷଣଛୁଇଁ ଦିଅ ନାଥ କ୍ଷମାର ସେ ହାତ (୨ଥର)କ୍ଷମା ମୟ ପାପୀ ବନ୍ଧୁତୁମ୍ଭେ ଦୀନ ଦୟା ସିନ୍ଧୁ … |୧| ସଞ୍ଜ ସକାଳେ ମଧ୍ୟାହ୍ନ କାଳେଶୁଣ ମୋ ଆଉଁ କ୍ରନ୍ଦନତୁମ୍ଭ ପାତ୍ରରେ ମୋ ନେତ୍ର ଜଳରଖହେ ଦୁଃଖ […]