jagata tannibashi sada prabhunkara
ଜଗତ ତନିବାସୀ, ସଦା ପ୍ରଭୁଙ୍କର ପ୍ରଶଂସା ଗାନ କରହାଲିଲୁୟା (୭ଥର) …. (ଘୋଷା) ପ୍ରଭୁ ମହାନ ପ୍ରଶଂସନୀୟସବୁ ଦେବତା ମ ଭୟ ଯୋଗ୍ୟସକଳ ଦେବତା ପ୍ରତିମା ମାତ୍ରମୋ ଯୀଶୁ ରାଜନ ଈଶ୍ଵର ସତ୍ୟମହିମା ସମ୍ଭମ, ତାଙ୍କ ନିକଟବର୍ତ୍ତୀଶକ୍ତି ସଂଭ୍ରମ ତାଙ୍କ ସମ୍ମୁଖବର୍ତ୍ତୀମହିମା ତାଙ୍କରି ପରାକ୍ରମ ତାଙ୍କରି (୨ଥର)ସର୍ବଦା ଗାନ କର … |୧| ସ୍ଵର୍ଗ ଯାହାର ସିଂହାସନପୃଥିବୀଯାହାକୁ ଯେ ପାଦ ପୀଠକରନ୍ତି ନ୍ୟାୟ ସେ ବିଚାର ମଧୋକରନ୍ତି ରାଜ୍ୟ ସେ ଗୋଷ୍ଠୀ ବର୍ଗ ମଧେଆକାଶ ପୃଥିବୀ ଆନନ୍ଦ […]
Nee ente sangethavum /നീ എൻ്റെ സങ്കേതവും
Lyrics: Samson Kottoor നീ എൻ്റെ സങ്കേതവും,നീ എൻ്റെ കോട്ടയുംനീ എൻ്റെ പ്രാണ നാഥൻനീ എൻ ദൈവം ആരാധിക്കും ഞാൻ പൂർണ ഹൃദയമോടെതേടും നിൻ മുഖം ജീവ കാലം എല്ലാംസേവിച്ചിടും ഞാൻ എൻ സർവവുമായഅടിയനിതാ… അടിയനിതാ ദേവ അടിയനിതാ ദേവഅടിയനിതാ ദേവ അടിയനിതാ … നീ എൻ്റെ രക്ഷകനുംനീ എൻ്റെ വൈദ്യനുംനീ എൻ്റെ ആലംബവുംനീ എൻ ദൈവം നീ എൻ്റെ പാലകനുംനീ എൻ്റെ ആശ്വാസവുംനീ എൻ്റെ മറവിടവുംനീ എൻ ദൈവം Nee ente sangethavum,Nee ente kottayumNee […]
anutapo nira jharai dhaluchi
ଅନୁତାପର ନୀର ଝରାଇ ଢ଼ାଳୁଛି ମୋ ଅନ୍ତରଆମା ମନମୋର ୱଳି ଉଠୁଛିପାପେ ପଡ଼ି ବାରମ୍ବାର (ଘୋଷା) କଣ୍ଟକ ଭରା ହୃଦୟ ମୋରମାଗୁଛି ଆଶ୍ରା ତୋର ( ୨ ଥର)ସ୍ୱୀକାର କରି ସମସ୍ତ ଦୋଷ ମାଗୁଛି ମନ ମୋର (୨ ଥର)କ୍ଷମା କରହେ ସ୍ବର୍ଗୀୟ ପିତାପାପ କାଳିମା ମୋର … |୧| ଭ୍ରାତା ଭଗ୍ନୀ ଓ ପ୍ରଭୁ ବିରୁଦ୍ଦ କରିଛି ପାପ ମୁହଁ (୨ଥର)ମାଗୁଛି କ୍ଷମା ପ୍ରାର୍ଥନା କରି ଆହେ ଜଗତ ସାଇଁ (୨ ଥର)ଶାନ୍ତି ଦିଅହେ ସ୍ବର୍ଗୀୟ […]
ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର anao thare krusha upare
ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀରମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା) ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧| ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨| ସୂଚୀମାଳାକୁ ଫେରନ୍ତୁ
ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ atulaniya prema jishu dekhaila
ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦| ଦେଖାଇଲ ପ୍ରଭୁ ମୁକତିର ପଥକାଲବରୀ ଚୂଳେ ହୋଇଲା ହତଝରିଗଲା ପ୍ରଭୁ ଝର ଝର ହୋଇତୁମ ତପିତ ରୁଧୁର ଧାର,ଆହାର ଦେଲ ପ୍ରଭୁ ଗୋ ଏ ଜୀବନରେ (୨ଥର)ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ …. |୧| ତ୍ୟାଗକଲ ପ୍ରାଣ ହେ ବିଶ୍ଵନାଥଜଗତେ ଖୋଲିଦେଲ ମୁକତିର ପଥମୃତ୍ୟୁ ନାହୁଡ଼ ଭାଙ୍ଗି ଦେଇ ପ୍ରଭୁହୋଇଥୁଲ ତୁମେ ପୁନରଥିତ,ସ୍ଵର୍ଗଦ୍ଵାର ଖୋଲିଲ […]
kete bhala mara prabhu jishu hai
କେତେଭଲ ମୋର ପ୍ରଭୂ (ଯୀଶୁହେ)କେତେ ଭଲ ମୋର ପ୍ରଭୁ … |୦| ତୁମେ ମୋ ମେଷପାଳକ (ଯୀଶୁହେ)ତୁମେ ମୋ ମେଷପାଳକ … |୧| ତୁମେ ମୋ ବିଶ୍ୱାସ ଭୂମି (ଯୀଶୁହେ)ତୁମେ ମୋର ବିଶ୍ବାସ ଭୂମି … |୨| ତୁମେ ମୋର ବିଶ୍ୱାସ ବାୟୁ (ଯୀଶୁହେ)ତୁମେ ମୋର ବିଶ୍ବାସ ବାୟୁ .. |୩| ତୁମେ ମୋ ଜୀବନ୍ତ ଜଳ ( ଯୀଶୁହେ)ତୁମେ ମୋ ଜୀବନ୍ତ ଜଳ… |୪| ତୁମେ ମୋର ସବୁରେ ସବୁ (ଯୀଶୁହେ)ତୁମେ ମୋର ସବୁରେ ସବୁ… […]
ame rakte krita tanka rakte dhouta ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତ
ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତଯୀଶୁଙ୍କ ଅମୁଲ୍ୟ ରକ୍ତରେ,ଆମେ ସବୁ ଏକ ସାଧୁଙ୍କ ସହିତଯୀଶୁଙ୍କ ଅମୀୟ ପ୍ରେମରେ,ଆମେ ସବୁ ମେଷ ଗୋଟିଏ ପଲରଏକ ହିଁ ବିଶ୍ବାସ, ଏକ ପରିବାରଯୀଶୁ ହିଁ ପାଳକ ଆମରହାଲୁଲୁୟା … ହାଲିଲୁୟା … ହାଲୁୟା … ହାଲିଲୁୟାଯୀଶୁ ହିଁ ପାଳକ ଆମର … ୨ଥର (ଘୋଷା) ଏକ ଶରୀରେ ଆମେ ସଂଯୁକ୍ତଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ,ସ୍ଵର୍ଗ ଆମ ଚିର ଦିବ୍ୟ ଧାମ … (୨ ଥର)ଆମେରେ ସଭିଏଁ ମନୋନୀତଆମେ ନିମନ୍ତ୍ରିତ… ଆମେ […]
ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ ananta jibana rahichi jishunka krusha
ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେଚାଲିଯିବା ସେ ପଛେ ଚାଲିବା (ଘୋଷା) ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)ଆସ ଯିବା ସାନ୍ବନା ଲଭିବା .. |୧| ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨| ସୂଚୀମାଳାକୁ […]
tumari pabitra muratire gadithila
ତୁମରି ପବିତ୍ର ମୁରତିରେ ଗଢ଼ିଥିଲ ମୋତେ ଧରଣୀରେହରାଇ ବସିଲି ସ୍ୱେଚ୍ଛାଚାରେପ୍ରିୟ ଯୀଶୁ ମୋ ଲାଗି କୁଶପରେ … (ଘୋଷା) ସଂସାର ପଥ କଣ୍ଟକ ସିନାଚଉଦିଗେ ଦିଶେ ଘୋର କାଳିମାନାହିଁ ଭରସା ତୁମରି ବିନାପ୍ରିୟ ଯୀଶୁ ମୁଁ ଯେ ରୁରେ କିଣା … |୧| ସ୍ଵାଧୂନତା ମମ ତମ ପଦେସମରପେ ପ୍ରଭୁ ଭକ୍ତି ଚିରେମୋର ବୋଲି ଆଉ ନାହିଁ ଭବେପ୍ରିୟ ଯୀଶୁ ଜଳାଅ ତୁମ ଇଙ୍ଗିତେ … |୨| ତୁମ ଇଙ୍ଗିତେ ଯୀଶୁ ତୁମ ଇଙ୍ଗିତେପ୍ରିୟ ଯୀଶୁ ଚଳାଅ […]
ahe pabitra atma iswara rasanare
(ସ୍ଵର-ତୁମି ନିଶିଭରେ ଏଷ ଯୀଶୁ) ଆହେ ପବିତ୍ରଆତ୍ମା ଇଶ୍ବର ରସନାରେରାଜ ରସନାରେ ତବ ଏ ମନ୍ଦିରେ (ଘୋଷା) ବସିଅଛୁ ତବ ପୟରେ,ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ, ୨ ଥର (ଆମେ)କର ଅପୃଷ୍ଠାନ ନାଶି ପାପତମ,କଳି ଉଠୁ ହୃଦୟ ଭକ୍ତି ଭରେ … |୧| ତୁମେ ଜ୍ୟୋତି ତୁମେ ଶକତି,ତୁମେ ମୁକ୍ତି ତୁମେ ଜୀବନ, ୨ଥର (ପ୍ରଭୁ)ଜାଳ ପ୍ରେମାନଳ ଉଠୁ ଭକତି ରୋଳ,ପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ… |୨| ଭକ୍ତି ପ୍ରୀତି ଅମିୟ ଜଳେ,ଦିଅ ଭରି ସର୍ବ ଅନ୍ତରେ, […]