dina bandhu more chahi katakhyare
ଦୀନବନ୍ଧୁ ମୋରେ ଚାହିଁ କଟାକ୍ଷରେ,ଦୁଃଖ ମୋହରି ନେଇ ସୁଖ ଦିଅ ବାରେ (ଘୋଷା) ଶାନ୍ତି ମୋ ଅନ୍ତରେ ଦିଅ ନିରନ୍ତରେପୂର୍ଣ୍ଣ କର ମନ ପ୍ରେମ ଆନନ୍ଦରେ … |୧| ପଡ଼ିଛି ସଂସାରେ ଘୋର ବିପଦରେତୁମ୍ଭ ବିନୁ ରକ୍ଷା ନାହିଁ କାହାଠାରେ .. |୨| ତୁମେ କୃପା ସିନ୍ଧୁ ଦୀନ ପାପୀର ବନ୍ଧୁଢ଼ାଳ କୃପା ବିନ୍ଧୁ ମୋ ମରୁ ଜୀବନରେ … |୩| ସଦା ସଙ୍ଗେ ଥାଅ ସ୍ବପୁରକୁ ନିଆମାଗୁଛି ଏ ବର ଯୀଶୁଙ୍କ ନାମରେ … |୪| […]
moro jibana sampati gyananjana
ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତିଧନ୍ୟ ଧନ୍ୟ ଯୀଶୁ ନିଖିଳ ପତି …. |୧| ମୋର ମୁକତି ପସରା ପ୍ରାଣପତି ଚିଉଚରାଧନ୍ୟ ଧନ୍ୟ ଯୀଶୁ ସନ୍ତାପ ହରା … |୧| ମୋର ପରମ ରକ୍ଷକ ପଥ ସତ୍ୟତା ଚାଳକଧନ୍ୟ ଧନ୍ୟ ଯୀଶୁ ଦୁଃଖ ହାରକ … |୨| ମୋର ମଙ୍ଗଳ ଦାୟକ ମହିମାମୟ ତାରକଧନ୍ୟ ଧନ୍ୟ ଯୀଶୁ ପାପ ବାହକ … |୩| ମୋର ମସ୍ତକ ଭୂଷଣ ମୁକୁଟ ମଣି ରତନଧନ୍ୟ ଧନ୍ୟ ଯୀଶୁ ମୋର ଜୀବନ […]
ahe priya bandhu parikara mote
ଆହେ ପ୍ରିୟବନ୍ଧୁପାରିକର ମୋତେ ଭବସିନ୍ଧୁ (ଘୋଷା) ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲମୋର ପାପେ ବଳି କୁଶେ ହେଲ ଝୁଲିତାରିବାକୁ ମୋତେ ପାପ ଫାନ୍ଦୁ .. |୧| ତବ ବିନା ତରୀ ନାହି ମୋର ତରିବାକୁ ପାପ ପାରାବାରତମେ ତ ସରେ ଏକମାତ୍ର ତରୀ ପତିତପାବନ ପାପୀ ବନ୍ଧୁ … |୨| ଖାଅ ନାହିଁ କେହି ଗତିପଥେ ବସିଛି ମୁଁ ଚାହିଁ ଭିକ୍ଷା ଘାଟେଆହେ ତ୍ରାଣତରୀ ଶୀଘ୍ର କର ପାରିଶୁଭେ କ୍ଷରଇ ମୋ ନେତ୍ର […]
aha ki sundara mukha nitya nutana
ଆହା କି ସୁନ୍ଦର ମୁଖ ନିତ୍ୟ ନୂତନଯୀଶୁ ମୋର ଗଳାହାର ପ୍ରାଣରମୋ ଶାନ୍ତିଧାମ … (ଘୋଷା) ନୟନ ଅଞ୍ଜନ ହୃଦୟ ଚନ୍ଦନତାଙ୍କ ଲାଗି ଦିନା ରହିଛି ଜୀବନଯୀଶୁ ମୋର ପ୍ରାଣଧାର ପ୍ରାଣରମୋ ଶାରିଧାମ … |୧| ଦେଲେ ସେହି ପୁଣ ଲୁଚାଇ ଆନନଦିଶଇ ଚୌଦିଗ ଅନ୍ଧାର ସମାନଯୀଶୁ ମୋର ଚିତ୍ତସାର ପ୍ରାଣରମୋ ଶାନ୍ତିଧାମ … |୨| ସେହି ମୂଖ ସୋମରୂପେ ଅନୁପମଚାହିଁଲେ ହରଇ କୋଟି ପାପତମଯୀଶୁ ମୋର ପାପହର ପ୍ରାଣରମୋ ଶାନ୍ତିଧାମ … |୩| ନିରେଖୁ ତରୁଣ […]
pathara upare mo ghara
ପଥର ଉପରେ ମୋ ଘରନଇବଢ଼ି ଓ ବତାସ କରିବ ବା କିସ ମୋର … (ଘୋଷା) ପଥରକୁ ଖୁଣ୍ଟିନେଇ ମୂଳଦୁଆ ମୁଁ ବନାଇ ।କୁଶ ସାହାଯ୍ୟରେ ତହିଁ ତୋଳିଲି ମୁଁ ପକ୍କା ଘର … |୧| ବୁନିଆହୁଁ ଛାତି ଯାଏ କୁଶର ଝରଣା ପ୍ରାୟଲେପିଲି ଲୋହିତ ରଙ୍ଗ ଦିଶଇ କେଡ଼େ ସୁନ୍ଦର … |୨| ସୂଚୀମାଳାକୁ ଫେରନ୍ତୁ
moro jibana sankhali jishu
(ସ୍ଵର-ତୁମେ ଅଧମ ପତିତ ନରେ)ମୋର ଜୀବନ ସଙ୍ଖାଳି ଯୀଶୁ ନିତି ଜାଗି ପ୍ରାଣ ପଥେତୁମେ ବାରେ ବାରେ ମନାକର ଗମିବାକୁ ଅଣ ପଥେ … (ଘୋଷା) ଏ ସଂସାର ଜାଲେ ଗଲେ ପଡ଼ିତୋଳି ନିଅ ହାତେ କ୍ଷଣେ ଜାଲ ଯାଏ ଛିଡ଼ି ।(ସେହି) ମହାନନ୍ଦେ ଭକ୍ତିଭରେ କରେ ସ୍ତୁତି ଅବିରତେ … |୧| ଯେବେ ସେ ଅକୂଳନ କାଳେପଡ଼ି ପେଷି ହୋଇ ଡ଼ାକେ ଜୀବନ ବିକଳେ(ନାଥ) ଫେଡ଼ିଥାଅ ଦୁଃଖ ତାର ।ଦେଇ ଶାନ୍ତି କେତେ କେତେ … […]
ki madhura manarama mo srabanre
କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମନାହିଁ ତା ସମାନ ନାମ ତ୍ରିଭୂବନେ ଅନୁପମ (ଘୋଷା) ବିଶ୍ବାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନକରେ ତା ଦୁଃଖ ନାଶନ କରେ ତା ଶୋକ ଖଣ୍ଡନ … |୧| ଭଗ୍ନାନ୍ତକରଣ ପ୍ରତି ଅଟେ ତାହା ସ୍ଵାସ୍ଥ୍ୟ ଶାନ୍ତିକ୍ଷୁଧୂତକୁ କରେ ତୃପ୍ତି ଶାନ୍ତ ପ୍ରତି ସେ ବିଶ୍ରାମ … |୨| ଯୀଶୁ ତ୍ରାଣ ନାମଧେୟ ଅଟେ ମୋ ପ୍ରତି କି ପ୍ରିୟଘୁଞ୍ଚାଏ ମୋ ସର୍ବ ଭୟ ମୋହର […]
mote khoji khoji jishu ayile
ମୋତେ ଖୋଜି ଖୋଜି ଯୀଶୁ ଅଇଲେମୋ ଛାର ପାଇଁକି ସରଗ ତିଆଗିଅଶେଷ ଯାତନା ସହିଲେ (ଘୋଷା) ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚଖୋଜି ଖୋଜି ଶେଷେ ପାଇଲେଆହାକି ଆଦିରେ ପରମାନନ୍ଦରେଧୂଳି ଝାଡ଼ି କୋଳେ ଧଇଲେ … |୧| ଜୀବନ ଦେବତା ଅତି ମଳିନତାଦେଖୁ ମନେ ବ୍ୟଥା ପାଇଲେନିଗାଡ଼ି ନିଜର ହୃଦୟ ରୁରନିଜ ଅନୁରୂପେ ଧୋଇଲେ … |୨| ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତାଆପଣେ ଶ୍ରୀଅଙ୍ଗେ ବହିଲେମରଣ ଦାରୁଣ ପଣରେ ନବୀନଜୀବନର ମାର୍ଗ ନିହିଲେ … |୩| […]
prabhu jishu daya sagara
ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି ଚମତ୍କାରଦୟା ଡ଼େଣା ମେଲି ଅଇଲେ ସେ ଉଡ଼ିତ୍ୟାଗ କରି ନିଜ ଅମର ପୁର … (ଘୋଷା) ଦୟା ଦଣ୍ଡ ହସ୍ତେ ଧରିଣବୁଲିଲେ ସେ ନଗର ଗ୍ରାମଦୁର୍ବଳ ପତିତ ରୋଗ୍ରସ୍ତ ପ୍ରତିନ କଲେ ନିରୁଦ୍ଧ ଦୟା ନିଝର … |୧ | ବାଟେ ଘାଟେ ଯେତେ ମିଳିଲେତାଙ୍କୁ ଚତୁର୍ଦ୍ଦିଗେ ଘେରିଲେଅନ୍ଧ, ଛୋଟା, ଘୁଙ୍ଗା, ପକ୍ଷାଘାତି, କୁଷ୍ଠୀ,ଭୁତଗ୍ରସ୍ତ ନାନା ରୋଗୀ ବଧୂର … |୨| ଯେତେ ଅଇଲେ ତାଙ୍କ ପାଶେସୁସ୍ଥ […]
dakanti ke madhura sware
ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)(ଆହା) ମୋର ହୃଦ ଦୁଆରେ (ଘୋଷା) ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇକେତେ ହିତ କଥାକହି ଦୟା ଚିତ୍ତରେ … |୧| ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହିପାପ ତାପ ନେବେ ବୋଲି ନିଜ ହାତରେ … |୨| ଦେଖୁ ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଂକେତକଢ଼ାଇ ନେବାକୁ ପଥ ମୃଦୁଭାବରେ … |୩| ସେ କରୁଣ ସ୍ବର ଶୁଣି କିପରି ମାତିବି […]