jisu asile swargaru

ଯୀଶୁ ଆସିଲେ ସ୍ଵର୍ଗରୁ,ଦୟାରେ ମୁକ୍ତ କରିଲେ ସେ ମୋତେ ପାପରୁ (ଘୋଷା)ସେ ସ୍ବର୍ଗ-ସୁଖ ଛାଡ଼ିଲେ, ସତ୍ୟ ମନୁଷ୍ୟ ହୋଇଲେ,ସେ ମନୁଷ୍ୟ ଓ ଈଶ୍ଵର ସତ୍ୟ ଅବତାର |୧| ଈଶ୍ଵରଙ୍କ ବିଷୟରେ ସେ ସତ୍ୟତା ଶିଖାଇଲେ,ଯେ ତାଙ୍କୁ ଏବେ ମାନଇ ସେ ଜ୍ଞାନୀ ହୁଅଇ |୨| ମୁଁ ଥିଲି ପାପିଷ୍ଠ ଲୋକ, ସେ କଲେ ମୋତେ ଧାର୍ମିକ,ସେ ବଡ଼ ଦୁଃଖ ସହିଲେ, ମୋ ଦଣ୍ଡ ପାଇଲେ (ଯୀଶୁ) |୩ । ସେ ମୋର ପାଇଁ ମରିଲେ, ମୋ ବଦଳି […]

Jisu mu tumaku hrude rakhibi

ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା କରିବିସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)ତୁମ ନାମ ଭଜୁଥିବି…..ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା କରିବି…=୦= ତୁମ ପ୍ରେମ ମୁଁ ସ୍ମରିବିତୁମ ଗୁଣ ମୁଁ ଗାଇବିତୁମ ସେବା ମୁଁ କରିବିତୁମ ଆଜ୍ଞା ମୁଁ ମାନିବିପ୍ରାତଃ କାଳରେ ଦିବା ରଜନୀରେ (୨ଥର)ପ୍ରାର୍ଥନାରେ ଜାଗି ରହିବି…..ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା କରିବି…=1= ତୁମ ରବ ମୁଁ ଶୁଣିବିତୁମ […]

ketebele chalijiba jibana

କେତେବେଳେ ଚାଲିଯିବ ଜୀବନକେତେବେଳେ ଉଡ଼ିଯିବ ପରାଣଜୀବନ ଚାଲି ଯିବା ଆଗରୁପରାଣ ଉଡ଼ି ଯିବା ଆଗରୁଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନକେତେବେଳେ ଚାଲିଯିବ ଜୀବନ ….=୦= ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବଏ ଜୀବନ ବାଟ ଦିନେ ଠିକଣା ହରାଇବଆଜି ଅଛି କାଲି ନାହିଁ ମଣିଷ ଜୀବନଏଇ ଅଛି ଏଇ ନାହିଁ କୁହୁଡ଼ି ସମାନଏହି ହେତୁ କ୍ରୁଶ ପାଶେ ନେବା ଶରଣକେତେବେଳେ […]

Kampi uthe e dhara dhama

କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦= ସୃଷ୍ଟି କାଳାବଧି ଯାହାଙ୍କ ବିଷୟଧର୍ମ ଶାସ୍ତ୍ରେ ଥିଲା ଲିଖିତପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତକଲେ ତାହା ସଫଳିକୃତପିତାଙ୍କ ଆଦେଶମାନମାନିଲେ ଯୀଶୁ ରାଜନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦ ସରଗର ଦୂତ ହୋଇ ଉପସ୍ଥିତକହିଲେ ନ ହୁଅ ଭୟାର୍ତ୍ତଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତପାପ ତାପ […]

emiti pape budi thibu kete dino

ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଭଜିବୁ ଯୀଶୁ ନାମକେବେ କରିବୁ ତାଙ୍କ ଧ୍ୟାନଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦= ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳାଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳାବଦଳାଇ ଦେ ନିଜକୁ ଥାଉ ଥାଉ ବେଳାନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳାଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)କେବେ ସଜାଡିବୁ ମନକେବେ ହେବୁ […]

Pilaankara bondhu jone

ପିଲାଙ୍କର ବନ୍ଧୁ ଜଣେ ଅଛନ୍ତି ସ୍ୱର୍ଗରେ, ବନ୍ଧୁ ତାଙ୍କ ସମାନ ନାହିଁ ସଂସାରରେ; ପ୍ରେମ ଥାଏ ତାଙ୍କର ସମାନ ରୂପରେ, ନୁହଇ ତା ବିକାର କୌଣସି କାଳରେ    । ୧ । ପିଲାଙ୍କ ପାଇଁ ବିଶ୍ରାମ ଅଛି ସ୍ୱର୍ଗପୁରେ, ଅତୁଲ୍ୟ ସେ ବିଶ୍ରାମ ନାହିଁ ତା ପରିରେ; ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ଥ ।ଏ ଯା ମନରେ, ସେ ପିଲା ସେ ବିଶ୍ରାମ ଭୋଗିବ ସ୍ୱର୍ଗରେ    । ୨ । ପିଲାଙ୍କର ପାଇଁ ଗୃହ ଅଛି ସ୍ୱର୍ଗପୁରେ, […]

sano sano pilanku jishu-premo karanti

ସାନ ସାନ ପିଲାଙ୍କୁ   ଯୀଶୁ ପ୍ରେମ କରନ୍ତି; ଡାକି ନେଇ ତାହାଙ୍କୁ  ଆପେ କୋଳେ ଧରନ୍ତି  ଏବେ ମୋ ପାଇଁ     ପ୍ରେମ ଦେଖାଇ ମୋ ପାଶେ ଥାଇ    ସେ କୃପା କରନ୍ତି । । ୧ ।   ଯୀଶୁ ପାଶେ ଏଠାରେ           ଯେତେ ପିଲା ଯାଆନ୍ତି; ଦେହ ପୁଣି ଆତ୍ମାରେ ଆଶୀର୍ବାଦ ପାଆନ୍ତି । ୨ । ପାପୀ ପାଇଁ କ୍ରୁଶରେ ଯୀଶୁ ଦୁଃଖ ସହିଲେ, ଆପଣାର ଦେହରେ ପାପ ଭାର ବହିଲେ । ୩ । […]

dipti prakasha ehi sangsare

ଦୀପ୍ତି ପ୍ରକାଶ          ଏହି ସଂସାରେ ତାରାଗଣ ଯେହ୍ନେ    ଅନ୍ଧକାରରେ; ମାନିବା ଏ ଆଜ୍ଞା     ପ୍ରଭୁ ବଳରେ ମୁହିଁ ଏହିଠାରେ      ତୁ ସେଠାରେ । ୧ । ଦୀପ୍ତି ପ୍ରକାଶ          ଯୀଶୁ କହନ୍ତି, ନିସ୍ତେଜ ପ୍ରଦୀପ      ଦୁଃଖେ ଦେଖନ୍ତି; ହୋଇବା ଉଜ୍ଜ୍ୱଳ      ସବୁ କାଳରେ ମୁହିଁ ଏହିଠାରେ      ତୁ ସେଠାରେ । ୨ । ଦୀପ୍ତି ପ୍ରକାଶ          ଯେହ୍ନେ ଦର୍ପଣ ଦୀପ୍ତିମାନ ହୁଏ       ପାଇ କିରଣ; ହେଉଁ ତେଜୋବାନ   ପ୍ରଭୁ ତେଜରେ ମୁହିଁ ଏହିଠାରେ      ତୁ ସେଠାରେ         । […]

he pilagana karucha ki jishunku prema

ପ୍ରଶ୍ନ :      ହେ ପିଲାଗଣ ! କରୁଛ ଯୀଶୁଙ୍କୁ କି ପ୍ରେମ ? । ଘୋଷା । ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର ନ ଦିଶଇ, ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ ।    ହଁ, ସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ, ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ    । ୨ ।    ହଁ, ସେ ପିଲାମାନଙ୍କୁ ନରକୁ ତାରିବାକୁ, ନିଜ ଜୀବନ ଦେଲେ, […]

aso aso pila mane

ଆସ, ଆସ ପିଲାମାନେ ଗାଇବା ଆନନ୍ଦରେ; ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ ।    ସଦାବେଳେ ସମାନ ଥ ।ନ୍ତି ସେ ଦୟାବାନ । ଜୀବନର ଶେଷ ଯାଏ ଦେହ ପୁଣି ଆତ୍ମାରେ; ଆଶୀର୍ବାଦ ଯେତେ ଥାଏ ଦିଅନ୍ତି ବାହୁଲ୍ୟରେ । ୨ । ପାପୀମାନଙ୍କୁ ଅନାଇ ଦୟାପୂର୍ଣ୍ଣ ଚିତ୍ତରେ; ପାପଠାରୁ ମୁକୁଳାଇ ନେଲେ ମୁକ୍ତି ମାର୍ଗରେ । ୩ । ଯୀଶୁ ପାପ ଭାର ନେଲେ ଆପଣାର ଦେହରେ; ଏଣୁ […]