probhu jishu somaano tribhubone otte ki

ପ୍ରଭୁ ଯୀଶୁ ସମାନ ତ୍ରିଭୁବନେ ଅଟେ କି ? କେବା ତାହାଙ୍କର ସଙ୍ଗେ ହେବ ସରିକି ? ଉପମାରହିତ ଅନାଦି ଅନନ୍ତ, ଉପାମା ଦେଇ କେ ବର୍ଣ୍ଣିପାରେ କି ? । ଘୋଷା ।    ସେ ମହାମହିମା-ସାଗର ମହାପରାକ୍ରମୀ ଅମର ଈଶ୍ୱର କୁମର ଧରି କଳେବର ହେଲେ ଅବତାର, ଦୟାରେ ଅଇଲେ ମର୍ତ୍ତ୍ୟପୁରୀକି ।ା    ତାଙ୍କ କର୍ମ ଆଶ୍ଚର୍ଯ୍ୟ ଅତି, ସମୁଦ୍ରରେ ସେ କଲେ ଗତି, ଅନ୍ଧେ ଦେଲେ ଦୃଷ୍ଟି ଆଜ୍ଞା ମାତ୍ର ଦେଇ […]

bhuli paaribikise priyo jishu mukho

ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖ ଯାହା ବିରହେ କ୍ଷଣେ ଫାଟିଯାଏ ବୁକ ? । ଘୋଷା । ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନ ଅନ୍ଧାର ଦିଶୁଥାଏ ତ୍ରିଭୁବନ, (ଆହା) ସେହି ମୋ ଚାରୁମୁଖ, ହରେ ଗୋ ସବୁ ଦୁଃଖ, ପାଇ ତାହାଙ୍କୁ ପାଏ ଶାନ୍ତି ସୁଖ । ୧ ।    ସଂସାରେ ପଡ଼ିଯାଏ ମୁଁ ଘୂର୍ଣ୍ଣିବାତେ, ଉଠାନ୍ତି କି ସୁହାଗେ ଧରି ହାତେ, ( ଆହା) ଭୁଲିଯାଏ କଷଣ, […]

probhu jishu poraye kehi

ପ୍ରଭୁ ଯୀଶୁ ପରାଏ କେହି, ତାଙ୍କ ସମାନ କେ ଅଟଇ । ଘୋଷା । ଯା’ ରେ ଅଛି ଦୟା ପୂରି ସମୁଦ୍ର ପରି, କି ଦେବି ତା’ର ଉପମା ଯା’ର ଅଶେଷ ମହିମା, ଦୟା ପ୍ରକାଶି ବୁଲିଲେ ନଗର ସାହି । ୧ । କଲେ ନାନାବିଧ ଅତି ଆଶ୍ଚର୍ଯ୍ୟ କର୍ମ, କୁଷ୍ଠୀ ବଧିରାଦି ଯେତେ ସୁସ୍ଥ କରିଲେ ସେ କେତେ, ଆଜ୍ଞାମାତ୍ରକେ ମଲା ଯେ କଥା କହଇ । ୨ ।    କେ […]

no tejo probhu mu dino jana

ନ ତେଜ ପ୍ରଭୁ, ମୁଁ ଦୀନ ଜନ; କହିଅଛ, “ନ ଛାଡ଼ିବା କଦାଚନ” । ଘୋଷା । ପାପପୂର୍ଣ୍ଣ ଏ ସଂସାର,              ପାପରେ ଘୋର ଅନ୍ଧାର ପ୍ରାଣ ହୁଏ ଦେଖି ଥର ଥର; ହସ୍ତ ଧରି କର ସ୍ଥିର, ବିଶ୍ୱାସ ହେଉ ସବଳ ବିଶ୍ୱାସେ ମୁଁ ପଶୁଛି ଶରଣ । ୧ । ଦୁଃଖ ଶୋକ ଭୟ ରୋଗ        ଘେରିଲେ ମୋ ଚତୁର୍ଦ୍ଦିଗ, ସେ କାଳେ ଦୟାରେ ପ୍ରଭୁ ରଖ; ନୋହିଲେ ନିରାଶେ ବୁଡ଼ି         ଯିବି ଧର୍ମ […]

jishu hai suni tobo protigyaa bochono

ଯୀଶୁ ହେ, ଶୁଣି ତବ ପ୍ରତିଜ୍ଞା ବଚନ  କେଡ଼େ ଭରସା ପାଇଲି ମନେ ମୁଁ ଏକ୍ଷଣ । ଘୋଷା । ବୁଡ଼ି ନିରାଶ-ସାଗରେ ଥିଲି ବିଚାରି ମନରେ ଆଉ ନାହିଁ ଉପାୟ ମୋହର, ପାପ ମୋହର ଅଗଣ୍ୟ ସତେ କି ହେବ ମାର୍ଜନ ? ନିଶ୍ଚୟ ଭୋଗିବି ମୁହିଁ ନରକ ଯାତନ । ୧ ।    ତୁମ୍ଭ ଅମୂଲ୍ୟ ବଚନ କରନ୍ତେ କର୍ଣ୍ଣେ ଶ୍ରବଣ ଆନନ୍ଦେ ନାଚି ଉଠିଲା ମନ, ଯେଣୁ ସେହି ନିମନ୍ତ୍ରଣ ଅଟେ […]

no paasoro tanku mono n paasoro kodaachana

ନ ପାସୋର ତାଙ୍କୁ ମନ, ନ ପାସୋର କଦାଚନ, ଯେଉଁ ପ୍ରିୟତମ ମିତ୍ର ତୋ ପାଇଁ ଦେଲେ ଜୀବନ । ଘୋଷା । କରିବାକୁ ଧନବାନ   ହେଲେ ମୋ ପାଇଁ ନିର୍ଦ୍ଧନ, ମୁହିଁ ଅତି ଦୀନହୀନ  କି କରିବି ପ୍ରତିଦାନ   ା ୧ । ବହିଲେ ମୋର ଦୂରିତ,             ହେଲେ ମୋ ପାଇଁ ଲଜ୍ଜିତ, ଢାଳିଲେ ନିଜ ଶୋଣିତ,             ଆହା କି ବିଚିତ୍ର ପ୍ରେମ     ା ୨ । ମୋତେ ଦେବାକୁ ଜୀବନ        ଭୋଗିଲେ […]

he mono moro no paasoro

ହେ ମନ ମୋର, ନ ପାସୋର ନ ପାସୋର ତାଙ୍କୁ । ଘୋଷା ।    ଯେଉଁ ପ୍ରିୟ ବନ୍ଧୁ ମୋ ଦୁଃଖ ସନ୍ତାପ, ଭୋଗିଥିଲେ ମୋର ପାପ ଅଭିଶାପ, ଆଉ ମୋ ବଦଳେ ଜୀବନ ତେଜିଲେ, ପାସୋରି ଯିବି କି ତାଙ୍କୁ ?         ା ୧ । କରିବାକୁ ମୋତେ ପାପୁଁ ପରିଷ୍କାର ଢାଳିଲେ ଆପଣା ଅମୂଲ୍ୟ ରୁଧିର, କଲେ ଶୁଭ୍ରବର୍ଣ୍ଣ ହିମ ସରିସମ, ପାସୋରି ଯିବି କି ତାଙ୍କୁ ? । ୨ ।  […]

khriste deho praano samarpino kaatibi mu dino

ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି ମୁଁ ଦିନ । ଘୋଷା । କରିବାକୁ ମୁଁ ଏସନ  ସେ କରି ସ୍ୱ ରକ୍ତ ଦାନ ତଦ୍ଦ୍ୱାରା କିଣି ଅଛନ୍ତି ମୋହର ଏ ଦେହ ପ୍ରାଣ         ା ୧ ।    ଏଣୁ ଖ୍ରୀଷ୍ଟେ ଦେହ ପ୍ରାଣ          ସମର୍ପିଣ ପ୍ରତିଦିନ ଲୋଡ଼ିବି ତାଙ୍କ ସମ୍ଭ୍ରମ ହୋଇ ଅତି ଯତ୍ନବାନ          ା ୨ ।    ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ       ପାପ କ୍ଷିତି ଶୟତାନ  କେହି ମୋର କ୍ଷତି […]

jishu tobo srimohima prokaasho muhin

ଯୀଶୁ, ତବ ଶ୍ରୀମହିମା ପ୍ରକାଶ ମୁହିଁ କରିବା ପାଇଁ ଉଦ୍‌ଯୋଗୀ କରାଅ ତବ ଇଚ୍ଛାନୁଯାୟୀ । ଘୋଷା । ତୁମ୍ଭ ଅମୂଲ୍ୟ ରକ୍ତରେ            ମୁଁ ହୀନ କିଣା ହେବାରେ ନିଜ ଦେହ ଆତ୍ମା ଆଉ ମୋର ନୁହଇ । ୧ । କର୍ମରେ କି ବଚନରେ,              ଯାହା ଯାହା ମୁହିଁ କରେ କରିବି ଯେସନେ ତବ ମହିମା ପାଇଁ । ୨ । ଯେବେ କିଛି ସୁବିଷୟ            ମନରେ ହୁଏ ଉଦୟ କରିବି ଯେସନେ ତବ ଶାସ୍ତ୍ରକୁ […]

jishu tumbhe sribodono kebe netre darshana

ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ ? । ଘୋଷା । ଏ ଭୁବନେ ମୋ ନୟନ          କଲା ଯେତେ ବିଲୋକନ, ସର୍ବ ଅସାର ସ୍ୱପନ,          ତହିଁ ନୋହିଲା ତୃପ୍ତ ମୋ ମନ । ୧ । ଦେଖି ତୁମ୍ଭ ଶ୍ରୀବଦନ ତୃପ୍ତ ହେବ ମୋର ମନ, କି ଆନନ୍ଦ ହେବ ଜନ୍ମ,               ତାହା କେ କରିବ ନିବାରଣ      ା ୨ । ମୋର ପାଇଁ ଦେଲେ ପ୍ରାଣ,      କି ଦେବି ମୁଁ ପ୍ରତିଦାନ ? […]