ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର anao thare krusha upare

ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀରମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା) ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧| ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨| ସୂଚୀମାଳାକୁ ଫେରନ୍ତୁ

ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ atulaniya prema jishu dekhaila

ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦| ଦେଖାଇଲ ପ୍ରଭୁ ମୁକତିର ପଥକାଲବରୀ ଚୂଳେ ହୋଇଲା ହତଝରିଗଲା ପ୍ରଭୁ ଝର ଝର ହୋଇତୁମ ତପିତ ରୁଧୁର ଧାର,ଆହାର ଦେଲ ପ୍ରଭୁ ଗୋ ଏ ଜୀବନରେ (୨ଥର)ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ …. |୧| ତ୍ୟାଗକଲ ପ୍ରାଣ ହେ ବିଶ୍ଵନାଥଜଗତେ ଖୋଲିଦେଲ ମୁକତିର ପଥମୃତ୍ୟୁ ନାହୁଡ଼ ଭାଙ୍ଗି ଦେଇ ପ୍ରଭୁହୋଇଥୁଲ ତୁମେ ପୁନରଥିତ,ସ୍ଵର୍ଗଦ୍ଵାର ଖୋଲିଲ […]

kete bhala mara prabhu jishu hai

କେତେଭଲ ମୋର ପ୍ରଭୂ (ଯୀଶୁହେ)କେତେ ଭଲ ମୋର ପ୍ରଭୁ … |୦| ତୁମେ ମୋ ମେଷପାଳକ (ଯୀଶୁହେ)ତୁମେ ମୋ ମେଷପାଳକ … |୧| ତୁମେ ମୋ ବିଶ୍ୱାସ ଭୂମି (ଯୀଶୁହେ)ତୁମେ ମୋର ବିଶ୍ବାସ ଭୂମି … |୨| ତୁମେ ମୋର ବିଶ୍ୱାସ ବାୟୁ (ଯୀଶୁହେ)ତୁମେ ମୋର ବିଶ୍ବାସ ବାୟୁ .. |୩| ତୁମେ ମୋ ଜୀବନ୍ତ ଜଳ ( ଯୀଶୁହେ)ତୁମେ ମୋ ଜୀବନ୍ତ ଜଳ… |୪| ତୁମେ ମୋର ସବୁରେ ସବୁ (ଯୀଶୁହେ)ତୁମେ ମୋର ସବୁରେ ସବୁ… […]

ame rakte krita tanka rakte dhouta ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତ

ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତଯୀଶୁଙ୍କ ଅମୁଲ୍ୟ ରକ୍ତରେ,ଆମେ ସବୁ ଏକ ସାଧୁଙ୍କ ସହିତଯୀଶୁଙ୍କ ଅମୀୟ ପ୍ରେମରେ,ଆମେ ସବୁ ମେଷ ଗୋଟିଏ ପଲରଏକ ହିଁ ବିଶ୍ବାସ, ଏକ ପରିବାରଯୀଶୁ ହିଁ ପାଳକ ଆମରହାଲୁଲୁୟା … ହାଲିଲୁୟା … ହାଲୁୟା … ହାଲିଲୁୟାଯୀଶୁ ହିଁ ପାଳକ ଆମର … ୨ଥର (ଘୋଷା) ଏକ ଶରୀରେ ଆମେ ସଂଯୁକ୍ତଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ,ସ୍ଵର୍ଗ ଆମ ଚିର ଦିବ୍ୟ ଧାମ … (୨ ଥର)ଆମେରେ ସଭିଏଁ ମନୋନୀତଆମେ ନିମନ୍ତ୍ରିତ… ଆମେ […]

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ ananta jibana rahichi jishunka krusha

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେଚାଲିଯିବା ସେ ପଛେ ଚାଲିବା (ଘୋଷା) ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)ଆସ ଯିବା ସାନ୍ବନା ଲଭିବା .. |୧| ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨| ସୂଚୀମାଳାକୁ […]

tumari pabitra muratire gadithila

ତୁମରି ପବିତ୍ର ମୁରତିରେ ଗଢ଼ିଥିଲ ମୋତେ ଧରଣୀରେହରାଇ ବସିଲି ସ୍ୱେଚ୍ଛାଚାରେପ୍ରିୟ ଯୀଶୁ ମୋ ଲାଗି କୁଶପରେ … (ଘୋଷା) ସଂସାର ପଥ କଣ୍ଟକ ସିନାଚଉଦିଗେ ଦିଶେ ଘୋର କାଳିମାନାହିଁ ଭରସା ତୁମରି ବିନାପ୍ରିୟ ଯୀଶୁ ମୁଁ ଯେ ରୁରେ କିଣା … |୧| ସ୍ଵାଧୂନତା ମମ ତମ ପଦେସମରପେ ପ୍ରଭୁ ଭକ୍ତି ଚିରେମୋର ବୋଲି ଆଉ ନାହିଁ ଭବେପ୍ରିୟ ଯୀଶୁ ଜଳାଅ ତୁମ ଇଙ୍ଗିତେ … |୨| ତୁମ ଇଙ୍ଗିତେ ଯୀଶୁ ତୁମ ଇଙ୍ଗିତେପ୍ରିୟ ଯୀଶୁ ଚଳାଅ […]

ahe pabitra atma iswara rasanare

(ସ୍ଵର-ତୁମି ନିଶିଭରେ ଏଷ ଯୀଶୁ) ଆହେ ପବିତ୍ରଆତ୍ମା ଇଶ୍ବର ରସନାରେରାଜ ରସନାରେ ତବ ଏ ମନ୍ଦିରେ (ଘୋଷା) ବସିଅଛୁ ତବ ପୟରେ,ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ, ୨ ଥର (ଆମେ)କର ଅପୃଷ୍ଠାନ ନାଶି ପାପତମ,କଳି ଉଠୁ ହୃଦୟ ଭକ୍ତି ଭରେ … |୧| ତୁମେ ଜ୍ୟୋତି ତୁମେ ଶକତି,ତୁମେ ମୁକ୍ତି ତୁମେ ଜୀବନ, ୨ଥର (ପ୍ରଭୁ)ଜାଳ ପ୍ରେମାନଳ ଉଠୁ ଭକତି ରୋଳ,ପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ… |୨| ଭକ୍ତି ପ୍ରୀତି ଅମିୟ ଜଳେ,ଦିଅ ଭରି ସର୍ବ ଅନ୍ତରେ, […]

dina bandhu more chahi katakhyare

ଦୀନବନ୍ଧୁ ମୋରେ ଚାହିଁ କଟାକ୍ଷରେ,ଦୁଃଖ ମୋହରି ନେଇ ସୁଖ ଦିଅ ବାରେ (ଘୋଷା) ଶାନ୍ତି ମୋ ଅନ୍ତରେ ଦିଅ ନିରନ୍ତରେପୂର୍ଣ୍ଣ କର ମନ ପ୍ରେମ ଆନନ୍ଦରେ … |୧| ପଡ଼ିଛି ସଂସାରେ ଘୋର ବିପଦରେତୁମ୍ଭ ବିନୁ ରକ୍ଷା ନାହିଁ କାହାଠାରେ .. |୨| ତୁମେ କୃପା ସିନ୍ଧୁ ଦୀନ ପାପୀର ବନ୍ଧୁଢ଼ାଳ କୃପା ବିନ୍ଧୁ ମୋ ମରୁ ଜୀବନରେ … |୩| ସଦା ସଙ୍ଗେ ଥାଅ ସ୍ବପୁରକୁ ନିଆମାଗୁଛି ଏ ବର ଯୀଶୁଙ୍କ ନାମରେ … |୪| […]

moro jibana sampati gyananjana

ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତିଧନ୍ୟ ଧନ୍ୟ ଯୀଶୁ ନିଖିଳ ପତି …. |୧| ମୋର ମୁକତି ପସରା ପ୍ରାଣପତି ଚିଉଚରାଧନ୍ୟ ଧନ୍ୟ ଯୀଶୁ ସନ୍ତାପ ହରା … |୧| ମୋର ପରମ ରକ୍ଷକ ପଥ ସତ୍ୟତା ଚାଳକଧନ୍ୟ ଧନ୍ୟ ଯୀଶୁ ଦୁଃଖ ହାରକ … |୨| ମୋର ମଙ୍ଗଳ ଦାୟକ ମହିମାମୟ ତାରକଧନ୍ୟ ଧନ୍ୟ ଯୀଶୁ ପାପ ବାହକ … |୩| ମୋର ମସ୍ତକ ଭୂଷଣ ମୁକୁଟ ମଣି ରତନଧନ୍ୟ ଧନ୍ୟ ଯୀଶୁ ମୋର ଜୀବନ […]

ahe priya bandhu parikara mote

ଆହେ ପ୍ରିୟବନ୍ଧୁପାରିକର ମୋତେ ଭବସିନ୍ଧୁ (ଘୋଷା) ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲମୋର ପାପେ ବଳି କୁଶେ ହେଲ ଝୁଲିତାରିବାକୁ ମୋତେ ପାପ ଫାନ୍ଦୁ .. |୧| ତବ ବିନା ତରୀ ନାହି ମୋର ତରିବାକୁ ପାପ ପାରାବାରତମେ ତ ସରେ ଏକମାତ୍ର ତରୀ ପତିତପାବନ ପାପୀ ବନ୍ଧୁ … |୨| ଖାଅ ନାହିଁ କେହି ଗତିପଥେ ବସିଛି ମୁଁ ଚାହିଁ ଭିକ୍ଷା ଘାଟେଆହେ ତ୍ରାଣତରୀ ଶୀଘ୍ର କର ପାରିଶୁଭେ କ୍ଷରଇ ମୋ ନେତ୍ର […]