aahe priyo probhu tumbho chhaamuru
ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ, କେଉଁଠାକୁ ଯିବି ତୁମ୍ଭ ଦୃଷ୍ଟିରୁ ? ମୋର ଦୁର୍ବଳ ପାପୀଷ୍ଠ ଚରଣ, କେଉଁଠାକୁ ବା କରିବି ଗମନ ? ନାହିଁ ଅନ୍ୟ ପଥ, ତୁମ୍ଭେ ମୋ ଜୀବନ ମୋ ପ୍ରାଣନାଥ । ୧ । ଯେତେବେଳେ ପାପ ହୋଇ ପ୍ରବଳ, ଉଠିବ ପ୍ରଚଣ୍ଡ ଢେଉ ଆକାର, ଘୋର ଭୟ କରିବ ଆଚ୍ଛାଦନ, ଆକାଶେ ଯେହ୍ନେ ମେଘ କୃଷ୍ଣବର୍ଣ୍ଣ, ସେହିକାଳେ ମୋତେ, କେହୁ ନେବ ଶାନ୍ତି ନଦୀର ତଟେ […]
aahe jishu jibi tumbho binaa ka thaare
ଆହେ ଯୀଶୁ, ଯିବି ତୁମ୍ଭ ବିନା କା’ଠାରେ ? ଅନନ୍ତ ଜୀବନ ତୁମ୍ଭଠାରେ । ଘୋଷା । ତୁମ୍ଭେ ପାପ-ତାପ ହର୍ତ୍ତା ଅଦ୍ୱିତୀୟ ତ୍ରାଣକର୍ତ୍ତା, ନାହିଁ ଆନ ତୁମ୍ଭ ବିହୁନରେ । ୧ । ତୁମ୍ଭେ ପରମ ବୈଦ୍ୟ, ପାପ-ରୋଗ ତୁମ୍ଭ ସାଧ୍ୟ, ମୁହିଁ ପୀଡ଼ିତ ମହା ବ୍ୟାଧିରେ । ୨ । ତୁମ୍ଭେ ହେ ଅଟ ମୋହର କୋଣ ପ୍ରଧାନ ପଥର, ମୋ ଭରସା ଗୁନ୍ଥା ତହିଁପରେ । ୩ । ତୁମ୍ଭେ ହେ ଅଟ […]
bharasa kehi nahi e sansare
ଏହି ବର ମାଗୁଛି ସଦାବେଳେ । ୩ । ସୂଚୀମାଳାକୁ ଫେରନ୍ତୁ
krupaa drusti re jishu onaao mo proti
କର ପରିଷ୍କାର ତୁମ ଅମୂଲ୍ୟ ରୁଧିରେ । ୫ । ସୂଚୀମାଳାକୁ ଫେରନ୍ତୁ
aaha kede korunaa helaa moro upore
ପାଇଛି ଏସବୁ ମୁହିଁ ଖ୍ରୀଷ୍ଟ-ପ୍ରାୟଶ୍ଚିତ୍ତରେ । ୬ । ସୂଚୀମାଳାକୁ ଫେରନ୍ତୁ
kede ananda janmayi swarga pure
ସେ ଦିନ ଆନନ୍ଦ ଗାନ ହୁଏ ସ୍ୱର୍ଗରେ । ୪ । ସୂଚୀମାଳାକୁ ଫେରନ୍ତୁ
kimpaa no phero paapu
କିପାଁ ନ ଫେରୁ ପାପୁଁ ଆହେ ବନ୍ଧୁ ଏହିକ୍ଷଣ ? ଯାଉଛି ଶୁଭ ସମୟ ତୁମ୍ଭ ନିକଟୁ ବହନ । ଘୋଷା । ପାପ କର୍ମର ଏ ଫଳ ଅନନ୍ତ ନରକାନଳ ସବୁ ପାପୀ ଦୂରାଚାରୀ ଭୋଗିବେ ଘୋର ଯାତନ । ୧ । ଦେଖ ମନ ବିଚାରିଣ ନରକ କେମନ୍ତ ସ୍ଥାନ ! ସଦା ଦୁଃଖ, ନାହିଁ ସୁଖ ଲେଶମାତ୍ର ଭୋକ୍ତମାନ । ୨ । କିପାଁ ଆହେ ପାପୀ ଭାଇ ଆତ୍ମାକୁ ପାପେ ହଜାଇ […]
khristonko bhojono binaa golaa dino bohi
ଖ୍ରୀଷ୍ଟଙ୍କ ଭଜନ ବିନା ଗଲା ଦିନ ବହିରେ । ଘୋଷା । ନାନା ମନ୍ଦ କର୍ମ କରୁ ପାପ ବୋଲି ନ ବିଚାରୁ, ଦେଖ ପ୍ରଖର ଅନଳ ନରକ ଜ୍ୱଳଇରେ । ୧ । ଧୂଳିରୁ ଉତ୍ପନ୍ନ ହୋଇ ଧୂଳିରେ ଯିବୁ ମିଳାଇ, ଆତ୍ମା ଛାଡ଼ିଗଲେ କେହି ସଙ୍ଗୀ ହେବେ ନାହିଁରେ । ୨ । ଆରେ ମନ ଶୀଘ୍ର ଶୀଘ୍ର ଆତ୍ମାର ପାପର ଦାଗ, ଖ୍ରୀଷ୍ଟଙ୍କ ରକ୍ତ ଦାନରେ ପକାଅ ତୁ ଧୋଇରେ । ୩ […]
kaha thaaku probhu jibi kaa thaku
କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ? ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । ଘୋଷା । ତୁମ୍ଭେ ଅମରେଶ୍ୱରଙ୍କ ତନୟ, ମର୍ତ୍ତ୍ୟପୁରେ ହୋଇଅଛ ଉଦୟ, ଏହା ପ୍ରତ୍ୟୟରେ ଜାଣେ ନିଶ୍ଚୟରେ, ତେବେ କିପାଁ ଯିବି ମୁଁ ଅନ୍ୟଠାକୁ ? । ୧ । ଆରୋଗ୍ୟକାରୀ କିରଣବିଶିଷ୍ଟ, ଉଦୟ ହୋଇଛ ତୁମ୍ଭେ ହେ ଖ୍ରୀଷ୍ଟ, ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, ଯିବି କି […]
dekho probhu jishu khristo porire
ଦେଖ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିରେ ନ ମିଳଇ ତ୍ରାଣକର୍ତ୍ତା ସଂସାରେ, କେହି ନାହିଁ କରି ତାଙ୍କ କ୍ରିୟା ପାରି ଜଗତ ଜନଙ୍କ ମଧ୍ୟରେ । ଘୋଷା । ସେ ଦୟା ସାଗର ଈଶ୍ୱର କୁମର ସ୍ୱର୍ଗୁ ଅଇଲେ ନରାକାରେ, ଭ୍ରମି ନାନା ଦେଶ ଦେଲେ ଉପଦେଶ ହିତ ଚେଷ୍ଟା କଲେ ନିତ୍ୟରେ । ୧ । ପାପୀଙ୍କ କାରଣ ହେଲେ ଦୀନହୀନ, ପ୍ରାୟଶ୍ଚିତ୍ତ କଲେ କ୍ରୁଶରେ, ପାପୀଙ୍କର ମହାପାପ ଋଣସବୁ ଶୁଝିଲେ ନିଃଶେଷ […]