kaha paase mu saahose hai

କାହା ପାଶେ ମୁଁ ସାହସେ ହେ ଯାଇପାରେ ଏ ଦୁର୍ଭାଗ୍ୟ କୁବେଶେ । ଘୋଷା । ତାଳୁ ତଳିପା ଯାଏ ସର୍ବାଙ୍ଗେ    ଘା ବ୍ରଣ ପୂରିଛି ମୋ ଅଙ୍ଗେ, ମୁହିଁ ଘୃଣିତ ଅଟେ ତା ବାସେ । ୧ । ଆଚ୍ଛାଦନ ନାହିଁ, ମୁଁ ଉଲଙ୍ଗ,       ରୂପ ମନ ମୋର ବିଭଙ୍ଗ, ଚଉଦିଗ ଘେରୁଛି ନିରାଶେ । ୨ । ଧର୍ମ କର୍ମ ନାହିଁ, ମୁଁ ଅଜ୍ଞାନ,       ପାପେ ବହିଗଲା ମୋ ଦିନ, ଦହି ହେଉଅଛି ପାପ […]

bhaya bhraanti kaahinki

ଭୟ ଭ୍ରାନ୍ତି କାହିଁକି ? ଯୀଶୁଙ୍କ ବଳେ ତୋ ବିଶ୍ୱାସ ନାହିଁକି ? ଯୀଶୁ ଦୟାର ସାଗର, ନରେଶ୍ୱର ଅବତାର, ବହି ତୋର ପାପ ଭାର ବଳୀକୃତ ନୋହିଲେ କି ?   ା ଘୋଷା । ତୋର ସର୍ବ ଦୂରିତ   ତାହାଙ୍କ ରକ୍ତେ ହୋଇଯିବ ମାର୍ଜିତ ମୃତକୁ ସେ ପ୍ରାଣ ଦେଲେ,         ଈଶ୍ୱରୀୟ କର୍ମ କଲେ, ମୃତ୍ୟୁର ବଳ ଭାଙ୍ଗିଲେ,             ଡରୁଛୁ ଆଉ କାହିଁକି ? । ୧ । ବନ୍ଧୁ ଜ୍ଞାତି ଛାଡ଼ିଲେ,  ଆତ୍ମୀୟ […]

bhito ki paayeen nitya biartha he

ଭୀତ କିପାଇଁ ନିତ୍ୟ ବିଅର୍ଥ ହେ ହୋଇଛି ଚିତ୍ତ ଯେବେ ମୋର ଖ୍ରୀଷ୍ଟେ ଅର୍ପିତ ହେ । ଘୋଷା । ବିଶ୍ୱସ୍ତ ସେହି ଦୟାରେ ଭୂଷିତ, ଭାଷିତ ବଚନ ଅଟଳ ଅନନ୍ତ; ହେଲେ ପର୍ବତ ପୃଥିବୀ ଅନ୍ତ, ତାଙ୍କ କୃପାକୁ ଅଜ୍ଞାତ       ା ୧ । ସମ୍ପୂର୍ଣ୍ଣ ବଳେ ସେହି ବଳବାନ, ସମାନ ହେବେ କି ଏ ଭୂବନ ଜନ; କେହୁ ସମର୍ଥ କରି କିଞ୍ôଚତ କ୍ଷତି ଯେ ଜନ ତାଙ୍କ ଆଶ୍ରିତ      ା ୨ । […]

ke debo dondaagya probhu mononito lokonku

କେ ଦେବ ଦଣ୍ଡାଜ୍ଞା ପ୍ରଭୁ-ମନୋନୀତ ଲୋକଙ୍କୁ ? କେ କରିବ ଅପବାଦ ଖ୍ରୀଷ୍ଟ-କ୍ରୀତ ସାଧୁଙ୍କୁ ? । ଘୋଷା ।    ତାଙ୍କ ପାପ ଈଶ୍ୱର କରନ୍ତି ବହୁ ଦୂର, ଧ ।ର୍ମିକ କରି ଗଣନ୍ତି ଖ୍ରୀଷ୍ଟ ହେତୁ ତାହାଙ୍କୁ । ୧ । ଖ୍ରୀଷ୍ଟ ଦେଲେ ଜୀବନ ପୁଣି ହେଲେ ଉତ୍ଥାନ, ସ୍ୱର୍ଗେ ପ୍ରାର୍ଥନା କରନ୍ତି ବିପଦୁଁ ତାରିବାକୁ । ୨ ।    ଖ୍ରୀଷ୍ଟ ଯେଉଁ ପ୍ରେମରେ ମରିଛନ୍ତି କ୍ରୁଶରେ, କେ ପାରିବ ତା’ […]

khriste mo biswaaso jebe huontaa susthiro

ଖ୍ରୀଷ୍ଟେ ମୋ ବିଶ୍ୱାସ ଯେବେ ହୁଅନ୍ତା ସୁସ୍ଥିର ଆହା କି ଆନନ୍ଦ ମନେ ଜନ୍ମନ୍ତା ମୋହର । ଘୋଷା । ପାପର ସ୍ମରଣ କଲେ ଭୟ ଜନ୍ମ କ୍ରୁଶ ପ୍ରତି କରି ଦୃଷ୍ଟି କରନ୍ତି ତା ଦୂର । ୧ ।    ସଂସାରର ପ୍ରେମ କଲେ ଆକର୍ଷଣ ଖ୍ରୀଷ୍ଟ ମୁଖ ଦେଖି ତାକୁ ମଣନ୍ତି ଅସାର । ୨ । ଦୁଃଖର ଲହଡ଼ି ପକାଇଲେ ମାଡ଼ି ନିଶ୍ଚେ ତାକୁ ଏଡ଼ି ପୁଣି ଉଠାନ୍ତି ମୁଁ ଶିର […]

dukho kaalo re kiye deyee paare purnaananda

ଦୁଃଖ କାଳରେ କିଏ ଦେଇପାରେ ପୂର୍ଣ୍ଣାନନ୍ଦ ମୋ ମନରେ ? । ଘୋଷା । ଯେଉଁକାଳେ ଘୋର ଦୁଃଖ ବଢ଼ି ଦେଖି ମନୁଁ ଯାଏ ସୁଖ ଉଡ଼ି ପାରେ ଯାଇ ମୁହିଁ ସେ କାଳରେ ସୁଖ ପାଇବାର ପାଇଁ କାହାର କତିରେ ?  ା ୧ ।    ଏହି ଅନିତ୍ୟ ଛାର ଜଗତ         ସୁତ ଦାରାଦି ଆବର ବିତ୍ତ ପାରିବେ କି ଦେଇ କିଞ୍ôଚତରେ ସୁଖ ଆହ୍ଲାଦ ମୋହରି ଦୁଃଖିତ ମନରେ !            ା ୨ […]

moro sorbo durdoshaa re jibi kaahaa thaku

ମୋର ସର୍ବ ଦୁର୍ଦ୍ଦଶାରେ ଯିବି ମୁଁ କାହାଠାକୁ ? କିଏ ହେବ ସୁପ୍ରସନ୍ନ ଦେଖି ମୋ ଦୁର୍ଦ୍ଦଶାକୁ ? । ଘୋଷା । ନାହିଁଟି ଅନ୍ୟାଶ୍ରୟ ହେବ ମୋର ସହାୟ, ସର୍ବ ଦୁଃଖେ ଅଗ୍ରସର ହେବି ଯୀଶୁ ଛାମୁକୁ । ୧ । ପାପୀ ପରମ ବନ୍ଧୁ ସେହି କରୁଣା ସିନ୍ଧୁ  ଯେ ଆସେ ତାଙ୍କ ଛାମୁକୁ ନ ତେଜନ୍ତି ସେ ତାକୁ । ୨ । ତାଙ୍କର ଶ୍ରୀ ବଦନ ସୁପ୍ରସନ୍ନ କିରଣ, ଉଦୟ ହୋଇଲେ […]

moro ashraa jishu charane

ମୋର ଆଶ୍ରା ଯୀଶୁ ଚରଣେ, ମୋ ପାପମୋଚନ ଶ୍ରୀମରଣେ । ଘୋଷା । ଯୀଶୁ ମୋର ତ୍ରାଣକର୍ତ୍ତା ପାପ ତାପ ଶାପହର୍ତ୍ତା, ଜନ୍ମିଥିଲେ ସେ ମଞ୍ଚ ଭୁବନେ । ୧ । ବଞ୍ଚାଇବାକୁ ପାପରୁ ଆଉ ବ୍ୟବସ୍ଥା ଶାପରୁ ଶାପଗ୍ରସ୍ତ ହେଲେ ମୋ କାରଣେ । ୨ । ମୋହର ପ୍ରତ୍ୟେକ ପାପ ହୋଇ କଣ୍ଟକ ସ୍ୱରୂପ ବିନ୍ଧିଥିଲା ତାଙ୍କୁ ଦେହ ପ୍ରାଣେ । ୩ । ପୁଣି ମୋର ଅବିଶ୍ୱାସ ହୋଇଣ ବର୍ଚ୍ଛା ସଦୃଶ ବିନ୍ଧିଥିଲା […]

jishu sarana mu dharibi kebe hai mu no chadibi

ଯୀଶୁ ଶରଣ ମୁଁ ଧରିବି, କେବେ ହେଁ ମୁଁ ନ ଛାଡ଼ିବି, ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା । ଯେତେ ରୂପେ ନିଜେ ଉପାୟ କରିଲି, ମନକୁ ସାଧି ନ ପାରିଲି, ମନ୍ଦମତି ଦୁଃଖ ଦେଲା ନିତି ନିତି, ଆଉ ସହି ମୁଁ ନ ପାରିଲି । ୧ ।    ତୃଷାକୁ ଲବଣ ଅମ୍ବୁ ଯେଉଁମତେ, ପୂଣ୍ୟକର୍ମ ହେଲା ସେମତେ, ଅଶାନ୍ତ ମନ ତ ଶାନ୍ତି ନ […]

jishu baare su nayanare mo proti

ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ ପ୍ରସନ୍ନରେ, ଆସୁଅଛି ମୁଁ ଶ୍ରୀ ଛାମୁରେ ଖେଦିତ ମନରେ; ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ? ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୧ । ପାପ ମୋହର ଅଗଣିତ         ଅଟଇ ମୁଁ କ୍ରୋଧର ପାତ୍ର, ନରକେ ହେଲେ ମୁଁ ଦଣ୍ଡିତ ହେବ ତା’ ଉଚିତ; ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ […]