କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ kara aahe naragana ishwaranka guno gaano
କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ ା ଘୋଷା । ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ, ହୁଅ ସର୍ବ ପ୍ରାଣୀ ଭୀତ କର ତାଙ୍କ ଆରାଧନା ା ୧ । ସେହି ସର୍ବ ପରିତ୍ରାତା ସେ ମହା ମଙ୍ଗଳଦାତା, ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା ା ୨ । ସେହି ପ୍ରଭୁ ସର୍ବଜ୍ଞାତା ଜାଣନ୍ତି ମନର କଥା, ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ […]
mono kara probhu stobo gaano pujaa
ମନ, କର ପ୍ରଭୁ ସ୍ତବ ଗାନ ପୂଜା; ସେ ମହାମହିମ ସର୍ବଶକ୍ତିମାନ ଗୌରବବିଶିଷ୍ଟ ରାଜା । ଘୋଷା । ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ, କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ । ୧ । ପ୍ରଭୁ ସ୍ତବ କର ଆରେ ମନ ମୋର, ସେ କଲେ ତବ ସୃଜନ, ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ । […]
ମନ, ହେଜିରେ ପ୍ରଭୁ କୃପା ସଦା ଭାବ mono heji re probhu krupaa soda bhaabo
ମନ, ହେଜିରେ ପ୍ରଭୁ କୃପା ସଦା ଭାବ, କରି ଧନ୍ୟବାଦ ହୋଇ ଆହ୍ଲାଦିତ ନିରବଧି ତାଙ୍କୁ ସେବ । ଘୋଷା । ସେ ତୋହର ପାପ କରନ୍ତି ମାର୍ଜ୍ଜନା, ନାଶନ୍ତି ତୋ ରୋଗ ନାନା, ଘୋର ବିପଦରୁ ବଞ୍ଚାଇଣ ପ୍ରାଣ ନ କରନ୍ତି ଦୟା ଊଣା । ୧ । ଉତ୍ତମ ବସ୍ତୁରେ ସଦା ତୃପ୍ତ କରି ଦିଅନ୍ତି ମଙ୍ଗଳଦାନ, ଉତ୍କ୍ରୋଶ ପକ୍ଷୀର ପରାଏ କରିଣ ଦିଅନ୍ତି ନୂଆ ଯୌବନ । ୨ । ଅତ୍ୟନ୍ତ […]