biswa ithihasa prusta para

ବିଶ୍ବ ଇତିହାସ ପୃଷ୍ଠାପର ସ୍ଵର୍ଣ୍ଣାକ୍ଷର ହୋଇଲା ଅମର | ଘୋଷା| ପାପୀ ମୁକ୍ତି ଲାଗି ସେ ଈଶ କୁମରନର ଅବତାରେ ଜନ୍ମ ଧରା ପରଭୋଗିଲେ ଦାରୁଣ … ଯାତନା ପୁଣକାଲବରୀ ପର୍ବତ କୁଶ ଉପର | ୧| ଭୂ-କମ୍ପ ହେଲା ଅତି ଭୟଙ୍କର …ପ୍ରହରୀଗଣ ହେଲେ ଥରହରଭାଙ୍ଗି ଗଲାରେ … ରାଜାର ମୋହରଘୁଚିଗଲା କବର ପଥର, | ୨| ନ ରଖି ପାରିଲା ସେ ସୁପ୍ତ କବରମୃତ୍ୟୁର ନାହୁଡ କରି ଚୂରମାରକୁଶୀୟ ଯୀଶୁ ସେ … ଈଶ […]

gana kare mu jisu nama.

ଗାନ କରେ ମୁଁ ଯୀଶୁ ନାମ ମୋତେ ଯେ କଲେ ପ୍ରେମହାଲିୟା ଗାଏ ସଦା ଧନ୍ୟ ମୋତେ ସେ କଲେ ତ୍ରାଣ (ଘୋଷା) ଜାଣିଲି ଅଭାବ ମୋର ଏକଟି, ଝିଲି ମୋ ମନେ ନଥୁଲା ଶାନ୍ତିଶ୍ରୀପାଦେ ପାକ ସମର୍ପି ଦେଲି ଲଭିଲି ଜୀବନେ ଆନନ୍ଦ ମୁକ୍ତି ।୧। ବିଦ୍ୟା, ଧନ, ମାନ ନକଲା ପୂତ ଯୀଶୁ ରକ୍ତ ହେଲା ଶୁଦ୍ଧ ପବିତ୍ରମାନିଲି ତାହାଙ୍କ ପ୍ରେମ ନେ ଉଛୁଳେ ମୋ ହୃଦେ ଆନନ୍ଦ ଗାନ ।୨। ପାଇଲି ଜୀବନେ […]

aaji jwolao prabhu taba aaloka

ଆଜି ଜ୍ବଳାଅ ପ୍ରଭୁ ତବ ଆଲୋକ ଆମ ପରିବାରେଆମ ପରିବାରେ ପ୍ରତି ହୃଦୟରେତବ ରୂପ ଜ୍ୟୋତିରେ (ଘୋଷା) ଆସି ଘେନ ପ୍ରଭୁ ଆସନ ତୁମର ପ୍ରତି ହୃଦୟରେଉଦ୍ଦୀପିତ କର ଜୀବନ ଆମର ତବ ଆଶିଷରେତବ ଆଶିଷରେ ଏହି ନିମିଷରେ ପ୍ରତିମନ ମମିରେ | ୧| ହୁଅ ପ୍ରଭୁ ତୁମେ ଚାଳକ ରକ୍ଷକ ଆମ ପରିବାରେତୁମରି ସ୍ବରୂପ ପ୍ରକାଶିତ ହେଉ ଆମ ଜୀବନରେଆମ ଜୀବନରେ ତବ ଗୌରରେ ପ୍ରତି ଇଛା..କର୍ମରେ | ୨| ସୂଚୀମାଳାକୁ ଫେରନ୍ତୁ

jisu nama gauthibi moro sara jibana

ଯୀଶୁ ନାମ ଗାଉଥିବି ମୋର ସାରା ଜୀବନେଜୀବନର ଶେଷ ଯାଏ ଯୀଶୁ ନାମ ଅନ୍ତରେହାଲିଲୁୟା … ହାଲିଲୁୟା ( ୨ ଥର) (ଘୋଷା) ସେ ନାମେ ମୁକ୍ତି ସେ ନାମେ ଶାନ୍ତିସେ ନାମକୁ ମୁଁ କରେ ଭକତିପବିତ୍ର ସେ ଯୀଶୁ ନାମ ମହାନ୍ ସେ ଯୀଶୁ ନାମ |୧| ଏ ପରିତ୍ରାଣ ଅଟେ ମହାନ୍ ଯୀଶୁ ନାମରେ ମିଳେ ଜୀବନପବିତ୍ର ସେ ଯୀଶୁ ନାମ ମହାନ୍ ସେ ଯୀଶୁ ନାମ |9| ସୂଚୀମାଳାକୁ ଫେରନ୍ତୁ

halleluya halleluya gao jisu jaya

ହାଲିଲୁୟା, ହାଲିଲୁୟା ଗାଅ ଯୀଶୁ ଜୟନୂଆ ଜନ୍ମ ଲଭେ ହୁଏ ନୂତନ ହୃଦୟ (ଘୋଷା) ଯୀଶୁ ନାମେ ଅଛି ପାପ କ୍ଷମା ଭାଇରେଯୀଶୁ ରକ୍ତ ସବୁ ପାପ ଯାଏ ଧୋଇରେଯୀଶୁ ପାଶେ ରହିଥିଲେ ନାହିଁ ପାପ ଭୟ |୧| ମନ ଫେରାଇଲେ ଭାଇ ମିଳଇ ଶାନ୍ତିମନ ଆମ୍ବା ଦେହ ପୁଣି ଲଭେ ଶକତିମନ ହୁଏ ସ୍ଥିର ଚିତ୍ତ ଲଭେ ପରାଭୟ |୨| ଚାଲ ମନ ପରିତ୍ରାଣ ଘେନ ବହନଚାଲ କୁଶ ପାଶେ ଥାଉ ଥାଉରେ ଦିନଚାଲରେ ସ୍ବର୍ଗୀୟ […]

chalare krusa pathe chalare

ଚାଲରେ କୃଶ ପଥେ ଚାଲରେ ମୁକ୍ତି ପଥେଚାଲ ସିୟୋନ ପଥେ ଚାଲ ସେ ସ୍ଵର୍ଗ ପଥେଚାଲ ଯୀଶୁଙ୍କ ପାଶେ (ଘୋଷା) ଝୁଲୁଛନ୍ତି ସେ କୃଶେ, ପାପର ଦର୍ପ ନାଶେଝରାଇ ରକ୍ତ କୁଶେ, ଡ଼ାକନ୍ତି ପାପୀ ପାଶେଚାଲ ଯୀଶୁଙ୍କ ପାଶେ |୧| ତୋର ଶୁଚି ନିମନ୍ତେ, ଝରୁଛି କୃଶେ ରକ୍ତଆସ ପାପୀ ସମସ୍ତ; ହୁଅ ସେ ରକ୍ତ ଧୌତହୋଇବ ପାପୁ ମୁକ୍ତ ।୨| ଆସୁଛନ୍ତି ଆକାଶେ ନେବାକୁ ମୁକ୍ତ ଯେତେସେହି ସିୟାନ ଦେଶେ ପାଇବ ଶାନ୍ତି ଶେଷଚାଲ ଯୀଶୁଙ୍କ […]

he jisu he prabhu aasichhi

ହେ ଯୀଶୁ ହେ ପ୍ରଭୁ ଆସିଛୁ ତୁମ ପାଦ ତଳେଦରଶନ ଦିଅ ଥରେ .. (ଘୋଷା) ଏହି ଜଗତର ଅନ୍ଧକାର ପଥେ,ସଢୁଥିଲି ମୁଁ ପାପରେଶୁଣି ଯୀଶୁ ନାମ ଦିଏ ପରିତ୍ରାଣ,(ପ୍ରଭୁ) ଆସିଛି ତୁମ ଚରଣେ |୧| ଶୁଣିଲି ମୁଁ ବାଣୀ କ୍ରୁଶର କାହାଣୀମୋ ପାଇଁ ଦେଲ ଜୀବନ ।ମୋର ପାପ ନେଇ ତୁମ ରକ୍ରେ ଧୋଇ,(ପ୍ରଭୁ) କର ମୋତେ ନୂତନ | ୨| ତୁମେ ମୋ ରକ୍ଷକ ହୋଇ ମୋ ପାଳକ,ଦେଇଛ ତୁମ ଅନୁଗ୍ରହ ।ତୁମ ନାମ […]

aau ratri nahin

ଆଉ ରାତ୍ରି ନାହିଁ ଆଉ ଛାନ୍ତି ନାହିଁଆଉ ମୃତ୍ୟୁ ନାହିଁ ଧରା ପରେ ମୃତ୍ୟୁ ହଜିଛି ଦୂରେବିଜୟୀ ଯୀଶୁ ଉଠିଛନ୍ତି ଆଜି ଏହି ଶୁଭ ଲଗନରେ (ଘୋଷା ) ଆସରେ ଆସ ବିଶ୍ବର ଯେତେ କ୍ଲାନ୍ତ ଜନତା ଆଜିଅମର ଖ୍ରୀଷ୍ଟ ବନ୍ଦନା ଗାଇ ଚରଣେ ଯାଉରେ ହଜିଲଜିତ ଆଗୋ ପରଲୋକ କୁହ ଜୟ ତୁମ କେଉଁଠାରେ |୧| ଯୀଶୁ ତ ଆମରି ପଥ ଆଉ ସତ୍ୟ ପୁନରୁଥାନ ସେହିପତିତଙ୍କୁ ଦେଲେ ବିଜୟୀ ଜୀବନ କୁଶର କଷଣ ସହିଚିର […]

mora jibane tuma bandana

ମୋର ଜୀବନେ ତୁମ ବନ୍ଦନା ପାଇଁ ବସିଅଛି ଚାହିଁ ଚାହିଁତୁମରି ସେ ପ୍ରେମ ପାନ କରାଅ ଆକଣ୍ଠ ଯିବି ପିଇ | ୦ | ତୁମରି କୁଶୀୟ ଯାତନା ଭୁଲିବାକୁ ଯେହ୍ନ ପାରେନାସେ ଛବି ମମ ହୃଦୟେ ଅଙ୍କାଅ କରେ ମୁହିଁ ପ୍ରାର୍ଥନା |୧ | ଦାନିଏଲ କଲେ ସିଂହ ଗହ୍ନରେ ତୁମ ନିକଟରେ ପ୍ରାର୍ଥନାସ୍ଵର୍ଗପୁରୁ ମେ ଦୂତଙ୍କୁ ପଠାଇ ପୂର୍ଣ୍ଣ କଲ ତାଙ୍କ କାମନାମୁ ଯେ ଡାକେ… ଏତେ କାତର ହୋଇଣ ଶୁଣି କିପାଁ ଶୁଣନା […]

marichanti jisu ama pain

ମରିଛନ୍ତି ଯୀଶୁ ଆମ ପାଇଁକାଲବରୀକୃଶରେ ରକ୍ତ ଦେଇମୋର ପାଇଁ ଆଉ ତୁମରି ପାଇଁ | ୦| ପାହୁଁ ଫେରିବା ସମୟ ଏହି, ଆଉ ଡେରି ନକରି ଭାଇଡାକୁଛନ୍ତି ଯୀଶୁ ଆତୁର ହୋଇ … ହାଲିଲୁୟା,| ୧| ଆସୁଛନ୍ତି ଦେଖ ଆକାଶେ ସେହିବିଶ୍ଵାସୀମାନଙ୍କୁ ନେବା ପାଇଁଜାଗ୍ରତରେ ରୁହ ପ୍ରସ୍ତୁତ ହୋଇ … ହାଲିଲୁୟା . |୨| ଏହି ଦୁନିଆରେ ରହିବା ନାହିଁନୂଆ ଦୁନିଆକୁ ଯିବା ପଳାଇମୃତ୍ୟୁ କି କ୍ରନ୍ଦନ ସେଠାରେ ନାହିଁ … ହାଲିଲୁୟା |୩| ସୂଚୀମାଳାକୁ ଫେରନ୍ତୁ