ehi subha sandhyara kole
ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ ଦୟାମୟଜାଳିଛୁ ଆମେ ଭକତି ଦୀପାଳିଅରଚନା ତୁମେ ନିଆ ( ଘୋଷା) ଉଦଯୋଗୀ ପ୍ରାଣର ମୂର୍ଜନା ଆଜି ତୁମେମଉଳା ମନର ପ୍ରେରଣା ପ୍ରଭୁ ତୁମେତୁମରି ଇଙ୍ଗିତେ ଚାଲିବୁ ଆମେପଥ ଦେଖାଅ ହେ ଜ୍ୟୋତିର୍ମୟ | ୧| ରକତ ଝରାଇ ମୁକ୍ତି ସାଧିଲ ତୁମେକଳୁଷିତ ଆମ ଆତ୍ମା ଧୋଇଲ ପ୍ରେମେଗାଇବୁ ତୁମରି ବିଜୟୀ ଗୀତିଖୋଲି ଦିଅ ପଥ ହେ ପ୍ରେମମୟ … (୨) ସୂଚୀମାଳାକୁ ଫେରନ୍ତୁ
halleluya hosana halleluya hosana
ହାଲିଲୁୟା ହୋଶାନ୍ନା ହାଲିଲୁୟା ହୋଶାନ୍ନାଏହି ଗୀତ ଗାଇ ଆମେ କରିବୁ ବନ୍ଦନା । (ଘୋଷା) ସେ ଯେ’ ଆମ ତ୍ରାଣକାରୀ ଜୀବନ କରତାସେ ଯେ’ ଆମ ଦୁଃଖହାରୀ ବିଶ୍ୱ ନିୟନ୍ତା ।ଜୀବନେ ଯାହା ପାଇଛୁ ସବୁ ତାଙ୍କରି କରୁଣାଏହି ଗୀତ ଗାଇ ଆମେ କରିବୁ ବନ୍ଦନାଆସ ଯେତେ ଭକ୍ତଗଣ ଦିଅ ଧନ୍ୟବାଦ | ୧| ପ୍ରଭୁ ନାମେ ଭକ୍ତି ଚିରେ ଘେନ ଆଶୀର୍ବାଦପରମ ପିତା ଘେନିଲେ ଆମ ଜୀବନ ଯାତନାଏହି ଗୀତ ଗାଇ ଆମେ କରିବୁ ବନ୍ଦନା […]
prati dina jisu mama
ପ୍ରତିଦିନ ଯୀଶୁ ମମ ପାପ ମୋର ତୁମ ଦେହେଦେଉଛି ଆଘାତ କଣ୍ଠକ ସମ । (ଘୋଷା) କେତେ ଥର ମୁହଁ କହିଛି ତୁମକୁ ଅବାଟରେ ଯିବି ନାହିଁକଥା ମୋର କିନ୍ତୁ ପାରି ନାହିଁ ରଖି ଛଳନାରେ ଭୁଲିଯାଇହଜା ମେଷ ଆସିଛି ମୁଁ ଅନୁତାପ ଲୁହ ମୋରଢ଼ାଳୁଛି ଚରଣେ ନଇବେଦ ସମ | ୧| ବିପଥେ ଗଲେ ମୁଁ ତୁମରି ଆଖିରେ କେତେ ଲୁହ ବହିଯାଏକରୁଛି ଶପଥ ଦେବି ନାହିଁ, ଦୁଃଖ ଜୀବନର ଶେଷ ଯାଏମୁକୁଳା ମୋ ଅନ୍ତର […]
aasisha brusti chahun
ବର୍ଷିବ ଆଶିଷ ବାରୀ ଯୀଶୁଙ୍କ ପ୍ରତିଜ୍ଞାତଉଦ୍ଦୀପନା ଜାଗରିବ ତ୍ରାତାଙ୍କ ସେ ପ୍ରେରିତ |୧| ଆଶିଷ ବୃଷ୍ଟି ଚାହୁଁ ଆଶିଷ ବୃଷ୍ଟିକୃପାବିନ୍ଦୁ ହି ଚାହୁଁ ନା ମାଗୁ ପ୍ରଚୁର ବୃଷ୍ଟି (ଘୋଷା) ବର୍ଷିବ ଆଶିଷ ବାରୀ ପୁନଃ ଜାଗରଣରେଶୁଭେ ବରଷାର ଧ୍ବନୀ ଗିରି ଉପତ୍ୟକାରେ | ୨| ବରଷୁ ଆଶିଷ ବାରି ତବ ବାକ୍ୟ ପ୍ରକାରେଢ଼ାଳିଦିଅ ଜାଗରଣ ଆମ ସମସ୍ତ ପରେ |୩| ଆଶିଷ ବରଷା ଢ଼ାଳିଦିଅ, ଆଜି ହେ ପ୍ରଭୁଡାକୁଅଛୁ ଆହେ ଯୀଶୁ ମାନୁଛୁ ପାପ ସବୁ […]
jharao prabhu swargiya jhara
ଝରାଅ ପ୍ରଭୁ ସ୍ଵଗୀୟ ଝରି ମରୁମୟ ମୋ ଜୀବନରେ,ସରସ ହେଉ ନିରସ ପ୍ରାଣ, ତୁମରି ସେ ରେ ଝରେ । (ଘୋଷା) କଲବରୀର ଶୋଣିତ ଝର, ବହୋଅ ପ୍ରଭୁ ଅନ୍ତରେ ମୋର,ପାପ କଳୁଷ ମୋ ଯାଉ ଦୂରେ, ତୁମରି ପୂତ ଶୋଣିତ ଧାରେ ।୧। ତୁମେ ହେ ଜୀବନ୍ତ ଜଳସ୍ରୋତ, ହୁଅ ମୋ ଅନ୍ତରେ ପ୍ରବାହିତଜୀବନ ପାଏ ମୁଁ ତୁମଠାରେ, ଆସ ଯଦି ତୁମେ ମୋ ଅନ୍ତରେ ।୨। ତୁମେ ହେ ପ୍ରେମର ନିରିଝର, ଶାନ୍ତି, ଆନନ୍ଦ […]
jisu bina kie jibana deichhi
ଯୀଶୁ ବିନା କିଏ ଜୀବନ ଦେଇଛି,ଶତ୍ରୁକୁ କ୍ଷମା ଦେଇଯୀଶୁ ବିନା କିଏ ଉଠାଇ ପାରିଛି,ମୃତିକୁ ଜୀବନ ଦେଇ (ଘୋଷା) ପକ୍ଷାଘାତ, କୁଷ୍ଠି, ଅନ୍ଧ, ଛୋଟା, କାଲନିମିଷକେ ଛୁଇଁ ଯୀଶୁ କଲେ ଭଲ ।ଚାରି ଦିନ ମଢ଼ା ଯୀଶୁଙ୍କ ଡାକରେ,ଉଠିଲା ଜୀବନ ପାଇ (ଭାଇ)ଯୀଶୁ ବି। ବିନା କିଏ ସତ୍ୟ, ଧର୍ମ ପଥ ଦେଇଅଛି ଦେଖାଇ ।୧। ପାପୀ ପାପ ବହି କୁଶେ ବଳି ହେଲେପ୍ରେମରେ ପାପୀଙ୍କୁ ମୁକ୍ତି ଦାନ କଲେ ।ତିନି ଦିନ ପରେ କବର ଫିଟାଇଉଠିଲେ […]
aahe biswa karata asa
ଆହେ ବିଶ୍ବ କରତା ଆସ,ଆସ ବାରେ ମମ ହୃଦୟରେ ।ନୂଆ ଅନୁଭବ ଦିଅ ମୋ ଜୀବନେପ୍ରଭୁ ହେ ତବ ଆଗମନରେ । (ଘୋଷା) ଭାଗି ଚୁରି ମମ କଳୁଷ ଜୀବନ,ନୂଆ କରି ଗଢି ତୁମ ରୂପରେ ।ନୂଆ ଜନମର ଅନୁଭବେ ପ୍ରାଣ,ଉଛୁଳି ଉଠୁ ଆଜି ଆନନ୍ଦରେ |୧| ଦିଅ ପ୍ରଭୁ ଏକ ନୂତନ ହୃଦୟ,ନୂତନ ସୃଭାବ ମୋ ଜୀବନରେ ।ତୁମରି ଜୀବନ ଦିଅ ମୋ ଜୀବନେ,ଦେଖାଇବି ଯେହ୍ନେ ଏ ମରତରେ |9| କରେ ଦିଅ ମୋ ତବ […]
jisu patha jisu satya
ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ |ଘୋଷା | ମୋ ଗୀତିରେ ଭରି ଉଠୁ ମଧୁର ମୂଚ୍ଚନାକଣ୍ଡ ମୋ ଝରିଯାଉ ତାଙ୍କରି ବନ୍ଦନାଯୀଶୁ ହାତ ପରଶରେହସୁ ମୋ ପରାଣ | ୧ | ଜୀବନର ଶେଷ ସଞ୍ଜ ସୃରି ତାଙ୍କ ନାମଲଭିବି ମୁଁ ହୃଦୟରେ ଶକତି ଅସୀମମଥା ରଖି ଯୀଶୁ ପାଦେବଜିବି ନୟନ |9| ସୂଚୀମାଳାକୁ ଫେରନ୍ତୁ
mane dhayi kede santi milai
ମନେ ଧାୟୀ କେଡ଼େ ଶାନ୍ତି ମୋତେ ମିଳଇମୋ ଦିନ ବିହନ ଯାଉଛି ବହି । ଘୋଷା। ପରମ ପିତା ଗୃହରୁ ଅନ୍ତର ମୁଁ ହୋଇଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି,ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି ଦିନୁ ଦିହ୍ନି ପାଖେ ନିଅଇ|1| କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ,ଦିନ୍ମ ଦିହେଁ ତାହା ଆନନ୍ଦ କି ନ ବଢ଼ଇ ?ସେପରି ଆନନ୍ଦ ମୋ ଅନୁଭବ ହୁଅଇ,ଦିନକୁ ସ୍ବପ୍ନ ମୁଁ ମଣଇ|2| କି ପରମ ସେହି ସ୍ଵର୍ଗୀୟ […]
aarati tumari karibi
ଆରତି ତୁମରି କରିବି ଦୁଃଖ ହାରିପ୍ରେମ ଦୀପ ଜାଳି ନୟନେଅନୁରାଗ ପ୍ରେମେ ଝରାଇ ଦେବିଗୋନୟନର ବାରି ଦୁଇ ଚରଣେ ।ଘୋଷା| ଗାଇବି ସପ୍ତସୂରେ ପ୍ରେମ ଅନଳେଉଛୁଳାଇ ଦିଅ ତୁମେ ପୂର୍ଣ୍ଣ ପ୍ରକମ୍ପିପ୍ରେମ ଭକତି … କୁସୁମରେ ରୀତିସଜାଇ ଦେବି ଗୋ ସୁହାଗ ମନେ I୧I ତୁମେ ମୋ ପ୍ରିୟତମ ପ୍ରଭୁପେ ମୋର … ୨ ଥରଧରମେ କରମେ ମୁଁ ହେବି ଯେ ତୁମରଜଗିରହି ସଦା… ଦିବା ରଜନୀରେଭଜିବି ସେ ନାମ ମନ ଗହନେ |୨| ସୂଚୀମାଳାକୁ ଫେରନ୍ତୁ