priya prabhu jusu mo rajana
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ ଦଶ ସହସ୍ର ମଧ୍ୟରେ (ଘୋଷା) ତୁମ ବିନା ପ୍ରଭୁ ନାହିଁ କାହାଠାରେନାହିଁ କେବେ ପରିତ୍ରାଣ,ନରଗଣ ମଧେ ଆକାଶର ତଳେନାହିଁ କେହି ଧରାଧାମେପରମ ସୁନ୍ଦର ଆହେ ପ୍ରିୟ ମୋର … |୧| ପରମ ଆନନ୍ଦ ଆହେ ପ୍ରିୟତମବସେ ତୁମ ଛାୟାତଳେ,ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁବଣ୍ଡିକି ମୁଁ ତାହା ପାରେପରମ ସୁନ୍ଦର ଆହେ ପ୍ରିୟ […]
juga sesa dina asi jauchhi re
ଯୁଗ ଶେଷ ଦିନ ଆସି ଯାଉଛି ରେ ବେଳ ନାହିଁ … ବେଳ ନାହିଁ ଆସିବା ଆଗରୁ ଯୀଶୁଙ୍କ ବାରତାଚାଲିଯିବା ଆମେ କହିଆ … ସାଥି ଆ … ସାଥି ଆ … (ଘୋଷା) ବାରିଜଣ ଶିଷ୍ୟ ଆରମ୍ଭ କରିଲେ ଯାହାଆଜିବି ରହିଛି ଅପହଞ୍ଚ କ୍ଷେତ ଯୀଶୁଙ୍କ ଆଦେଶ ତାହାସେ ସୁସମାଚାର କହିଯିବା ଆମେଆସେ ଡ଼ାକରାରେ ଆସେ ଡାକରାଆ … ସାଥି ଆ …ଫେରିଆ |୧| ଯୀଶୁଙ୍କ ବାରତା କୋଣେ କୋଣେ ତୁମେ ଯାଇସେ କୁଶର କଥା […]
jisu dakanti tote
ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା) ଦୁଃଖ ନିରାଶାରେ ସିଏ ତେବେ ଶାନ୍ତିସମର୍ପି ଦେଲେ ତୁ ଜୀବନ ତୋହରଅସୀମ ଆନନ୍ଦ ଦେବେ ତୋତେ | ୧ || ଲୁହ ପୋଛି ଦେଇ ରକ୍ଷା କରିବେ ତୋରନୟନ ପିତୁଳା ତୁ ହେବୁ ତାଙ୍କରରାକ୍ଷାସେ କରିବେ ନିଶ୍ଚି ତୋତେ || ୨ || ତୁ ଦେଲେ ତୋ ଜୀବନ ସିଏ ଦେବେ ଶକ୍ତିଯୀଶୁ ତୋର ମୁକ୍ତି ଯୀଶୁ ତୋ ସହାୟଅନ୍ତେ ଜୀବନ […]
sundara madhura namati tankara
ସୁନ୍ଦର ମଧୁର ନାମଟି ତାଙ୍କରନ ପାରେ ମୁରୁଛି କ୍ଷଣେ ମାତରଯେଣେ ଗଲେ ତେଣେ ନା ହୃଦ ମୋରକି ଜାଣି କାହିଁକି, ନୁହଇ ପାସୋର ଦୁଇ ଦୁଇ କରି ଚାରୋଟି ଅକ୍ଷରବାନ୍ଧି ରଖୁଅଛି ସରଗ ସମ୍ଭାରଆଡ଼ କାO ଛନ୍ଦା ସେହି ନାମ ଚିରହେଜୁ ନ ହେଜୁଣୁ ପୁଲକେ ଶରୀର ୧ || ନୀତି ଚମତ୍କାର ପ୍ରୀତି ରନାକରପାହୁଁ ତରିବାରେ ଅମୋହ ମନ୍ତରନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତରନାମ ଭଜନରେ ଯାଉ ଦିନ ମୋର |୨| ସୂଚୀମାଳାକୁ ଫେରନ୍ତୁ
prema bihune bhai sabu asara
ପ୍ରେମ ବିହୁନେ ଭାଇ ସବୁ ଅସାରଗାଅ ପ୍ରେମର ଜୟ ପ୍ରେମ ଯେ ସାର (ଘୋଷା) ବିଶ୍ବାସ ବଳେ ଅଚଳ ଚଳେକିନ୍ତୁ ପ୍ରେମର ବଳେ ଚଳେ ସଂସାର ।୧। ଭରସା ଥିଲେ ଆଶ୍ବାସ ମିଳେପ୍ରେମର ନଥିଲେ କିନ୍ତୁ ସବୁ ଅନ୍ଧାର ୨ || ସେ ପ୍ରେମମୟ ପ୍ରେମେ ଉଦୟପ୍ରେମରେ ସୃଷ୍ଟି ସ୍ଥତି ଲୟର ଭାର ।୩।। ପ୍ରେମରେ ମିଳି ବିଶ୍ବାସେ ଚାଲିଯିବା ଭରସା ଧରି ଏ ଭବ ପାର ।୪। ସୂଚୀମାଳାକୁ ଫେରନ୍ତୁ
prabhu tume ruha sathe sathe
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀନ ସାରା … ||o|| ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାରତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରାଏ ଜୀନେ ସାରା …. ||୧|| ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା ।ଏ ଜୀନ ସାରା …. ୨ || […]
E duniara andhara pathe
ଏ ଦୁନିଆର ଅନ୍ଧାର ପଥେଆଲୋକ ଜାଳିଦିଅ ପ୍ରଭୁଏ ଦୁନିଆର ନୀଳ ପାରାବାରେଭାବନା ମୋତେ ଦିଅ ପ୍ରଭୁ (ଘୋଷା) ସ୍ଵର୍ଗ ସୁଖ ଛାଡି ପ୍ରଭୁ ଦୀନହୀନ ବେଶରେକୋରଡ଼ା ପ୍ରହାର ଦେହେ ବହିଲ ଶ୍ରୀ ଅଙ୍ଗରେଝରଝର ରକ୍ତ ସୂଅ କୁହାଇଲ କୁଶରେଲଲାଟେ କଣ୍ଟା ମୁକୁଟ ପିନ୍ଧିଲେ ଆନନ୍ଦରେସେ ସୁନ୍ଦର ମନ ଭାବିବାକୁ ମନେ ଭାବନା ମୋତେ ଦିଅ ପ୍ରଭୁ ।୧| ଏ ମହୀମଣ୍ଡଳେ ପ୍ରଭୁ ହୁଅ ତୁମେ ସାଥୀଜଗତର ଚଲାପଥେ ହୁଅ ତୁମେ ଦୀପ୍ତିଏ ଦୁନିଆର ଘନ ଅନ୍ଧାରେ ଆଲୋକ […]
jisu asile swargaru
ଯୀଶୁ ଆସିଲେ ସ୍ଵର୍ଗରୁ,ଦୟାରେ ମୁକ୍ତ କରିଲେ ସେ ମୋତେ ପାପରୁ (ଘୋଷା)ସେ ସ୍ବର୍ଗ-ସୁଖ ଛାଡ଼ିଲେ, ସତ୍ୟ ମନୁଷ୍ୟ ହୋଇଲେ,ସେ ମନୁଷ୍ୟ ଓ ଈଶ୍ଵର ସତ୍ୟ ଅବତାର |୧| ଈଶ୍ଵରଙ୍କ ବିଷୟରେ ସେ ସତ୍ୟତା ଶିଖାଇଲେ,ଯେ ତାଙ୍କୁ ଏବେ ମାନଇ ସେ ଜ୍ଞାନୀ ହୁଅଇ |୨| ମୁଁ ଥିଲି ପାପିଷ୍ଠ ଲୋକ, ସେ କଲେ ମୋତେ ଧାର୍ମିକ,ସେ ବଡ଼ ଦୁଃଖ ସହିଲେ, ମୋ ଦଣ୍ଡ ପାଇଲେ (ଯୀଶୁ) |୩ । ସେ ମୋର ପାଇଁ ମରିଲେ, ମୋ ବଦଳି […]