he moro mana soda

ହେ ମୋର ମନ ସଦା ଧନ୍ୟବାଦ କରହେ ମୋର ମନ ସଦାହେ ମୋର ଅନ୍ତର ଗାଅ ନିରନ୍ତର (୨ ଥର)ପବିତ୍ର ନାମରେ ସଦା ପ୍ରଭୁଙ୍କର … ହେ ମୋର ମନ ସଦା… (ଘୋଷା) ତାଙ୍କୁ ଦାନ ସକଳ କେବେ ନ ପାସୋର … ତାଙ୍କ ଦାନ ସକଳଯେ ତୁମ ଅଧର୍ମ ସବୁ କରି କ୍ଷମା (୨ଥର)କରନ୍ତି ନୂତନ ଜୀବନ ପ୍ରଦାନ (୧)ରୋଗରୁ କରି ସୁସ୍ଥ ବିନାଶରୁ ମୁକ୍ତ … ରୋଗରୁ କରି ସୁସ୍ଥକରୁଣାରେ ଭରା ଦୟାର କିରଟି […]

moro ate bihita sadhibaku

ମୋର ଅଟେ ବିହିତ ସାଧୁବାକୁଧର୍ମ କର୍ମ ଯୀଶୁଙ୍କ ମତ (ଘୋଷା) ଯଦ୍ଦନରେ ଆପେ ସେହି ହୋଇ ଡୁବିତଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ … |୧| ଯେଉଁ ଆମ୍ବା ଡୁବନକାଳେ ହେଲେ ପ୍ରାପ୍ତମୋ ମୁଣ୍ଡ ବସନ୍ତୁ ସେହି ସ୍ଵର୍ଗ କପୋତ …|୨| ଆଜି ଯୀଶୁଙ୍କ ମରଣେ ହୋଇ ଡୁବିତପାପ ପ୍ରତି ମୃତ ଧର୍ମ ପ୍ରତି ଜୀବିତ …|୩| ଖ୍ରୀଷ୍ଟଙ୍କ ସହିତ ହୋଇ ମୁଁ ଉତ୍ଥାପିତଉପରିସ୍ଥ ବିଷୟରେ ରହୁ ମୋ ଚିତ୍ତ …|୪| ଡୁବନରେ ପିଠେ ମୁଁ ଖ୍ରୀଷ୍ଟରୂପ […]

susamacharaku nei prati ganku

ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବାମଣ୍ଡଳୀ ଠିଆ ହେବ ସଫଳ ଆମେ ହେବାଏହି … ଏହି ଆମରି ଲକ୍ଷ୍ୟ (୨ଥର) (ଘୋଷା) ଆସିବ କେତେ ଝଡଝଞ୍ଜା ପଛକୁ କେବେ ନ ହଟିବାଆପଣା କୁଶ ବହନ କରି ଲକ୍ଷ୍ୟ ପଥ ଦେଖାଇବାବଢି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା … |୧| ଖ୍ରୀଷ୍ଟ ଆମ ପ୍ରିୟ ସାଥୀ ଆମ ସଙ୍ଗେ ସଦା ରୁହନ୍ତି।ସେ ଅଟନ୍ତି ଆମ ଶକତି ଦୂର ହେବ ସକଳ ଭୀତିବଢ଼ି ଚାଲିବା ଆଗେ ଆଗେ ସୁସମାଚାର […]

papinka nimante prabhu

ପାପୀଙ୍କ ନିମନ୍ତେ ପ୍ରଭୁ ସ୍ଵର୍ଗ ତେଜିଣମହୀମଣ୍ଡଳେ ଲଭିଲେ ଦୁଃଖ କଷଣ (ଘୋଷା) ସ୍ଵର୍ଗ ସୁଖ ତ୍ୟାଗ କରି, ନର ରୂପ ଦେହ ଧରିପ୍ରଭୁ ରାଜନ,ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ …. |୧| ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମଦୟା କରିଣ,ଅନ୍ଧକୁ ନୟନ ଦାନ, ମୃତକୁ ପ୍ରାଣ … |୨| ଅବଶେଷେ କୁଶୋପରେ ଦୁଇ ଚୋରଙ୍କ ସଙ୍ଗରେଖ୍ରୀଷ୍ଟ ରତନ,ଯ୍ୟହୁଦୀ ଲୋକଙ୍କ ହସ୍ତେ ତେଜି ଜୀବନ …|୩| ଆହା କି ଆଶ୍ଚର୍ଯ୍ୟ ପ୍ରେମ ଶତ୍ନ ଲାଗି ଦେଲେ […]

bolo dhanya bolo dhanya

ବୋଲ ଧନ୍ୟ ବୋଲ ଧନ୍ୟ ଯିହୋବାଙ୍କ ନାମ,ସେ ମହତ ନାମ,ବଂଚାଇଣ ଦେଖାଇଲେ ବରଷ ନୂତନ (ଘୋଷା) ଗତ ସନେ ବହୁଜନ, ପାପରେ ତେଜି ଜୀବନନରକେ କଲେ ଗମନ, ମୋ ପ୍ରତି କି ପ୍ରେମ… |୧| ଅନେକ ରୋଗ ଶୋକରେ, ଅନ୍ନ ବସ୍ତ୍ର ଅଭାବରେପତିତ ନାନା କ୍ଳେଶରେ, ମୁଁ ନୁହେଁ ତେସନ … |୨| ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ,ସେ ଦୟା ହେଜି ମନରେ, କର ଗୁଣ ଗାନ … |୩| ମୋର ପାପ ଅନୁସାରେ […]

mana hejire prabhu krupa

ମନ, ହେଜିରେ ପ୍ରଭୁ କୃପା ସଦା ଭାବ,କରି ଧନ୍ୟବାଦ ହୋଇ ଆହ୍ଲାଦିତନିରବ ତାଙ୍କୁ ସେବା … (ଘୋଷା) ସେ ତୋହର ପାପ କରନ୍ତି ମାର୍ଜନା,ନାଶନ୍ତି ତୋ ରୋଗ ନାନାଘୋର ବିପଦରୁ ବଂଚାଇଣ ପ୍ରାଣନ କରନ୍ତି ଦୟା ଉଣା … |୧| ଉତ୍ତମ ବସ୍ତୁରେ ସଦା ତୃପ୍ତ କରିଦିଅନ୍ତି ମଙ୍ଗଳଦାନଉକ୍ରୋଶ ପକ୍ଷୀର ପରାଏ କରିଦିଅନ୍ତି ନୂଆ ଯୌବନ … |୨| ଅତ୍ୟନ୍ତ ଦୟାଳୁ, କ୍ରୋଧରେ ସେ ଧୀର,ନ କରନ୍ତି ସଦା କ୍ରୋଧ,ପାପର ପ୍ରମାଣେ ନ ଦିଅନ୍ତି ଦଣ୍ଡ,ଅଟନ୍ତି ପର୍ବତ […]

karunamaya ahe karunamaya

କରୁଣାମୟ ଆହେ କରୁଣାମୟକରୁଛି ତୁମକୁ ମୁଁ ଆସ୍ବାଦନମୁ ଚାଖି ଜାଣିଚି ତୁମେ ପ୍ରେମମୟ … (ଘୋଷା) ହଜାର ହଜାର ସୁନାରୁପା ଠାରୁତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ (୨ଥର)ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟକରୁଛି ତୁମକୁ ମୁଁ ଆଶ୍ଵାଦନ … |୧| ହଜାର ହଜାର ମଣି ମୁକ୍ତା ଠାରୁତୁମରି ମଧୁର ବାକ୍ୟ ମୋ ପ୍ରତି ଉତ୍ତମ (୨ ଥର)ତୁମେ ମଙ୍ଗଳକାରୀ, ମୋ ମଙ୍ଗଳମୟକରୁଛି ତୁମକୁ ମୁଁ ଆଶ୍ଵାଦନ … |୨| ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣଦଶ […]

bhai re aji bada ananda

ଭାଇରେ ଆଜି ବଡ଼ ଆନନ୍ଦ,ମୃତ୍ୟୁଜୟୀ ମହାପ୍ରଭୁ ପରମ ଆନନ୍ଦ (ଘୋଷା) ଟାଣପଣ ନରକର ଭାଗିଲା ଏଥରବଦ୍ଧ ପାପୀ ଲଭେ ପ୍ରାଣେ ମୁକତି ଆନନ୍ଦ … |୧| ମୃତ୍ୟୁ ଶକତି ନିଦାନ ଭୀତ ଶୟତାନଲୁଚିଲା ନର ଜୀବନ ମରଣ ବିଷାଦ … |୨| ଅଗଢ଼ା ଅନନ୍ତ ଜ୍ୟୋତି ନାଶି ମୃତ୍ୟୁ-ରାତିମତେ ବିତରିଲାଣି ଅମୃତ-ଆନନ୍ଦ … |୩| ପ୍ରଭୁ ( ଯୀଶୁ) ପାଦ କୋକନଦ ସୁପ୍ରେମ ମରନ୍ଦପିଅରେ ଆକଣ୍ଠ ଭୋଳେ ଭକତି ମିଳନ୍ଦ … |୪| ସୂଚୀମାଳାକୁ ଫେରନ୍ତୁ

kemiti hebi mu parire

କେମିତି ହେବି ମୁଁ ପାରିରେ ନାଉରିଯିବାକୁ ଅଛିରେ, ମୁଁ ତ ସେପାରିଯୀଶୁ ଡାକନ୍ତି ମୋତେ ହାତ ଠାରି … (ଘୋଷା) ପାପର ସାଗରେ ଜୀବନ ନାଆରେ ପାଏ ନାହିଁ ଥଳକୁଳଘନ ଅନ୍ଧକାରେ ବିଶାଳ ସାଗରେହେବ କିଏ ସାହା ମୋରମୋ ଯୀଶୁ କହନ୍ତି ପାଇବୁ ଜୀବନ,ବୋହିନେବେ ହାତ ଧରିରେ ନାଉରି … |୧| ମୋହ ମାୟା ଭରା, ଏ ଦୁନିଆ ସାରାଦୁଇ ଦିନିଆ ଏହି ମେଳାମାଟିର ମଣିଷ ମାଟିରେ ମିଶିବ,ଏହି ଏକ କଣ୍ଡେଇ ଖେଳସେ ପାରି ଦୁନିଆ, ଅନନ୍ତ […]

sathi jiba chalago

ସାଥି ଯିବା ଚାଲ ଗୋଯିବା ଚାଲ ବେଥଲିହିମ .. ବେଥଲିହିମଦୂରେ ଚାହିଁ ଦେଖି ହସୁଛି ତାରାହାତ ଧରି ତୋତେ ଡାକୁଛି ପରାହୋଇଛନ୍ତି ଯହିଁ ଯୀଶୁ ଜନମ ଯୀଶୁ ଜନମ…. (ଘୋଷା) ସରଗର ସୁଖ ଛାଡ଼ି ଆମ ଦୁଃଖ ନେବେ ବୋହିପାପୀ ପାପ ସବୁ ନେବେ ନୂଆ ଜୀବନ ସେ ଦେବେତାଙ୍କ ପାଦେ ଆମେ ଭକତି ଭରିଜଣାଇବା ଚାଲ ଆମ ପ୍ରଣାମ … |୧| ପୁଲକିତ ହୁଏ ଧରା ଝରେ ଆନନ୍ଦର ଧାରାଶୁଭେ ପ୍ରଭୁଙ୍କର ଗୀତି ଭରିଯାଏ ଶାନ୍ତି […]