e pruthibi janu ame

ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କରଦେଖି ଆମ ପ୍ରେମ ଏ ଜଗତ ଜାଣୁଆମେ ଯୀଶୁଙ୍କର ଆମେ ଯୀଶୁଙ୍କର …. (ଘୋଷା) ଈଶ୍ଵରଙ୍କ ଠାରେ ଆମେ ସର୍ବେ ଏକପ୍ରାର୍ଥନା ବିଶ୍ଵାସେ ସାଜି ( ସଇନିକ)ଆମ କାମ ଦେଖି ଜଗତ ଚାଣିବ (ଆମେ ଯୀଶୁଙ୍କର) … |୧| ଦେଖାଇଛୁ ପଥ ଆମେ ଅନ୍ଧକାରେକ୍ଷମି ଯିବୁ ଶତୁ ପୁଣି ପ୍ରେମଭରେସେହି ପ୍ରେମ ଦେଖି ଜଗତ କହିବ (ଆମେ ଯୀଶୁଙ୍କର) … |୨| ପ୍ରଶଂସା କରିବୁ ରାଜା ରାଜାଙ୍କରପିତା ପୁତ୍ର […]

seba kariba kahara aji

ସେବା କରିବ କାହାର ଆଜି ମନୋନୀତ କରଜଗତ ଅବା ଯୀଶୁଙ୍କର ଆଜି ମନୋନୀତ କରଦୁଇ ମୁନିବର ସେବା କରି ନପାରସେବା କରିବ କାହାର … (ଘୋଷା) ଜଗତର ସୁଖ ଅଟେ କ୍ଷଣ ଭଙ୍ଗୁରଦେଖା ଏ ଜୀବନେ ପ୍ରଲୋଭନ ପ୍ରଚୁରମାୟା ମରିଚିକା ପଛେ ହଜାଇ ସପନ ମିଳେକିମ୍ପା କରୁଛି ଉଛୁର ଆଜି ମନୋନୀତ କର… |୧| ଅମାନିଆ ଜୀବନ ଯେ ଅଟେ ଅସାରକାଲବରୀ ଚୁଳେ ଡାକେ ଯୀଶୁ ସୁନ୍ଦରତୋଳିନେବେ ନିଜ ହାତେଗଢିବେ ଯତନେ ତୋତେବଂଧୁ ଅଟନ୍ତି ପାପିର ଆଜି […]

bhabi thili mu jibane

ଭାବିଥିଲି ମୁଁ ଜୀବନେ (ପ୍ରଭୁ) ହେବି ଏକା ତୁମରଟାଣିନେଲା ମୋତେ ମୋହ ମାୟା ସଂସାର (ଏହି) … (ଘୋଷା) ମନ ଅଇନାରେ, ଯେବେ ଦେଖେ ନିଜକୁକଳ୍କିତ କଲି ତୁମରି ଆତ୍ମାକୁଦେବାକୁ ତୁମରି ହାତେ ଖାଲି ପାପ ଅଛି ମୋହର … |୧| କର୍ମପଥେ ଚାଲିଛି ଚାଲିବି ବହୁ ଦୂରଧର୍ମପଥେ ଟିକିଏ, ପାଦ କଢ଼ାଇ ନିଅ ପ୍ରଭୁଶୁଣିଛି ପ୍ରଭୁ ହେ ତୁମେ ସହାୟ ସେ ଅସହାୟର … |୨| ସୂଚୀମାଳାକୁ ଫେରନ୍ତୁ

prabhu tume ruha sathe

ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀବନ ସାରା … |୧| ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାରତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରାଏ ଜୀବନ ସାରା …. |୨| ଦୁଃଖ ଯେବେ ଆସେ ମନେ ଯିବି । ତୁମ ସନ୍ନିଧାନେତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରାଏ ଜୀନ ସାର …. |୩| ପରୀକ୍ଷା […]

aa pheriare thare

ଆ… ଫେରିଆରେ ଥରେ କ୍ରୂଶ ଶରଣେଧୋଇଦେବ ପାପ ଯେତେ ଅଛି ଜୀବନେ … (ଘୋଷା) ଦୁଇ ବାହୁ ମେଲି କୁଶେ ପ୍ରେମ ଅଧରେଡାକୁଛନ୍ତି ଯୀଶୁ ରାଜା କ୍ଷମା ରୁଧିରେଝରିଯାଏ ସେ ରୁଧିର ତୋର କାରଣେ … |୧| ଭୁଲି ପଥ ହଜିଛୁ ତୁ ମାୟା ସଂସାରେତଥାପି ବି ପ୍ରେମିକ ସେ ତୋ ପାଇଁରେଚାହିଁଛନ୍ତି ବାଟ ତୋର ଆକୁଳ ପ୍ରାଣେ … |୨| ସୂଚୀମାଳାକୁ ଫେରନ୍ତୁ

raja mananka raja jishu raja

ରାଜାମାନଙ୍କ ରାଜା ଯୀଶୁ ରାଜାଆମ ସଭିଙ୍କ ପ୍ରିୟ ଯୀଶୁ ରାଜାଜଗତର ପିତା ସୃଷ୍ଟି କରତା କର ତାଙ୍କର ପ୍ରଶଂସା … (ଘୋଷା) କେହି ଯେବେ ଯୀଶୁଙ୍କୁ ହୃଦେ ନିଅନ୍ତିନୂତନ ଜୀବନ ଲାଭ କରନ୍ତିଆତ୍ମାଙ୍କ ଇଙ୍ଗିତେ ସଦା ଚାଲନ୍ତିହଜାତ୍ମାମାନଙ୍କୁ ଲାଭ କରନ୍ତି … |୧| ଖ୍ରୀଷ୍ଟ ଆଦେଶ ମାନିବ ଯଦିପ୍ରଦୀପ ସଦୃଶ୍ୟ ଜଳିବ ଯଦିଗ୍ରାମେ ଗ୍ରାମେ ସହରେ ପ୍ରଚାରିବ ଯାଇଖ୍ରୀଷ୍ଟ ହିଁ ଏକମାତ୍ର ମୁକ୍ତି ଆମର ପାଇଁ… |୨| ସୂଚୀମାଳାକୁ ଫେରନ୍ତୁ

halleluyah halleluyah hosanna

ହାଲେଲୁୟା ହାଲେଲୁୟା ହୋଶାନାଯୀଶୁ ନାମେ ହେଉ ବନ୍ଦନାସେ ଯେ ମହାନ ସର୍ବ ଶକ୍ତିମାନଘେନ ତାଙ୍କ ନାମେ ନୂଆ ଜୀବନକରି ତାଙ୍କୁ ହୃଦେ ଜୟଗାନ … (ଘୋଷା) ଆସିଲେ ଜଗତେ ନର ରୂପ ଧରିଦେଖାଇଲେ ପଥ ଆଲୋକ ଜାଳିକୁଶରେ ଆମ ଲାଗି ହେଲେ ସେ ବଳିସେ ଯେ ପରିତ୍ରାଣ କଲେ ସାଧନଦେଇ ଆମକୁ ଅନନ୍ତ ଜୀବନ … |୧| ଯୀଶୁ ନାମେ ଆନନ୍ଦେ କରିବା ଗାୟନନାହିଁ ଆଉ କାହିଁ ସେ ନାମ ସମସେହି ଜୀବନ ସତ୍ୟ ସନାତନଅଟେ ସେହି […]

kara stuthi prasansa gano

କର ସ୍ତୁତି ପ୍ରଶଂସା ଗାନଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ… (ଘୋଷା) ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ,କରି ତାଙ୍କ ପ୍ରଶଂସା ଗାନ… |୧| ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନକରି ତାଙ୍କ ସଂଭ୍ରମ ଗାନ… |୨| ବଜାଅ ଭେରୀ, ତୁରୀ, ନେବଲ ବୀଣାବଂଶୀ ବାଦ୍ୟ ସୀତାର ବାଜା… |୩| ବଜାଅ କରତାଳି, କର ନୃତ୍ୟ ଗାନନାଚି ଉଠୁ ଧରା ଗଗନ… |୪| ନିଃଶ୍ଵାସ, ପ୍ରଶାସଧାରୀ ସର୍ବପ୍ରାଣୀଗଣ,କର ତାଙ୍କ ପ୍ରଶଂସା ଗାନ…. |୫| ସୂଚୀମାଳାକୁ ଫେରନ୍ତୁ

chakhyu kholidiya dekhibi

ଚକ୍ଷୁ ଖୋଲିଦିଅ ଦେଖିବି ତୁମରି ରୂପକଣ୍ ଖୋଲିଦିଅ ଶୁଣିବି ତୁମରି ଡାକଚିତ୍ତ ଖୋଲିଦିଅ ପ୍ରଭୁ ରଖିବି ପବିତ୍ର ବାକ୍ୟ… (ଘୋଷା) ମୋ ଚକ୍ଷୁ ପାପରେ ଲିପ୍ତ ହୋଇଛି।ଅନ୍ଧଠୁ ବଡ ଅନ୍ଧ ହୋଇଛିମାସର ଚକ୍ଷୁ ମୋ ଦେଖାଯାଉଛିଆମ୍ରାର ଚକ୍ଷୁ ମୋ ଅନ୍ଧ ହୋଇଛି (୨ ଥର)ଦୟା କର … ଦୟା କରଦୟା କରି ମୋର ଚକ୍ଷୁ ଖୋଲ… |୧| ମୋ କ ଅଧର୍ମ କଥା ଶୁଣିଛି।ଜଡଠୁ ବଡ ଜଡ଼ ହୋଇଛି।ମାଂସର କଣ୍ଠ ମୋ ଶୁଣାଯାଉଛିଆତ୍ମାର କର୍ଣ ମୋ ବଧୂର […]

bhaba aranya re patha harayee

ଭବ ଅରଣ୍ୟରେ ପଥ ହରାଇ ବୁଲୁଛି ଏକା ମୁହିଁପାଉ ନାହିଁ ରାହା କିଏ ଦେବ ମୋତେ ପଥ ଦେଖାଇ… (ଘୋଷା) ଯାଏ ଯେଉଁଆଡେ ମୋ ନିଜ ଇଚ୍ଛାରେ ପାଏନା ସତ୍ୟ ପଥଭବାରଣ୍ୟ ଶୁଣି ସିଂହର ଗର୍ଜନ ଭାଗିଯାଏ ମୋ ହୃଦକାହାକୁ ଗ୍ରାସିବି ବୋଲି ଖୋଜେ ସେ ତକାହିଁ ମୋ ରକ୍ଷା ପାଇ… |୧| କିଏ ଉଦ୍ଧାରିବ ଘୋର ବିପଦରୁ ଶୁଣି ମୋ ଆରତନିର୍ଭୟେ ବାନ୍ଧିବ ଦୁଷ୍ଟ ଶୟତାନ ନ ହେଲେ ରକ୍ଷା ପ୍ରାପ୍ତଯୀଶୁ ନାମେ ସିନା ଅଛି […]