ahuta jeu awhane

ଆହୁତ ଯେଉଁ ଆହ୍ଵାନେ କରୁ ଯୋଗ୍ୟ ଆଚରଣସେ ମହା ଦିନରେ ମହା ଆନନ୍ଦରେ (୨ ଥର)ପାଇବାକୁ ପରିତ୍ରାଣ… (ଘୋଷା) ନମ୍ରତା, ମୃଦୁତା ଦୀର୍ଘ ସହିଷ୍ଣୁତାପ୍ରେମର ସହିତ କ୍ଷମା ଆଚରିବାଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କରଐକ୍ୟ ରକ୍ଷା ପାଇଁ ଯତ୍ନଶିଳ ହେବାଏକ ପିତା ପରମେଶ୍ବର ଆମରଆମେ ତାଙ୍କରି ସନ୍ତାନ… |୧| ଧାର୍ମିକତା ସତ୍ୟ ପବିତ୍ରତା ସମବସନ କରିବା ନିତି ପରିଧାନସୂର୍ଯ୍ୟ ଅସ୍ତ ହେବା ଆଗରୁ ମନରୁରାଗ, ହିଂସା, କ୍ରୋଧ ସବୁ ତ୍ୟାଗ କରୁଶୟତାନ ପାଇଁ ଦେବା ନାହିଁ ସ୍ଥାନଖ୍ରୀଷ୍ଟ ହେବେ […]

santidata jishu raja

ଶାନ୍ତି ଦାତା ଯୀଶୁ ରାଜା ତୁମ ପାଦେ ଏହି ଅଳିଦିଅ ଶକ୍ତି ଦିଅ ଭକ୍ତି ଯେହ୍ନେ ନ ପଡିବୁ ଟଳିତୁମ ରକ୍ତରେ କିଣା ଜନ ଆମେଆଶିଷ ଦିଅ ହେ ଢ଼ାଳି… (ଘୋଷା) ଅନ୍ଧାର ଏହି ଚଲାପଥେ ପ୍ରଭୁନାହିଁ କେହି ଆମ ସାୟାଜୀବନ ତରୀଟି ବାହି ନେବା ପାଇଁଅଳି କରୁ ନିତି ନିତିତୁମରି ବାକ୍ୟ ତଇଳରେ ସବୁଜୀବନ ପ୍ରଦୀପ ଉଠୁ ଜଳି… |୧| ଭୁଲିବାକୁ ଯେତେ ଅତୀତ କାଳିମାସାରିବାକୁ ଅମାରାତିଦିବାନିଶି ତୁମେ ଶିଖାଇ ଦିଅ ହେଗାଇବାକୁ ଜୟ ଗୀତିସୁନ୍ଦର […]

prabhu jishu tume mote

ପ୍ରଭୁ ଯୀଶୁ ତୁମେ ମୋତେକେତେ ଯେ ଭଲ ପାଇଲମୋ ପାପର ପଦାଘାତସବୁ ମୋ ଲାଗି ସହିଲ… (ଘୋଷା) ପାପ ରୋଗେ ଭୋଗୀ ମୃତ ପ୍ରାୟ ହେଲିମୁକତି ଆଶା ତେଜିଲିଆଶାହୀନ ହୋଇଥିଲି ଯେବେ ମୁହଁମୋ କଥା ଭାବିଲ ସରଗୁ ଅବତରିଲ… I୧I ମୋ ପାପର ଫଳ ନିରିକ କଷଣଥିଲା ବିଚାର ଲିଖନମୋତେ କ୍ଷମା ଦେଲ ମୋ ପାପ ବହିଲକୁଶରେ ମରିଲ ମୋତେ ବଂଚାଇଲ… |୨| ସୂଚୀମାଳାକୁ ଫେରନ୍ତୁ

kalbarirase pasana bukuru

କାଲବରୀର ସେ ପାଷାଣ ବୁକୁରୁରକ୍ତର ଦାଗ ଲିଭିନିକୋମଳ ଅଙ୍ଗରୁ ଝରୁଛି ରୁଧୁରଅଭିଯୋଗ ସେ ତ କରିନି… (ଘୋଷା) କଣ୍ଟାର ମୁକୁଟ ମୁଣ୍ଡରେ ରହିଛିଦୁଇ ହାତ ଦୁଇ କଣ୍ଟାରେ ଝୁଲିଛିବକ୍ଷ ଭେଦ କରି ରକତ ଝରିଛିଦୋଷ କାହାର ସେ ଧରିନିମରଣକୁ ସେ ତ ଡରିନି… |୧| ପାପ ମୋର ସବୁ କୋରଡା ସାଜିଛିମାଂସ ଚିରି ରକ୍ତ ପିଠିରୁ କାଡ଼ିଛି ସେହି ଲହୁ ମୋର ପାପକୁ ଧୋଇଛି।ଘୃଣା ମୋତେ ସେ ତ କରିନିଦୂରେ କେବେ ଠେଲି ଦେଇନି… I୨| ସୂଚୀମାଳାକୁ […]

prabhu he ki dei pujibi

ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣତୁମେ ତ୍ରାଣକାରୀ ତୁମେ ମୁକତି ରାଜନକି ଦେଇ ପୂଜିବି ତୁମ ଚରଣ… (ଘୋଷା) ନାହିଁ ମୋର ଧନ ଅଟେ ମୁହଁ ଦୀନ ହୀନତୁମ ପ୍ରେମ ଲାଗି ସଦା ଝରେ ମୋ ପରାଣଭକତିର ଅର୍ଘ୍ୟ ଦେଇ ମୁଁ ପୂଜୁଛି ତୁମ ଚରଣ… |୧| ହେ ବିଶ୍ୱ ମୋହନ ଧନ ଜଗତ ଜୀବନତୁମେ ଈଶ ପ୍ରଭୁ ଅଟ ମୋ ହୃଦ ଚନ୍ଦନତୁମରି ପ୍ରେମ-ରସରେ ମୁଁ ଗାଏ ତୁମ ଭଜନ… |୨| ସୂଚୀମାଳାକୁ […]

tuma byabasthare amodo jahara ତୁମ ବ୍ୟବସ୍ଥାରେ ଆମୋଦ ଯାହାର

ତୁମ ବ୍ୟବସ୍ଥାରେ ଆମୋଦ ଯାହାରସେ ଅତି ପ୍ରିୟ ତୁମରି … (ହେ ପ୍ରଭୁ)ଦିବା ରଜନୀରେ ଧ୍ୟାନ କରେ ଯିଏତୁମ ବାକ୍ୟ ହାତେ ଧରି (ହେ ପ୍ରଭୁ)… (ଘୋଷା) ଜଳସ୍ରୋତ ପାଖେ ରୋପିତ ଯେ ବୃକ୍ଷପତ୍ର ହୁଏ ନାହିଁ ଶୁଷ୍କନିରୂପିତ କାଳେ ଫଳର ଧାରଣକର ମୋତେ ସେ ବୃକ୍ଷ ପରି… |୧| ଦୁର୍ଜନ ନୁହଁନ୍ତି କେବେ ଚିରସ୍ଥାୟୀତୁଷ ତୁଲ୍ୟ ସେ ଜୀବନସାଧୁ ମଣ୍ଡଳୀରେ ସ୍ଥାନ ନାହିଁ ଯା’ରପଥଭ୍ରଷ୍ଟ ହେବ ତାହାରି… |୨| ସୂଚୀମାଳାକୁ ଫେରନ୍ତୁ

asiba jibane jhada aneka

ଆସିବ ଜୀବନେ ଝଡ ଅନେକଥୁବାଯାଏ ଶେଷ ନିଃଶ୍ବାସଲାଗି ରୁହ ସଦା ଯୀଶୁ ଚରଣେଥାଅ ରଖି ଅଟଳ ବିଶ୍ବାସ… (ଘୋଷା) ସହି ଦୁଃଖ ଯାତନା ଯୀଶୁ ଲାଗିଯେବେ ଝରେ ଆଖିରୁ ଲୁହ… ହୋ… ହୋ..ରଖିଥାନ୍ତି ପ୍ରଭୁ ସେ ନେତ୍ର ଜଳଦେବେ ସାନ୍ବନା ଆଶିଷ… |୧| ଭୁଲନ୍ତିନି ସେ ଆପଣା ଦାସକୁରଖିଥାନ୍ତି ମନେ ସର୍ବଦା… ହୋ… ହୋ..ଦିଅନ୍ତି ଉତ୍ତର ପକାଇଲେ ଡାକକରନ୍ତି ନାହିଁ ନିରାଶ… |୨| ସୂଚୀମାଳାକୁ ଫେରନ୍ତୁ

parbata sikhare jebe urdha drusti

ପର୍ବତ ଶିଖରେ ଯେବେ ଊଦ୍ଧି ଦୃଷ୍ଟି ମୋରନିରାଶ ଓ ଦୁଃଖ କାଳରେଆକାଶ ପୃଥିବୀର ସୃଷ୍ଟି କର୍ତ୍ତା ଯିଏକରନ୍ତି ମୋ ସାହାଯ୍ୟ ଦୁଃଖରେ (ଘୋଷା) ଇସ୍ରାଏଲ ରକ୍ଷକ ନ ହୁଅନ୍ତି ନିଦ୍ରିତଦିଅନ୍ତି ସାନ୍ତନା ମୋତେ ମୁଁ ଯେବେ ଚିନ୍ତିତଛାୟାପରି ଥାନ୍ତି ମୋର ଦକ୍ଷିଣ ପାର୍ଶ୍ବରେ… |୧| ଦିବସରେ ସୂର୍ଯ୍ୟ କି ବା ରାତ୍ରିରେ ଚନ୍ଦ୍ରମାସବୁ ତ ଅଟଇ ପ୍ରଭୁ ତୁମ ସରଜନାକରି କି ପାରିବ କେହି ଆଘାତ ମୋ ପରେ… |୨| ରକ୍ଷା କରିବେ ସେ ମୋତେ ସବୁ […]

ahe moro jishu sundara

ଆହେ ମୋର ଯୀଶୁ ସୁନ୍ଦରମୋ ପାଇଁ କି ଦୁଃଖ ସହିଲହୋଇ ଈଶସୁତ ମାନବର ପାଇନିଜ ଜୀବନ ବଳି ଦେଲ… (ଘୋଷା) ଦୋଷୀ ନୋହିଁ ମହା ଦୋଷୀ ଭାବରେବନ୍ଧା ହେଲ ଯାଇ କୃଶ ଉପରେକଣ୍ଟା ବିଦ୍ଧ ହୋଇ କଣ୍ଟାର ମୁକୁଟନିଜ ଶିରେ ଧାରଣ କଲ… |୧| ମୁହିଁ ମହାପାପୀ ଅଯୋଗ୍ୟ ତୁମରଭୋଗିଛି ଜୀବନେ ସୁଖ ଅପାରଧୋଇଦିଅ ପ୍ରଭୁ ମୋତେ ସେ ରକତେକର ମୋତେ ପାପୁ ଉଦ୍ଧାର… |୨| ସୂଚୀମାଳାକୁ ଫେରନ୍ତୁ Click the link below to listen […]

kalabori dake bare tu କାଲବରୀ ଡାକେ ବାରେ ତୁ

କାଲବରୀ ଡାକେ ବାରେ ତୁ ଫେରିଆ ଫେରିଆଛକି କାଠକୁ ପାପୀ ମନ ଚାହିଁ ଯା (ଦେଖି ଯା)ତୋର୍ ପାପ ପାଇଁ କୁଶରେ ଝୁଲୁଛି ତ୍ରାଣକର୍ତ୍ତା… (ଘୋଷା) ରାଜାମାନଙ୍କ ରାଜା ଶିରେ କଣ୍ଟା ମୁକୁଟ ବାନ୍ଧି ଦେଇବଳି ଦେଇ ତୁ ତାଙ୍କୁ କୁଶେ କେଉଁ ସୁଖ ପାଇଲୁ ତୁହିଲୁହଧାର ବହିଯାଏରେ ଚାହିଁଯା ଚାହିଁଯା… |୧| ଝୁଲୁଛନ୍ତି ଯେ କୃଶ ପରେ ତ୍ରାଣକର୍ତ୍ତା ସେ ତୋ ଅଜଣାଏବେ ବି ସମୟ ଅଛି ତୁ ଫେରିଆ… ଫେରିଆ… |୨| ଦୟାବାନ ସେ […]