aahe premomoyo ishwara tanaya

( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ )

ଆହେ ପ୍ରେମମୟ ଈଶ୍ୱର ତନୟ,

ଆମ ପରିବାରେ ଆସ ହେ,

ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ ।

ତୁମ ଲାଗି ପ୍ରଭୁ ଆମରି ଏ ଘରେ

ଧ ର୍ମବତୀ ଉଠୁ ଜ୍ୱଳି ହେ,

ନିତି ଆରାଧନା ସେବା ଉପାସନା-

ଧୂପେ ଏହି ଗୃହ ପୁରୁ ହେ       । ୧ ।

ଏ ଘର ସନ୍ତାନ ସନ୍ତତି ନିକର ତୁମ ନାମ ଲାଗି ପ୍ରଭୁ ହେ,

କରି ପ୍ରାଣ ପଣ ହୋଇ ଆଗୁଆନ ପ୍ରଚାରନ୍ତୁ ତୁମ ନାମ ହେ      । ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *