he pilagana karucha ki jishunku prema

ପ୍ରଶ୍ନ :      ହେ ପିଲାଗଣ !

କରୁଛ ଯୀଶୁଙ୍କୁ କି ପ୍ରେମ ? ଘୋଷା ।

ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର ନ ଦିଶଇ,

ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ ।

 

 ହଁ, ସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ,

ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ    । ୨ ।

 

 ହଁ, ସେ ପିଲାମାନଙ୍କୁ ନରକୁ ତାରିବାକୁ,

ନିଜ ଜୀବନ ଦେଲେ, ନ କରିବୁଁ କି ପ୍ରେମ ? । 

 

ସେ ଅନନ୍ତ ଜୀବନ, ପାପୀ ପୁଣ୍ୟ ବସନ,

ତାଙ୍କ ବିନା କାଠାକୁ କରିବା ହେ ଗମନ ?     

ଆସ ହେ ପିଲାପିଲି, ହୋଇ ସକଳ ମେଳି,

କରିବା ତାଙ୍କୁ ପ୍ରେମ, ସେହି ପ୍ରେମ ଭାଜନ

Leave a comment

Your email address will not be published. Required fields are marked *