joyo joyo gaane gaao jishu naame

ଜୟ ଜୟ ଗାନେ     ଗାଅ ଯୀଶୁ ନାମେ ଦେବ ଶିଶୁ ଉଭା ଦେଖରେ ଚାହିଁ

ପାପୀର ପରମ      ସଖା ଅନୁପମ

ତ୍ରିଭୁବନ ତଳେ କେହି ତ ନାହିଁ

(ପ୍ରେମମୟ ଯୀଶୁ ସମ) । ଘୋଷା ।

ଜନମ ଉତ୍ସବେ ସଗର ବାହିନୀ ଆସିଲେ ଶାନ୍ତିର କାରଣ ନେଇ

ଈଶ୍ୱର ମହିମା        ମାନବେ ମଙ୍ଗଳ

ପୃଥିବୀରେ ଶାନ୍ତି ଗାଇଲେ ଭାଇ

(ଯୀଶୁ ସୁଧାମୟ ନାମେ) । ୧ ।

ପୂଜାର ଅନ୍ତରେ ପ୍ରେମ ଭକ୍ତିଭରେ ପ୍ରୀତି-ଫୁଲ ଛନ୍ଦି ଚାରୁଚରଣେ

ଆସ ପରିଶ୍ରାନ୍ତ ପାପଭାରେ କ୍ଳାନ୍ତ ସ୍ନିଗ୍ଧ ଶାନ୍ତି ଲଭ ଯୀଶୁଙ୍କୁ ପାଇ

(ଯୀଶୁ ନାମ ଗୁଣ ଗାଇ) । ୨ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *