halleluyah gao hai sarbe

ହାଲିଲୁୟା ଗାଅ ହେ ସର୍ବେ, ଗାଅ ହେ ହୋଶାନ୍ତା
ଜୟ ଗୀତ ଗାଇ ଗାଇ, କର ହେ ବନ୍ଦନା … (ଘୋଷା)

ବିଶ୍ଵ ଜନ ମନ ପ୍ରାଣେ, କରିଦେବୁ ଉଦ୍ଦୀପନା
କହିଯିବୁ କାନେ, କାନେ, ମୁକ୍ତି ନାହିଁ ଯୀଶୁ ବିନା… |୧|

ତୁମେ ସତ୍ୟ ତୁମେ ପଥ, ତୁମେ ହିଁ ଅଟ ଜୀବନ
ତୁମ ପାଶେ ରହିଥିଲେ, ନଥିବ ପାପ ଯାତନା… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *