କାଲବରୀର ସେ ପାଷାଣ ବୁକୁରୁ
ରକ୍ତର ଦାଗ ଲିଭିନି
କୋମଳ ଅଙ୍ଗରୁ ଝରୁଛି ରୁଧୁର
ଅଭିଯୋଗ ସେ ତ କରିନି… (ଘୋଷା)
କଣ୍ଟାର ମୁକୁଟ ମୁଣ୍ଡରେ ରହିଛି
ଦୁଇ ହାତ ଦୁଇ କଣ୍ଟାରେ ଝୁଲିଛି
ବକ୍ଷ ଭେଦ କରି ରକତ ଝରିଛି
ଦୋଷ କାହାର ସେ ଧରିନି
ମରଣକୁ ସେ ତ ଡରିନି… |୧|
ପାପ ମୋର ସବୁ କୋରଡା ସାଜିଛି
ମାଂସ ଚିରି ରକ୍ତ ପିଠିରୁ କାଡ଼ିଛି
ସେହି ଲହୁ ମୋର ପାପକୁ ଧୋଇଛି।
ଘୃଣା ମୋତେ ସେ ତ କରିନି
ଦୂରେ କେବେ ଠେଲି ଦେଇନି… I୨|
Click the link below to listen the song tune
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
2 thoughts on “kalbarirase pasana bukuru”
This is a great song
Thanks
For
Our
Song
God continue to bless you for the song. much happy to hear