he moro mana soda

ହେ ମୋର ମନ ସଦା ଧନ୍ୟବାଦ କର
ହେ ମୋର ମନ ସଦା
ହେ ମୋର ଅନ୍ତର ଗାଅ ନିରନ୍ତର (୨ ଥର)
ପବିତ୍ର ନାମରେ ସଦା ପ୍ରଭୁଙ୍କର … ହେ ମୋର ମନ ସଦା… (ଘୋଷା)

ତାଙ୍କୁ ଦାନ ସକଳ କେବେ ନ ପାସୋର … ତାଙ୍କ ଦାନ ସକଳ
ଯେ ତୁମ ଅଧର୍ମ ସବୁ କରି କ୍ଷମା (୨ଥର)
କରନ୍ତି ନୂତନ ଜୀବନ ପ୍ରଦାନ (୧)
ରୋଗରୁ କରି ସୁସ୍ଥ ବିନାଶରୁ ମୁକ୍ତ … ରୋଗରୁ କରି ସୁସ୍ଥ
କରୁଣାରେ ଭରା ଦୟାର କିରଟି ( ୨ ଥର)
ମସ୍ତକେ ତୋହର କରନ୍ତି ଭୁଷିତ … |୧|

ଦେଇ ନିତ୍ୟ ଆହାର କରି ମୁଖ ତୃପ୍ତ-ଦେଇ ନିତ୍ୟ ଆହାର
ଉକ୍ରୋଶର ସମ ନୂତନ ଯୌବନ (୨ ଥର)
ବଢ଼ି ଉଠେ ତହୁ ଶକତି ମୋହର… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *