kisa dhoyiba mo papo

କିସ ଧୋଇବ ମୋ ପାପ ? ଯୀଶୁଙ୍କର ରକ୍ତ ମାତ୍ର ।
କିସ କରିବ ସୁସ୍ଥ ? ଯୀଶୁଙ୍କର ରକ୍ତ ମାତ୍ର ।… |୧|

ସେ ଅମୀୟ ରକ୍ତ କରେ ପରିଷ୍କୃତ,
ନା, ନାହିଁ କିଛି ତ ଯୀଶୁଙ୍କର ରକ୍ତ ମାତ୍ରା (ଘୋଷା)

ମୋର ଶୁଚି ନିମିତ୍ତ ଯୀଶୁଙ୍କର ରକ୍ତ ମାତ୍ର
ମୋ ପାପ କ୍ଷମା ହିତ ଯୀଶୁଙ୍କର ରକ୍ତ ମାତ୍ର… |୨|

ପାପର ପ୍ରାୟଶ୍ଚିତ ଯୀଶୁଙ୍କର ରକ୍ତ ମାତ୍ର
ନାହିଁ ମୋର ପୁଣ୍ୟ ତ ଯୀଶୁଙ୍କର ରକ୍ତ ମାତ୍ର… |୩|

ମୋ ଶାନ୍ତି ମୋ ଭରସା ଯୀଶୁଙ୍କର ରକ୍ତ ମାତ୍ର
ମୋହର ପୁଣ୍ୟ ସେ ତ ଯୀଶୁଙ୍କର ରକ୍ତ ମାତ୍ର… |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *