ପ୍ରଭୁ ଗୋ ମୋର ପ୍ରିୟତମ ତୁମରି ପ୍ରେମ ଅନୁପମ
ବଣ୍ଡିବି ପ୍ରଭୁ ତୁମ ପ୍ରେମ ଗାଇବି ସଦା ତୁମ ନାମ … (ଘୋଷା)
ଅନ୍ଧକୁ ଦେଲ ନୟନ, ବଧୂରେ ଦେଲ ଶ୍ରବଣ
କୃଷିକୁ ପ୍ରଭୁ ସୁସ୍ଥ କରି, ମୃତ୍ୟୁକୁ ଦେଲ ଜୀବନ … |୧|
ରୁର ଶେଷେ ଢ଼ାଳିଲ ପାପରୁ ମୋତେ ଉଦ୍ଧାରିଲ
ଅତୁଳନୀୟ ତୁମ ପ୍ରେମ ଗାଇବି ସଦା ତୁମ ନାମ … |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.